Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୁର୍ବଳ ହେଉଛି ମାଓଗଡ଼, ଆତ୍ମସମର୍ପଣ କଲେ ୭ ହାର୍ଡକୋର୍ ନକ୍ସଲ

ସୁକୁମା: ଦୁର୍ବଳ ହେଉଛି ମାଓଗଡ଼। ଆତ୍ମସମର୍ପଣ କଲେ ୭ ହାର୍ଡକୋର୍ ମାଓବାଦୀ। ଛତିଶଗଡ଼ର ସୁକୁମା ଜିଲ୍ଲା ଏସପି କିରଣ ଚୌହାନ ଓ ସିଆରପିଏଫ କମାଣ୍ଡେଣ୍ଟଙ୍କ ନିକଟରେ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ଏମାନେ ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି।…

ବନ୍ଦ ହୋଇଯିବ ଭିଡିଓ କଲିଂ ପ୍ଲାଟଫର୍ମ Skype

ନୂଆଦିଲ୍ଲୀ: ଗତ ଦୁଇ ଦଶନ୍ଧି ଧରି ଇଣ୍ଟରନେଟ କଲିଂ ସେବା ଯୋଗାଇ ଆସୁଥିବା ସ୍କାଇପ୍‌(Skype)କୁ ବନ୍ଦ କରିବାକୁ ଯାଉଛି ମାଇକ୍ରୋସୋଫ୍ଟ । ନୂଆ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବା ଲାଗି ହେଉ କି କୌଣସି ବନ୍ଧୁଙ୍କ ସହିତ ଭିଡିଓ କଲ୍‌ରେ କଥା ହେବା ପର୍ଯ୍ୟନ୍ତ ସ୍କାଇପ୍‌ କେବେ ନା କେବେ ଆପଣଙ୍କ…

ବଦ୍ରିନାଥ ହିମସ୍ଖଳନ: ଏବେବି ବରଫ ତଳେ ୮ ଜୀବନ

ଡେରାଡୁନ୍: ଉତ୍ତରାଖଣ୍ଡ ବଦ୍ରିନାଥରେ ଗତକାଲି ଭୟଙ୍କର ହିସ୍ଖଳନ ହୋଇଥିବା ବେଳେ ଏବେବି ବରଫ ତଳେ ୮ ଜୀବନ ଫସିରହିଛନ୍ତି । ୮ ଜରଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନା ଏବଂ ଉଦ୍ଧାରକାରୀ ଦଳ ନିଜର ଜି ଜାନ୍ ଲଗେଇଦେଇଛନ୍ତି । ଆଜି ସନ୍ଧାନର ଦ୍ବିତୀୟ ଦିନରେ ଆଉ ୧୪ ଜଣଙ୍କୁ ଉଦ୍ଧାର…

ଗ୍ରାହକଙ୍କୁ ଝଟକା, ବଢିଲା ଏଲପିଜି ଦର

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଝଟକା । ବଢିଲା ଗ୍ୟାସ୍ ସିଲିଣ୍ଡର ଦର । ୧୯ କେଜି ଗ୍ୟାସ୍ ସିଲିଣ୍ଡର ଦର ବଢିଛି । ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୬ ଟଙ୍କା ବୃଦ୍ଧି ହୋଇଛି । ୧୭୯୭ ଟଙ୍କା ରୁ ବଢି ୧୮୦୩ ଟଙ୍କାରେ ପହଞ୍ଚିଛି ଏଲପିଜି ଦର । କୋଲକାତାରେ ଏହାର ଦର ୧୯୦୭…

ଦୁନିଆ ଦେଖିଲା ଟ୍ରମ୍ପ-ଜେଲେନସ୍କି କଥା କଟାକଟି: ଟ୍ରମ୍ପ କହିଲେ ଯୁଦ୍ଧ ପଛରେ ଜେଲେନସ୍କି !

