Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚମକାଇଲା ନୂଆ ଏକ୍‌ଜିଟ ପୋଲ, କଂଗ୍ରେସକୁ ଏତେ ସିଟ, ପଛରେ ଆପ

ନୂଆଦିଲ୍ଲୀ: ଦିଲ୍ଲୀ ପାଇଁ ଆସିଥିବା ଭୋଟ ବାହୁଡା ମତ କହୁଛି ଏଥର ସେଠାରେ ବିଜେପି ସରକାର। ଅଧିକାଂଶ ଏକଜିଟ ପୋଲରେ ପଛରେ ପଡିଛି ଆପ। ଦିଲ୍ଲୀ ବିଧାନସଭାର ୭୦ ଆସନ। ଆଉ ମ୍ୟାଜିକ ନମ୍ବର ପାଇଁ ୩୬ ସିଟ୍ ଦରକାର ଥିବା ବେଳେ ବିଭିନ୍ନ ସଂସ୍ଥା କରିଛନ୍ତି ଭିନ୍ନ ଭିନ୍ନ ଆକଳନ। ମେଟ୍ରିଜ୍ (…

୧୮ ଅଣହିନ୍ଦୁ କର୍ମୀଙ୍କୁ ବାହାର କଲେ ତିରୁପତି ମନ୍ଦିର ବୋର୍ଡ

ତିରୁପତି: ଆନ୍ଧ୍ର ପ୍ରଦେଶର ତିରୁପତି ବାଲାଜୀ ମନ୍ଦିର ପରିଚାଳନା କମିଟି ୧୮ ଜଣ କର୍ମଚାରୀଙ୍କୁ ବହିଷ୍କାର କରିବାକୁ ପ୍ରସ୍ତୁତ ହେଉଛି। ସମସ୍ତେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)ର ନିୟମ ବିରୁଦ୍ଧରେ କାମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଟ୍ରଷ୍ଟ ୧୮ ଜଣ…

ମହାକାଶରେ କିଭଳି ସଫା ହୁଏ ଆଷ୍ଟ୍ରୋନଟଙ୍କ ପୋଷାକ… 

ନୂଆଦିଲ୍ଲୀ: ମହାକାଶରେ ଦୀର୍ଘ ମାସ ଧରି ଫସି ରହିଛନ୍ତି ଆଷ୍ଟ୍ରୋନଟ୍ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥୀ। ଖାସକରି ମହାକାଶଚାରୀମାନେ ବର୍ତ୍ତମାନ ସମୟରେ ତିନିରୁ ଆଠ ମାସ ଧରି ମହାକାଶରେ ରହିବା ସହ ସେଠାରେ ଶୋଇବା, ଖାଇବା ଓ ବ୍ୟାୟାମ ମଧ୍ଯ କରୁଛନ୍ତି। ଏହାରି ମଧ୍ୟରେ ମନରେ ପ୍ରଶ୍ନ ଆସେ…

ଏକଜିଟ୍ ପୋଲ୍ ସର୍ଭେ; ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ରାଜ! 

ନୂଆଦିଲ୍ଲୀ: ବଦଳିଲା ଦିଲ୍ଲୀର ସମୀକରଣ। ଚମକାଇ ଦେଇଛି ଦିଲ୍ଲୀ ନିର୍ବାଚନକୁ ନେଇ ଏକଜିଟ୍ ପୋଲ ସର୍ଭେ। ୨୭ ବର୍ଷର ବନବାସ ସାରି ବିଜେପି ଦିଲ୍ଲୀରେ କ୍ଷମତା ଦଖଲ କରିବା ନେଇ ଅଧିକାଂଶ ବୁଥ ବାହୁଡା ସର୍ଭେ ସଙ୍କେତ ଦେଇଛନ୍ତି। ଯଦି ଏଭଳି ହୁଏ ତେବେ ଦଳ ଗଠନ ପରଠୁ ସବୁଠୁ ବଡ ଝଟକାର ସାମନା…

ୟୁସିସି ଲାଗୁ ହେବା ପରେ ପଞ୍ଜୀକୃତ ହେଲେ ପ୍ରଥମ ଲିଭ-ଇନ୍ ଦମ୍ପତି

ଡେରାଡୁନ: ଜାନୁଆରୀ ୨୭ ତାରିଖରେ ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ୍ କୋଡ୍ (UCC) ଲାଗୁ କରିବାର ନଅ ଦିନ ପରେ, ପ୍ରଥମ ଲିଭ-ଇନ୍ ଦମ୍ପତି ନୂତନ ଆଇନ ଅନୁଯାୟୀ ସଫଳତାର ସହ ପଞ୍ଜୀକରଣ କରିଛନ୍ତି। ଯେତେବେଳେ କି ସରକାରୀ ୱେବସାଇଟ୍ ଅନୁଯାୟୀ ଅନ୍ୟ ଦୁଇଟି ଆବେଦନ ବର୍ତ୍ତମାନ ସମୀକ୍ଷାାଧୀନ ରହିଛି।…

