Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

iPhone 14,15 ଓ 16ରେ ମିଳୁଛି ୧୦ହଜାର ଟଙ୍କାର ଡିସକାଉଣ୍ଟ, ଶୀଘ୍ର ଉଠାନ୍ତୁ ଅଫରର୍‌ ଲାଭ

ଯଦି ଆପଣ ବହୁତ ଦିନ ଧରି ଆପଲର ଆଇଫୋନ କିଣିବା ପାଇଁ ଚିନ୍ତା କରୁଛନ୍ତି, ତେବେ ଏହା ଏକ ବଡ଼ ସୁଯୋଗ। ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଏହି ସେଲ ଆରମ୍ଭ ହୋଇଛି। ଯେଉଁଥିରେ ଆପଣ କେବଳ ଆପଲ ସ୍ମାର୍ଟଫୋନ ନୁହେଁ ବରଂ ଅନ୍ୟ ବ୍ରାଣ୍ଡର ସ୍ମାର୍ଟଫୋନ ଉପରେ ମଧ୍ୟ ବିପୁଳ ରିହାତି ପାଇବେ। ଏହି…

ଅସ୍ତିତ୍ୱ ବଞ୍ଚାଇବାକୁ ଓଡିଶାରେ ଡ୍ରାମାବାଜୀ କରୁଛି କଂଗ୍ରେସ: ବିଜେପି

ଭୁବନେଶ୍ୱର :  ଆନ୍ତର୍ଜାତିକ ମହିଳା ଦିବସ ଅର୍ଥାତ ଶନିବାର କର୍ଣ୍ଣାଟକରୁ ଆସିଥିଲା ଦୁଃଖଦ ଖବର। ପର୍ଯ୍ୟଟନ ପାଇଁ କର୍ଣ୍ଣାଟକ ଆସିଥିବା ଦୁଇ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାକୁ ଦୃଢ ନିନ୍ଦା କରିଛି ଓଡ଼ିଶା ବିଜେପି। କଂଗ୍ରେସ ଦଳର ଦୋମୁହାଁ ନୀତିର ଅସଲ ଚେହେରା ପଦାରେ ପଡିଥିବା…

ଶାହାରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ ଜାରି ହେଲା ନୋଟିସ

ଜୟପୁର: ଗୁଟଖା ବ୍ରାଣ୍ଡର ବିଜ୍ଞାପନ ଯୋଗୁଁ ବଲିଉଡ ବାଦଶାହା ଶାହାରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ ଆଇନଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜୟପୁର ଜିଲ୍ଲା ଉପଭୋକ୍ତା କମିଶନ ଭ୍ରାମକ ବିଜ୍ଞାପନ ସହିତ ଜଡିତ ଏକ ମାମଲାରେ ଏହି ତାରକାମାନଙ୍କୁ ସମନ ପଠାଇଛନ୍ତି । କମିଶନ ଶାହରୁଖ…

ମଣିପୁରରେ ପୁଣି ହିଂସା; ୧ ମୃତ, ୨୭ ଆହତ

ଇମ୍ଫାଲ୍: ପ୍ରାୟ ଦୁଇ ବର୍ଷ ପରେ କୁକି ଏବଂ ମୈତେଇ ବହୁଳ ଅଞ୍ଚଳରେ ମୁକ୍ତ ଯାତାୟାତ ଆରମ୍ଭ ହେବା ମାତ୍ରେ ମଣିପୁରରେ ପୁଣି ହିଂସା ଦେଖାଦେଇଛି । କୁକି ସମ୍ପ୍ରଦାୟର ଆକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ସହ ୨୭ ଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଛନ୍ତି । ଇମ୍ଫାଲ-ଦିମାପୁର ରାଜରାସ୍ତାରେ ଏହି ଘଟଣା…

କୁଳଭୂଷଣ ଯାଦବଙ୍କୁ ଅପହରଣ କରିଥିବା ମୁଫତିକୁ ଗୁଳି କରି ହତ୍ୟା

ଇସଲାମାବାଦ: ଇରାନରୁ ନୌସେନାର ପୂର୍ବତନ କର୍ମଚାରୀ କୁଳଭୂଷଣ ଯାଦବଙ୍କୁ ଅପହରଣ କରିଥିବା ମୁଫତି ଶାହ ମୀରକୁ ହତ୍ୟା କରାଯାଇଛି । ଆକ୍ରମଣକାରୀମାନେ ତାକୁ ବହୁତ ନିକଟରୁ ଅନେକ ଥର ଗୁଳି କରିଥିଲେ । ଏହା ପରେ, ଶାହ ମୀରକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ତାକୁ ମୃତ ଘୋଷଣା…

ଅଣ୍ଡା ଖାଇଲେ ବଢେ କ୍ୟାନସରର ଆଶଙ୍କା!

