Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଜେପିର ତୁଷ୍ଟିକରଣ ରାଜନୀତିର ପାଲଟା ଜବାବ ଦେଲେ ମମତା, କହିଲେ…

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ହୁଗଳିର ଫୁରଫୁରା ସରିଫରେ ଆୟୋଜିତ ଏକ ଇଫତାର ପାର୍ଟିରେ ଯୋଗ ଦେଇଥିଲେ । ଏହି ସମୟରେ, ସେ ଏପରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ତୁଷ୍ଟିକରଣ ରାଜନୀତିକୁ ପ୍ରୋତ୍ସାହିତ କରୁଥିବା ବିଜେପିର ଅଭିଯୋଗର ପ୍ରତିଆକ୍ରମଣ କରିଥିଲେ । ସେ…

ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରି ପିସିବିର ୮୦୦ କୋଟି କ୍ଷତି

ନୂଆଦିଲ୍ଲୀ: ୨୯ ବର୍ଷର ଅପେକ୍ଷା ପରେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିବା ପିସିବିକୁ ମହଙ୍ଗା ପଡିଛି। ବର୍ତ୍ତମାନ ଦେବାଳିଆ ପରିସ୍ଥିତିରେ ଗତି କରୁଥିବା ପାକିସ୍ତାନକୁ ଏଥିପାଇଁ ପ୍ରାୟ ୮୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ଏହି ଚାମ୍ପିଅନ୍ସ ଟ୍ରଫି ଜରିଆରେ ପାକିସ୍ତାନ କୋଟି…

ଚୀନର ‘ମାନସ୍’; ଲୋକଙ୍କ ଚାକିରି ନେବ କି ଏହି ଏଆଇ? 

ବେଜିଂ: ଡିପସିିକ ପରେ ଚୀନ୍ ଆଉ ଏକ ଏଆଇ ମଡେଲ୍ ମାନସ୍ ପ୍ରସ୍ତୁତ କରିଛି। ଯାହାକି ୱେବସାଇଟ୍ ତିଆରି କରିବା ଠାରୁ ଆରମ୍ଭ କରି ଆନିମେସନ୍ ମଧ୍ଯ କରିପାରିବ। ତେବେ ଏହାକୁ ତିଆରି କରିଥିବା ବଟରଫ୍ଲାଏ ଇଫେକ୍ଟ କମ୍ପାନୀ ଏହା ବିଶ୍ୱର ପ୍ରଥମ ସାଧାରଣ ଏଆଇ ଏଜେଣ୍ଟ ହୋଇଥିବା କଥା ଦାବି କରୁଛି।…

କୋଲକାତାରେ ଜଣେ ମହିଳା HCov ସଂକ୍ରମିତ

କୋଲକାତା: କୋଲକାତାର ଗାରିଆ ଅଞ୍ଚଳର ଜଣେ ୪୬ ବର୍ଷୀୟା ମହିଳା ହ୍ୟୁମାନ୍ କରୋନାଭାଇରସ୍ (HCoV-HKU1)ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମହିଳା ଜଣକ ଗତ ୧୫ ଦିନ ଧରି ଜ୍ୱର, କାଶ ଏବଂ ଥଣ୍ଡାରେ ପୀଡିତ ଥିଲେ। ଯାହା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ…

ସେନା ଛାଡୁଛନ୍ତି ପାକ୍ ଯବାନ୍!

ନୂଆଦିଲ୍ଲୀ: ଭୟଙ୍କର ସ୍ଥିତି ଦେଇ ଗତି କରୁଛି ପାକିସ୍ତାନ । ଦେବାଳିଆ ହୋଇ ଏବେ ଏ, ଦେଶ ସେ ଦେଶ ପାଖରେ ଶରଣ ପଶିଥିବା ବେଳେ ଏବେ ଟଳମଳ ହେବାକୁ ବସିଲାଣି ପାକିସ୍ତାନ ସୁରକ୍ଷା ବ୍ୟବସ୍ଥା ।  ପାକ୍ ସେନାଙ୍କ ଉପରେ ଏବେ ଦାଉ ସାଧୁଛି ବିଏଲଏ । ଯାହାର ଭୟରେ ଏବେ ପାକିସ୍ତାନୀ ସୈନିକ ସେନା…

ଆସନ୍ତା ୨୪, ୨୫ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ: ମାର୍ଚ୍ଚ ୨୪ ଏବଂ ୨୫ରେ ସାରା ଦେଶରେ ବ୍ୟାଙ୍କ ସେବା ବନ୍ଦ ରହିବ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁଏଫବିୟୁ) ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ସୂଚନା ଅନୁଯାୟୀ, ବ୍ୟାଙ୍କ ୟୁନିଅନଗୁଡ଼ିକ ନିୟମିତ ନିଯୁକ୍ତି, ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ…

