Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇରାନରେ ଭୟଙ୍କର ବିସ୍ଫୋରଣରେ; ୫୦୦ରୁ ଉର୍ଦ୍ଧ୍ବ ଆହତ, ୧୪ ମୃତ

ତେ‌ହରାନ: ଇରାନର ବନ୍ଦର ଆବାସର ରାଜାଇ ପୋର୍ଟରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ୫୦୦ ଜଣ ଆହତ ଆହତ ହୋଇଥିବାବେଳେ, ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ରହିଛି । ରାଜାଇ ବନ୍ଦର ମୁଖ୍ୟତଃ କଣ୍ଟେନର ଯିବା ଆସିବା ପରିଚାଳନା କରେ…

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମାମଲାର ଦିଲ୍ଲୀ ପୋଲିସ ଗୁଜରାଟର ଜଣେ ଯୁବକଙ୍କୁ ଗିରଫ କରିଛି। ଗମ୍ଭୀରଙ୍କୁ କିଛିଦିନ ତଳେ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା । ଏହା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ଧମକପୂର୍ଣ୍ଣ ଇମେଲ୍ ପଠାଇଥିବା…

ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ଏଲଓସିରେ ବଙ୍କର ପ୍ରସ୍ତୁତ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହା ମଧ୍ୟରେ ଏଲଓସିର ପାଖାପାଖି ଗାଁରେ ରହୁଥିବା ଲୋକମାନେ ସେଠାରେ ବଙ୍କର ସଫା କରିବାରେ ଲାଗି ପଡିଛନ୍ତି। ଯେତେବେଳେ ଗ୍ରାମବାସୀଙ୍କୁ ଏନେଇ ପଚରା ଗଲା, ସେମାନେ କହିଥିଲେ ଯେ ଆମେ ସେନା ପାଇଁ କୌଣସି…

ଅପରେସନ ପାଇଁ ସଜବାଜ ହେଉଛି ଭାରତ, ପ୍ରସ୍ତୁତ ହେଲା ଆତଙ୍କୀଙ୍କ ଚିଠା

ନୂଆଦିଲ୍ଲୀ: ଆଉ ରକ୍ଷା ନାହିଁ । ଆତଙ୍କବାଦୀମାନେ ଯେଉଁଠି ଲଚିଥିଲେ ବି ତାଙ୍କୁ ଖୋଜି ଖୋଜି ବାହାର କରାଯିବ । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସେନା ପକ୍ଷରୁ ତନ ତନ କରି ଆତଙ୍କବାଦୀଙ୍କ ଆଡ୍ଡାକୁ ଖାନତଲାସୀ କରାଯାଉଛି । ସେନା ସହ CRPF, ଏବଂ…

‘ଲଙ୍ଗ ଟର୍ମ ଭିସା’ ଥିବା ପାକିସ୍ତାନୀ ହିନ୍ଦୁମାନଙ୍କୁ ଭାରତ ଛାଡିବାକୁ ପଡ଼ିବ ନାହିଁ

ନୂଆଦିଲ୍ଲୀ: ଲଙ୍ଗ ଟର୍ମ ଭିସା (LTV)ରେ ଥିବା ହିନ୍ଦୁଙ୍କ ପାଇଁ କଟକଣା କୋହଳ । ପାକିସ୍ତାନରୁ ଆସି LTVରେ ଥିବା ହିନ୍ଦୁଙ୍କର ଭିସା ରଦ୍ଦ ହେବନି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ଜାରି ହେଲା ସ୍ପଷ୍ଟୀକରଣ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ…

କିଛି ବଡ ଘଟଣା ଘଟିବାକୁ ଯାଉଛି, ସୀମା ନିକଟରେ ଫସଲ କାଟିନେବାକୁ କୃଷକଙ୍କୁ କହିଲେ ବିଏସଏଫ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ସରକାର କଠୋର ପନ୍ଥା ଆପଣାଇଛି । ଆଗକୁ କିଛି ବଡ ଘଟଣା ଘଟିବାକୁ ଯାଉଥିବା ମଧ୍ୟ ଅନୁମାନ କରାଯାଉଛି । ପାକିସ୍ତାନ ସୀମାକୁ ଲାଗି ରହିଥିବା ପଞ୍ଜାବର ଅମ୍ରିତସର, ଫିରୋଜପୁର, ଗୁରଦାସପୁର, ପଠାନକୋଟ ଅଂଚଳର କୃଷକମାନଙ୍କୁ ବିଏସଏଫ ୨ ଦିନ…

