Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାକ୍ ଯୁଦ୍ଧ ପରେ ଭିଡିଓ ଜାରି କରି କୃତଜ୍ଞତା ଜଣାଇଲେ ଜେଲେନସ୍କି: କହିଲେ, ‘ଆମେରିକାର ଗୁରୁତ୍ବ ବୁଝନ୍ତି’

ନୂଆଦିଲ୍ଲୀ: ଓଭାଲ ଅଫିସରେ ଟ୍ରମ୍ପ- ଜେଲେନସ୍କି ବାକ୍ ଯୁଦ୍ଧର ଦୁଇ ଦିନ ପରେ ଭିଡିଓ ଜାରି କରି ଆମେରିକା ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ରୁଷ ବିରୁଦ୍ଧରେ ଯୁଦ୍ଧରେ ଆମେରିକାର ନିରନ୍ତର ସମର୍ଥନ ପାଇଁ ତାଙ୍କର ପ୍ରଶଂସା କରିଛନ୍ତି ।…

କଂଗ୍ରେସ ନେତ୍ରୀଙ୍କ ହତ୍ୟା ପଛରେ ପ୍ରେମିକ: ମାନିଲା ସବୁ ସତ

ରୋହତକ: ହରିୟାଣା କଂଗ୍ରେସ ନେତ୍ରୀ ହିମାନୀ ନରଓ୍ବାଲଙ୍କୁ ମାରିକି ସୁଟକେସରେ  ଫୋପାଡିବା ଘଟଣା, ହତ୍ୟାକାଣ୍ଡର ଦୁଇ ଦିନ ପରେ ଧରାପଡିଲା ଅଭିଯୁକ୍ତ । ଅଭିଯୁକ୍ତ ସଚିନ୍ ହିମାନୀଙ୍କ ପ୍ରେମିକ ବୋଲି ଦାବି କରିଛି। ସେମାନେ ବହୁତ ଦିନ ଧରି ସମ୍ପର୍କରେ ଥିଲେ। ରୋହତକର ଏକ ବସ୍ ଷ୍ଟାଣ୍ଡ…

ଘୋଷଣା ହେଲା ଓସ୍କାର ୨୦୨୫, ବାଦ୍ ପଡିଲା ପ୍ରିୟଙ୍କାଙ୍କ ‘ଅନୁଜା’

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ଓସ୍କାର ୨୦୨୫ ଘୋଷଣା କରାଯାଇଛି । ଆମେରିକା ଲସ୍ ଆଞ୍ଜେଲସର ଡଲବି ଥିଏଟରରେ ଅନୁଷ୍ଠିତ ୯୭ତମ ଓସ୍କାର ପୁରସ୍କାର ଆଜି ଭାରତୀୟ ସମୟ ସକାଳ ୫:୩୦ ରେ ଆଞ୍ଜେଲସରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀ ଅଫ୍ ମୋସନ ପିକଚର୍ସ ଆର୍ଟସ ଆଣ୍ଡ…

୧୦ ଦିନ ହେଲା ଟନେଲରେ ଫସିଛନ୍ତି ୮ ଶ୍ରମିକ, ମିଳୁନି ସଠିକ୍ ସ୍ଥାନ

ହାଇଦ୍ରାବାଦ: ୧୦ ଦିନ ବିତିଗଲାଣି। ଏବେ ବି ଟନେଲରେ ଫସି ରହିଛନ୍ତି ୮ ଶ୍ରମିକ । ତେଲେଙ୍ଗାନାର ନଗରକର୍ନୁଲ ଜିଲ୍ଲାରେ ଥିବା ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ ଟନେଲ୍‌ରେ ଗତ ଫେବୃଆରୀ ୨୨ରେ ଭୁଶୁଡିଲା ଥିଲା ନିର୍ମାଣଧିନ ଟନେଲ ଛାତ ।  ଏବେ ଯାଏଁ ବି ୮ ଶ୍ରମିକଙ୍କ ପତ୍ତା ସଠିକ ଭାବେ ମଳିପାରି…

ଏଥର ରେକର୍ଡ ଭାଙ୍ଗିବ ତାପମାତ୍ରା ! ପାଣିପାଗ ବିଭାଗର ଡରାଇଲା ଭଳି ପୂର୍ବାନୁମାନ

ନୂଆଦିଲ୍ଲୀ: ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ତାପମାତ୍ରା। ମାର୍ଚ୍ଚରୁ ମେ ଯାଏ ପ୍ରବଳ ଗରମରେ ସିଝିବ ପୂରା ଭାରତ। ଏନେଇ ଡରାଇଲା ଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସାମାନ୍ୟ ତାପମାତ୍ରାଠାରୁ ଢେର ଅଧିକ ରହିବ ବୋଲି ପାଣିପାଗ ବିଭାଗ କହିଛି। କେବଳ ଏତିକି ନୁହେଁ ହିଟୱେବ ମଧ୍ୟ ଅଧିକ…

