Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତେଜୁଛି ଭାଷା ବିବାଦ; ମରାଠୀ କହିନପାରିବାରୁ ସିକ୍ୟୁରିଟି ଗାର୍ଡଙ୍କୁ ପିଟିଲେ ଏମଏନସି କର୍ମୀ… 

ମୁମ୍ବାଇ: ଦେଶରେ ଭାଷା ବିବାଦ ବଢିବାରେ ଲାଗିଛି। ଫଳରେ ରାଜ୍ଯ ରାଜ୍ୟ ମଧ୍ୟରେ ସ୍ଥିତି ବିଗିଡିବାରେ ଲାଗିଛି। ନିକଟରେ ମହାରାଷ୍ଟ୍ରରେ ଏମଏନସି କର୍ମୀ ମରାଠୀ ଭାଷା ଜାଣି ନଥିବା ଜଣେ ସୁରକ୍ଷା କର୍ମୀଙ୍କୁ ମାଡ ମାରୁଥିବାର ନଜର ଆସିଛି। ତେବେ ଏହି ଘଟଣାଟି ମହାରାଷ୍ଟ୍ରର ପୱାଇର ଏକ…

ଏପ୍ରିଲ ଶେଷ ବେଳକୁ ବିଜେପି ଘୋଷଣା କରିପାରେ ନୂଆ ସଭାପତିଙ୍କ ନାମ

ନୂଆଦିଲ୍ଲୀ: ଏପ୍ରିଲ ୪ରେ ସଂସଦର ବଜେଟ ଅଧିବେଶନ ଶେଷ ହେବାକୁ ଯାଉଛି। ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ସମେତ ୧୮ରୁ ଅଧିକାଂଶ ରାଜ୍ୟର ବିଜେପି ସଭାପତିଙ୍କ ନାମ ଘୋଷଣା କରାହେବ ବୋଲି ଆକଳନ କରାଯାଉଛି। ତେବେ ଏହାପରେ ଦଳର ପରବର୍ତ୍ତୀ…

ସ୍ୱର୍ଗତ ରାମବିଳାସ ପାସୱାନଙ୍କ ସମ୍ପତ୍ତିକୁ ନେଇ ବିବାଦ… 

ଖଗାରିଆ: ସ୍ୱର୍ଗତ ରାମବିଳାସ ପାସୱାନଙ୍କ ପରିବାରରେ ବର୍ତ୍ତମାନ ସମ୍ପତ୍ତିକୁ ନେଇ ବିବାଦ ଜୋର ଧରିଛି। ତେବେ ଏହି ବିବାଦ ଏତେ ଗମ୍ଭୀର ହୋଇଗଲାଣି ଯେ ଏହାର ସମାଧାନ ପାଇଁ ପରିବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପାସୱାନଙ୍କ ପ୍ରଥମ ପତ୍ନୀ ରାଜକୁମାରୀ ଦେବୀ, ପଶୁପତି କୁମାର ପାରସ ଓ ତାଙ୍କ…

ରୋଗ କରୁଥିଲେ ଛୁ ମନ୍ତର୍: ଏବେ ଆଜୀବନ ଜେଲରେ ବାବା

ନୂଆଦିଲ୍ଲୀ: ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ଭବିଷ୍ୟବକ୍ତା ବଜିନ୍ଦର ସିଂ । ୨୦୧୮ ବଳାତ୍କାର ମାମଲାରେ ବାବା ବଜିନ୍ଦରକୁ ଆଜୀବନ ଜେଲ ଦେଇଛନ୍ତି ମୋହାଲି କୋର୍ଟ । ୨୦୧୮ ମସିହାରେ ହୋଇଥିବା ଏକ ବଳାତ୍କାର ମାମଲାରେ ପଞ୍ଜାବର ମୋହାଲିର ଏକ କୋର୍ଟ ଆତ୍ମଘୋଷିତ ଧର୍ମପ୍ରଚାରକ ପାଷ୍ଟର…

ଗୁଜୁରାଟର ବାଣ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ; ୧୮ ଜୀବନ୍ତ ଦଗ୍ଧ

