Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାଘ ପୂର୍ଣ୍ଣିମାରେ ପ୍ରୟାଗରାଜରେ ପ୍ରବଳ ଭିଡ଼: ଭାରିଯାନ ଚଳାଚଳ ଉପରେ କଟକଣା

ପ୍ରୟାଗରାଜ: ଆଜି ମାଘପୂର୍ଣ୍ଣିମା। ତ୍ରିବେଶୀ ସଙ୍ଗମରେ ମାଘ ସ୍ନାନ ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ। ସାରା ଦେଶରୁ ଏପରିକି ବିଦେଶରୁ ବି ଶ୍ରଦ୍ଧାଳୁ ପହଁଚୁଛନ୍ତି ଆସ୍ଥାର ବୁଡ ପକାଇବାକୁ। ମାଘ ପୂର୍ଣ୍ଣିମା ଅବସରରେ ପ୍ରୟାଗରାଜରେ ପ୍ରବଳ ଭିଡ଼। ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ପାଲଟିଛି…

ପୁଣି ନାଁ ପରିବର୍ତ୍ତନ କଲେ ଏଲନ ମସ୍କ

ନୂଆଦିଲ୍ଲୀ: ଟେସଲାର ସିଇଓ ଏଲନ ମସ୍କ ଓପନଏଆଇ କିଣିବା ପାଇଁ ୯୭.୪ ବିଲିୟନ ଡଲାରର ପ୍ରସ୍ତାବ ଦେବା ପରେ ମସ୍କ ପୁଣି ଥରେ ତାଙ୍କ 'ଏକ୍ସ' ଆକାଉଣ୍ଟ ନାମକୁ ପରିବର୍ତ୍ତନ କରି 'ହ୍ୟାରି ବୋଲ୍ଜ୍' ରଖିଛନ୍ତି। ତେବେ ମସ୍କ ଏହା ପୂର୍ବରୁ ୨୦୨୩ ମସିହାରେ ମଧ୍ୟ ତାଙ୍କର 'ଏକ୍ସ'  ଆକାଉଣ୍ଟର ନାମ…

ଭାରତର ଏଆଇ ବ୍ୟବସ୍ଥାକୁ ପ୍ରଶଂସା କଲେ ମାଳଦ୍ୱୀପ ବାଚସ୍ପତି

ନୂଆଦିଲ୍ଲୀ: ମାଳଦ୍ୱୀପ ସଂସଦର ବାଚସ୍ପତି ଅବଦୁଲ ରହିମ ଅବଦୁଲ୍ଲା ମଙ୍ଗଳବାର ଦିନ ସଂସଦୀୟ ପ୍ରତିନିଧିମଣ୍ଡଳୀ ସହିତ ଲୋକସଭାର କାର୍ଯ୍ୟ ବ୍ୟବସ୍ଥା ଦେଖିଥିଲେ। ମଙ୍ଗଳବାର ଦିନ ଗୃହର କାର୍ଯ୍ୟ ଆରମ୍ଭ ହୋଇଥିଲାବେଳେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ଲୋକସଭା ଚାମ୍ବରର ଅତିଥି ଏବଂ…

ଇଭିଏମ ଡାଟା ନଷ୍ଟ ନକରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଭିଏମ ଡାଟା ନଷ୍ଟ ନକରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏକ ଆବେଦନର ଶୁଣାଣି କରି ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ନିର୍ବାଚନ ପରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ର ତଥ୍ୟ ଡିଲିଟ୍ କରାଯାଇ ପାରିବ…

ଏଲଓସି ନିକଟରେ ଆଇଇଡି ବିସ୍ଫୋରଣ, ୨ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ ନିକଟବର୍ତ୍ତୀ ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ବଡଧରଣର ଆଇଡି ବିସ୍ଫୋରଣ ହୋଇଛି । ଏଥିରେ ଜଣେ ସେନା କ୍ୟାପଟେନଙ୍କ ସମେତ ଦୁଇ ଜଣ ସେନା କର୍ମଚାରୀ ସହିଦ ହୋଇଛନ୍ତି ଏବଂ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି । ଏ ସମ୍ପର୍କରେ…

