Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେଜ୍ରିଓ୍ବାଲଙ୍କୁ ଟପିଯିବେ ଅତିସୀ !

ନୂଆଦିଲ୍ଲୀ: ଦିଲ୍ଲୀରେ ୧୦ବର୍ଷ ଯାଏଁ କ୍ଷମତାରେ ରହିଲା ଆମ ଆଦମୀ ପାର୍ଟି । ଦଳ ଗଠନ ପରଠୁ ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀରେ ବିରୋଧୀ ସିଟରେ ବସିଛି ଆପ୍ । ଆନ୍ଦୋଳନରୁ ବାହାରିଥିବା ଆପ୍ ବିରୋଧୀ ସିଟରେ ରହି ସରକାରକୁ ଜୋରଦାର ଘେରୁଛି । ଆଉ ବିରୋଧୀ ଦଳ ନେତା ଭାବେ ବରାବର ଚର୍ଚ୍ଚାରେ…

ବସରେ ଦୁଷ୍କର୍ମ ଘଟଣା; ଅଭିଯୁକ୍ତଙ୍କୁ ଧରାଇଦେଲେ ମିଳିବ ୧ ଲକ୍ଷ ପୁରସ୍କାର

ପୁଣେ: ମହାରାଷ୍ଟ୍ରର ପୁଣେର ଏକ ବସ୍ ଷ୍ଟାଣ୍ଡରେ ଛିଡା ସରକାରୀ ବସ୍ ଭିତରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ପୋଲିସର ହାତ ଖାଲି। ଉକ୍ତ ଅଭିଯୁକ୍ତଙ୍କୁ ଧରାଇଦେଲେ କିମ୍ବା ତାଙ୍କ ସମ୍ପର୍କରେ ସୂଚନା ଦେଲେ ୧ ଲକ୍ଷ ପୁରସ୍କାର ମିଳିବ ବୋଲି ପୋଲିସ ପକ୍ଷରୁ ଘୋଷଣା କରାଯାଇଛି। ଘଟଣାଟି…

ମହାକୁମ୍ଭ ସଫେଇ କର୍ମୀଙ୍କୁ ମିଳିବ ୧୦ ହଜାର ବୋନସ୍: ବଡ ଘୋଷଣା କଲେ ଯୋଗୀ ସରକାର

ଆହ୍ଲାବାଦ: ବୁଧବାର ସରିଯାଇଛି ମହାକୁମ୍ଭ । ହେଲେ ଆଜି ଏହାକୁ ଔପଚାରିକ ଭାବେ ସଙ୍ଗମ ଯାଇ ପୂଜାର୍ଚ୍ଚନା କରି ସମାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ଏଥିସହିତ ଗଙ୍ଗାର ଅରେଲ ଘାଟରେ ନିଜେ ହାତରେ ଝାଡୁ ଧରି ସଫେଇ କରୁଥିବାର ନଜର ଆସିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ । ଏହାପରେ…

ବାୟା କଲା ମଦ, ନିଶାରେ କନିଆ ବଦଳରେ କନିଆ ସାଙ୍ଗକୁ ବରଣମାଳା ପିନ୍ଧାଇଲା ବର

ଲକ୍ଷ୍ନୌ: ବାହାଘର ବେଳେ ହାଇଡ୍ରାମା । ମଦୁଆ ବରର କାଣ୍ଡ ଦେଖି ମୁଣ୍ଡରେ ହାତ ଦେଲେ ଲୋକେ । କନିଆ ବଦଳରେ କନିଆର ସାଙ୍ଗ ବେକରେ ବରଣମାଳା ଗଳେଇଲା ବର । ସେ ବି ପୁଣା ନିଶାରେ ଚୁର୍ ହୋଇ । ଉତ୍ତର ପ୍ରଦେଶ ବରେଲିରୁ ସାମ୍ନାକୁ ଆସିଛି ଏହି ଅଜବ ଘଟଣା । ବାହା ହେବାକୁ ଆସିଥିବା ମଦୁଆ ବରକୁ…

କେବଳ ରିଲ୍ସ କରିବା ପାଇଁ ଇନଷ୍ଟାଗ୍ରାମ ଆଣିବ ଏହି ଜବରଦସ୍ତ ଆପ୍….

ନୂଆଦିଲ୍ଲୀ: ଟିକଟକକୁ ଟକ୍କର ଦେବା ପାଇଁ ଇନଷ୍ଟାଗ୍ରାମ ଏକ ଦମଦାର ଯୋଜନା ପ୍ରସ୍ତୁତ କରିଛି। କୁହାଯାଉଛି ଯେ ଇନଷ୍ଟାଗ୍ରାମ ଏହାର ସର୍ଟ ଭିଡିଓ ଫିଚର(Reels) ପାଇଁ ଏକ ପୃଥକ ଆପ୍ ଲଞ୍ଚ କରିବା ବିଷୟରେ ବିଚାର କରୁଛି। ଏହାର ମୁଖ୍ୟ ଆଡମ ମୋସେରି ଚଳିତ ସପ୍ତାହରେ କର୍ମଚାରୀମାନଙ୍କୁ ଏହା…

ଏଫ୍ଏସଏସଏଆଇର ଚେତାବନୀ: ଇଡଲି ଖାଇଲେ ହେବ କ୍ୟାନସର୍!

