Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଖୁବ୍ ଶୀଘ୍ର ବଜାରକୁ ଆସିବ ବଜେଟ୍ ଫ୍ରେଣ୍ଡେଲି ଜିଓ ଇ-ସାଇକେଲ୍

ନୂଆଦିଲ୍ଲୀ: ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଇଲେକ୍ଟ୍ରିକ୍ ଯାନ (ଇଭି) ବଜାରରେ ପ୍ରବେଶ କରିବାକୁ ଯାଉଛି। ଜିଓ ନିକଟରେ ଏକ ଇଲେକ୍ଟ୍ରିକ୍ ସାଇକେଲ୍ ମଡେଲ୍ ଆଣିଛି । ଯାହା ଥରେ ଚାର୍ଜିଂ କଲେ ୮୦ ରୁ ୧୦୦ କିଲୋମିଟର ଦୂରତା ଅତିକ୍ରମ କରିବାରେ ସହାୟକ ହୋଇଥାଏ । ଜିଓ…

ସିୟୁଇଟି ୟୁଜି ୨୦୨୫ର ରେଜିଷ୍ଟ୍ରେସନ ଆରମ୍ଭ; ମାର୍ଚ୍ଚ ୨୨ ଯାଏଁ କରିପାରିବେ ଆବେଦନ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ସିୟୁଇଟି ୟୁଜି ୨୦୨୫ ପାଇଁ ରେଜିଷ୍ଟ୍ରେସନ ଘୋଷଣା କରିଛି । ସିୟୁଇଟି ୟୁଜି ୨୦୨୫ ପାଇଁ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀମାନେ ମାର୍ଚ୍ଚ ୨୨ ପୂର୍ବରୁ ସେମାନଙ୍କର ଆବେଦନ ଦାଖଲ କରିପାରିବେ । ଆବେଦନ ପ୍ରକ୍ରିୟା ୨୨ ମାର୍ଚ୍ଚ ରାତି ୧୧ଟା ୫୦…

ବୃଦ୍ଧି ପାଇଲା ଜିଏସଟି ସଂଗ୍ରହ, ୧.୮୪ ଲକ୍ଷ କୋଟିରେ ପହଁଚିଲା ଜିଏସଟି ଆଦାୟ

ନୂଆଦିଲ୍ଲୀ: ପୁଣି ରେକର୍ଡ ସଂଖ୍ୟକ ଜିଏସଟି ସଂଗ୍ରହ। ଦେଶର ଜିଏସଟି ରାଜସ୍ବରେ ବାର୍ଷିକ ଆଧାରରେ ବୃଦ୍ଧି ହୋଇଛି। ଦେଶର ମୋଟ ସାମଗ୍ରୀ ଓ ସେବା ଟିକସ- ଜିଏସଟି ଆଦାୟ ଫେବ୍ରୁଆରିରେ ୯.୧% ବୃଦ୍ଧି ପାଇ ୧.୮୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଫେବୃଆରୀରେ ଲଗାତାର ଦ୍ୱାଦଶ ମାସରେ ୧.୭ ଲକ୍ଷ…

ଝିଅ ସାଜିଲା ପିଶାଚିନୀ: ସମ୍ପତ୍ତି ପାଇଁ ଟପିଲା ସବୁ ବର୍ବରତା 

ହିସାର: ସମ୍ପତି ପାଇଁ ସବୁ ବର୍ବରତା ଟପିଲା ଜନ୍ମ କଲା ଝିଅ। ଚୁଟି ଟାଣି ମାରିଲା, କାମୁଡ଼ିଲା, କହିଲା.....ତୋ ରକ୍ତ ପିଇଲେ ଯାଇ ଶାନ୍ତି ମିଳିବ। ଏଭଳି କିଛି ହୃଦୟ ବିଦାରକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହି ହୃଦୟ ବିଦାରକ ଭିଡିଓ ବହୁଳ…

ତିରୁମାଲା ମନ୍ଦିରକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଦାବି

ତିରୁପତି: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ମନ୍ଦିରକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଦାବି ହୋଇଛି । ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଅଧ୍ୟକ୍ଷ ବି.ଆର. ନାଇଡୁ ଶନିବାର କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ଏହି ସମ୍ପର୍କରେ ଏକ ଚିଠି ଲେଖିଛନ୍ତି ।…

‘ଯୌନ ଅପରାଧ ମାମଲା, ମହିଳାଙ୍କ ଅଭିଯୋଗ ସବୁବେଳେ ସତ ନୁହେଁ’

