Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସବୁ ପ୍ରତୀକ୍ଷାର ହେଲା ଅବସାନ: ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା, ଓଠରେ ଫୁଟିଲା ହସ

ୱାଶିଂଟନ: ସରିଲା ୯ ମାସର ଅପେକ୍ଷା। ସବୁ ପ୍ରତୀକ୍ଷାର ହେଲା ଅବସାନ। ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା। ଓଠରେ ଫୁଟିଲା ହସ। ସୁନୀତାଙ୍କ ସହ ୪ ସାଥୀ ସହଯୋଗୀଙ୍କୁ ଦେଖି ନାସା ବି ଖୁସ୍‌। ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ । ମହାକାଶ ପରୀ ସୁନୀତାଙ୍କ ସମେତ…

ଆଧାର ସହ ଲିଙ୍କ ହେବ ଭୋଟର କାର୍ଡ, ଖୁବଶୀଘ୍ର ନିଷ୍ପତ୍ତି… 

ନୂଆଦିଲ୍ଲୀ: ଆଧାର ସହ ଲିଙ୍କ ହେବ ଭୋଟର କାର୍ଡ। ନକଲି ଭୋଟିଂକୁ ରୋକିବା ପାଇଁ ଏହା ସହାୟକ ହେବ ବୋଲି କୁହାଯାଉଛି। ମଙ୍ଗଳବାର ଦିନ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଜୋଶୀଙ୍କ ସହ କେନ୍ଦ୍ର ଗୃହ ସଚିବ, ଆଇନ ମନ୍ତ୍ରଣାଳୟର…

ଏପ୍ରିଲରୁ ମହଙ୍ଗା ହେବ TATA ର ଏହିସବୁ ଗାଡି, ଶୀଘ୍ର କରନ୍ତୁ ବୁକିଂ

ନୂଆଦିଲ୍ଲୀ: ଭାରତୀୟ ବଜାରରେ ସବୁଠାରୁ ଅଧିକ କାର ବିକ୍ରୟକାରୀ କମ୍ପାନୀ ମଧ୍ୟରେ ଆଗୁଆ ଥିବା ଟାଟା ମୋଟର୍ସ ତା'ର ଗ୍ରାହକମାନଙ୍କୁ ଦେଇଛି ବଡ଼ ଝଟକା । ୧ ଏପ୍ରିଲ୍ ୨୦୨୫ ରୁ କମ୍ପାନୀର ସମସ୍ତ କମର୍ସିଆଲ ବା ବାଣିଜ୍ୟିକ ଯାନର ମୂଲ୍ୟ ୨ ଶତକଡା ପର୍ଯ୍ୟନ୍ତ ବଢିପାରେ। ବର୍ଦ୍ଧିତ ଶୁଳ୍କ ଏବଂ…

ମହାକୁମ୍ଭ ରୂପରେ ସାରା ବିଶ୍ବ ଦେଖିଲା ଭାରତର ବିଶାଳ ସ୍ବରୂପ: ମୋଦି

ନୂଆଦିଲ୍ଲୀ: ମହାକୁମ୍ଭ ରୂପରେ ସାରା ବିଶ୍ବ ଦେଖିଲା ଭାରତର ବିଶାଳ ସ୍ବରୂପ। ମହାକୁମ୍ଭର ସଫଳତାରେ ଅନେକ ଲୋକଙ୍କର ଅବଦାନ ରହିଛ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ପ୍ରକାଶ କରିଛନ୍ତି। ଗୃହରେ ମହାକୁମ୍ଭ ଉପରେ ଅଭିଭାଷଣ ଦେଇ କହିଛନ୍ତି ଯେ ବହୁ ପ୍ରୟାସ ପରେ ମାତା ଗଙ୍ଗାଙ୍କୁ…

କାହିଁକି ସ୍ଥଳଭାଗ ବଦଳରେ ସମୁଦ୍ରରେ ଅବତରଣ କରିବ ସୁନିତା ୱିଲିୟମ୍ସଙ୍କ ସ୍ପେସକ୍ରାଫ୍ଟ ?

