Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାହିଁକି ପାକିସ୍ତାନରେ ଏତେ ଶରଣାର୍ଥୀ?

ନୂଆଦିଲ୍ଲୀ: କେତେବେଳେ ମହଙ୍ଗା ମାଡ଼ ତ କେତେବେଳେ ବଲୁଚିସ୍ତାନ ହମଲାକୁ ନେଇ ଚର୍ଚ୍ଚାରେ ରହିଛି ପାକିସ୍ତାନ । ହେଲେ ଏବେ ପାକିସ୍ତାନର ମୁଣ୍ଡବିନ୍ଧା ସାଜିଛନ୍ତି ଆଫଗାନିସ୍ତାନ ଶରଣାର୍ଥୀ । ପଡୋଶୀ ଦେଶର ଲକ୍ଷ ଲକ୍ଷ ଶରଣାର୍ଥୀ ପାକିସ୍ତାନରେ ଡେରା ଜମାଇଛନ୍ତି । ସେମାନଙ୍କୁ ଦେଶରୁ ବାହାର…

କ୍ରିକେଟ ପ୍ରେମୀଙ୍କ ପାଇଁ ଜିଓ ଆଣିଛି ଖୁସିର ଖବର, ୧୫ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: କ୍ରିକେଟ ପ୍ରେମୀଙ୍କ ପାଇଁ ଜିଓ ଆଣିଛି ଖୁସିର ଖବର । କମ୍ପାନୀ ତା’ର ଲୋକପ୍ରିୟ ‘ଅସୀମିତ କ୍ରିକେଟ ଅଫର’କୁ ୧୫ ଏପ୍ରିଲ ୨୦୨୫ ଯାଏଁ ବୃଦ୍ଧି କରିଛି, ଯାହା ପୂର୍ବରୁ ୩୧ ମାର୍ଚ୍ଚରେ ଶେଷ ହେବାର ଥିଲା। ଏହି ଅଫର ଜିଓର ନୂତନ ଓ ବର୍ତ୍ତମାନର ଗ୍ରାହକଙ୍କୁ ଆଇପିଏଲ କ୍ରିକେଟ…

ଓ୍ବକଫ୍ ବିଲ ଯୋଗୁଁ ହେବ ଏସବୁ ପରିବର୍ତ୍ତନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲୋକସଭାରେ ଉପସ୍ଥାପନ କରିଛନ୍ତି ଓ୍ବକଫ୍ ସଂଶୋଧନ ବିଲ୍ । ବିରୋଧୀ ଓ ବିଭିନ୍ନ ମୁସଲିନ ସଂଗଠନ ବିଲକୁ ଜୋରଦାର ବିରୋଧ କରୁଛନ୍ତି । ଏହାଦ୍ବାରା ଦେଶରେ ଓ୍ବକଫ ସଂପତ୍ତିର ପରିଚାଳନାରେ ଉନ୍ନତି ଆସିବ ବୋଲି ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଯୁକ୍ତି ବାଢୁଛନ୍ତି…

ନେପାଳକୁ ରାଜତନ୍ତ୍ର ଫେରିଲେ ବଦଳିଯିବ ସଂପର୍କ !

ନୂଆଦିଲ୍ଲୀ: ନେପାଳରେ ଗଣତନ୍ତ୍ର ବନାମ ରାଜତନ୍ତ୍ର । ବିରୋଧ, ବିକ୍ଷୋଭ ଓ ଆକ୍ସନ୍ । ଫେରିବ କି ରାଜତନ୍ତ୍ର ? ରାଜାଶାସନ ଫେରିଲେ ପଡୋଶୀ ଦେଶଙ୍କ ଉପରେ କି ପ୍ରଭାବ ପଡିବ? ଲମ୍ବା ସମୟ ଧରି ବିଶ୍ବର ଏକମାତ୍ର ହିନ୍ଦୁ ରାଷ୍ଟ୍ର ରହିଥିବା ନେପାଳରେ ରାଜତନ୍ତ୍ର ଥିଲା । ତେବେ ୨୦୦୮ରେ ରାଜାଶାସନ…

ସୁନୀତା ୱିଲମ୍ସଙ୍କୁ ମିଳିବ ଭାରତ ରତ୍ନ? ସଂସଦରେ ଉଠିଲା ଦାବି

ନୂଆଦିଲ୍ଲୀ: ସୁନୀତା ୱିଲମ୍ସଙ୍କୁ ଦିଆଯାଉ ଭାରତ ରତ୍ନ । ଏପରି ଦାବି କରିଛନ୍ତି ଟିଏମସି ସାଂସଦ ମୋହମ୍ମଦ ନଦୀମୁଲ ହକ। ସେ ଭରତୀୟ ବଂଶଦ୍ଭବ ସୁନୀତା ଉଇଲିୟମ୍ସଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି କରିଛନ୍ତି।  ସୁନୀତା, ଯିଏ ମହାକାଶରେ ୯ ମାସରୁ ଅଧିକ ସମୟ ଧରି ରହି ଗତ ୧୮ ମାର୍ଚ୍ଚରେ…

ସ୍ତ୍ରୀ ରିଲ୍ସ କଲେ ବୋଲି ସ୍ୱାମୀଙ୍କ ଚାକିରି ଗଲା, ଜାଣନ୍ତୁ କାହିଁକି ?