ମହଙ୍ଗା ପଡୁଛି ଟ୍ରମ୍ପଙ୍କ ନିଷ୍ପତ୍ତି; ଅଣ୍ଡା ଦର ଆକାଶଛୁଆଁ

ୱାଶିଂଟନ: ଶୁଳ୍କ ଏବଂ ଅନ୍ୟାନ୍ୟ ନୀତି ଯୋଗୁଁ ଆମେରିକାରେ ମୁଦ୍ରାସ୍ଫୀତି ଆକାଶଛୁଆଁ ହୋଇଛି। ରାସନ ସାମଗ୍ରୀ ସହ ଅଣ୍ଡାର ଦର ଆକାଶଛୁଆଁ ହେବାରେ ଲାଗିଛି। ମୁଦ୍ରାସ୍ଫୀତି ଏବଂ ବାର୍ଡ ଫ୍ଲୁ ଯୋଗୁଁ ଅଣ୍ଡାର ମୂଲ୍ୟ ଏତେ ବୃଦ୍ଧି ପାଇଛି ଯେ ଲୋକମାନେ ମେକ୍ସିକୋ ଏବଂ କାନାଡାରୁ ଅଣ୍ଡା ଚୋରା…

ଆଉ ପାଦେ ଆଗକୁ ବଢିଲା ଭାରତର ମୁନ୍‌ ମିଶନ, ‘ଚନ୍ଦ୍ରଯାନ-୫’କୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ଆଉ ଏକ ପାଦ ଆଗକୁ ବଢିଲା ଭାରତର ମୁନ୍‌ ମିଶନ । ‘ଚନ୍ଦ୍ରଯାନ-୫’ ଉପରେ ବାଜିଛି କ୍ୟାବିନେଟ ମୋହର । କେନ୍ଦ୍ର ସରକାର ଚନ୍ଦ୍ରଯାନ-୫ କୁ ଅନୁମୋଦନ ଦେଇଛନ୍ତି । ଏନେଇ ଇସ୍ରୋର ନୂଆ ଅଧ୍ୟକ୍ଷ ଭି.ନାରାୟଣ ସୂଚନା ଦେଇଛନ୍ତି । ତେବେ ଏହାପୂର୍ବରୁ ୨୦୨୪ ସେପ୍ଟେମ୍ବର ୧୮ରେ ଚନ୍ଦ୍ରଯାନ…

ମହରଙ୍ଗ ବଲୁଚ କିଏ…ଯାହା ପାଇଁ ହଜିଛି ପାକ୍ ସେନାର ନିଦ

ନୂଆଦିଲ୍ଲୀ: ପାକିସ୍ତାନର ବଲୁଚସ୍ତାନରେ ଲମ୍ବା ସମୟ ଧରି ଅଶାନ୍ତି ଲାଗି ରହିଛି । ପାକ୍ ସରକାର ବିରୋଧରେ ବର୍ଷ ବର୍ଷ ଧରି ବଲୁଚିସ୍ତାନରେ ବିରୋଧର ସ୍ବର ଉଠିଛି । ନିକଟରେ ଟ୍ରେନ୍ ଅପହରଣ ସହ ପାକ୍ ସେନା ଉପରେ ଗୋଟେ ପରେ ଗୋଟେ ଆକ୍ରମଣ ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି ବଲୁଚ ଲିବରେସନ୍ ଆର୍ମି…

ଏପ୍ରିଲରେ ଏହି ସ୍ଥାନକୁ ବୁଲିଯିବାକୁ କରନ୍ତୁ ପ୍ଲାନ୍, ସ୍ମରଣୀୟ ରହିବ ଟ୍ରିପ୍..

ନୂଆଦିଲ୍ଲୀ: ବୁଲିବାକୁ କାହାକୁ ବା ଭଲ ନ ଲାଗେ । ନିଜ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବାହାର କରି କିଛି ଦିନ ବାହାରେ ବୁଲି ଆସିଲେ ମନର ସବୁ ଅବସଦା ଦୂର ହୋଇଥାଏ । ତେବେ ଯଦି ଆପଣ ପରିବାର କିମ୍ବା ବନ୍ଧୁମାନଙ୍କ ସହିତ ଭ୍ରମଣ କରିବାକୁ ଯୋଜନା କରୁଛନ୍ତି, ଏପ୍ରିଲ ମାସ ସର୍ବୋତ୍ତମ ସମୟ ।…