Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲୋକସଭାରେ ଓ୍ବାକଫ ସଂଶୋଧନ ବିଲ୍‌ ପାସ୍: ସମର୍ଥନରେ ପଡ଼ିଲା ୨୮୮, ଜାଣନ୍ତୁ ବିରୋଧରେ କେତେ

ନୂଆଦିଲ୍ଲୀ: ଲୋକସଭାରେ ଓ୍ବାକଫ ସଂଶୋଧନ ବିଲ୍‌ ଉପରେ ଭୋଟିଂ ଶେଷ ହୋଇଛି। ବାଚସ୍ପତି ଓମ ବିର୍ଲା ଘୋଷଣା କରିଛନ୍ତି ଯେ ଏହି ବିଲ୍‌କୁ ସମର୍ଥନ କରି ୨୮୮ ଭୋଟ ପଡ଼ିଥିବା ବେଳେ ୨୩୨ ଭୋଟ ବିରୋଧରେ ପଡ଼ିଛି। କେନ୍ଦ୍ରୀୟ ଅଳ୍ପସଂଖ୍ୟକ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଭୋଟିଂ ପୂର୍ବରୁ…

ଆଇଏଏଫ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ, ଜଣେ ପାଇଲଟ ନିଖୋଜ

ଗାନ୍ଧୀନଗର: ଜଳିଗଲା ଫାଇଟର ଜେଟ୍ ଜାଗୁଆର୍ । ଆଇଏଏଫ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ । ବୁଧବାର ବିଳମ୍ବିତ ରାତିରେ ଗୁଜୁରାଟର ଜାମନଗର ନିକଟରେ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଏଣେତେଣେ ଛିଟକି ହୋଇ ପଡିଛି ବିମାନର ଖଣ୍ଡଖଣ୍ଡ ଅଂଶ । ଘଟଣାର…

ମିଆଁମାର ପରେ ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା; ରହିଛି ୬.୦ ତୀବ୍ରତା

ଟୋକିଓ:ମିଆଁମାର ପରେ ଥରିଲା ଜାପାନ । ମଙ୍ଗଳବାର ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ମିଆଁମାର ପରେ ଜାପାନରେ ଏହା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି (NCS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା…

ବିଶ୍ୱରେ ଜଳ ସମସ୍ୟା ସୃଷ୍ଟି କରିପାରେ ଏଆଇ

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ଆର୍ଟିଫିଶିୟାଲ ଇଂଟେଲିଜେନ୍ସର ବ୍ୟବହାର ବଢ଼ିବାରେ ଲାଗିଛି । ତେବେ ଆପଣମାନେ କେବେ ଚିନ୍ତା କରିଛନ୍ତି କି ଏଆଇର ଅତ୍ୟଧିକ ବ୍ୟବହାର ଆଗାମୀ ଦିନରେ ଜଳ ଏବଂ ବିଦ୍ୟୁତ ସମସ୍ୟା ସୃଷ୍ଟି କରିପାରେ । ଯାହାକୁ ନେଇ ବିଶେଷଜ୍ଞମାନେ ଏବେଠାରୁ ସତର୍କ କରାଇବା ଆରମ୍ଭ…

ୱାକଫ୍ ସଂଶୋଧନ ବିଲକୁ ରାଜ୍ୟସଭାରେ ବିରୋଧ କରିବ ବିଜେଡି

ଭୁବନେଶ୍ୱର: କେନ୍ଦ୍ର ସରକାର ଲୋକସଭାରେ ଉପସ୍ଥାପନ କରିଛନ୍ତି ଓ୍ବାକଫ୍ ସଂଶୋଧନ ବିଲ୍ । ବିରୋଧୀ ଓ ବିଭିନ୍ନ ମୁସଲିନ ସଂଗଠନ ବିଲକୁ ଜୋରଦାର ବିରୋଧ କରୁଛନ୍ତି । ଏହାରି ମଧ୍ୟରେ ରାଜ୍ୟସଭାରେ ଏହି ବିଲକୁ ବିଜେଡି ବିରୋଧ କରିବ ବୋଲି ଜଣାପଡିଛି। ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି…

