Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାହିଁକି ତୁଳସୀଙ୍କ ଉପରେ ବାଂଲାଦେଶର କ୍ଷୋଭ?

ନୂଆଦିଲ୍ଲୀ: ଏବେ ଭାରତ ଗସ୍ତରେ ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତଥା ଭାରତୀୟ ବଂଶୋଦ୍ଭବ ତୁଳସୀ ଗାବାର୍ଡ । ୩ ଦିନିଆ ଭାରତ ଗସ୍ତରେ ରହିଥିବା ତୁଳସୀଙ୍କୁ ଭାରତରେ ଭବ୍ୟ ସ୍ବାଗତ ମିଳିଥିଲା । ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଭେଟିଥିଲେ ତୁଳସୀ । ହେଲେ ଏବେ ଭାରତରେ…

ହମାସର ହେବ ଦି ଏଣ୍ଡ !

ନୂଆଦିଲ୍ଲୀ: ଏୟାରଷ୍ଟ୍ରାଇକରେ ୩ଶହରୁ ଅଧିକ ମୃତ । ଗାଜା ଖାଲି କରିବାକୁ ଫରମାନ୍ । ହମାସକୁ ମୂଳରୁ ଉପାଡିବାକୁ ବଡ଼ ପ୍ଲାନ୍ । ପ୍ରାୟ ଦୁଇ ମାସର ନିରବତା ପରେ ପୁଣି ଗାଜାରେ ଗର୍ଜିଛି ଇସ୍ରାଏଲ ତୋପ । ୧୯ଜାନୁଆରୀରେ ଇସ୍ରାଏଲ୍-ହମାସ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ପରେ ସବୁଠୁ ବଡ଼…

ପୁଣି ଏକ ବଡ଼ ଆକ୍ରମଣ, ଏୟାର ଷ୍ଟ୍ରାଇକରେ 326 ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୁଣି ଇସ୍ରାଏଲ କଲା ବଡ଼ ଆକ୍ରମଣ। ଗାଜା ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଥିବା କହିଛି ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଯେଉଁଥିରେ 326 ଜଣଙ୍କ ମୃତ୍ୟୁ ହୋଇଥିବା କହିଛି ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଅସ୍ତ୍ରବିରତି ଉଲ୍ଲଂଘନ ପରେ ଗାଜାରେ ଏହା ହେଉଛି ସବୁଠାରୁ ବଡ…

କାହିଁକି ୨ଶହ ବର୍ଷ ପୁରୁଣା ଆକ୍ଟ ଲାଗୁ କଲେ ଟ୍ରମ୍ପ?

ନୂଆଦିଲ୍ଲୀ: ଅନୁପ୍ରବେଶ ରୋକିବାକୁ ଟ୍ରମ୍ପଙ୍କ ବଡ଼ ପଦକ୍ଷେପ । ଲାଗୁ କଲେ ୨ଶହ ବର୍ଷ ପୁରୁଣା ଆଇନ । ଶତ୍ରୁ ଦେଶ ଉପରେ ଚାପ ପକାଇ ପାରିବ କି ଆମେରିକା? ପୁଣି ଚମକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨ଶହ ବର୍ଷ ତଳର ଏଲିଅନ୍ ଏନିମିଜ ଆକ୍ଟକୁ ପୁଣି ଲାଗୁ କରିବା ସହ…

‘କହ୍ନେୟା’ ଯାତ୍ରା…ବଳ ବଢାଇବ ନା ଚିନ୍ତା?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିଯୁକ୍ତିକୁ କଂଗ୍ରେସର ଫୋକସ୍ । ବେକାରୀ ସମସ୍ୟା ନେଇ ଦଳ ଦେଇଛି ଯୁଦ୍ଧଂ ଦେହୀ ଡାକରା । ବିହାରରେ କଂଗ୍ରେସର ପଳାୟନ ରୋକ, ଚାକିରି ଦିଅ ଯାତ୍ରା । ଯୁବ କଂଗ୍ରେସ ଓ ଏନଏସୟୁଆଇ ଦ୍ବାରା ପଦଯାତ୍ରା ଆରମ୍ଭ କରାଯାଇଛି । ଯାତ୍ରାରେ ଫୋକସରେ…

