Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ ରହିବ ଛୁଟି

ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ହେବ। ଏହି ମାସରେ ବ୍ୟାଙ୍କଗୁଡ଼ିକ ବହୁତ ବ୍ୟସ୍ତ ରହିବେ। ଏହା ପୂର୍ବରୁ ମାର୍ଚ୍ଚ ମାସର ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି। ପ୍ରତ୍ୟେକ ମାସ ପରି ଏହି ମାସରେ ମଧ୍ୟ ଅନେକ ଦିନ ବ୍ୟାଙ୍କ ଛୁଟି ରହିବ। ଆରବିଆଇର ଅଫିସିଆଲ୍…

ବରଫ ପଡୁଥିବା ପାହଡରେ ହଜିଗଲେ, ଟୁଥପେଷ୍ଟ ଖାଇ ବଂଚିଥିଲେ

ବେଜିଂ: ଚୀନର ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଚୀନର ଉତର ପୂର୍ବାଂଚଳରେ ବରଫ ପଡୁଥିବା ପାହଡରେ ସନ ନାମକ ୧୮ ବର୍ଷରୁ ଯୁବକ ହଜି ଯାଇଥିଲା । ପ୍ରାୟ ୧୦ ଦିନ ଧରି ତାଙ୍କର ଖୋଜ ଖବର ମିଳି ନ ଥିଲା । ଲିୟାଙ୍ଗ ନଦୀର ପାଣି ତାଙ୍କୁ ବଂଚାଇବାରେ ସହାୟ ହୋଇଥିଲା । ଶେଷ ଭାଗରେ…

ଚନ୍ଦ୍ରରେ ଜଳର ସନ୍ଧାନ କରିବ ନାସା, ସାଟେଲାଇଟ୍ ଲଞ୍ଚ…

ନୂଆଦିଲ୍ଲୀ: ଫେବୃଆରୀ ୨୬ରେ ଫ୍ଲୋରିଡା ମହାକାଶକୁ ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ୍ ଏକ ଉପଗ୍ରହ  ଉତକ୍ଷେପଣ କରିଛି। ଯାହାଦ୍ୱାରା ଚନ୍ଦ୍ରପୃଷ୍ଠରେ ପାଣି କେଉଁଠି ଅଛି ତାହା ଜାଣିବାକୁ ପ୍ରୟାସ କରାଯିବ। ତେବେ ଏହା ନାସାର ଡିସୱାସର ଆକାରର ଉପଗ୍ରହ ଅଟେ ବୋଲି ଜଣାପଡିଛି।…

ଲ୍ୟାଣ୍ଡମାଇନ୍‌ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ, ଅଳ୍ପକେ ବର୍ତ୍ତିଲା ଜୀବନ

ସୁକମା: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ସକ୍ରିୟ ହୋଇଯାଇଛନ୍ତି ନକ୍ସଲ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି କୋଣ୍ଟା ଅଞ୍ଚଳରେ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ସୁରକ୍ଷାକର୍ମୀ ମାନେ ନିଷ୍କ୍ରିୟ କରିଛନ୍ତି । ବୋମାର ଓଜନ ୫ କିଲୋଗ୍ରାମ ଥିଲା ବୋଲି ସୂଚନା ମିଳଛି । କୋଣ୍ଟା ଥାନା…

୧୯୯୦ରେ ଆରମ୍ଭ ହୋଇଥିଲା, ହେଲେ ଏପର୍ଯ୍ୟନ୍ତ ସରିପାରୁନି ନିର୍ମାଣ କାମ….

ହାଇଦ୍ରାବାଦ୍: ଶ୍ରୀସେଲମ ସୁଡ଼ଙ୍ଗଟ୍ଟ ଟନେଲ ଭିତରେ ୮ ଶ୍ରମିକ ଫଶିରହିବା ପରେ ଏବେ ଚର୍ଚ୍ଚାରେ ରହିଛି । ଯାହା ବିଶ୍ୱର ସବୁଠାରୁ ଲମ୍ବା ନିର୍ମାଣଧୀନ ଜଳସେଚନ ସୁଡ଼ଙ୍ଗ । ୨୨ ଫେବୃଆରୀ, ୨୦୨୫, ଆଲିମିନେଟି ମାଧବ ରେଡ୍ଡୀ ପ୍ରକଳ୍ପର ଶ୍ରୀଶୈଲମ୍ ବାମକୂଳ କେନାଲ (ଏସଏଲବିସି)ର ଏକ ଅଂଶ ଧସି…

