Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରଣବୀର ଆହ୍ଲାବାଦିଆଙ୍କୁ ମିଳିଲା ବଡ଼ ଆଶ୍ବସ୍ତି, ଶୋ’ କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରସିଦ୍ଧ ୟୁଟ୍ୟବର ରଣବୀର ଆହ୍ଲାବାଦିଆଙ୍କୁ ମିଳିଲା ବଡ଼ ଆଶ୍ବସ୍ତି । ପୁଣି ଥରେ ’ଦି ରଣବୀର ଶୋ’ କରିବେ ରଣବୀର । ରଣବୀରଙ୍କୁ ଶୋ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଶୋ’ରେ ରଣବୀରଙ୍କୁ ଶାଳୀନତା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।…

ଆଧାରକାର୍ଡ ସର୍ଭିସରେ ନୂଆ ପରିବର୍ତ୍ତନ, ପଢନ୍ତୁ କ’ଣ ରହିଛି ଅପଡେଟ୍…

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏକ ନୂତନ ପୋର୍ଟାଲ୍ ଆରମ୍ଭ କରିଛି । ଏହି ପୋର୍ଟାଲ ପ୍ରକ୍ରିୟାଗୁଡ଼ିକୁ ସରଳ କରିବା, ଉନ୍ନତ ସେବା ପ୍ରଦାନ କରିବା ଏବଂ ଲୋକମାନଙ୍କ ପାଇଁ ଏହାକୁ ବ୍ୟବହାର କରିବା ସହଜ କରିବା ପାଇଁ ଚାଲିଥିବା ପ୍ରୟାସର ଏକ ଅଂଶ ।…

ଏକ ମାସ ଧରି ପିଅନ୍ତୁ କିସମିସ୍ ପାଣି, ଶରୀରରେ ହେବ ଅହେତୁକ ପରିବର୍ତ୍ତନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ କିଛି ନା କିଛି ରୋଗର ଶିକାର ହେଉଛନ୍ତି । କାରଣ ବର୍ତ୍ତମାନ ଲୋକେମାନେ ଯେଉଁସବୁ ଖାଦ୍ୟ ଖାଉଛନ୍ତି ତାହା ଶରୀରକୁ ବହୁତ ଖରାପ କରିଦେଉଛି । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ବାହାର ଯେଉଁସବୁ ଖାଦ୍ୟ ମିଳୁଛି ଅର୍ଥାତ୍ ଫାଷ୍ଟଫୁଡ୍ ଜାତୀୟ…

ଚନ୍ଦ୍ରରେ ମିଳିବ ଇଣ୍ଟରନେଟ୍ ସେବା

ନୂଆଦିଲ୍ଲୀ: ଚନ୍ଦ୍ରରେ ମାନବ ବସତି ଏବଂ ସଡ଼କ-ରେଳ ନେଟୱର୍କ ପାଇଁ ପ୍ରସ୍ତୁତି ମଧ୍ୟରେ ଆମେରିକୀୟ ମହାକାଶ ସଂସ୍ଥା ନାସା ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବା ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ନାସା, ନୋକିଆ କମ୍ପାନୀ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହି ମିଶନ ଗୁରୁବାର ଦିନ ଆରମ୍ଭ…

ଡେଟା ଚୋରି କରୁଛି ବ୍ରାଉଜର ଏକ୍ସଟେନସନ୍….ଜଲଦି ଡିଲିଟ୍ କରନ୍ତୁ

ନୂଆଦିଲ୍ଲୀ: ଅନେକ ଲୋକ ନିଜ କାମକୁ ସହଜ କରିବା ପାଇଁ ବ୍ରାଉଜରରେ ଏକ୍ସଟେନସନ ଇନଷ୍ଟଲ କରନ୍ତି । କିଛି ଏକ୍ସଟେନସନ୍ ବହୁତ ଉପଯୋଗୀ ଏବଂ କେବଳ ଗୋଟିଏ କ୍ଲିକ୍‌ରେ ଏହା ସେ କାର୍ଯ୍ୟକୁ କରିପାରେ, ଯାହା ସାଧାରଣ ବ୍ରାଉଜରରେ ଟିକିଏ ସମୟ ନେଇଥାଏ ।  କିନ୍ତୁ ଅନେକ ସମୟରେ ଏହି ଏକ୍ସଟେନସନ୍…

