Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ହେବ କି ହମାସ- ଇସ୍ରାଏଲ ଯୁଦ୍ଧ?, ଚେତାବନୀ ଦେଲେ ଟ୍ରମ୍ପ…

ନୂଆଦିଲ୍ଲୀ: ବେଶ୍ କିଛି ଦିନ ଧରି ବନ୍ଦ ରହିଥିବା ହମାସ- ଇସ୍ରାଏଲ ଯୁଦ୍ଧ ଏବେ ପୁଣି ମୁଣ୍ଡ ଟେକିଲାଣି । ଦୀର୍ଘ ଦିନର ଯୁଦ୍ଧ ପରେ ଲାଗିଥିବା ଅସ୍ତ୍ରବିରତି ଉଠିବା ନେଇ ଏବେ ଆଶଙ୍କା ସୃଷ୍ଟି ହେଲାଣି । ଇସ୍ରାଏଲ ଅସ୍ତ୍ରବିରତି ଚୁକ୍ତିନାମା ଉଲ୍ଲଂଘନ କରୁଥିବା ଅଭିଯୋଗ କରି ହମାସ ବନ୍ଧକଙ୍କ…

ପ୍ରମିସ୍ ଡେ’: ୨୮ ବର୍ଷ ତଳେ ଦେଇଥିଲେ ପ୍ରତିଶ୍ରୁତି, ବନ୍ଧୁଙ୍କୁ ଦେଲେ ୧୬୪ କୋଟି 

ନୂଆଦିଲ୍ଲୀ: ବନ୍ଧୁତା ଚିର ବର୍ତ୍ତମାନ । ସେ ହିଁ ବନ୍ଧୁ; ଯିଏ ଜୀବନ ସହ, ସମୟ ସହ ବାନ୍ଧି ହୋଇଯାଏ। ଆଉ ଆଜୀବନ ବନ୍ଧୁତା ନିର୍ବାହ କରୁଥାଏ ବର୍ତ୍ତମାନ ଏବଂ ଅବର୍ତ୍ତମାନରେ । ବନ୍ଧୁତା ପାଇଁ ବୟସ, ଲିଙ୍ଗ କି ପାତ୍ରର ବିଚାର ନ ଥାଏ। ମନକୁ ମନ ମିଳିଲେ, ବିଶ୍ୱାସ ଖୋଜି ପାଇଲେ, ସାହାରା ହେବାର…

ଆଉ ‘ପେପର୍ ଷ୍ଟ୍ର’ ନୁହେଁ, ଏଣିକି ବ୍ୟବହାର ହେବ ‘ପ୍ଲାଷ୍ଟିକ୍ ଷ୍ଟ୍ର

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଦେଶବିଦେଶରେ ଆତଙ୍କଜନିତ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୭୨ଟି ପୁରୁଣା ନିଷ୍ପତ୍ତିକୁ ବଦଳାଇବା ସହିତ ଶତାଧିକ ନୂଆ ନିର୍ଦ୍ଦେଶନାମାରେ ଦସ୍ତଖତ କରିଛନ୍ତି ଟ୍ରମ୍ପ ।…

‘ଆଗାମୀ ୨୦ ବର୍ଷ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ’

ନୂଆଦିଲ୍ଲୀ: ‘ଆଗାମୀ ୨୦ ବର୍ଷ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଭାରତ ତୀବ୍ର ଗତିରେ ଆଗକୁ ବଢୁଛି । ଗତ ୧୦ ବର୍ଷରେ ୫ମ ବୃହତମ ଅର୍ଥନୀତିରେ ପରିଣତ ହୋଇଛି ଭାରତ । ଆଗକୁ ଏନର୍ଜି କ୍ଷେତ୍ରରେ ମଧ୍ୟ ଦେଶର ଅନେକ ସମ୍ଭାବନା ରହିଛି ।’ ପ୍ରଧାନମନ୍ତ୍ରୀ ମୋଦି ଏବେ ଫ୍ରାନ୍ସ ଗସ୍ତରେ…

ଟ୍ରାଭେଲରକୁ ପିଟିଲା ସିମେଣ୍ଟ ଟ୍ରକ; ମହାକୁମ୍ଭରୁ ଫେରୁଥିବା ୭ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ

