Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଣିପୁରରେ ରାଜ୍ୟପାଳଙ୍କ ଚେତାବନୀ, ୭ ଦିନ ଭିତରେ ଲୁଟ୍ ଅସ୍ତ୍ରଶସ୍ତ୍ର ଫେରାଅ

ନୂଆଦିଲ୍ଲୀ: ୭ ଦିନ ଭିତରେ ଲୁଟ୍ ଅସ୍ତ୍ରଶସ୍ତ୍ର ଫେରାଅ। ଜନସାଧାରଣଙ୍କୁ ଏଭଳି ଅଲ୍ଟିମେଟମ୍ ଦେଇଛନ୍ତି ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା। ସୂଚନା ଅନୁଯାୟୀ, ହିଂସା ଗ୍ରସ୍ତ ରାଜ୍ୟରେ ଅବୈଧ ଭାବରେ ରଖାଯାଇଥିବା ଅସ୍ତ୍ରଶସ୍ତ୍ରକୁ ସ୍ୱେଚ୍ଛାକୃତ ଭାବରେ ଫେରାଇବାକୁ ସେ ଅନୁରୋଧ…

ସମ୍ଭାଜି ମହାରାଜଙ୍କ ସମ୍ପର୍କିତ ବିବାଦୀୟ କଣ୍ଟେଣ୍ଟ ହଟାଇବା ପାଇଁ ୱିକିପିଡିଆକୁ ନୋଟିସ

ମୁମ୍ବାଇ: ଲୋକପ୍ରିୟ ଅନଲାଇନ୍ ଏନସାଇକ୍ଲୋପିଡିଆ ଉଇକିପିଡ଼ିଆରେ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ବିଷୟରେ  ଆପତ୍ତିଜନକ ତଥ୍ୟ ଲେଖାଯାଇଥିବାରୁ ମହାରାଷ୍ଟ୍ରରେ ଏ ନେଇ  ବିବାଦ ସୃଷ୍ଟି ହୋଇଛି। ତେବେ ଏଥିରେ ଏଭଳି ଅନେକ କଥା ଉଲ୍ଲେଖ ରହିଛି ଯାହାର ଛତ୍ରପତିଙ୍କ ଜୀବନ ସହିତ କୌଣସି ସାମଞ୍ଜସ୍ୟ…

ବିଦେଶରେ ମେଡିକାଲ ପଢିବାକୁ ଚାହୁଁଥିଲେ ନିଟ୍ ୟୁଜି ବାଧ୍ୟତାମୂଳକ

ନୂଆଦିଲ୍ଲୀ: ପ୍ରତିବର୍ଷ ଭାରତରୁ ଏମବିବିଏସ ପଢିବାକୁ ହଜାର ହଜାର ଛାତ୍ରଛାତ୍ରୀ ବିଦେଶକୁ ଯାଇଥାନ୍ତି। ବର୍ତ୍ତମାନ ସମୟରେ ବିଦେଶରେ ପଢିବାକୁ ଚାହୁଁଥିବା ପିଲାମାନଙ୍କ ପାଇଁ ନିଟ୍ ୟୁଜି ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ତେବେ ବୁଧବାର ଦିନ ସୁପ୍ରିମକୋର୍ଟ ମେଡିକାଲ କାଉନସିଲ ଅଫ…

୩ୟ ବିଶ୍ବଯୁଦ୍ଧ ବେଶୀ ଦୂର ନୁହେଁ, ଚେତାବନୀ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବା ପରଠାରୁ ମଧ୍ୟପ୍ରାଚ୍ୟ ଏବଂ ୟୁରୋପରେ ଚାଲିଥିବା ଯୁଦ୍ଧ ଶେଷ କରିବା ନେଇ ଗୁରୁତ୍ବାରୋପ କରୁଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଲାଗୁଛି ଯେ ତୃତୀୟ ବିଶ୍ୱଯୁଦ୍ଧ ବେଶୀ ଦୂର ନୁହେଁ। କିନ୍ତୁ ମୋ…