ଥିରୁବନନ୍ତପୁରମ: ମହିଳାଙ୍କ ସବୁ ଅଭିଯୋଗ ସତ ନୁହେଁ। ମହିଳା ବୋଲି ତାଙ୍କର ସବୁ ଅଭିଯୋଗ ସତ ଭାବିବା ଠିକ୍‌ ନୁହେଁ। ଏଭଳି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି କେରଳ ହାଇକୋର୍ଟ। ଯୌନ ଅପରାଧ ସହିତ ଅପରାଧୀକ ମାମଲାରେ ଏହା ଅନୁମାନ ଲଗାଯାଇପାରିବ ନାହିଁ ଯେ ଆବେଦନକାରୀ ମହିଳା ହୋଇଥିବାରୁ…

ଭୟଙ୍କର ବସ୍ ଦୁର୍ଘଟଣା: ୩୭ ମୃତ, ୩୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଦକ୍ଷିଣ ବୋଲିଭିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପୋଟୋସି ଅଞ୍ଚଳର ଏକ ରାଜପଥରେ ଦୁଇଟି ଯାତ୍ରୀବାହୀ ବସ୍ ଧକ୍କା ହେବା ଫଳରେ ୮ ଜଣ ନାବାଳକଙ୍କ ସମେତ ଅତି କମରେ ୩୭ ଜଣଙ୍କ ମୃତ୍ୟୁ ଘଟିଛି। ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁଇଟି ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା…

ଆଉ ଅଳ୍ପ ଦିନରେ ୧ ଲକ୍ଷ ଛୁଇଁବ ସୁନା ମୂଲ୍ୟ !

ନୂଆଦିଲ୍ଲୀ: ଗତ କିଛି ଦିନ ହେଲା ହୁ ହୁ ହୋଇ ବଢିଚାଲିଛି ସୁନାର ମୂଲ୍ୟ। ମାତ୍ର ଗୋଟିଏ ଦଶନ୍ଧି ମଧ୍ୟରେ ଏହା ୨୫୦୦୦ ଟଙ୍କାରୁ ବୃଦ୍ଧି ପାଇ ୮୪,୩୦୦ ଟଙ୍କା ଛୁଇଁଛି। ଅଗଷ୍ଟ ୨୦୧୧ରେ ସୁନା ପ୍ରଥମ ଥର ପାଇଁ ୨୫,୦୦୦ ଟଙ୍କାକୁ ପହଞ୍ଚିଥିଲା ​​ଏବଂ ଜୁଲାଇ ୨୦୨୦ରେ ଦଶ ଗ୍ରାମ ସୁନା ୫୦,୦୦୦ ଟଙ୍କା…

ଭୁଟାନକୁ ମିଳିବ ପ୍ରଥମ ରେଳ, ଭାରତର ଏହି ରାଜ୍ୟରୁ ସଂଯୋଗ ପାଇଁ ଯୋଜନା

ଗୌହାଟି: ଭୁଟାନକୁ ଖୁବ୍ ଶୀଘ୍ର ମିଳିବ ପ୍ରଥମ ରେଳ । ଭାରତୀୟ ରେଳବାଇ ଆସାମର କୋକରାଝାରରୁ ଭୁଟାନର ଗେଲେଫୁ ପର୍ଯ୍ୟନ୍ତ ରେଳ ଲାଇନ ସଂଯୋଗ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଶେଷ କରିଛି । ପୂର୍ବୋତ୍ତର ରେଳ ସୀମାନ୍ତ ରେଳବାଇ (ଏନଏଫଆର)ର ଜଣେ ଅଧିକାରୀ ଶନିବାର ଏହି ସୂଚନା…

ଡିଗ୍ରୀ ବିନା ୪୦ଲକ୍ଷ ଜବ୍! ବେଙ୍ଗାଲୁରୁ ଏଆଇ କମ୍ପାନୀର ଅନନ୍ୟ ଅଫର

ବେଙ୍ଗାଲୁରୁ: ଆଜିର ସମୟରେ, ଏକ ଭଲ ଚାକିରି ପାଇବା ପାଇଁ ଏକ ଟପ୍ କଲେଜ ଡିଗ୍ରୀ ଏବଂ ଏକ ଭଲ ରିଜ୍ୟୁମ ରହିବା ଆବଶ୍ୟକ ବୋଲି ବିବେଚନା କରାଯାଏ, କିନ୍ତୁ ବେଙ୍ଗାଲୁରୁର ଏକ କମ୍ପାନୀ ଏହି ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି । ବେଙ୍ଗାଲୁରୁ (ଇନ୍ଦିରାନଗର) ସ୍ଥିତ ଏକ ସ୍ମଲେଷ୍ଟ…