Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏହି ସ୍ଥାନରେ ମାଙ୍କଡ ହୋଇଗଲେଣି ମଦୁଆ

ମଦ ତଥା ଅନ୍ୟ ନିଶା କବଳରେ ପଡି ମଣିଷ ନିଜର ଏବଂ ପରିବେଶର ଅନେକ କ୍ଷତି ଘଟାଉଛି । କେତେକ ମଣିଷଙ୍କ ଏହି କୂଅଭ୍ୟାସ ଅନ୍ୟ ପ୍ରାଣୀମାନଙ୍କୁ ବଶୀଭୂତ କରିଛି । ମଣିଷ ସହତ ସାମଞ୍ଜସ୍ୟ ରଖୁଥିବା କେତେକ ପ୍ରଜାତିର ମାଙ୍କଡ ଏବେ ମଦ ନିଶାରେ ପଡିଗଲେଣି । ସେଂଟ କିଟସ ଆଇଲାଣ୍ଡରେ ଗ୍ରୀନ ଭର୍ଭେଟ…

ସରକାର ପାସପୋର୍ଟର ନିୟମରେ କଲେ ଏହି ପରିବର୍ତ୍ତନ …

ନୂଆଦିଲ୍ଲୀ: ପାସପୋର୍ଟ ବିଦେଶଯାତ୍ରା ନିମନ୍ତେ  ସବୁଠୁ ଜରୁରୀ । ଏହି ଡକ୍ୟୁମେଣ୍ଟ ଦ୍ବାରା କୌଣସି ବ୍ୟକ୍ତିଙ୍କ ପରିଚୟ ଓ ଜାତୀୟତା ସ୍ପଷ୍ଟ ହୋଇଥାଏ। ଏହି ପାସପୋର୍ଟ ଥିଲେ ଆପଣ ଅନ୍ୟ ଦେଶ ବୁଲିବାକୁ,ପଢିବାକୁ, ବାଣିଜ୍ୟ କରିବାକୁ ଯାଇପାରିବେ । ଏବେ ଭାରତ ସରକାରଙ୍କ ପକ୍ଷରୁ ପାସପୋର୍ଟ…

୧୫ ବର୍ଷର ପୁରୁଣା ଗାଡି଼ ହୋଇଥିଲେ ମିଳିବନି ପେଟ୍ରୋଲ-ଡିଜେଲ୍…

ନୂଆଦିଲ୍ଲୀ: ରାଜଧାନୀରେ ବଢ଼ୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା ଶନିବାର ଦିନ କହିଛନ୍ତି ଯେ ମାର୍ଚ୍ଚ ୩୧ ପରେ ଦିଲ୍ଲୀରେ ଚଳାଚଳ କରୁଥିବା ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଏବଂ ଡିଜେଲ ମିଳିବ…

ଏମିତି ବନନ୍ତୁ କୋଟିପତିଙ୍କ ସ୍ତ୍ରୀ…

ନୂଆଦିଲ୍ଲୀ: ସବୁ ସ୍ତ୍ରୀଙ୍କର ଇଚ୍ଛା ଥାଏ ତାଙ୍କ ସ୍ବାମୀ ଗୋଟିଏ କୋଟିପତି ହୋଇଥାଉ । ତାଙ୍କର ସବୁ ସ୍ବପ୍ନ ପୂରଣ କରିପାରୁଥିବା ଦରକାର । ଏମିତିକି ସେ ହାତ ରଖୁ ଥିବା ଜିନିଷକୁ ବି ତାଙ୍କ ନାଁରେ କରିଦେଉଥିବ । ହେଲେ ବାସ୍ତବିକତା କିଛି ଅଲଗା ହୋଇଥାଏ । କିନ୍ତୁ ଏବେ ଆଉ ଚିନ୍ତା…

ନୀତିଶଙ୍କ ନିଦ ହଜାଇଲା ସର୍ଭେ !