ପ୍ରକାଶ ପାଇଲା ଜେଇଇମେନ୍ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୍ ୨୦୨୫ ସେସନ୍ ୧ର ଫଳାଫଳ । ମଙ୍ଗଳବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ଫଳାଫଳ ଘୋଷଣା ହୋଇଛି । ଚଳିତ ବର୍ଷ ୧୪ ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍ ସେସନ୍ ୧ରେ ପୂର୍ଣ୍ଣ ୧୦୦ ଏନଟିଏ ସ୍କୋର ହାସଲ କରିଛନ୍ତି । ୧୪ ଜଣଙ୍କ ମଧ୍ୟରେ ୧୩…

୧୨ ଦିନରେ ଆମେରିକାରେ ଚତୁର୍ଥ ବିମାନ ଦୁର୍ଘଟଣା; ରନୱେରେ ଧକ୍କା ହେଲା ଦୁଇ ଜେଟ୍

ନୂଆଦିଲ୍ଲୀ: ଆମେରିକାରେ ଆଉ ଏକ ବିମାନ ଦୁର୍ଘଟଣା ଘଟିଛି  । ରିପୋର୍ଟ ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ଯେ ଏରିଜୋନା ସ୍କଟସଡେଲ ଏୟାରପୋର୍ଟରେ ବେସରକାରୀ ଜେଟ୍ ର ଧକ୍କା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ​​ଏବଂ କିଛି ଲୋକ ଆହତ ହୋଇଛନ୍ତି | ଏହି…

ସ୍ପପ୍ନ ହୋଇଗଲା ଏଲନ ମସ୍କଙ୍କ ‘ଓପନ୍ ଏଆଇ’ କିଣା

ନୂଆଦିଲ୍ଲୀ: ଅଧା ରହିଗଲା ମସ୍କଙ୍କ ଓପନ୍ ଏଆଇ କିଣା ସ୍ବପ୍ନ । ସିଧା ସିଧା ମୁହ୍ଁରେ ପ୍ରସ୍ତାବକୁ ଏଡାଇ ଦେଲେ ମାଲିକ ସାମ୍ ଅଲ୍ଟମ୍ୟାନ୍ । ଦିନେ ଓପନ ଏଆଇ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ, ହେଲେ ଏବେ ଟେସଲାର ସିଇଓ ଏଲନ୍ ମସ୍କ ସେଇ ଓପନ୍ ଏଆଇକୁ କିଣିବାକୁ ମନସ୍ଥ କରିଛନ୍ତି । ହେଲେ…

ପଞ୍ଜାବ ଆପ ସରକାରରେ ହେବ ବଡ଼ ପରିବର୍ତ୍ତନ !

ନୂଆଦିଲ୍ଲୀ: କାହିଁକି ପଞ୍ଜାବ ଆପ୍ ନେତାଙ୍କ ବୈଠକ ଡାକିଲେ କେଜ୍ରିଓ୍ବାଲ? ଦିଲ୍ଲୀ ବିପର୍ଯ୍ୟୟର ପ୍ରଭାବ ପଞ୍ଜାବ ରାଜନୀତି ଉପରେ ପଡ଼ିବା ନେଇ ରହିଛି କି ଆଶଙ୍କା? କଣ ରହିଛି ଆମ ଆଦମୀ ପାର୍ଟିର ପଞ୍ଜାବ ପ୍ଲାନ୍ ? ପଞ୍ଜାବ ଆପ୍ ସରକାରରେ ହେବାକୁ ଯାଉଛି କି ବଡ଼ ପରିବର୍ତ୍ତନ? ବଦଳିବେ କି…

ବିଜେପି ନୁହେଁ ଦିଲ୍ଲୀରେ ଆପକୁ ହରାଇଦେଲା କଂଗ୍ରେସ !

ନୂଆଦିଲ୍ଲୀ: କଂଗ୍ରେସକୁ ବିରୋଧ କରି ରାଜନୀତିକୁ ଆସିଥିଲେ ଅରବିନ୍ଦ କେଜ୍ରିଓ୍ବାଲ । କଂଗ୍ରେସ ସମର୍ଥନରେ ହିଁ ପ୍ରଥମ ଥର କ୍ଷମତାକୁ ଆସିଥିଲେ । ଆଉ ଏବେ କଂଗ୍ରେସର ବିରୋଧ ହିଁ ତାଙ୍କୁ କ୍ଷମତାରୁ ବେଦଖଲ କରିଛି । ଲୋକସଭା ନିର୍ବାଚନରେ ଉଭୟ ଆପ୍ ଓ କଂଗ୍ରେସ ଏକାଠି ଲଢିଥିଲେ, ତେବେ ବିଧାନସଭା…