Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଡମି ସ୍କୁଲ’ ପିଲା ଦେଇପାରିବେନି +୨ ପରୀକ୍ଷା

ନୂଆଦିଲ୍ଲୀ: 'ଡମି ସ୍କୁଲ'ରେ ପାଠ ପଢୁଥିବା ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କୁ ବଡ ଝଟକା । ଦେଇପାରିବେନି +୨ ପରୀକ୍ଷା । ସିବିଏସ୍ଇ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବର୍ତ୍ତମାନ ଡମି ସ୍କୁଲରେ ଶିକ୍ଷା ଲାଭ କରୁଥିବା ଛାତ୍ରମାନଙ୍କୁ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ହାଜର ହେବାକୁ ଦିଆଯିବ…

ସମସ୍ତ ସେନା ବିଭାଗର ପୋଷାକର ରଙ୍ଗ କିଏ ନିର୍ଣ୍ଣୟ କରେ, ଏପରି ରଙ୍ଗର କାରଣ କ’ଣ?

ନୂଆଦିଲ୍ଲୀ: ଦେଶରେ କେଶରୀ ରଙ୍ଗକୁ ନେଇ ଅନେକ ଦଙ୍ଗା ହୋଇଛି । କେତେବେଳେ ଅଭିନେତ୍ରୀଙ୍କ କେଶରୀ ରଙ୍ଗର ପୋଷାକକୁ ନେଇ ବିବାଦ ହୁଏ ତ କେତେବେଳେ କେଶରୀ ଟିସୁ ପେପରକୁ ନେଇ ହଙ୍ଗାମା । ଏବେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନଡିଆରଏଫ୍ ର କେଶରୀ ରଙ୍ଗର ପୋଷାକ ଉପରେ ଏକ ଆକର୍ଷଣୀୟ ମନ୍ତବ୍ୟ…

ଏହି ଦିନରୁ ଅମରନାଥ ଯାତ୍ରା ପାଇଁ ଆଡଭାନ୍ସଡ ରେଜିଷ୍ଟ୍ରେସନ ଆରମ୍ଭ

ଅନନ୍ତନାଗ: ହିନ୍ଦୁ ଧର୍ମରେ ଅମରନାଥ ଯାତ୍ରା ଏକ ଅତ୍ୟନ୍ତ ପବିତ୍ର ଯାତ୍ରା। ଏହାର ଖୁବ୍ ମହତ୍ବ ରହିଛି। ଟ ପବିତ୍ର ଅମରନାଥ ଯାତ୍ରା ଦୁଇ ମାସ ଧରି ଚାଲିଥାଏ। ତେବେ ଗତ ବର୍ଷ ପ୍ରାୟ ୫ ଲକ୍ଷ ଲୋକ ଅମରନାଥ ଯାତ୍ରା କରିଥିଲେ। ଏହି ବର୍ଷ ଅମରନାଥ ଯାତ୍ରା ଜୁଲାଇ ୩ରୁ ଆରମ୍ଭ ହୋଇ ଅଗଷ୍ଟ ୯…

ଓଲା, ଉବରକୁ ଟକ୍କର ଦେବ ସରକାରଙ୍କ ‘ସହକାର ଟ୍ୟାକ୍ସି’

ନୂଆଦିଲ୍ଲୀ: ଓଲା ଏବଂ ଉବର ଭଳି ଟ୍ୟକ୍ସି ଆପ୍ ଏବେ, ସହରରେ ଜୀବନ ଯାପନ କରୁଥିବା ସାଧାରଣ ଲୋକଟି ପାଇଁ, ଯେପରି ଗୋ ଟୁ ଯାନ ହୋଇଛି । ସଙ୍ଗେ ସଙ୍ଗେ ଗାଡି ବୁକିଂ କର, ଆଉ ଆରାମରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚ । କିନ୍ତୁ ଲୋକଙ୍କ ଚାହିଦା ଦେଖି, ଦିନକୁ ଦିନ ବିଶ୍ବାସ ହରାଇବାକୁ ବସୁଛି…

୨୦୦୦ସହରରେ ଏୟାରଟେଲ IPTV ସେବା ଆରମ୍ଭ; ଜାଣନ୍ତୁ ପ୍ଲାନ ସମ୍ବନ୍ଧରେ..

