Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଇପିଏଲ ବେଳେ ଚାଲିବନି ତମାଖୁ, ମଦ୍ୟପାନ ବିଜ୍ଞାପନ

ନୂଆଦିଲ୍ଲୀ: ଏଥର ଆଇପିଏଲରେ ତମାଖୁ ଏବଂ ମଦ୍ୟପାନ ଭଳି କୌଣସି ବି ନିଶା ଦ୍ରବ୍ୟ ବିଜ୍ଞାପନକୁ ପ୍ରୋତ୍ସାହିତ କରାଯିବ ନାହିଁ । ଏନେଇ କଡା ତାଗିଦ୍ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏଲକୁ ତମାଖୁ ଏବଂ ମଦ୍ୟପାନ ପ୍ରଚାରକୁ ନିଷେଧ କରିବାକୁ…

ହଜାର ଟଙ୍କା ପାଇବା ଲୋଭରେ ୫୧ ଲକ୍ଷ ଟଙ୍କା ହରେଇଲେ ମହିଳା

ନୋଏଡା: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ, ସାଇବର ଠକମାନେ ଜଣେ ମହିଳାଙ୍କୁ ଏକ ହଜାର ଟଙ୍କାର ଗିଫ୍ଟ ଭାଉଚରର ପ୍ରଲୋଭନ ଦେଖାଇ ୫୧ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଅନଲାଇନ୍ ଠକେଇର ଶିକାର ହୋଇଥିବା ମହିଳାଙ୍କ ଜଣଙ୍କ ହେଲେ ମୀନୁ ରାଣୀ । ଏନେଇ ମୀନୁ ରାଣୀ ସାଇବର କ୍ରାଇମ୍ ଥାନାରେ ଅଭିଯୋଗ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଓ କାର୍ ଧକ୍କା, ୭ ମୃତ

ଭୋପାଳ: ମଧ୍ୟପ୍ରଦେଶ ସିଧି ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରବିବାର ବିଳମ୍ବିତ ରାତିରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଗାଡ଼ି ସହିତ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୯ଜଣଙ୍କ ଅବସ୍ଥା…

ପଳାତକ ଲଳିତ ମୋଦିଙ୍କୁ ବଡ଼ ଝଟକା, ପାସପୋର୍ଟ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଲା ଏହି ଦେଶ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ଭାନୁଆଟୁରୁ ଏକ ବଡ଼ ଝଟକା ଲାଗିଛି । ନିଜ ଦେଶ କବଳରୁ ରକ୍ଷା ପାଇବା ପାଇଁ, ଲଳିତ ମୋଦି ଭାରତୀୟ ନାଗରିକତା ଛାଡି ଭାନୁଆଟୁର ନାଗରିକତା ଗ୍ରହଣ କରିଥିଲେ । ହେଲେ ଏବେ ଭାନୁଆଟୁର ପ୍ରଧାନମନ୍ତ୍ରୀ ଲଳିତ…

ବାଘେଲଙ୍କ ପୁଅଙ୍କ ଘରେ ଇଡି ରେଡ୍: ଏକାସାଙ୍ଗରେ ୧୪ଟି ସ୍ଥାନରେ ଚାଲିଛି ଚଢାଉ

ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ିଡି ପକ୍ଷରୁ ଚଢାଉ ଜାରି କରାଯାଇଛି । ଛତିଶଗଡ ଭିଲାଇରେ ଚୈତନ୍ୟଙ୍କ ବାସଭବନ ସମେତ ପ୍ରାୟ ୧୪ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ସୂଚନା…

୧୯ ମାର୍ଚ୍ଚରୁ ନୂଆ ନିୟମ ଲାଗୁ କରିବ ୟୁଟ୍ୟୁବ; ସତର୍କ ହୋଇଯାଆନ୍ତୁ କଣ୍ଟେଣ୍ଟ କ୍ରିଏଟର୍ର୍‌ସ, ନଚେତ୍…

ନୂଆଦିଲ୍ଲୀ: ୟୁଟ୍ୟୁବ ନିରନ୍ତର ଏହାର ପ୍ଲାଟଫର୍ମର ନିୟମକୁ କଡ଼ାକଡ଼ି କରୁଛି । ବର୍ତ୍ତମାନ କମ୍ପାନୀ ଏକ ବଡ଼ ପଦକ୍ଷେପ ନେଇଛି ଏବଂ ଏହାର ପ୍ଲାଟଫର୍ମରୁ ୯.୫ ନିୟୁତରୁ ଅଧିକ ଭିଡିଓ ଡିଲିଟ୍ କରିଛି । ବିଷୟବସ୍ତୁ ଉଲ୍ଲଂଘନ ଯୋଗୁଁ ୟୁଟ୍ୟୁବ ଏହି ଭିଡିଓଗୁଡ଼ିକୁ ଡିଲିଟ୍ କରିଦେଇଛି । ଏବେ,…

ମାର୍କ କାର୍ନି ହେବେ କାନାଡାର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାନାଡାର ଶାସକ ଲିବରାଲ ପାର୍ଟି ବ୍ୟାଙ୍କ ଅଫ୍ କାନାଡା ଏବଂ ବ୍ୟାଙ୍କ ଅଫ୍ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ଣ୍ଣିଂଙ୍କୁ କାନାଡାର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରିଛି। ସେ ଜଷ୍ଟିନ୍ ଟ୍ରୁଡୋଙ୍କ ସ୍ଥାନ ନେବେ। ଏହି ନିଷ୍ପତ୍ତି ଏପରି ଏକ ସମୟରେ ନିଆଯାଇଛି…

ଆଜିଠୁ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ; ଏହି ସବୁ ପ୍ରସଙ୍ଗରେ ଘେରିବେ ବିରୋଧୀ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିଥିବାବେଳେ, ସୋମବାର ଅର୍ଥାତ୍ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଏହା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟରେ, ୧୬ଟି ବୈଠକ ହେବ ଏବଂ…

ଚାମ୍ପିୟନ୍ସ ଟ୍ରଫି : ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ୪ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିଛି। ଏହା ପରେ ଭାରତୀୟ ଦଳକୁ ସୋସିଆଲ ମିଡିଆରେ ଅଭିନନ୍ଦନର ସୁଅ ଛୁଟିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି…

୩୩ କୋଟିର ନିଶା ଦ୍ରବ୍ୟ ଜବତ, ମୁଖ୍ୟ ଅଭିଯୁକ୍ତ ଗିରଫ

ମୁମ୍ବାଇ : ଜାହାଜରୁ ଜବତ ହେଲା ବିପୁଳ ନିଶା ଦ୍ରବ୍ୟ। ଏହାର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଏବଂ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି)କୁ ମିଳିତ ଅପରେସନରେ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ମାର୍ଚ୍ଚ ୭ ତାରିଖରେ ଅଧିକାରୀମାନେ…