ନୂଆଦିଲ୍ଲୀ: ଆଉ କିଛି ମାସ ମଧ୍ୟରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । ଏହାପୂର୍ବରୁ ଚମକାଇଛି ଇଣ୍ଡିଆ ଟୁଡେ ଓ ସି-ଭୋଟର୍ସ ସର୍ଭେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଲୋକପ୍ରିୟତା ଆଶାତୀତ ଭାବେ କମିଥିବା ସର୍ଭେରେ ଜଣାପଡିଛି । ଏହାସହ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ…

ହ୍ୟାକ୍ ହେଲା ଶ୍ରେୟା ଘୋଷାଲଙ୍କ ଏକ୍ସ ଆକାଉଣ୍ଟ

ମୁମ୍ବାଇ: ଗାୟିକା ଶ୍ରେୟା ଘୋଷାଲଙ୍କ ସ୍ୱରରେ ସମସ୍ତେ ପାଗଳ । ଶ୍ରେୟାଙ୍କୁ କୌଣସି ପରିଚୟ ଆବଶ୍ୟକତା ନାହିଁ । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଝିଅ ଶ୍ରେୟାଙ୍କ ଗୀତପାଇଁ ପୁରା ଦେଶ ପାଗଳ । ନିଜ ସ୍ଵରର ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି ଶ୍ରେୟା । ତେବେ ଶ୍ରେୟା ଘୋଷାଲଙ୍କୁ ନେଇ ଏକ ବଡ…

ଏଇଥି ପାଇଁ ଟ୍ରମ୍ପ- ଜେଲେନସ୍କିଙ୍କ ମଧ୍ୟରେ ହେଲା ଯୁକ୍ତିତର୍କ

ନୂଆଦିଲ୍ଲୀ: ଜେଲେନସ୍କି-ଟ୍ରମ୍ପ ବାକଯୁଦ୍ଧ । ଫସିଗଲେ ଜେଲେନସ୍କି! ଟ୍ରମ୍ପଙ୍କୁ ମନାଇବାକୁ ଯାଇଥିଲେ, ହୋଇଗଲା ବାକଯୁଦ୍ଧ । ହ୍ବାଇଟ୍ ହାଉସର ଓଭାଲ ଅଫିସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଛି ।…

ଉତ୍ତରାଖଣ୍ଡ ହିମସ୍ଖଳନ: ୪ ମୃତ, ଏବେ ବି ମାଟି ତଳେ ୫ ଜୀବନ

ଡେରାଡୁନ୍: ଉତ୍ତରାଖଣ୍ଡର ବଦ୍ରିନାଥର ମାନା ଗ୍ରାମ ନିକଟରେ ଥିବା ସୀମା ସଡ଼କ ସଂଗଠନ (ବିଆରଓ) ଶିବିରରେ ହିମସ୍ଖଳନରେ ଉଦ୍ଧାର ହୋଇଥିବା ୪୭ ଆହତଙ୍କ ମଧ୍ୟରୁ ୪ ଜଣଙ୍କୁ ମୃତ ଘୋଷଣା କରିଛି ସେନା ହସ୍ପିଟାଲରେ । ଗତକାଲି ଏହି ଭୂସ୍ଖଳନ ହୋଇଥିବା ବେଳେ ଏଥିରେ ୫୫ ଜଣ ଶ୍ରମିକ ଫସିରହିଥିଲେ ।…

ବେହାଲ ହିମାଚଳ: ରାସ୍ତା, ପାଣି, ପାହାଡ..ଏକାକାର, ଖାଲି ତ୍ରାହି ତ୍ରାହି ଡାକୁଛନ୍ତି ବାସିନ୍ଦା

କୁଲୁ: ବେହାଲ ହୋଇପଡିଛି ହିମାଚଳ ପ୍ରଦେଶ । ପ୍ରଥମେ ଖରା, ଆଉ ଏବେ ବାଦଲ ଫଟା ବର୍ଷା ଆଣି ଦେଇଛି ଦୁଃଖ । ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ତଳିଆ ଅଞ୍ଚଳରେ ଲଗାତାର ବାଦଲ ଫଟା ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆସିବା ପରେ ଏବେ ହାହାକାର ଚିତ୍କାର କରୁଛି ହିମାଚଳ ।  ଅନେକ ଯାନବାହାନ କାଦୁଆରେ…

ଛତିଶଗଡ଼ରେ ସୁରକ୍ଷା ବାହିନୀ-ମାଓବାଦୀଙ୍କ ମୁହାଁମୁହିଁ

ମାଲକାନଗିରି: ଛତିଶଗଡ଼ରେ ସୁରକ୍ଷା ବାହିନୀ-ମାଓବାଦୀଙ୍କ ମୁହାଁମୁହିଁ । ସୁକମା ଜିଲ୍ଲା କିସ୍ତରାମ ଥାନା ମେଟାଗୁଡ଼ା ଜଙ୍ଗଲରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ । ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେଶନ ଚାଲିଥିବା ବେଳେ ପ୍ରଥମେ ଗୁଳିମାଡ଼ କରିଥିଲେ…