Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯୁଦ୍ଧ ସ୍ଥିତି ବେଳେ ୟୁଏନଏସସିରେ ଭାରତ-ପାକିସ୍ତାନ ରୁଦ୍ଧଦ୍ୱାର ବୈଠକରେ କଣ ହେଲା?

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଖରାପ ହେବାରେ ଲାଗିଛି। ଏହା ଆନ୍ତର୍ଜାତୀୟ ସମୁଦାୟର ଚିନ୍ତା ବଢ଼ାଇଛି। ପାକିସ୍ତାନ ଏହାକୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (UNSC) ରେ ଏକ ଗୋପନୀୟ ବୈଠକ ଡ଼ାକିବାକୁ ଦାବି କରିଥିଲା। ଶେଷରେ ଏହି ବୈଠକ…

ଅବସର ନେବାକୁ ଥିବା ପ୍ରଧାନ ବିଚାରପତିଙ୍କ ସମ୍ପତ୍ତି କେତେ?

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତିମାନେ ନିଜର ସମ୍ପତ୍ତିର ତଥ୍ୟ ସାର୍ବଜନୀନ କରିଛନ୍ତି। ୧ ଏପ୍ରିଲରେ ସମସ୍ତ ବିଚାରପତିଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ଏବେ ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା, ପରବର୍ତୀ ମୁଖ୍ୟ ବିଚାରପତି ବି.ଆର୍‌. ଗାଓ୍ଵଇ ସମେତ ୩୩ ଜଣ ବିଚାରପତିଙ୍କ…

ଭାରତର ମକ୍ ଡ୍ରିଲ ନିର୍ଦ୍ଦେଶ, ପାକିସ୍ତାନର ମନ୍ତ୍ରୀ ଛାନିଆ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଭାରତର ଆକ୍ରମଣର ଭୟ ଘାରିଛି। ପଡ଼ୋଶୀ ଦେଶରେ ଏତେ ଭୟ ଯେ ସେମାନେ ବାରମ୍ବାର କହୁଛନ୍ତି, ଭାରତ ଯେ କୌଣସି ସମୟରେ ଆକ୍ରମଣ କରିପାରେ। ଏବେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି, ଭାରତ ଏଲଓସିରେ ଯେ କୌଣସି…

ଭାରତର ଆକ୍ରମଣ ଭୟରେ ଶୋଇପାରୁନି ପାକିସ୍ତାନ; ରାତି ଅଧରେ ଏଲଓସିରେ ପାକ୍ ସେନାର ଫାୟାରିଂ

ଶ୍ରୀନଗର: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ । ଗତକାଲି ରାତିରେ ପାକିସ୍ତାନ ନିୟନ୍ତ୍ରଣ ରେଖା (LoC) ଆରପାରିରେ ଥିବା ପୋଷ୍ଟରୁ ଗୁଳି ଚଳାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ, ପାକିସ୍ତାନୀ ସେନା…

ସାରା ଦେଶରେ ମକ ଡ୍ରିଲ୍ ପୂର୍ବରୁ ମଙ୍ଗଳବାର ସକାଳେ ଗୃହ ମନ୍ତ୍ରଣାଳୟ ଡାକିଲା ଜରୁରୀ ବୈଠକ

ନୂଆଦିଲ୍ଲୀ: ଦେଶର ଗୃହ ମନ୍ତ୍ରଣାଳୟ ବୁଧବାର ଦେଶର ୨୪୪ଟି ଜିଲ୍ଲାରେ ଏକକାଳୀନ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଅଭ୍ୟାସ ମଇ ୭ରେ ଅନୁଷ୍ଠିତ ହେବ। ଏଥିରେ ଏୟାର ସାଇରନକୁ ଚେତାବନୀ ଭାବେ ବ୍ୟବହାର କରାଯିବ। ସାଧାରଣ ନାଗରିକ ଓ ଛାତ୍ରମାନଙ୍କୁ ଆକ୍ରମଣ ସମୟରେ ସୁରକ୍ଷା ପାଇଁ…

ନୂଆ ସିବିଆଇ ମୁଖିଆଙ୍କୁ ନେଇ ହୋଇପାରିଲାନି ଚୂଡ଼ାନ୍ତ ନିଷ୍ପତ୍ତି

ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ ଓ ସିଜେଆଇଙ୍କ ସହ ବସିଥିଲା ବୈଠକ ପ୍ରବୀଣ ସୂଦଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବୃଦ୍ଧି ହୋଇପାରେ ୬ ମାସରୁ କମ ସେବା ଅବଧି ଥିବା ଅଧିକାରୀଙ୍କୁ ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ବିଚାର କରାଯାଇପାରିବନି ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ପ୍ରବୀଣ…

ପାକିସ୍ତାନର ପୂର୍ବତନ ମେଜରଙ୍କ ସାଂଘାତିକ ଖୁଲାସା, କହିଲେ କିଏ ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲା ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ଖୁଲାସା ସାମ୍ନାକୁ ଆସୁଛି। ଏହି ଆତଙ୍କବାଦୀ ହମଲାକୁ ନେଇ ଏବେ ପାକିସ୍ତାନ ସେନାର ଜଣେ ପୂର୍ବତନ ମେଜର ଏକ ବଡ଼ ଖୁଲାସା କରିଛନ୍ତି। ପାକିସ୍ତାନ ସେନାର ପୂର୍ବତନ ମେଜର ଆଦିଲ ରାଜା ଜାତୀୟ…

ଡିଆରଡିଓ ଏବଂ ନୌସେନା ପକ୍ଷରୁ ଏମଆଇଜିଏମ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଡିଆରଡିଓ ଏବଂ ନୌସେନା ପକ୍ଷରୁ ଏମଆଇଜିଏମ୍‌ର ସଫଳ ପରୀକ୍ଷଣ। MIGM ହେଉଛି ଅଣ୍ଡର ୱାଟର ମାଇନ୍‌। ସମୁଦ୍ର ଗର୍ଭରେ ନୌସେନାର ଶକ୍ତିକୁ ବୃଦ୍ଧି କରିବ ଏମଆଇଜିଏମ୍। ଭାରତ ନିରନ୍ତର ଏହାର ପ୍ରତିରକ୍ଷା କ୍ଷମତା ବୃଦ୍ଧି କରୁଛି। ଭାରତୀୟ ନୌସେନା ମଧ୍ୟ ଦିନକୁ ଦିନ ନିଜର ଶକ୍ତି…

ହଠାତ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପହଞ୍ଚିଲେ ରାହୁଲ ଗାନ୍ଧି, ହେଉଛି ବଡ଼ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ନୂଆ ମୁଖ୍ୟଙ୍କ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, ସିବିଆଇ ମୁଖ୍ୟ ଚୟନ ପାଇଁ ଗଠିତ…

ଆସନ୍ତା ୭ରେ ଗୃହ ମନ୍ତ୍ରାଳୟ ପକ୍ଷରୁ ମକ୍‌ ଡ୍ରିଲ୍‌ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଦିଲ୍ଲୀରୁ ଆସୁଛି ବଡ ଖବର। ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ମକ୍‌ ଡ୍ରିଲ୍‌ ନିର୍ଦ୍ଦେଶ ଜାରି ହୋଇଛି। ସାମରିକ ସୁରକ୍ଷା ସୁନିଶ୍ଚିତ କରିବାକୁ ମକ୍‌ ଡ୍ରିଲ୍ କରିବାକୁ‌ ପରାମର୍ଶ ଦିଆଯାଇଛି। ଶତ୍ରୁ ଆକ୍ରମଣ…