ଭୁବନେଶ୍ବର: ଟେଲିକମ୍ ଅପରେଟର ଏୟାରଟେଲ ଭାରତର ୨୦୦୦ ସହରରେ ଆନୁଷ୍ଠାନିକ ଭାବରେ ଏହାର ଆଇପିଟିଭି(IPTV) ସେବା ଆରମ୍ଭ କରିଛି। ଏହି ସେବା ଅଧୀନରେ ୨୯ ଟି ମୁଖ୍ୟ ଷ୍ଟ୍ରିମିଂ ଆପ୍ ଉପଲବ୍ଧ ଅଛି, ଯେଉଁଥିରେ ନେଟଫ୍ଲିକ୍ସ (Netflix), ଆପଲ୍ ଟିଭି +(Apple TV+), ଆମାଜନ ପ୍ରାଇମ (Amazon…

ପ୍ରତୀକ୍ଷାର ଅନ୍ତ: ରେଳ ଯୋଗେ ଯୋଡି ହେବ କଶ୍ମୀର!

ଶ୍ରୀନଗର: ପ୍ରତୀକ୍ଷାର ଅନ୍ତ । ଶେଷରେ ରେଳ ଯୋଗେ କଶ୍ମୀର ଦେଶର ଅନ୍ୟ ଅଂଶ ସହିତ ଖୁବଶୀଘ୍ର ଯୋଡି ହେବାକୁ ଯାଉଛି । ଦୀର୍ଘ ପ୍ରତୀକ୍ଷା ପରେ, କାଶ୍ମୀର ବାସୀ ପ୍ରଥମ ଟ୍ରେନ ସେବା ପାଇବାକୁ ଯାଉଥିବା ନେଇ ସୂଚନା ମିଳୁଛି । କୁହାଯାଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୯ରେ…

ଦେଶରେ ରହିଛି ଏପରି ରହସ୍ୟମୟ ମନ୍ଦିର, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭାରତରେ ଅନେକ ମନ୍ଦିର ଅଛି, କିଛି ମନ୍ଦିର ସେମାନଙ୍କର ସୃଜନଶୀଳ କଳାକୃତି ପାଇଁ ଜଣାଶୁଣା ଏବଂ ଅନେକ ମନ୍ଦିର ସେମାନଙ୍କର ରହସ୍ୟମୟ ଇତିହାସ ପାଇଁ ଜଣାଶୁଣା । ତଥାପି, ହିନ୍ଦୁ ଧର୍ମରେ, ମନ୍ଦିର ଏକ ପବିତ୍ର ସ୍ଥାନ ଯେଉଁଠାରେ ଆପଣ ମାନସିକ ଭାବରେ ଶାନ୍ତ ହୁଅନ୍ତି । ମନ୍ଦିର…

ଶୀଘ୍ର ମରିଯିବେ ପୁତିନ !

ନୂଆଦିଲ୍ଲୀ: ଶୀଘ୍ର ଋଷ ରାଷ୍ଟ୍ରପତିଙ୍କର ହେବ ମୃତ୍ୟୁ ! ପୁତିନଙ୍କୁ ନେଇ ଜେଲେନସ୍କିଙ୍କ ବଡ଼ ବୟାନ । ଦୁଇ ଦେଶ ମଧ୍ୟରେ ଶେଷ ହେବ ଯୁଦ୍ଧ! ଜେଲେନସ୍କିଙ୍କ ବୟାନ ପରେ ପୁତିନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ପ୍ୟାରିସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍…

ଜେନେରାଲ୍ ମୁନୀର ଇସ୍ତଫା ଦିଅ…

ନୂଆଦିଲ୍ଲୀ: ପାକିସ୍ତାନ ସେନାରେ ବିଦ୍ରୋହ ! ସେନା ମୁଖ୍ୟଙ୍କ ଇସ୍ତଫା ଦାବି । ସେନା ଅଧିକାରୀଙ୍କ ଦାବି, ପଦ ଛାଡ । ଫସିଯିବେ କି ଜେନେରାଲ ମୁନୀର? ସେନା ମୁଖ୍ୟ ଜେନେରାଲ ସୟଦ ଅସିମ ମୁନୀରଙ୍କୁ ନେଇ ସେନା ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି। ଜେନେରାଲ ମୁନୀରଙ୍କ ଇସ୍ତଫା ପତ୍ର ମାଗିବା…