ଏଣିକି ୫ ଟଙ୍କାରେ ଚାଷୀଙ୍କୁ ମିଳିବ ବିଜୁଳି

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଶନିବାର ଦିନ ଚାଷୀମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ ଏଣିକି ୫ ଟଙ୍କାରେ ଚାଷୀଙ୍କୁ ସ୍ଥାୟୀ ବିଜୁଳି ପ୍ରଦାନ ନେଇ ପ୍ରକାଶ କରିଛନ୍ତି। ତେବେ ଏହି ଯୋଜନା ପ୍ରଥମେ କେନ୍ଦ୍ରୀୟ ଅଞ୍ଚଳ ଓ ପରେ ପଶ୍ଚିମାଞ୍ଚଳକୁ ଦିଆଯିବ। ରାଜଧାନୀ…

୨୦୬୦ରେ ଧ୍ୱଂସ ହୋଇଯିବ କି ପୃଥିବୀ

୨୦୬୦ରେ ଧ୍ୱଂସ ହୋଇଯିବ କି ପୃଥିବୀ । ଏହା ଶୁଣିବାକୁ ଅବଶ୍ୟ ନିଶ୍ଚିତ ଭାବେ ଅଡୁଆ ଲାଗିପାରେ । ଏହାର ସତ୍ୟତ ସମ୍ପର୍କରେ କୌଣସି ସିଦ୍ଧାନ୍ତ ଉପନୀତ ହୋଇ ନାହିଁ । ତେବେ ବିଶ୍ୱର ମହାନ ବୈଜ୍ଞାନିକ ସାର ଆଇଜ୍ୟାକ ନିଉଟନ ଏହି ଭବିଷ୍ୟବାଣୀ କରିଥିବାରୁ ମନରେ କିଛି ମାତ୍ରାରେ ଶଙ୍କା ରହୁଛି ।…

ସାଙ୍ଘାତିକ ଖୁଲାସା ! ୮୦%ରୁ ଅଧିକ ଆଇଟି କର୍ମଚାରୀଙ୍କ ଠାରେ ଫ୍ୟାଟି ଲିଭର ଡିଜିଜ

ନୂଆଦିଲ୍ଲୀ: ଏକ ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଛି । ଭାରତର ୮୦%ରୁ ଅଧିକ ଆଇଟି କର୍ମଚାରୀ ଫ୍ୟାଟି ଲିଭର ରୋଗରେ ପୀଡିତ । ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣା ପଡିଛି, ୮୪% ଆଇଟି କର୍ମଚାରୀ ମେଟାବୋଲିକ୍ ଡିସଫଙ୍କସନ୍-ସମ୍ବନ୍ଧିତ ଫ୍ୟାଟି…

ଜେଲରେ ଥାଇ ଆମେରିକାକୁ ସହାୟତା ମାଗିଲେ ଇମ୍ରାନ ଖାନ

କରାଚି: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦୀର୍ଘ ସମୟ ଧରି ଜେଲରେ ରହିଛନ୍ତି। ସେ ଜେଲରୁ ବାହାରକୁ ବାହାରିବା ନେଇ କୌଣସି ଆଶା ମଧ୍ଯ ଦେଖାଯାଉନାହିଁ। ତେବେ ଇମ୍ରାନଙ୍କ ନାମରେ ଟାଇମ୍ ପତ୍ରିକାରେ ଏକ ଆଲେଖ୍ୟ ପ୍ରକାଶିତ ହୋଇଛନ୍ତି। ଯେଉଁଥିରେ ଆମେରିକାର ରାଷ୍ଟ୍ରପତି…

ଭାରତରେ ଟେସଲାର ପ୍ରଥମ ଶୋ’ରୁମ୍ ଏହି ସହରରେ ଖୋଲିବ…

ମୁମ୍ବାଇ: ଭାରତୀୟ ବଜାର ଦୀର୍ଘ ଦିନ ଧରି ଏଲନ ମସ୍କ (Elon Musk)ଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲା (Tesla)ର ଅପେକ୍ଷାରେ ରହିଛି। କିନ୍ତୁ ଗତ କିଛି ସପ୍ତାହ ମଧ୍ୟରେ, ଏପରି କିଛି ଖବର ଆସିଛି ଯାହା ସ୍ପଷ୍ଟ କରିଛି ଯେ ଏହି ଅପେକ୍ଷାର ଅନ୍ତ ଖୁବ୍ ଶୀଘ୍ର ହେବ । ମିଡିଆ ରିପୋର୍ଟ…