ମଧ୍ୟପ୍ରଦେଶ: ମହାକୁମ୍ଭରୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୭ ଜଣଙ୍କର ଜୀବନ । ଆଜି ସକାଳ ପ୍ରାୟ ୯ଟାବେଳେ ଜବଲପୁର ସହରରୁ ପ୍ରାୟ ପଚାଶ କିଲୋମିଟର ଦୂରରେ ଜବଲପୁର-ପ୍ରୟାଗରାଜ ଜାତୀୟ ରାଜପଥ ୩୦ରେ ଏହି ଦୁର୍ଘଟଣା ଘଟିଛି । ମୃତକ ସମସ୍ତେ ଆନ୍ଧ୍ର ପ୍ରଦେଶର ବାସିନ୍ଦା…

୧୪ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ଜାଣନ୍ତୁ କାହିଁକି

ଅଯୋଧ୍ୟା: ଗତବର୍ଷ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରଠାରୁ ରାମ ମନ୍ଦିରକୁ ଛୁଟୁଛି ଭକ୍ତଙ୍କ ଭିଡ । ପ୍ରତି ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରୁଛନ୍ତି । ସେପଟେ ପ୍ରୟାଗରାଜରେ ମହାକୁମ୍ଭ ଆଉ ଏପଟେ ରାମଲାଲାଙ୍କୁ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା । ମାଘ…

ବିବାଦ ପରେ ଆକ୍ସନ ନେଲା ୟୁଟ୍ୟୁବ୍: ଡିଲିଟ୍ କଲା ରଣବୀରଙ୍କ ଭିଡିଓ

ମୁମ୍ବାଇ:  ‘ଇଣ୍ଡିଆ ହାଜ୍ ଲାଟେଣ୍ଟ’ ଶୋ’ରେ ବାପା ମାଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଏବେ ଅଡୁଆରେ ପଡିଛନ୍ତି ନାମୀଦାମୀ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ । ରଣବୀରଙ୍କ ବୟାନ ଏବେ ସୋସିଆଲ ମିଡିଆର ଉଷ୍ମତା ବଢାଇଥିବା ବେଳେ ଚାରିଆଡୁ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଛି । ଏମିତିକି…

କୁମ୍ଭମେଳାରେ ସନ୍ତାନ ପ୍ରସବ କଲେ ୧୧ ମହିଳା: ପ୍ରଥମ ଶିଶୁର ନାଁ ‘କୁମ୍ଭ’

ପ୍ରୟାଗରାଜ: ପବିତ୍ର ପ୍ରୟାଗରାଜ ନଗରୀରେ ବିଶ୍ୱାସ ଏବଂ ଭକ୍ତିର ସବୁଠାରୁ ବଡ଼ ମହାକୁମ୍ଭ ମେଳା ଅନୁଷ୍ଠିତ ହେଉଛି। ସମଗ୍ର ଦେଶ ସଙ୍ଗମରେ ଧାର୍ମିକ ବୁଡ଼ ପକାଇବା ପାଇଁ ଏକତ୍ରିତ ହୋଇଛନ୍ତି। ବହୁ ସଂଖ୍ୟକ ଭକ୍ତଙ୍କ ଆଗମନ ଯୋଗୁଁ, ପ୍ରୟାଗରାଜ ଏବଂ ଆଖପାଖ ଅଞ୍ଚଳଗୁଡ଼ିକ ସମ୍ପୂର୍ଣ୍ଣ ଭିଡ଼…

ବ୍ରିଜରୁ ତଳକୁ ଖସିଲା ବସ୍, ଚାଲିଗଲା ୫୫ଜଣଙ୍କ ଜୀବନ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଆମେରିକାର ଗ୍ବାଟମାଲାରେ ଭୟଙ୍କର ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣା ପରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି । ଗତକାଲି ଗ୍ବାଟମାଲାର ରାଜଧାନୀ ଉପକଣ୍ଠରେ  ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ବ୍ରିଜରୁ ୧୧୫ ଫୁଟ୍ ତଳକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ…

ସଂଗମ ନଗରୀରେ ଅସମ୍ଭାଳ ଭିଡ଼, ରାଜପଥରେ ଟ୍ରାଫିକ୍ ଜାମ

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଅସମ୍ଭାଳ ଭିଡ଼ ହୋଇଛି। ଜନ ସମାଗମ ଯୋଗୁ ପ୍ରୟାଗରାଜକୁ ସଂଲଗ୍ନ କରୁଥିବା ରାଜପଥଗୁଡ଼ିକରେ ଟ୍ରାଫିକ୍‌ ଜାମ୍‌ ହୋଇଯାଇଛି। ରାସ୍ତା ଉପରେ ଯାନବାହନଗୁଡ଼ିକ ଫସିରହିଥିବାରୁ ଶ୍ରଦ୍ଧାଳୁମାନେ ନାହିଁ ନ ଥିବା ଅସୁବିଧାର…