ପୁରୀରେ ହୋଟେଲ ବୁକିଂ କରିବାକୁ ଯାଇ ୯୩ ହଜାର ଟଙ୍କା ହରାଇଲେ ମହିଳା

ପୁରୀ: ଆମେ ଯେତେବେଳେ ବାହାରକୁ ବୁଲିବାକୁ ଯାଉ, ପ୍ରଥମେ ଆମେ ଏକ ହୋଟେଲ ବୁକ୍ କରିଥାଉ। ଆଜିକାଲି ଅଧିକାଂଶ ପର୍ଯ୍ୟଟକ ଅନଲାଇନରେ ହୋଟେଲ ବୁକ୍ କରିବାକୁ ପସନ୍ଦ କରନ୍ତି, କିନ୍ତୁ ଡିଜିଟାଲ୍ ଦୁନିଆ ଯୋଗୁଁ ପର୍ଯ୍ୟଟକମାନେ ଅନଲାଇନରେ ହୋଟେଲ ବୁକିଂ ସମୟରେ ମଧ୍ୟ ଠକେଇର ସମ୍ମୁଖୀନ ହେଉଛନ୍ତି।…

ଦିଲ୍ଲୀ ନିର୍ବାଚନରେ ଆରପାରର ଲଢେଇ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ପାଇଁ ମତଦାନ ଚାଲିଛି । ଏଥର ଦିଲ୍ଲୀରେ ତିନି ପ୍ରମୁଖ ଦଳ ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ଆରପାରର ଲଢେଇ ହେଉଛି । ବାଜିରେ ଲାଗିଛି ଅନେକ କିଛି । ୨୦୧୩କୁ ଛାଡିଦେଲେ ଏପର୍ଯ୍ୟନ୍ତ ସବୁ ନିର୍ବାଚନରେ ସ୍ପଷ୍ଟ ଜନାଦେଶ ଦେଇଛି ଦିଲ୍ଲୀ । ଏଥର…

ଦେଶରେ ଆମିଷ ବନ୍ଦ କରିବାକୁ ଶତୃଘ୍ନ ସିହ୍ନାଙ୍କ ଦାବି

ମୁମ୍ବାଇ: ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନା ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)କୁ ପ୍ରଶଂସା କରିବା ସହ ସାରା ଦେଶରେ ଆମିଷ ଖାଦ୍ୟ ଖାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଦେଶରେ କେବଳ ଗୋମାଂସ ନୁହେଁ, ଆମିଷ ଖାଦ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ…

ଅବୈଧ ଭାରତୀୟ ପ୍ରବାସୀଙ୍କୁ ଧରି ପହଞ୍ଚିଲା C-17 ବିମାନ, ଅମୃତସରରେ କଲା ଅବତରଣ

ଅମୃତସର: ବୁଧବାର ଅପରାହ୍ନରେ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଆମେରିକୀୟ ସାମରିକ ବିମାନ ଅମୃତସରରେ ଅବତରଣ କରିଛି। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦାୟିତ୍ୱ ନେବା ପରେ ଦେଶରେ ପ୍ରବାସୀମାନଙ୍କ ବିରୁଦ୍ଧରେ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ। ଏହି ବିମାନରେ ୨୦୫ ଜଣ ଲୋକ ଥିଲେ ବୋଲି ଜଣା ପଡ଼ିଛି,…

ଥରେ ଟଙ୍କା ଦିଅନ୍ତୁ, ବର୍ଷସାରା ଟୋଲ୍ ଛାଡ଼ ପାଆନ୍ତୁ: ‘ଲାଇଫଟାଇମ୍ ପାସ୍’ ପାଇଁ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥରେ ଯାତ୍ରା କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର। ସରକାର ଖୁବ୍‌ଶୀଘ୍ର ମଧ୍ୟବିତ୍ତ ପରିବାର ଏବଂ ଗାଡ଼ି ମାଲିକମାନଙ୍କୁ ଆଉ ଏକ ଉପହାର ଦେଇପାରନ୍ତି। ସରକାର ଏକ ବାର୍ଷିକ ଟୋଲ୍ ପାସ୍ ପ୍ରଚଳନ କରିବାକୁ ଯାଉଛନ୍ତି। ଏହି ପାସ୍ ପାଇଁ ଆପଣଙ୍କୁ…