Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଠି ମିଳୁଛି ଅମର ହେବାର ଇଞ୍ଜେକ୍ସନ

ରୋଆଟନ: ପୌରାଣିକ କଥାରେ ଆମେ ଅସୁରମାନେ କିପରି ଅମର ହେବା ପାଇଁ ଭଗବାନଙ୍କ ଉପାସନ କରନ୍ତି ତାହା ପଢ଼ିଛେ । ଏହି ସଂସାରରେ ମୃତ୍ୟୁର ଶୀତଳ ସ୍ପର୍ଶ ସମସ୍ତଙ୍କୁ ଛୁଇଁବ । କେହି କେବେ ଏହାକୁ ସମ୍ପୂର୍ଣ୍ଣ ଭାବେ ଏଡାଇ ଦେଇପାରିବ ନାହିଁ । ଏବେକାର ମଣିଷ କିନ୍ତୁ ଅମର ହେବା ପାଇଁ ଉଦ୍ୟମ ଆରମ୍ଭ…

ପଣବନ୍ଦୀଙ୍କୁ ମୁକୁଳାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ, ପାକ୍ ସେନାର ସବୁଠୁ ବଡ଼ ଅପରେସନ

ନୂଆଦିଲ୍ଲୀ :ପାକିସ୍ତାନ ସେନାର ହୋସ୍‌ ଉଡ଼ାଇ ଦେଇଛନ୍ତି ବଲୁଚ୍‌ ବିଦ୍ରୋହୀ । ଜାଫର୍‌ ଏକ୍ସପ୍ରେସ ହାଇଜାକ୍ କରି ସରିଫ ବ୍ରଦର୍ସଙ୍କ ସରକାରକୁ ଦୋହଲାଇ ଦେଇଛି ବଲୁଚି ଲିବରେସନ ଆର୍ମି ବା BLA । ମଙ୍ଗଳବାର ୪୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଜାଫର ଏକ୍ସପ୍ରେସ୍‌କୁ ଅଧା ରାସ୍ତାରୁ…

ପାକିସ୍ତାନକୁ ଏବେ ଭଗବାନ ଭରସା! ବିଷ ବଳୟରେ ପୂରା ଦେଶ

ଯଦି ଆପଣ ଭାବୁଛନ୍ତି ଯେ କେବଳ ଭାରତର ବାୟୁ ପ୍ରଦୂଷିତ ହେଉଛି, ତେବେ ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ! ପାକିସ୍ତାନ ଏବେ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଦୂଷିତ ଦେଶ ପାଲଟିଛି। ସ୍ବିସ ଏୟାର ଟେକ୍ନୋଲୋଜି କମ୍ପାନୀ IQAirର 2024 ରିପୋର୍ଟ ଅନୁଯାୟୀ, ପାକିସ୍ତାନର ବାୟୁ ଏତେ ଖରାପ…

ଶସ୍ତା ଫୋନରେ କ’ଣ କାମ କରିବ ମସ୍କଙ୍କ ସାଟେଲାଇଟ ଇଣ୍ଟରନେଟ? ଜିଓ-ଏୟାରଟେଲ ଅପେକ୍ଷା କେତେ ମହଙ୍ଗା ହେବ

ଯଦିଓ ଏଲନ ମସ୍କ ତାଙ୍କ କାରକୁ ଭାରତରେ ପ୍ରବେଶ କରାଇପାରିଲେ ନାହିଁ, ସେ ସାଟେଲାଇଟ ଇଣ୍ଟରନେଟ ସେବା ପ୍ରଦାନ କରୁଥିବା କମ୍ପାନୀ ଷ୍ଟାରଲିଙ୍କକୁ ଦେଶରେ ଲଞ୍ଚ କରିଛନ୍ତି। ଜିଓ ଓ ଏୟାରଟେଲ ସହିତ ହାତ ମିଳାଇ ଷ୍ଟାରଲିଙ୍କ ଭାରତୀୟ ବଜାରରେ ପ୍ରବେଶ କରିଛି। କିନ୍ତୁ ପ୍ରଶ୍ନ ଉଠୁଛି ଯେ ଏଲନ…

ରାବ୍ରି ଦେବୀଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରନ୍ତି ନିତିଶ କୁମାର: ତେଜସ୍ବୀ ଯାଦବ

ପାଟନା: ନୀତିଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଏବେ ସେ ଆଉ ବିହାର ଚଳାଇବାକୁ ସକ୍ଷମ ନୁହଁନ୍ତି। ତେଜସ୍ୱୀ ଯାଦବ ଏଭଳି କରିଛନ୍ତି। ତେଜସ୍ୱୀ ଅଭିଯୋଗ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତିଶ ଗୃହ ଭିତରେ ତାଙ୍କ ମାଆ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ପ୍ରତି…

ବଲୁଚିସ୍ତାନ ହେବ କି ଆଉ ଏକ ବାଂଲାଦେଶ?

