Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବନ୍ୟପ୍ରାଣୀ ଚୋରା ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ସିବିଆଇ: ଚୋରି ସାମଗ୍ରୀ ଜବତ, ୪ ଗିରଫ

ହରିୟାଣା: ବନ୍ୟପ୍ରାଣୀ ଶିକାର ଏବଂ ଚୋରା ଚାଲାଣ ବିରୋଧରେ ସିବିଆଇର ବନ୍ୟପ୍ରାଣୀ ଅପରାଧ ୟୁନିଟ୍ ଆଜି ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଆଧାରରେ ସିବିଆଇକୁ ବଡ଼ ସଫଳତା ମିଳିଛି। ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (WCCB) ର ଅଧିକାରୀମାନଙ୍କ ସହିତ ସିବିଆଇ ଟିମ୍…

ରାଷ୍ଟ୍ରପତିଙ୍କୁ ବିଚାରି କହିବା ଘଟଣା; ସୋନିଆଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ପାରିତ କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ଭାରତୀୟ ଜନତା ପାର୍ଟିର ସାଂସଦମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସାଂସଦମାନେ ତାଙ୍କ ବିରୁଦ୍ଧରେ ଏକ ସ୍ବାଧିକାର ଭଙ୍ଗ ନୋଟିସ୍‌ ପାରିତ କରିଛନ୍ତି । ବିଜେପି ସାଂସଦମାନେ…

କେଉଁଠୁ ହୋଇଛି ଗଙ୍ଗା ନଦୀର ଉତ୍ପତି? ୨୫୧୦କିମି ଯାତ୍ରାରେ ବଦଳେ ୫ ଥର ନାମ

ନୂଆଦିଲ୍ଲୀ: ମହାକୁମ୍ଭ ଯୋଗୁଁ, ପ୍ରୟାଗରାଜର ସଙ୍ଗମରେ କୋଟି କୋଟି ସାଧୁ ସନ୍ଥ ଓ ଭକ୍ତଙ୍କ ସମାଗମ ହୋଇଛି । ପ୍ରୟାଗକୁ ତୀର୍ଥସ୍ଥଳର ରାଜା କୁହାଯାଏ । ଏହି ସ୍ଥାନରେ ମୋକ୍ଷଦାୟିନୀ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀ ମିଶି ତ୍ରିବେଣୀ ସଙ୍ଗମ ସୃଷ୍ଟି କରନ୍ତି । କିନ୍ତୁ ଆପଣ ଜାଣନ୍ତି କି…

ଅଘୋରୀ ବାବାଙ୍କ ପ୍ରେମରେ ଋଷିଆ ଯୁବତୀ

ପ୍ରୟାଗରାଜ: ଜାନୁଆରୀ ୧୪ରୁ ପ୍ରୟାଗରାଜରେ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ଏହି ମହାକୁମ୍ଭ ମେଳାରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ନେଇ ସବୁଠି ଚର୍ଚ୍ଚା। ଜଣେ ଋଷୀୟ ଯୁବତୀ ମହାକୁମ୍ଭର ଜଣେ ଅଘୋରୀ ବାବାଙ୍କୁ ବିବାହ କରିଛନ୍ତି। ଏହାର ଏକ…

କାନାଡାର ପ୍ରଧାନମନ୍ତ୍ରୀ ରେସରେ ରୁବି ଢଲ୍ଲା; ଦିନେ ଥିଲେ ବଲିଉଡ ଅଭିନେତ୍ରୀ… 

ହାଇଦ୍ରାବାଦ: କାନାଡାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନିର୍ବାଚନରେ  ରୁବି ଢଲ୍ଲାଙ୍କ ନାମ ଚର୍ଚ୍ଚାରେ ରହିଛି। ଜଷ୍ଟିନ୍ ଟ୍ରୁଡୋଙ୍କ ଇସ୍ତଫା ପରେ, କାନାଡାର ୪୫ ତମ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ଏହି ରେସରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ବଲିଉଡ୍…

ମହାକୁମ୍ଭରେ ଦଳାଚକଟା ଘଟଣାକୁ ‘ଦୁର୍ଭାଗ୍ୟଜନକ’ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ମାମଲାରେ ଦାୟର ହୋଇଥିବା ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ । ଏହା ସହ ଆବେଦନକାରୀଙ୍କୁ ଆଲ୍ଲାହାବାଦ ହାଇକୋର୍ଟ ଯିବାକୁ ଦେଲେ ନିର୍ଦ୍ଦେଶ । ସୁପ୍ରିମକୋର୍ଟ ଏହି ଦଳାଚକଟାକୁ ଏକ “ଦୁର୍ଭାଗ୍ୟଜନକ ଘଟଣା” ବୋଲି କହିଛନ୍ତି ।…