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୋହନ ମାଝୀ

ଭୁବନେଶ୍ବର: ଦିଲ୍ଲୀରେ ଦୀର୍ଘ ୨୭ ବର୍ଷ ପରେ ବିଜେପି ସରକାର ଗଠନ କରିଛି । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି ରେଖା ଗୁପ୍ତା । ଏହି ଅବସରରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଭେଟିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଦୁଇ…

ଭୂକମ୍ପକୁ ଡରିନଯାଇ ଏପରି କରନ୍ତୁ ନିଜର ରକ୍ଷା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହେଉଛି । ଗଲା ତିନି ଦିନ ପୂର୍ବେ ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୦ ରେକର୍ଡ ହୋଇଥିଲା । ଦିଲ୍ଲୀର ଧୋଲା କୁଆଁ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା । ଯାହାକୁ ନେଇ…

ମହାରାଷ୍ଟ୍ର କୃଷିମନ୍ତ୍ରୀ ମାଣିକରାଓ କୋକାଟେଙ୍କୁ ଜେଲଦଣ୍ଡାଦେଶ

ମୁମ୍ବାଇ: ଜେଲ୍ ଯିବେ ମହାରାଷ୍ଟ୍ର କୃଷିମନ୍ତ୍ରୀ ମାଣିକରାଓ କୋକାଟେ । ଏକ ଠକେଇ ମାମଲାରେ ମହାରାଷ୍ଟ୍ର କୃଷିମନ୍ତ୍ରୀ ମାଣିକରାଓ କୋକାଟେ ଓ ତାଙ୍କ ଭାଇ ସୁନୀଲ କୋକାଟେଙ୍କୁ ୨ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି ନାସିକ ଜିଲ୍ଲା କୋର୍ଟ । ଏହା ସହ ତାଙ୍କୁ ୫୦ ହଜାର ଟଙ୍କା ଜରିମାନା…

କଲ୍ ମର୍ଜ କରୁଥିଲେ ସାବଧାନ, ଠକେଇର ଶିକାର ହୋଇପାରନ୍ତି… 

ନୂଆଦିଲ୍ଲୀ: ଦେଶର କୋଟି କୋଟି ଲୋକ ୟୁପିଆଇ ଦ୍ୱାରା ଟଙ୍କା ନେଣଦେଣ କରୁଛନ୍ତି। ଅନଲାଇନ ଟ୍ରାଞ୍ଜାକସନ କରୁଥିବା ବ୍ୟକ୍ତିଙ୍କ ପାଇଁ ଏନପିସିଆଇ ଆଲର୍ଟ ଜାରି କରିଛି। ବର୍ତ୍ତମାନ ସାଇବର ଠକମାନେ କଲ୍ ମର୍ଜିଂ ସ୍କାମ୍ ମାଧ୍ୟମରେ ଲୋକଙ୍କୁ ଠକୁଛନ୍ତି। ଏଥିରେ ଅପରାଧୀମାନେ ଲୋକଙ୍କୁ ଫୋନ୍…

ବିହାରରେ କଂଗ୍ରେସ ଖେଳିବ ମାଷ୍ଟରଷ୍ଟ୍ରୋକ୍ !

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । ଏବେଠୁ ବିହାରରେ ସ୍ଥିତି ମଜବୁତ କରିବାକୁ ବ୍ଲୁପ୍ରିଣ୍ଟ କଲାଣି କଂଗ୍ରେସ । ହରିୟାଣା, ମହାରାଷ୍ଟ୍ର, ଦିଲ୍ଲୀ ହାରିବା ପରେ ବିହାର ପାଇଁ ରଣନୀତି କରୁଛି ଦଳ । କଂଗ୍ରେସର ପାରମ୍ପରିକ ଭୋଟବ୍ୟାଙ୍କ…

କାହିଁକି ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ ବାଛିଲା ବିଜେପି?

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରେଖା ଗୁପ୍ତା । ସୁଷମା ସ୍ବରାଜ, ଶିଲା ଦୀକ୍ଷିତ, ଅତିସିଙ୍କ ପରେ ଚତୁର୍ଥ ମହିଳା ଭାବେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ ବି ରେଖା ଗୁପ୍ତା ଦୀର୍ଘ ଦିନ ଧରି ରାଜନୀତିରେ ସକ୍ରିୟ…