ହାତରେ କ୍ୟାମେରା ଧରି ଗିର୍ ଜଙ୍ଗଲରେ ମୋଦି, ଭିନ୍ନ ଲୁକରେ ଆସିଲେ ନଜର

ଜୁନାଗଡ଼: ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଜୁନାଗଡ଼ର ଗିର୍ ଜାତୀୟ ଉଦ୍ୟାନରେ ପହଞ୍ଚିଥିଲେ। ହାତରେ କ୍ୟାମେରା ଧରି ଜଙ୍ଗଲ ସଫାରିର ମଜା ମଧ୍ଯ ନେଇଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ସୋମନାଥ ମନ୍ଦିର ଦର୍ଶନ ସରିବା ପରେ…

ଏ କେଉଁ ପଡ଼ୋଶୀ ହିନ୍ଦୁ ରାଷ୍ଟ୍ର ଯେଉଁଠି ଅଧିକ ଭାରତୀୟ ଜେଲରେ ବନ୍ଦୀ, ସାମ୍ନାକୁ ଆସିଲା ଚମକାଇଲା ଭଳି ତଥ୍ୟ

ନୂଆଦିଲ୍ଲୀ: ନିକଟରେ କତାର ଅଦାଲତ ଭାରତୀୟ ନୌସେନାର ଆଠ ଜଣ ପୂର୍ବତନ ସେନାଙ୍କୁ ଆଜୀବନ କାରାଦଣ୍ଡକୁ ବଦଳାଇ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ। ଏହି ଘଟଣାକୁ ନେଇ ଭାରତ ସରକାର ସେଠାରେ ଆଇନଗତ ଲଢ଼େଇ ଲଢ଼ିଥିଲେ। ଯାହା ପୂରା ଦେଶରେ ଖୁବ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ଏହିପରି ଅନେକ ଲୋକ…

ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରେ ଅବତରଣ କଲା ଘରୋଇ କମ୍ପାନୀର ମହାକାଶଯାନ

ନୂଆଦିଲ୍ଲୀ: ଆମେରିକାର ଘରୋଇ ମହାକାଶ ସଂସ୍ଥା ଫାୟାରଫ୍ଲାଏ ଏରୋସ୍ପେସ୍‌ ପକ୍ଷରୁ ଉତ୍‌କ୍ଷେପଣ କରାଯାଇଥିବା ମହାକାଶ ଯାନ ‘ବ୍ଲୁ ଘୋଷ୍ଟ’ ରବିବାର ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି। ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବାରେ ଏହା ପ୍ରଥମ ଘରୋଇ ମହାକାଶ ଯାନ ବୋଲି କୁହାଯାଇଛି। ସୂଚନାଥାଉକି…

ରୋହିତଙ୍କୁ ମୋଟା କହିଲେ କଂଗ୍ରେସ ନେତ୍ରୀ, ବିରୋଧ କଲେ ପାକିସ୍ତାନ ସାମ୍ୱାଦିକ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କୁ ମୋଟା କହି ଅଡୁଆରେ ପଡ଼ିଲେ କଂଗ୍ରେସ ନେତ୍ରୀ ଡା. ସମା ମୋହମ୍ମଦ। ତାଙ୍କର ଏ ପ୍ରକାର ବାୟନକୁ କ୍ରିକେଟ ପ୍ରସଂଶକମାନେ ନାପସନ୍ଦ କରିଛନ୍ତି। ଏମିତିକି ବିରୋଧୀ ନେତାମାନେ ମଧ୍ୟ କଂଗ୍ରେସ ନେତ୍ରୀଙ୍କ ଏ ପ୍ରକାର ବୟାନକୁ ନେଇ ଟାର୍ଗେଟ କରିଛନ୍ତି। ସୋସିଆଲ…

ରୋହିତଙ୍କୁ ‘ମୋଟା’ କହି ଫସିଲେ କଂଗ୍ରେସ ନେତ୍ରୀ, କଟାକ୍ଷ କଲା ବିଜେପି

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ମୋଟା କହି ତାତ୍ସଲ୍ୟ କଲେ କଂଗ୍ରେସ ନେତ୍ରୀ ଶମା ମହମ୍ମଦ । ସୋସିଆଲ ମିଡିଆରେ ହେଲେ ଟ୍ରୋଲ୍ । ରୋହିତ ଶର୍ମାଙ୍କ ଉପରେ ତାଙ୍କର ମନ୍ତବ୍ୟ ପାଇଁ କ୍ରିକେଟ୍ ପ୍ରଶଂସକଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ ସମସ୍ତେ ଏବେ ତାଙ୍କୁ…