ପାକିସ୍ତାନ କାହାକୁ ଉପଦେଶ ଦେବାର ସ୍ଥିତିରେ ନାହିଁ; ଜାତିସଂଘରେ ବର୍ଷିଲା ଭାରତ

ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦର ୫୮ତମ ଅଧିବେଶନର ସପ୍ତମ ବୈଠକରେ ପାକିସ୍ତାନକୁ କଡ଼ା ଭର୍ତ୍ସନା କରିଛି ଭାରତ। ପାକିସ୍ତାନକୁ ଏକ ବିଫଳ ରାଷ୍ଟ୍ର ବୋଲି କହିଛି ଭାରତ। କେବଳ ଏତିକି ନୁହେଁ ଆଜିର ସମୟରେ ବଞ୍ଚିବା ପାଇଁ ପାକିସ୍ତାନକୁ ଦାନର ଆବଶ୍ୟକତା ରହିଛି। ଫଳରେ ସେ ସମ୍ପୂର୍ଣ୍ଣ…

‘ସ୍ତ୍ରୀଙ୍କ ଅନୈତିକ ସଂପର୍କରୁ ଜାତ ଶିଶୁର ଆଇନଗତ ପିତା ସ୍ବାମୀ’- ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସ୍ୱାମୀ ବ୍ୟତୀତ ଅନ୍ୟ ଜଣେ ପୁରୁଷଙ୍କ ସହ ଅନୈତିକ ସଂପର୍କ ରଖି ଯଦି ସ୍ତ୍ରୀ ସନ୍ତାନ ଜନ୍ମ କରନ୍ତି, ତେବେ ସନ୍ତାନଟିର ଜେବିକ ପିତା ନହୋଇ ମଧ୍ୟ ଆଇନଗତ ପିତା ରହିବେ ସ୍ବାମୀ ।  ପିତୃତ୍ୱ ଏବଂ ବୈଧତା ମଧ୍ୟରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱର ସମାଧାନ କରି କିଛି ଏପରି ବଡ ରାୟ…

ଦେଖନ୍ତୁ ଭିଡିଓ, ଲୋକଙ୍କୁ ଆକ୍ରମଣ କରୁଛି AI ରୋବୋଟ୍ !

ଭୁବନେଶ୍ବର: ଆର୍ଟିଫିସିୟାଲ ଇଣ୍ଟେଲିଜେନ୍ସ ଲୋକଙ୍କ ଜୀବନକୁ ବଦଳାଉଛି । ଯେତେ ସଫଳ ଏବଂ ଲାଭଦାୟକ ଏଆଇ(AI) ପ୍ରମାଣିତ ହେଉଛି, ସେତିକି ଏହାର ଭୟଙ୍କର ପରିଣାମ ବିଷୟର ମଧ୍ୟ ପ୍ରଶ୍ନ ଉଠୁଛି । ଗୋଟିଏ ପଟେ AI କାର୍ଯ୍ୟକୁ ସହଜ କରିଛି, ଅନ୍ୟ ପଟେ ଏହା ମଧ୍ୟ ନୂଆ ସମସ୍ୟା ସୃଷ୍ଟି କରୁଛି ।…

ପରିସୀମନକୁ ନେଇ କାହିଁକି ଦକ୍ଷିଣରେ କମ୍ପନ?

ନୂଆଦିଲ୍ଲୀ: ପରିସୀମନକୁ ନେଇ କାହିଁକି ଦକ୍ଷିଣରେ କମ୍ପନ? ୟୁପି, ବିହାରରେ ଅଧିକ ଜନସଂଖ୍ୟା, ଫସିଯିବେ କି ଦକ୍ଷିଣ ରାଜ୍ୟ ! ଆସନ୍ତାବର୍ଷ ସାରା ଦେଶରେ ଲୋକସଭା ସିଟର ପରିସୀମନ ହୋଇପାରେ । ତେବେ କେବଳ ଜନସଂଖ୍ୟା ଭିତ୍ତିରେ ପରିସୀମନ କରାଗଲେ ଦେଶରେ କ୍ଷମତାର ସନ୍ତୁଳନ ବିଗିଡିବା ଆଶଙ୍କା…

ମହାକାଶରେ ପ୍ଲାନେଟ୍‌ ପରେଡ୍‌; ଆସନ୍ତାକାଲି ସରଳରେଖାରେ ଏକାସାଙ୍ଗରେ ଦୃଶ୍ୟମାନ ହେବେ ୭ ଗ୍ରହ

ନୂଆଦିଲ୍ଲୀ: ୨୮ ଫେବୃଆରୀ ତଥା ଆସନ୍ତାକାଲି ସୌରମଣ୍ଡଳର ସମସ୍ତ ୭ଟି ଗ୍ରହ ରାତିରେ ଏକତ୍ର ଦୃଶ୍ୟମାନ ହେବେ । ଏହା ଏକ ବିରଳ ଏବଂ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ହେବାକୁ ଯାଉଛି । ପ୍ଲାନେଟୋରୀ ପରେଡ୍‌ର ପ୍ରଥମ ଭାଗରେ ୬ଟି ଗ୍ରହ ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ ଏବଂ ନେପଚୁନ୍ ଗୋଟିଏ…