ବଜ୍ରପାତ ପୂର୍ବରୁ ମିଳିବ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ବର୍ଷା ଦିନ ଆସିଲେ, ପ୍ରାୟ ବଜ୍ରପାତରେ ଅନେକ ଲୋକଙ୍କ ଜୀବନ ଯାଏ । ପୂର୍ବ ସତର୍କର ଅଭାବ ହେତୁ ଏଭଳି ଘଟଣା ପ୍ରାୟ ବର୍ଷା ଦିନେ ଦେଖିବାକୁ ମିଳିଥାଏ । ଏପର୍ଯ୍ୟନ୍ତ ବ୍ରଜପାତରେ ହଜାର ହଜାର ଲୋକ ଜୀବନ ହାରିଲେଣି । କେବଳ ଜୀବନ ନୁହେଁ ଅନେକ ଧନସମ୍ପତ୍ତି ମଧ୍ୟ କ୍ଷତି ହୁଏ । …

ଶାହାଙ୍କ ବସ୍ତର ଗସ୍ତ ପୂର୍ବରୁ ସ୍ୱର ବଦଳାଇଲେ ମାଓବାଦୀ; ଶାନ୍ତି ଆଲୋଚନା ପାଇଁ ଦେଲେ ପ୍ରସ୍ତାବ

ମାଲକାନଗିରି: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ମାଓବାଦୀଙ୍କ ଦମନ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। ଫଳରେ ଗତ କିଛିଦିନ ମଧ୍ୟରେ ଅନେକ ମାଓବାଦୀ ନିହତ ହେଲେଣି। ଅନେକ ଆତ୍ମସମର୍ପଣ କରିସାରିଛନ୍ତି । ଏଭଳି…

ଲାଇନଚ୍ୟୁତ ହେଲା ନାଗାବଳୀ ଏକ୍ସପ୍ରେସ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ବିଜୟନଗରମ ରେଳ ଷ୍ଟେସନ ନିକଟସ୍ଥ ଭେଙ୍କଟ ଲକ୍ଷ୍ମୀ ଥିଏଟର ଜଙ୍କସନରେ ବୁଧବାର ଦିନ ନାନ୍ଦେଦ-ସମ୍ବଲପୁର ନାଗାବଳୀ ଏକ୍ସପ୍ରେସର ଏକ ଜେନେରାଲ କୋଚ୍ ଲାଇନଚ୍ୟୁତ ହୋଇଯାଇଛି। ତେବେ ଟ୍ରେନଟି ଦିନ ୧୧.୪୦ ସମୟରେ ବୋବିଲି ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହି…

ମିଆଁମାର ଭଳି ଦିଲ୍ଲୀରେ ଭୂକମ୍ପ ହେଲେ କ’ଣ ହେବ ? ଓଡ଼ିଶାକୁ କେତେ ରହିଛି ବିପଦ ?

ନୂଆଦିଲ୍ଲୀ: ମିଆଁମାରରେ ଗତ ୨୮ ମାର୍ଚ୍ଚ ୨୦୨୫ରେ ଘଟିଥିବା ୭.୭ ତୀବ୍ରତାର ଭୂମିକମ୍ପ ସେଠାକାର ସାଗାଇଙ୍ଗ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ୨୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୩୪୦୦ରୁ ଅଧିକ ଆହତ ହୋଇଛନ୍ତି। ମାଣ୍ଡାଲେ ନିକଟସ୍ଥ ଏହି…

କେବଳ ଭାରତ ନୁହେଁ, ଏହି ଦେଶମାନଙ୍କରେ ଅଛି ଓ୍ବାକଫ୍ ଜମି… ସବୁଠୁ ଅଧିକ ପାକିସ୍ତାନରେ

ନୂଆଦିଲ୍ଲୀ: ଆଜି ଲୋକସଭାରେ ୱାକଫ ସଂଶୋଧନ ବିଲ୍ ୨୦୨୫ ଆଗତ କରାଯାଇଛି । ଏବେ ବି ଏହା ଉପରେ ସଂସଦରେ ଯୁକ୍ତି ତର୍କ ଚାଲିଛି । ମୁସଲମାନ ସମ୍ପ୍ରଦାୟର ବିକାଶ ତଥା ଦେଶର ଅଗ୍ରଗତି ପାଇଁ ବିଜେପି ସରକାର ଏହାକୁ ଏକ ଐତିହାସିକ ମୂହୂର୍ତ୍ତ ବୋଲି ବର୍ଣ୍ଣନା କରିଥିବା ବେଳେ, ବିରୋଧୀ ଦଳ, ଏହି…