Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହୋଲି ରଙ୍ଗକୁ ନେଇ ଅସୁବିଧା ହେଉଥିଲେ ତାରପୋଲିନ ହିଜାବ ପିନ୍ଧ: ମନ୍ତ୍ରୀ

ଲକ୍ଷ୍ନୌ: ଯୋଗୀ ସରକାରଙ୍କ ମନ୍ତ୍ରୀ ରଘୁରାଜ ସିଂହ ହୋଲି ଏବଂ ରମଜାନକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯେପରି ହୋଲି ଦିନ ମସଜିଦକୁ ତିରପାଲରେ ଘୋଡ଼ାଇ ଦିଆଯାଏ ଓ ମହିଳାମାନେ ହିଜାବ ପିନ୍ଧି ରହିଥାନ୍ତି। ସେହିପରି ସେଦିନ ମଧ୍ଯ ନମାଜ ପାଇଁ ତାରପୋଲିନ ହିଜାବ ପିନ୍ଧି…

ବିଶ୍ୱର ସବୁଠାରୁ ବିପଦ ଦେଶ ଭାରତ ! ଚମକାଇଲା ସ୍ବିଜରଲାଣ୍ଡର ଗବେଷଣା

ନୂଆଦିଲ୍ଲୀ: ଭାରତର ଅଧିକାଂଶ ସହର ଅତି ମାତ୍ରାରେ ପ୍ରଦୂଷିତ । ବିଶ୍ବର ୨୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୩ଟି ସହର ରହିଛି । ସବୁଠାରୁ ଟପ୍‌ରେ ଅଛି ଆସାମର ବିର୍ଣ୍ଣିହାଟ । ବାୟୁର ଗୁଣବତ୍ତା ମାନ ସ୍ଥିର କରୁଥିବା ସ୍ବିଜରଲାଣ୍ଡର IQ ଏୟାର୍ ଏହି ତାଲିକା ଜାରି କରିଛି । ୨୦…

କ’ଣ ସିଗାରେଟ୍ ପିଇବା ଦ୍ବାରା ମାନସିକ ଚାପ ହ୍ରାସ ହୋଇଥାଏ? ଜାଣନ୍ତୁ…

ନୂଆଦିଲ୍ଲୀ: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଏବଂ ଖରାପ ଜୀବନଶୈଳୀ, ଅଫିସ ଚାପ ଏବଂ ବ୍ୟକ୍ତିଗତ ଜୀବନରେ ସମସ୍ୟା ଯୋଗୁଁ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଖରାପ ହେଉଛି । ଅଫିସରେ କାମ କରୁଥିବା ଅନେକ ଲୋକ ସେମାନଙ୍କର ମାନସିକ ଚାପ କମାଇବା ପାଇଁ ସିଗାରେଟ୍ ବ୍ୟବହାର କରନ୍ତି । କିନ୍ତୁ ସିଗାରେଟ୍…

ଜିଭ ଦେଖାଇ ଚେୟାର ଉଠାଇ ନେଲେ; ବିଦାୟୀ ସମ୍ବର୍ଦ୍ଧନାରେ ଜଷ୍ଟିନ ଟ୍ରୁଡୋଙ୍କ ଅଜବ କାରନାମା… 

ନୂଆଦିଲ୍ଲୀ: କାନାଡାର ନୂତନ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇସାରିଛନ୍ତି। ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବେ ମାର୍କ କାର୍ନି। ତାଙ୍କ ଶପଥ ଗ୍ରହଣ ପୂର୍ବରୁ ସୋମବାର ଦିନ ଲିବରାଲ ପାର୍ଟିର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଜଷ୍ଟିନ୍ ଟ୍ରୁଡୋଙ୍କୁ ଆନୁଷ୍ଠାନିକ ଭାବରେ ବିଦାୟ…

ବିଷାକ୍ତ ଦିଲ୍ଲୀ, ଭାଙ୍ଗିଲା ବିଶ୍ବ ରେକର୍ଡ

ନୂଆଦିଲ୍ଲୀ: ବିଷାକ୍ତ ପାଲଟିଲାଣି ଦେଶ । ବାୟୁ ପ୍ରଦୂଷଣରେ ସବୁ ରେକର୍ଡ ଭାଙ୍ଗୁଛି । ବିଶ୍ବର ପ୍ରଦୂଷିତ ୨୦ ସହର ମଧ୍ୟରୁ ୧୩ଟି ସହର କେବଳ ଭାରତର । ବାୟୁ ଗୁଣବତ୍ତା ସଂସ୍ଥା, ସ୍ବିଜରଲାଣ୍ଡର କମ୍ପାନୀ ଆଇକ୍ୟୁ ଏୟାର ପକ୍ଷରୁ ବିଶ୍ବର ସବୁଠାରୁ ଅଧିକ ପ୍ରଦୂଷିତ ସହର ଗୁଡିକର ତାଲିକା ପ୍ରକାଶ…

କାହିଁକି ପୁଣି ଅଶାନ୍ତ ସିରିଆ?