ମେ ୪ରେ ଖୋଲିବ ବଦ୍ରିନାଥ ଧାମ ମନ୍ଦିର

ଉତ୍ତରାଖଣ୍ଡ: ବଦ୍ରିନାଥ ଧାମର ଦ୍ୱାର ଚଳିତବର୍ଷ ମେ ୪ ତାରିଖରେ ସକାଳ ୬ଟାରେ ସାଧାରଣ ଭକ୍ତମାନଙ୍କ ପାଇଁ ଖୋଲାଯିବ । ବସନ୍ତ ପଞ୍ଚମୀରେ ତିହରୀ ରାଜ ଦରବାର ନରେନ୍ଦ୍ର ନଗରରେ ଶ୍ରୀ ଗଣେଶ ପୂଜାଙ୍କ ପୂଜା ସହ ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀ ବଦ୍ରିନାଥ ଧାମ ମନ୍ଦିରର ଦ୍ୱାର ଖୋଲିବାର ତାରିଖ…

ଦିଲ୍ଲୀ ନିର୍ବାଚନ: କାହା ଗ୍ୟାରେଣ୍ଟିରେ କେତେ ଦମ୍?

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରର ମାଗଣା ଯୋଜନା ଦଳ ପାଇଁ ବୁଷ୍ଟର ଡୋଜ୍ ହୋଇଛି । ପୂର୍ବ ଦୁଇଟି ନିର୍ବାଚନରେ ମାଗଣା ବିଜୁଳି, ପାଣି ଭଳି ଲୋକପ୍ରିୟ ଯୋଜନା ଆପ୍ ଖାତାକୁ ଭୋଟ୍ ଟାଣିଛି । ଦିଲ୍ଲୀରେ ଭିତ୍ତିଭୂମି ବିକାଶ ସାଙ୍ଗକୁ ଜନକଲ୍ୟାଣକାରୀ ଯୋଜନାକୁ ଏଥର ବି ନିର୍ବାଚନ…

ଦିଲ୍ଲୀ ଦଙ୍ଗଲରେ କାହାର ପଲ୍ଲା ଭାରି?

ନୂଆଦିଲ୍ଲୀ: ଦିଲ୍ଲୀରେ କେତେ କାମ ଦେବ କଂଗ୍ରେସ ରଣନୀତି ? ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଛି ପ୍ରଚାର। ଶେଷ ଦିନରେ ଭୋଟରଙ୍କୁ ମନାଇବାକୁ ଜୋରଦାର ଉଦ୍ୟମ କରିଛନ୍ତି ସବୁ ଦଳର ଷ୍ଟାର ପ୍ରଚାରକ । ତେବେ କୁଆଡ଼େ ଢଳିବେ ଭୋଟର? ସବୁ ବର୍ଗର ଭୋଟରଙ୍କ ପାଇଁ ତିନି ପ୍ରମୁଖ ଦଳ ବଡ଼ ଘୋଷଣା…

ସାରା ବିଶ୍ୱରେ ବଢୁଛି ହିରୋର ଚାହିଦା; ମାସକରେ ଚାରି ଲକ୍ଷରୁ ଅଧିକ ବିକ୍ରି

ନୂଆଦିଲ୍ଲୀ: ଭାରତରେ ଦୁଇ ଚକିଆ ଯାନ ପାଇଁ ଏକ ଅଲଗା ଡିମାଣ୍ଡ ଦେଖିବାକୁ ମିଳିଥାଏ । ଦୁଇ ଚକିଆ ଉତ୍ପାଦନକାରୀ କମ୍ପାନୀ ହିରୋ ମୋଟୋକର୍ପ ଚଳିତ ବର୍ଷ ଏକ ସାନଦାର ସେଲ୍ ଆରମ୍ଭ କରିଛି । ଜାନୁଆରୀ ୨୦୨୫ରେ କମ୍ପାନୀ ସମୁଦାୟ ୪ ଲକ୍ଷ ୪୨ ହଜାର ୮୭୩ ୟୁନିଟ୍ ବିକ୍ରି କରିଛି । ଗତ ବର୍ଷ ତୁଳନାରେ…