ନୂଆଦିଲ୍ଲୀ: ପାକିସ୍ତାନରେ ଜାଫର ଏକ୍ସପ୍ରେସ ହାଇଜାକ୍ ଘଟଣା ପରେ ପୁଣି ଚର୍ଚ୍ଚାକୁ ଆସିଛି ବଲୁଚିସ୍ତାନ । ପ୍ରଶ୍ନ ଉଠୁଛି, ନିଜ ଦେଶ ପାକିସ୍ତାନ ବିରୋଧରେ କାହିଁକି ଏଭଳି ବିଦ୍ରୋହ କରୁଛି ବଲୁଚିସ୍ତାନ? କାହିଁକି ନିଜ ଦେଶର ଲୋକଙ୍କୁ ବନ୍ଦୀ ବନାଇବାକୁ ବି ପଛାଉ ନାହାନ୍ତି ବଲୁଚ ବିଦ୍ରୋହୀ ?…

୩୨ ବର୍ଷ ପୂର୍ବେ ୧୩ଟି ବିସ୍ଫୋରଣରେ ଥରିଉଠିଥିଲା ମାୟାନଗରୀ, ଯାଇଥିଲା ଅନେକ ଜୀବନ

ମୁମ୍ବାଇ: ୧୨ ମାର୍ଚ୍ଚ ୧୯୯୩ ଆଜିର ଦିନରେ ଇତିହାସ ପୃଷ୍ଠାରେ ଲେଖା ହୋଇଗଲା ମୁମ୍ବାଇର ନାମ । ଏହା ଥିଲା ସେହି ଦିନ ଯେତେବେଳେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ, ଯାହା ମାୟାନଗରୀ ଭାବରେ ମଧ୍ୟ ଜଣାଶୁଣା, ବୋମା ବିସ୍ଫୋରଣରେ ଥରି ଉଠିଥିଲା । ଏହି ବିସ୍ଫୋରଣଗୁଡ଼ିକ ଦେଶର ମୂଳଦୁଆକୁ ଦୋହଲାଇ…

ଆମେରିକା-ୟୁକ୍ରେନ୍‌‌ ଶାନ୍ତି କଥାବାର୍ତ୍ତା ସଫଳ, ଅସ୍ତ୍ରବିରତି ପାଇଁ ୟୁକ୍ରେନ ରାଜି

ନୂଆଦିଲ୍ଲୀ: ରୁଷିଆ ବିରୋଧରେ ଅସ୍ତ୍ରବିରତି ପାଇଁ ସହମତି ହେଲା ୟୁକ୍ରେନ୍। ସାଉଦି ଆରବରେ ଆମେରିକା-ୟୁକ୍ରେନ୍ ଶାନ୍ତି କଥାବାର୍ତ୍ତା ହେଲା ସଫଳ। ଆମେରିକାର ୩୦ ଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ମାନିଲା ୟୁକ୍ରେନ୍‌। ୟୁକ୍ରେନ୍ ପଦକ୍ଷେପକୁ ସ୍ବାଗତ କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ।…

ପାକିସ୍ତାନ ସେନା ଜୋରଦାର୍ ଅପରେସନ, ୧୦୪ ପଣବନ୍ଦୀ ଉଦ୍ଧାର, ୧୬ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ପାକିସ୍ତାନୀ ସେନାର ଜୋରଦାର୍ ଅପରେସନ । ଟ୍ରେନ୍ ହାଇଜାକ୍ କରିଥିବା ୧୬ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୧୦୪ ପଣବନ୍ଦୀଙ୍କୁ ମୁକୁଳା ଯାଇଥିବା ସୂଚନା ମିଳିଛି । ମୁକୁଳିଥିବା ପଣବନ୍ଦୀଙ୍କ ମଧ୍ୟରୁ ୩୧ଜଣ ମହିଳା ଓ ୧୫ ଜଣ ଶିଶୁ ଅଛନ୍ତି । ରାତି ସାରା ବେଲୁଚି ଲିବରେସନ ଆର୍ମି ସହ…

ମାଟିତଳୁ ଅଚାନକ ବାହାରିଲା ୧୦୫୮ ବମ୍‌, କାଢିବାବେଳେ ଦିଶିଲା…

ନୂଆଦିଲ୍ଲୀ : ଦେଶରେ ଏକ ଆଶ୍ଚର୍ଯ୍ୟଜନକ ପରିସ୍ଥିତି ଦେଖିବାକୁ ମିଳିଛି। ହଠାତ୍‌ ମାଟି ତଳୁ ହଜାର ହଜାର ବମ୍‌ ବହାହାରିଛି। ଏହା କେବଳ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିନାହିଁ ବରଂ ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଯୁଦ୍ଧଗ୍ରସ୍ତ ୟେମେନରେ ବର୍ଷ…