ନୂଆଦିଲ୍ଲୀ: ଗାଦିରୁ ବଶର ଅଲ୍ ଅସଦ ହଟିବା ପରେ ପୁଣି ଅଶାନ୍ତ ହୋଇଛି ସିରିଆ । ଗୁରୁବାରଠାରୁ ଦେଶରେ ହିଂସା ବ୍ୟାପିଥିବା ବେଳେ ଏପର୍ଯ୍ୟନ୍ତ ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ହିଂସାରେ ସିରିଆରେ କ୍ଷମତାକୁ ଆସିଥିବା ନୂଆ ସରକାର ଓ ଅସଦଙ୍କ ଆଲାଓ୍ବିଟ ସମର୍ଥକ ମୁହାଁମୁହିଁ ହୋଇଛନ୍ତି…

ପାକିସ୍ତାନ ଟ୍ରେନ ହାଇଜାକ୍, ଟ୍ରେନରେ ଅଛନ୍ତି ୪୫୦ ରୁ ଅଧିକ ଯାତ୍ରୀ

ନୂଆଦିଲ୍ଲୀ: ସୀମା ଟପିଲା ଆତଙ୍କବାଦୀଙ୍କ ଆତଙ୍କ । ପାକିସ୍ତାନରେ ଟ୍ରେନ୍ ଅପହରଣ କଲେ ଆତଙ୍କବାଦୀ । ଜାଫର ଏକ୍ସପ୍ରେସ ଟ୍ରେନ୍ ଅପହରଣ କଲେ ଆତଙ୍କବାଦୀ । ଟ୍ରେନ୍‌ରେ ଥିବା ୪୫୦ରୁ ଉର୍ଦ୍ଧ୍ଵ ଯାତ୍ରୀ ପଣବନ୍ଦୀ ଥିବା ସୂଚନା । ପଣବନ୍ଦୀ ଯାତ୍ରୀଙ୍କ ମଧ୍ୟରେ ଅନେକ ସେନା ଅଧିକାରୀ ଥିବା ସୂଚନା…

ଗ୍ରାହକଙ୍କ ପାଇଁ ଖୁସି ଖବର: ଏଣିକି ଏଟିଏମରୁ ବାହାରିବ ସୁନା ଓ ରୂପା

ହାଇଦ୍ରାବାଦ: ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି ଏଟିଏମରୁ ବାହାରିବ ସୁନା ଓ ରୂପା । ତିରୁମାଲା ତିରୁପତି ଦେବସ୍ଥାନମ୍ସ ତିରୁମାଲା ମନ୍ଦିରରେ ବିଶ୍ୱର ପ୍ରଥମ ସୁନା ଏବଂ ରୂପା ପେଣ୍ଡାଣ୍ଟ ଏଟିଏମ୍ ସ୍ଥାପନ ହେବ। ଏହି ଏଟିଏମ୍ ମେସିନ୍ ସାହାର୍ଯ୍ୟରେ ଶ୍ରଦ୍ଧାଳୁ ମାନେ ନିଜେ ନିଜେ ଭଗବାନ…

ରାସ୍ତାରେ ଉଲଗ୍ନ ହୋଇ ଆନ୍ଦୋଳନ କରୁଛନ୍ତି ମହିଳା, ଜାଣନ୍ତୁ କେବେଠାରୁ ଆରମ୍ଭ ହୋଇଥିଲା ‘ଟପଲେସ୍…

ନୂଆଦିଲ୍ଲୀ: ପ୍ୟାରିସରେ ଫାସୀବାଦ ବିରୋଧରେ ମହିଳାମାନେ ଟପଲେସ୍ (ମୁକ୍ତ ବକ୍ଷ) ହୋଇ ପ୍ରତିବାଦ କରିଛନ୍ତି। ୮ ମାର୍ଚ୍ଚରେ ଯେତେବେଳେ ସାରା ବିଶ୍ୱରେ ମହିଳା ଦିବସ ପାଳନ କରାଯାଉଥିଲା, ସେହି ସମୟରେ ଫ୍ରାନ୍ସରେ ମହିଳାମାନେ ଟପଲେସ୍ ପ୍ରତିବାଦ ଶୋଭାଯାତ୍ରା ବାହାର କରିଥିଲେ। ଏହି ପ୍ରଦର୍ଶନ…

ସୀମା ପୁନଃ ନିର୍ଦ୍ଧାରଣ ନେଇ ଡିଏମକେ ନେତାଙ୍କ ସମର୍ଥନରେ ନବୀନ

ଭୁବନେଶ୍ୱର: ଡିଏମକେର ବରିଷ୍ଠ ନେତା ଟିଆରବି ରାଜା ଏବଂ ଦୟାନିଧି ମାରନ ମଙ୍ଗଳବାର ଦିନ ଭୁବନେଶ୍ୱରରେ ବିଜେଡି ସଭାପତି ତଥା ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଡିଏମକେ ନେତାମାନେ ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ଚିନ୍ତା ପ୍ରକାଶ କରିବା ସହ…