ୱାସିଂଟନ: ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଆଜି ହ୍ବାଇଟ୍‌ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ‌ଙ୍କୁ ଭେଟିଛନ୍ତି। ଏଠାରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ୟୁକ୍ରେନର ଜେଲେନସ୍କିଙ୍କ ମଧ୍ୟରେ ଯୁଦ୍ଧକୁ ନେଇ ଆଲୋଚନା ହୋଇଛି। ଏହି ଆଲୋଚନା ବେଳେ ଦୁଇ…

OpenAI ଲଞ୍ଚ କଲା GPT-4.5, ଏହା ମଣିଷର ଭାବନାକୁ ବୁଝିବ

ନୂଆଦିଲ୍ଲୀ:ଏକ ରିସର୍ଚ୍ଚ ପ୍ରିଭ୍ୟୁ ଭାବରେ OpenAI ସାରା ବିଶ୍ୱରେ GPT-4.5କୁ ଲଞ୍ଚ କରିଛି । ବିଶେଷ କଥା ହେଉଛି ଏହା ମଣିଷ ପରି ଆପଣଙ୍କ ଭାବନାକୁ ବୁଝି ପାରେ । କମ୍ପାନୀ ଦାବି କରିଛି ଯେ, ପୂର୍ବ ଏଆଇ ମଡେଲ ତୁଳନାରେ ଏହି AI ମଡେଲ୍ ପାର୍ଟନଗୁଡ଼ିକୁ ଚିହ୍ନିବା, ସଂଯୋଗ ସ୍ଥାପନ କରିବା…

ସରକାର ଆରମ୍ଭ କଲେ’ଆଧାର ଗୁଡ୍‌ ଗଭର୍ନାସ ପୋର୍ଟାଲ’, ଜାଣନ୍ତୁ ଏହାର କାମ..

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MEITY) ଆଧାର କାର୍ଡ ପ୍ରମାଣୀକରଣ ଅନୁରୋଧ ପ୍ରକ୍ରିୟାକୁ ସରଳ ବନେଇବା ପାଇଁ ପାଇଁ 'ଆଧାର ଗୁଡ୍‌ ଗଭର୍ନାସ ପୋର୍ଟାଲ' ଆରମ୍ଭ କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା…

ବଦ୍ରିନାଥରେ ହିମସ୍ଖଳନ: ପୂର୍ବରୁ ସତର୍କତା ଜାରି କରିଥିଲା ପାଣିପାଗ ବିଭାଗ, ଅଣଦେଖା କଲେ ବାସିନ୍ଦା

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଚୀନ ସୀମା ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବଦ୍ରିନାଥ ଧାମ ପୂର୍ବରୁ ମାନା ଗାଁ ନିକଟରେ ହିମସ୍ଖଳନ କାରଣରୁ ୫୭ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ । ଗ୍ଲେସିୟରରେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ…

ଆସନ୍ତାକାଲିଠାରୁ ମ୍ୟୁଚୁଆଲ୍ ଫଣ୍ଡର ନୂତନ ନିୟମ ହେବ ଲାଗୁ

ମୁମ୍ବାଇ: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI) ଚଳିତ ବର୍ଷ ପ୍ରାରମ୍ଭରେ ମ୍ୟୁଚୁଆଲ୍ ଫଣ୍ଡ (MF) ଫୋଲିଓ ଏବଂ ଡେମାଟ୍ ଆକାଉଣ୍ଟ ପାଇଁ ନାମାଙ୍କନ ପ୍ରକ୍ରିୟା ସମ୍ବନ୍ଧରେ ଏକ ସର୍କୁଲାର ଜାରି କରିଥିଲା ​​। ଏବେ ନାମାଙ୍କନ ସମ୍ବନ୍ଧୀୟ ନିୟମର ହେବ ପରିବର୍ତ୍ତନ । ଏହା…

ପର୍ଯ୍ୟଟକଙ୍କ ପାଇଁ ବାଟ ଖୋଲିଲା ଉତ୍ତର କୋରିଆ

ନୂଆଦିଲ୍ଲୀ: ୫ବର୍ଷ ପରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ବାଟ ଖୋଲିଛି ଉତ୍ତର କୋରିଆ । କରୋନା ମହାରମାରୀ ଆରମ୍ଭରୁ ହିଁ ବିଦେଶୀଙ୍କ ଏଣ୍ଟ୍ରି ଉପରେ ରୋକ୍ ଲଗାଇଥିଲେ କିମ ଜଙ୍ଗ ଉନ୍ । କରୋନା ପରେ ଅନେକ ବଦଳିଛି ବିଶ୍ବ, ହେଲେ ବଦଳିନଥିଲା ଉତ୍ତର କୋରିଆ ନିଷ୍ପତ୍ତି । ଏବେ ଦେଶର ପର୍ଯ୍ୟଟନ ବିକାଶ…