ହିଟ୍ ଲିଷ୍ଟରେ ୧୪ ନାମ; ଖୋଜିଖୋଜି ସେନା କରିବେ ଆତଙ୍କବାଦୀଙ୍କୁ ସଫା

ଶ୍ରୀନଗର:ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ଦୁଃଖ ଏବଂ କ୍ରୋଧ ଦେଖାଯାଇଛି । ଏହି ସମୟରେ, ଗୁଇନ୍ଦା ସଂସ୍ଥାଗୁଡ଼ିକ ଜମ୍ମୁ-କାଶ୍ମୀରରେ ସକ୍ରିୟ ୧୪ ଜଣ ସ୍ଥାନୀୟ ଆତଙ୍କବାଦୀଙ୍କ ଏକ ହିଟ୍ ଲିଷ୍ଟ ପ୍ରସ୍ତୁତ କରିଛନ୍ତି । ଏହି ସ୍ଥାନୀୟ ଆତଙ୍କବାଦୀମାନେ…

ନୂଆ ଭାରତ କାହାକୁ ଛାଡ଼ିବ ନାହିଁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଏହା ହେଉଛି ନୂତନ ଭାରତ। ନୂତନ ଭାରତ କାହା ସହ ପ୍ରଥମେ ଯୁଦ୍ଧ ଆରମ୍ଭ କରିନାହିଁ। କିନ୍ତୁ କେହି ଲାଗିବାକୁ ଚେଷ୍ଟା କଲେ ଛାଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଖିମପୁର ଖେରି ଜିଲ୍ଲାରେ ଶାରଦା ନଦୀର ପ୍ରବାହ ନିୟନ୍ତ୍ରଣ (ଚାନେଲାଇଜେସନ୍) କାର୍ଯ୍ୟ ଏବଂ ପାଲିଆରେ…

ପହଲଗାମ ଆକ୍ରମଣ ପରେ ଘେରାବନ୍ଦୀ ଅଭିଯାନ ଆରମ୍ଭ, ଅନନ୍ତନାଗରେ ୧୭୫ ଜଣ ଅଟକ

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଜମ୍ମୁ-କାଶ୍ମୀର ପୋଲିସ ସେନା, ସିଆରପିଏଫ ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀ ସହିତ ମିଶି ସମ୍ବେଦନଶୀଳ ଅଞ୍ଚଳରେ ଏକ ବଡ଼ ଧରଣର ତଲାସୀ ଏବଂ ଘେରାବନ୍ଦୀ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଅଧୀନରେ, ଅନନ୍ତନାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ…

ପୋପ୍ ଫ୍ରାନ୍ସିସ୍‌ଙ୍କ ଶେଷକୃତ୍ୟ; ଅନ୍ତିମ ଦର୍ଶନ କଲେ ରାଷ୍ଟ୍ରପତିଙ୍କ ସମେତ ବିଶ୍ଵ ନେତା

ନୂଆଦିଲ୍ଲୀ: ଖ୍ରୀଷ୍ଟିଆନ କ୍ୟାଥୋଲିକ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍‌ଙ୍କ ମର ଶରୀରକୁ ରୋମରେ ଥିବା ସାଣ୍ଟା ମାରିଆ ମାଗିଓରେ ବାସିଲିକାକୁ ନିଆଯାଇଥିଲା। ଯାହାକି ସେଣ୍ଟ ପିଟର୍ସ ସ୍କୋୟାରରୁ ପ୍ରାୟ ୪ କିଲୋମିଟର ଦୂରରେ ଅବସ୍ଥିତ। ସେହିଠାରେ ତାଙ୍କ ମର ଶରୀରକୁ କବର ଦିଆଯାଇଛି। ତେବେ ଗତ…