ନୂଆଦିଲ୍ଲୀ: ପୃଥିବୀ ଫେରୁଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ବୁଚ ଓ୍ବିଲମୋର । ଏହି ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହୃଦୟସ୍ପର୍ଶୀ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ସୁନିତାଙ୍କୁ ଭାରତର ଜଣେ ସୁନ୍ଦର ଝିଅ ବୋଲି…

ମୋମୋ ଖାଉଥିଲେ ସାବଧାନ; ଫ୍ୟାକ୍ଟ୍ରି ଫ୍ରିଜରୁ ମିଳିଲା କୁକୁର ମୁଣ୍ଡ

ମୋହାଲି: ଆଜିକାଲି ମୋମୋ ପ୍ରାୟ ସମସ୍ତଙ୍କୁ ବହୁତ ପସନ୍ଦ। ପଞ୍ଜାବର ମୋହାଲିରେ ଗତ ଦୁଇ ବର୍ଷ ଧରି ମୋମୋସ୍ ତିଆରି ହେଉଥିବା ଏକ କାରଖାନାର ଫ୍ରିଜରୁ ଏକ କୁକୁରର କଟା ମୁଣ୍ଡ ମିଳିଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଏହା ସହ କିଛି ମାଂସ ମଧ୍ୟ ମିଳିଥିଲା ଯାହାକୁ ଜବତ…

ଏହି ଦେଶରେ ସୁନା ଦରରେ ମିଳେ କଣ୍ଡୋମ; ଦାମ୍ ଶୁଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ: ସାରା ବିଶ୍ୱରେ କଣ୍ଡୋମ ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା କେବଳ ଅସୁରକ୍ଷିତ ଯୌନ ସମ୍ପର୍କରୁ ରକ୍ଷା କରେ ନାହିଁ ବରଂ ଅନାବଶ୍ୟକ ଗର୍ଭଧାରଣର ଆଶଙ୍କା ମଧ୍ୟ ହ୍ରାସ କରେ । ଅନେକ ଦେଶରେ, ବର୍ଦ୍ଧିତ ଜନସଂଖ୍ୟା ଏବଂ ଯୌନ ସଂକ୍ରମିତ ରୋଗକୁ ଦୃଷ୍ଟିରେ ରଖି, ସରକାର…

ଆମାଜନରେ ଦେଖା ଯାଉଥିବା କ୍ୟାଟ ଫିଶ ମିଳିଲା ବିହାରରେ

ପାଟନା: ବିହାରର ମୋତିହାରୀ ଜିଲ୍ଲାରେ ମାଛଧରାଳୀମାନେ ଏକ ଅଦ୍ଭୁତପ୍ରକାରର ମାଛ ଧରିଛନ୍ତି । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି । ଭାରତ-ନେପାଳ ସୀମା ନିକଟରେ ସ୍ଥିତ ଅରୁଣା ନଦୀରେ ସେମାନେ ମାଛ ଧରୁଥିଲେ । ମାଛ ଜାଲରେ ଆମାଜନରେ ଦେଖାଯାଉଥିବା ଆମେରିକୀ କ୍ୟାଟଫିଶ ଏଥିରେ…

ଫେରୁଛନ୍ତି ସୁନୀତା…ବାଟରେ ବିପଦ ପରେ ବିପଦ

ନୂଆଦିଲ୍ଲୀ: ମହାକାଶକୁ ବାଏ ବାଏ କହିଲେ ସୁନୀତା । ଦୀର୍ଘ ୯ମାସର ରହଣି ପରେ ଶେଷରେ ପୃଥିବୀ ମୁହାଁ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ବୁଚ ଓ୍ବିଲମୋର । ଏଥିପାଇଁ ଆଜି ୧୦ଟା ୩୫ରେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରୁ ସଫଳ ହୋଇଛି…

୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ! 

ନୂଆଦିଲ୍ଲୀ: ୨୦୨୫ ମସିହାରେ ୧୪,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ। ଯାହାଫଳରେ କର୍ମଚାରୀଙ୍କ ସଂଖ୍ୟାରେ ପ୍ରାୟ ୧୩% ହ୍ରାସ ହେବ। ରିପୋର୍ଟ ଅନୁସାରେ ଏହା କମ୍ପାନୀକୁ ବାର୍ଷିକ ପ୍ରାୟ ୨.୧ରୁ ୩.୬ ବିଲିୟନ ଆମେରିକୀୟ ଡଲାର ସଞ୍ଚୟ କରିବାରେ ସାହାଯ୍ୟ କରିବ। ଆମାଜନର ଆଗାମୀ ଛଟେଇ…