ଭୁବନେଶ୍ବର: ପିଲାଟି ବେଳୁ ଆମେ ଗୋଟିଏ ବିଜ୍ଞାପନ ଦେଖି ବଡ ହୋଇଛେ । ତାହା ହେଲା, ‘ସଣ୍ଡେ ହୋ ୟା ମଣ୍ଡେ, ରୋଜ ଖାଓ ଅଣ୍ଡେ’- ଅର୍ଥାତ୍ ରବିବାର ହେଉକି ସୋମବାର ଏବେ ପ୍ରତିଦିନ ଅଣ୍ଡା ଖାଇବା ଉଚିତ୍ । ଏଥିପାଇଁ ସରକାରୀ ସ୍କୁଲରେ ମଧ୍ୟ ପିଲାଙ୍କୁ ସପ୍ତାହକୁ ଦୁଇଥର ଅଣ୍ଡା ମଧ୍ୟ ଦିଆଯାଏ…

‘ଗଙ୍ଗାର ପାଣି ସଫା ନୁହଁ, ମୁଁ ତାକୁ କେବେ ଛୁଇଁପାରିବିନି’

ପୁନେ: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍ ) ମୁଖ୍ୟ ରାଜ ଠାକରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ସଦ୍ୟ ସମାପ୍ତ ମହାକୁମ୍ଭ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ପୁନେର ପିମ୍ପରି ଚିଞ୍ଚୱାଡରେ ଏମଏନଏସର ୧୯ତମ ପ୍ରତିଷ୍ଠା ଦିବସରେ କର୍ମୀମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ,…

ବିଦେଶରେ ବଢୁଛି ହିନ୍ଦୁ ବିରୋଧ ସ୍ବର!: ତୀବ୍ର ବିରୋଧ କଲା ଭାରତ

ନୂଆଦିଲ୍ଲୀ: ପୁଣି ଥରେ ବିଦେଶରେ ହିନ୍ଦୁ ମନ୍ଦିର ଉପରକୁ ଆକ୍ରମଣ ହୋଇଛି । ଆମେରିକାର କାର୍ଲିଫର୍ଣ୍ଣିଆରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି । କାଲିଫର୍ଣ୍ଣିଆର ଚିନୋ ହିଲ୍ସରେ ହିନ୍ଦୁ ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ଦେଖାଯାଇଥିଲା । ଯେଉଁଠାରେ ଏକ ମନ୍ଦିରକୁ ଟାର୍ଗେଟ…

ଚାମ୍ପିୟନ୍ସ ଟ୍ରଫି ଲଢେଇ: ବୋଲିଂ କରୁଛି ଭାରତ, ଲଗାତାର ହାରିଲା ୧୫ତମ ଟସ୍

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଐତିହାସିକ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଲଢେଇ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ଟସ୍ ଜିତି ବ୍ୟାଟି ଆରମ୍ଭ କରିଦେଇଛି ନ୍ୟୁଜିଲାଣ୍ଡ । ସେହିପରି ଟସ୍ ହାରି ଏବେ ବୋଲିଂ କରୁଛି ଭାରତ । ଏଥର କାହା…

ଖାଲି ଲିପଷ୍ଟିକ୍ କାଜଲ୍ ନୁହେଁ, ପର୍ସରେ ରଖନ୍ତୁ ଲଙ୍କାଗୁଣ୍ଡ ଓ ଛୁରି: ମନ୍ତ୍ରୀ

ମୁମ୍ବାଇ: ବର୍ତ୍ତମାନ ସମୟରେ ମହିଳାଙ୍କ ସୁରକ୍ଷା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପରିସ୍ଥିତି ଏପରି ହେଲାଣି ଯେ ମହିଳାଙ୍କ ସୁରକ୍ଷାକୁ ନେଇ ଏବେ ପୋଲିସ ଠୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅତିଷ୍ଟ ହୋଇଗଲେଣି । ମହିଳାଙ୍କୁ ସୁରକ୍ଷା ଦେବାପାଇଁ ଏତେ ନିୟମ କାନୁନ୍,…