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଖାଦ୍ୟ ପ୍ରେମୀଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ବିଶେଷକରି ଇଡଲିର ମଜା ନେବାକୁ ହୋଟେଲ ଯାଉଥିବା ଗ୍ରାହକମାନଙ୍କୁ ଏବେ ବହୁତ ସତର୍କ ରହିବାକୁ ପଡିବ। ଏହାର କାରଣ ହେଉଛି ଖାଦ୍ୟ ବିଭାଗ ଦ୍ୱାରା କରାଯାଇଥିବା ପରୀକ୍ଷାରେ ମିଳିଥିବା ତଥ୍ୟ। ଖାଦ୍ୟ…

ଭାରତ ପାଇଁ ବିପଦ! ଆଇଓଆର ଉପରେ ନଜର ରଖିବ ଚୀନର ନୂତନ ରାଡାର ‘LPAR’

ନୂଆଦିଲ୍ଲୀ: ଚୀନ୍ ମିଆଁମାର ସୀମା ନିକଟରେ ଏହାର ୟୁନାନ ପ୍ରାନ୍ତରେ ଏକ ନୂତନ ଏବଂ ଉନ୍ନତ ରାଡାର ଷ୍ଟେସନ ନିର୍ମାଣ କରିଛି। ଏହା ଏକ ଲାର୍ଜ ଫେଜ୍‌ଡ୍ ଆରେ ରାଡାର (LPAR), ଯାହା ୫୦୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ମନିଟରିଂ କରିପାରିବ। ଏହି ରାଡାର ସାହାଯ୍ୟରେ ଚୀନ୍ ଭାରତ ମହାସାଗର ଅଞ୍ଚଳ…

ମଞ୍ଜୁରୀ ଦେଲା କେନ୍ଦ୍ର: ଓ୍ବାକଫ୍ ବିଲରେ ହେବ ସଂଶୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧିନ କେନ୍ଦ୍ରୀୟ କ୍ୟାବିନେଟ ଏବେ ଓ୍ବାକଫ୍ ସଂଶୋଧନ ବିଲକୁ ମଞ୍ଜୁରୀ ଦେଇଛି । ଓ୍ବାକଫ୍ ସଂଶୋଧନ ବିଲରେ ମିଳିତ ସଂସଦ କମିଟି, ଜେପିସି ଦ୍ବାରା ପ୍ରସ୍ତାବିତ କରାଯାଇଥିବା ସମସ୍ତ ପରିବର୍ତ୍ତନ କରାଯିବ ବୋଲି ସମ୍ମତି ପ୍ରଦାନ କରିଛନ୍ତି…

ଚାଲିଛି ସରକାରୀ କୁମ୍ଭ; ଅସଲି ମହାକୁମ୍ଭ ମାଘ ଅମାବାସ୍ଯାରୁ ସରିଲାନି: ଶଙ୍କରାଚାର୍ଯ୍ୟ

ପ୍ରୟାଗରାଜ: ମହାଶିବରାତ୍ରିରେ ଅନ୍ତିମ ସ୍ନାନ ସହିତ ମହାକୁମ୍ଭ ସମାପନ ହୋଇଛି। ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ। ସେ କହିଛନ୍ତି ଯେ ଅସଲି ମହାକୁମ୍ଭ ପୂର୍ବରୁ ସମାପ୍ତ ହୋଇସାରିଛି। ଆଉ ଏବେ ଯାହା ଚାଲିଥିଲା ତାହା ଏକ 'ସରକାରୀ…

ଏହି କାରଣରୁ ମଙ୍ଗଳ ଗ୍ରହର ରଙ୍ଗ ଲାଲ୍!

ନୂଆଦିଲ୍ଲୀ: ମଙ୍ଗଳ ହେଉଛି ଆମ ସୌରମଣ୍ଡଳର ଚତୁର୍ଥ ଗ୍ରହ ଏବଂ ପୃଥିବୀର ପଡ଼ୋଶୀ ଗ୍ରହ। ଏହି ଗ୍ରହଟି ତା’ର ଲାଲ ରଙ୍ଗ କାରଣରୁ ପ୍ରଥମରୁ ହିଁ ମଣିଷଙ୍କ ମଧ୍ୟରେ ଆକର୍ଷଣ ଏବଂ ଚର୍ଚ୍ଚା ବିଷୟ ହୋଇଆସିଛି। ଏହାର ରଙ୍ଗ ଯୋଗୁଁ ଏହାକୁ ‘ଲାଲ ଗ୍ରହ’ ମଧ୍ୟ କୁହାଯାଏ । କିନ୍ତୁ ପ୍ରାୟତଃ ପ୍ରଶ୍ନ ଉଠେ…