ଅହମ୍ମଦାବାଦ: ଗୁଜୁରାଟର ବନାସକାଣ୍ଠା ଜିଲ୍ଲାରେ ଏକ ବାଣ କାରଖାନାରେ ଏକ ବିସ୍ଫୋରଣ ଘଟି ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପାଞ୍ଚ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସର ସୂଚନା ଅନୁଯାୟୀ,…

୨ଏପ୍ରିଲ…ବଢିଲାଣି ଟାରିଫ ଟେନସନ୍

ନୂଆଦିଲ୍ଲୀ: ୨ଏପ୍ରିଲ, ପାରସ୍ପରିକ ଆମଦାନୀ ଶୁଳ୍କକୁ ନେଇ ବଢିଲାଣି ଚିନ୍ତା । ଅନ୍ୟ ଦେଶ ସହ ଭାରତ ଉପରେ ବି ବାଜିବ ଟ୍ରମ୍ପଙ୍କ ଟାରିଫ୍ ଛାଟ!  ଏହି ଦିନକୁ ଲିବରେସନ୍ ଡେ ବା ମୁକ୍ତି ଦିବସ ଭାବେ ପାଳନ କରିବାକୁ ବି କହିସାରିଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ମତରେ ଟାରିଫର ସହାୟତାରେ ଆମେରିକାର…

ଏମିତି କଣ କହିଲେ ୟୁନୁସ…ଭାରତରେ ତେଜିଲା ବିରୋଧ

ନୂଆଦିଲ୍ଲୀ: ଚୀନରେ ମହମ୍ମଦ ୟୁନୁସଙ୍କ ବୟାନକୁ ନେଇ ବିବାଦ । କାହିଁକି ଉଠାଇଲେ ଭାରତର ପୂର୍ବୋତ୍ତର ରାଜ୍ୟ କଥା? ବାଂଲାଦେଶକୁ କହିଲେ ସମୁଦ୍ରର ଏକମାତ୍ର ଅଭିଭାବକ । ଚୀନକୁ ସୁଯୋଗ ଦେବାକୁ ଯାଇ ୟୁନୁସ ଖେଳିଲେ ନର୍ଥଇଷ୍ଟ କାର୍ଡ ! ଚୀନ୍ ଗସ୍ତ ବେଳେ ବାଂଲାଦେଶ ସରକାରର ମୁଖ୍ୟ ପରାମର୍ଶଦାତା…

ମାଲବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା; ଲୋକୋ ପାଇଲଟଙ୍କ ସମେତ ୩ ମୃତ

ସାହିବଗଞ୍ଜ: ଝାଡ଼ଖଣ୍ଡର ସାହିବଗଞ୍ଜରେ ଦୁଇଟି ମାଲବାହୀ ଟ୍ରେନ୍ ପରସ୍ପର ସହିତ ଧକ୍କା ହେବା ଫଳରେ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଉଭୟ ଲୋକୋ ପାଇଲଟଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷରେ ସୁରକ୍ଷାରେ ନିୟୋଜିତ ୪ ଜଣ ସିଆଇଏସଏଫ୍ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।…

ଦିଲ୍ଲୀରେ ଧୁମଧାମରେ ପାଳନ ହେବ ଓଡ଼ିଶା ପର୍ବ :ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ପାଳନ ହେବ ଓଡ଼ିଶା ପର୍ବପର୍ବାଣୀ । ଦିଲ୍ଲୀ ସରକାର ଆଗାମୀ ଦିନରେ ଓଡ଼ିଶାର ପର୍ବପର୍ବାଣୀକୁ ବେଶ୍ ଧୁମଧାମରେ ପାଳନ କରିବ । ଉତ୍କଳ ଦିବସରେ ଏନେଇ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ଉତ୍କଳ ଦିବସ…

ସେପ୍ଟେମ୍ବରରେ ଅବସର ନେବେ ପ୍ରଧାନମନ୍ତ୍ରୀ ମୋଦି: ସଞ୍ଜୟ ରାଉତ 

ମୁମ୍ବାଇ: ଅବସର ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି। ଶିବ ସେନା (ୟୁବିଟି) ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବସର ବିଷୟରେ ଭବିଷ୍ଯବାଣୀ କରିଛନ୍ତି। ନାଗପୁରର ଆରଏସଏସ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ମଧ୍ୟରେ ହୋଇଥିବା ବୈଠକ…