ଭାରତ ଆସିବେ ସୁନୀତା ! ଚିଠି ଲେଖି ନିମନ୍ତ୍ରଣ କଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଉ କିଛି  ଘଣ୍ଟାର ଅପେକ୍ଷା ସୁନୀତା ୱିଲମ୍ସ ଓ ତାଙ୍କ ଟିମ୍ ପୃଥୀବି ପୃଷ୍ଠରେ ପାଦ ଦେବେ। ଏନେଇ ପୂରା ବିଶ୍ୱ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଦୀର୍ଘ 9 ମାସ ପରେ ଅନେକ ଆଶା ଆଶଙ୍କା ଭିତରେ ମହାକାଶରୁ ପୃଥୀବିକୁ ଫେରୁଛନ୍ତି ସୁନୀତା। ଏହାରି ଭିତରେ ପ୍ରଧାନମନ୍ତ୍ରୀ…

ଫିଲ୍ମ ଛାଭା ପାଇଁ ଔରଙ୍ଗଜେବଙ୍କ ପ୍ରତି ଜନଆକ୍ରୋଶ ବଢୁଛି: ଫଡନାଭିସ୍

ମୁମ୍ବାଇ: ଫିଲ୍ମ ଛାଭା ପାଇଁ ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କ ପ୍ରତି ଜନସାଧାରଣଙ୍କ ଆକ୍ରୋଶ ବଢୁଛି। ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍। ଛାଭା ଚଳଚ୍ଚିତ୍ର ପରେ ଔରଙ୍ଗଜେବଙ୍କ ବିରୁଦ୍ଧରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ମହାରାଷ୍ଟ୍ରକୁ ଶାନ୍ତ ରଖିବାକୁ…

ମାସିକ ଋତୁସ୍ରାବ ସମୟରେ ମହାକାଶରେ କିପରି ପରିଚାଳନା କରନ୍ତି ମହିଳା ମହାକାଶଚାରୀ? ଜାଣନ୍ତୁ…

ନୂଆଦିଲ୍ଲୀ: ମହାକାଶଚାରୀ ସୁନିତା ୱିଲିୟମ୍ସ ଆଜି ବୁଚ୍ ୱିଲମୋରଙ୍କ ସହ ପୃଥିବୀକୁ ଫେରିବେ । ସେ ୯ ମାସ ୧୩ ଦିନ ପାଇଁ ମହାକାଶରେ ରହିଥିଲେ । ଅବେଲେଣ୍ଟିନା ତେରେସକୋଭା ମହାକାଶକୁ ଯାଇଥିବା ପ୍ରଥମ ମହିଳା ଥିଲେ । ସେ ୧୯୬୩ ମସିହାରେ ତାଙ୍କର ପ୍ରଥମ ମିଶନରେ ମହାକାଶକୁ ଯାଇଥିଲେ । ସେବେଠାରୁ,…

ଯୁଦ୍ଧବିରତିକୁ ବି ଖାତିର ନାହିଁ: ଇସ୍ରାଏଲୀ ସେନାଙ୍କ ବୋମାମାଡରେ ପୁଣି ଗଲା ୨୦୦ରୁ ଅଧିକ ଜୀବନ

ନୂଆଦିଲ୍ଲୀ: ବିଶ୍ବରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଗୋଟେ ପଟେ ରୁଷ-ୟୁକ୍ରେନ, ଆଉ ଗୋଟେ ପଟେ ଇସ୍ରାଏଲ-ପାଲେଷ୍ଟାଇନ । ରୁଷ ୟୁକ୍ରେନ ଓ୍ବାର ନେଇ ଆମେରିକା ରାଷ୍ଟ୍ରପତିଙ୍କ ସମେତ ଅନେକ ରାଷ୍ଟ୍ର ଏହାର ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ଏବେ ଚିନ୍ତା ବଢାଇଲାଣି…

ଆଇଏସଏସରୁ ବାହାରିଲେ ସୁନୀତା, ପୃଥିବୀ ଠାରୁ ଏତିକି ଦୂରରେ….

ନୂଆଦିଲ୍ଲୀ: ମହାକାଶକୁ ବିଦାୟ ଦେଲେ ସୁନୀତା । ଦୀର୍ଘ ୯ ମାସ ପରେ ଆଇଏସଏସରୁ ବାହାରିଲେ ସୁନୀତା ଓ ତାଙ୍କ ସାଥୀ ବୁଚ ୱିଲମୋର୍ । ସୁନିତା ୱିଲିୟମ୍ସ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ପୃଥିବୀ ପହଞ୍ଚିବା ପାଇଁ ଯାତ୍ରା ଆରମ୍ଭ କରିବା ବେଳେ ପୃଥିବୀଠାରୁ ପ୍ରାୟ ୪୨୩ କିଲୋମିଟର (୨୬୩ ମାଇଲ)…