ଚଣ୍ଡିଗଡ଼: ସୋସିଆଲ ମିଡିଆରେ ରିଲ୍ସ ତିଆରି କରିବାର ନିଶା ଏବେ ଏକ ପରିବାର ପାଇଁ ବଡ଼ ସଙ୍କଟ ଆଣିଛି। ଚଣ୍ଡିଗଡ଼ ସହରର ଏକ ଜେବ୍ରା କ୍ରସିଂରେ ନାଚି ରିଲ୍ସ ସୁଟିଂ କରୁଥିବା ଜ୍ୟୋତି ନାମକ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବା ପରେ ତାଙ୍କ ସ୍ୱାମୀ ଅଜୟ କୁଣ୍ଡୁଙ୍କୁ ଚଣ୍ଡିଗଡ଼ ପୋଲିସ…

ପୁଣି ବିଗିଡିଲା ଲାଲୁଙ୍କ ସ୍ବାସ୍ଥ୍ୟ, ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର…

ପାଟନା: ପୁଣି ବିଗିଡିଲା ଲାଲୁଙ୍କ ସ୍ବାସ୍ଥ୍ୟ । ରାଷ୍ଟ୍ରୀୟ ଜନତା ଦଳ, ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଖବର ସାମ୍ନାକୁ ଆସିଛି । ରକ୍ତରେ ଶର୍କରା ବୃଦ୍ଧି ହେତୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଯେଉଁ କାରଣରୁ ଡାକ୍ତରମାନେ ତାଙ୍କୁ ଅଧିକ…

ବିରୋଧୀଙ୍କ ବିରୋଧ ଭିତରେ ସଂସଦରେ ଆଗତ ହେଲା ଓ୍ବାକଫ୍ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହେଲା ସଂଶୋଧିତ ୱାକଫ୍ ବିଲ୍ । ବିରୋଧୀଙ୍କ ତୀବ୍ର ବିରୋଧ ଭିତରେ ବାଚସ୍ପତି ଓମ ବିର୍ଲାଙ୍କ ଅନୁମତି କ୍ରମେ ବୁଧବାର ସଂସଦରେ ସଂଶୋଧିତ ୱାକଫ୍ ବିଲ୍ ଆଗତ କରିଛନ୍ତି ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ବର୍ତ୍ତମାନ ବିଲ୍ ଉପସ୍ଥାପନ ପରେ…

କୁକ୍, ଡ୍ରାଇଭର, କେୟାର ଟେକର; ସମସ୍ତଙ୍କୁ ସମ୍ପତ୍ତିରେ ଭାଗ ଦେଇଛନ୍ତି ରତନ ଟାଟା… 

ନୂଆଦିଲ୍ଲୀ: ଅକ୍ଟୋବର ୨୦୨୪ରେ ଦୁନିଆରୁ ବିଦାୟ ନେଇଥିବା ରତନ ଟାଟାଙ୍କ ଇଚ୍ଛାପତ୍ର ପ୍ରକାଶ ପାଇଛି। ରତନ ଟାଟା ତାଙ୍କର ୩୮୦୦ କୋଟି ଟଙ୍କାର ସମ୍ପତ୍ତିରେ ଜୀବନର କୌଣସି ନା କୌଣସି ପର୍ଯ୍ୟାୟରେ ତାଙ୍କ ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଛିକିଛି ଭାଗ ଦେଇଛନ୍ତି। ଶେଷ ନିଶ୍ୱାସ…

ଅସ୍ତ୍ରବିରତି ଉଲ୍ଲଘଂନ କଲା ପାକିସ୍ତାନ: ସେନା ଗୁଳିରେ ନିହତ ହେଲେ ୪ ପାକିସ୍ତାନୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ମଙ୍ଗଳବାର ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏଥିରେ ପାକିସ୍ତାନୀ ସେନା ନିହଜ ହୋଇଥିବା ସୂଚନା ମିଳିଛି । ପାକିସ୍ତାନ ସେନା ପୁଞ୍ଚ ଜିଲ୍ଲା ଦେଇ ଅନୁପ୍ରବେଶ କରି ଅସ୍ତ୍ରବିରତି ଚୁକ୍ତି ଉଲ୍ଲଂଘନ କରିବା ସମୟରେ…