Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସିପିଆଇ(ଏମ)ର ନୂତନ ସାଧାରଣ ସମ୍ପାଦକ ଭାବେ ଏମଏ ବେବି ନିର୍ବାଚିତ

ମଦୁରାଇ: ସିପିଆଇ(ଏମ)ର ବରିଷ୍ଠ ନେତା ତଥା କେରଳର ପୂର୍ବତନ ମନ୍ତ୍ରୀ ଏମଏ ବେବି ଦଳର ନୂତନ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ୭୧ ବର୍ଷୀୟ ଏହି ନେତା ସୀତାରାମ ୟେଚୁରୀଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାମିଲନାଡୁର ମଦୁରାଇରେ ଅନୁଷ୍ଠିତ ଦଳର ୨୪ତମ ପାର୍ଟି କଂଗ୍ରେସରେ…

ୟୁକେର ଏହି ସହର, ଦୁର୍ଗନ୍ଧରେ ଫାଟୁଛି….

ନୂଆଦିଲ୍ଲୀ: ୟୁକେ, ନା ଶୁଣିଲେ, ଆପଣଙ୍କ ଆଖି ଆଗରେ କେବଳ କିଛି ଦୃଶ୍ୟ ସାମ୍ନାକୁ ଆସୁଥିବ । ଚକାଚକ୍ ରାସ୍ତା, ଚାରିଆଡେ ପରିଷ୍କାର ପରିଚ୍ଛନ୍ନତା, ବଡ ବଡ ସୁଉଚ୍ଚ ଅଟ୍ଟଳିକା, ମନଲୋଭାକର ପରିବେଶ । ହେଲେ ଏବେକା ସ୍ଥିତି ଆପଣଙ୍କୁ ବାନ୍ତି କରାଇଦେବ, ବ୍ରିଟେନର ବର୍ମିଂହାମ ସହର ଆଜିକାଲି…

ଏହି କମ୍ପାନୀରେ ଇଣ୍ଟନସିପ କଲେ ମିଳେ ୧ ଲକ୍ଷ: ଜାଣନ୍ତୁ କେମିତି କରିବେ ଆପ୍ଲାଏ…..

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ହେଉଛି ଗୁଗୁଲ  । ଗୁଗୁଲରେ ଚାକିରୀ କରିବା ପାଇଁ ବୋଧେ ସମସ୍ତଙ୍କ ସ୍ବପ୍ନ ଥାଏ । ସେଠିକା ଦରମା ତା ସାଙ୍ଗକୁ ଅଫିସର ପରିବେଶ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ହେଲେ ଗୁଗୁଲରେ ଚାକିରି କିମ୍ବା ଇଣ୍ଟର୍ନସିପ୍ ପାଇବା ସହଜ ନୁହେଁ ।…

ଆଉ ନାହାନ୍ତି ଜାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ମାଆ

ମୁମ୍ବାଇ: ଆରପାରିରେ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କ ମାଆ । ଜାକଲିନଙ୍କ ମାଆ କିମ ଫର୍ଣ୍ଣାଣ୍ଡିଜଙ୍କ ଆଜି ହୃଦଘାତରେ ଦେହାନ୍ତ ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ପରଲୋକ ହୋଇଛି । ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ଠୋସ୍ ସୂଚନା…

ସନ୍ଦେହର କରୁଣ ପରିଣତି; ବିଚ୍ ରାସ୍ତାରେ ସ୍ତ୍ରୀକୁ ହତ୍ଯା କଲା ସ୍ବାମୀ

ବେଙ୍ଗାଲୁରୁ: ପରକୀୟା ପ୍ରିତୀ ସନ୍ଦେହରେ ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ଶୁକ୍ରବାର ରାତିରେ ନିଜ ସ୍ତ୍ରୀଙ୍କୁ ବିଚ୍ ରାସ୍ତାରେ ହତ୍ୟା କରିଛନ୍ତି। ଘଟଣାଟି କର୍ଣ୍ଣାଟକ ରାଜଧାନୀର ଇଲେକ୍ଟ୍ରୋନିକ୍ ସିଟି ଅଞ୍ଚଳରେ ଘଟିଛି। ଉକ୍ତ ସ୍ବାମୀ ଜଣକ ୪୩ ବର୍ଷୀୟ କୃଷ୍ଣପ୍ପା ବୋଲି ଜଣାପଡିଛି। ଘରୋଇ…

ଆଇନରେ ପରିଣତ ହେଲା ଓ୍ବାକଫ୍ ବିଲ୍: ଏବେ କ’ଣ ରଦ୍ଦ କରିପାରିବେ ସୁପ୍ରିମକୋର୍ଟ?

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ପାରିତ ହେବା ପରେ ଆଜି ରାଷ୍ଟ୍ରପତିଙ୍କ ଅନୁମୋନ ଲାଭ କରିଛି ୱାକଫ ସଂଶୋଧନ ବିଲ୍ । ବର୍ତ୍ତମାନ ଏହା ଆଇନରେ ପରିଣତ ହୋଇଛି । ହେଲେ ଏହି ବିଲ୍ ବିରୋଧରେ ସୁପ୍ରିମକୋର୍ଟରେ ବିରୋଧୀଙ୍କ ପକ୍ଷରୁ ୪ଟି ପିଟିସନ ଦାଖଲ କରାଯାଇଛି । ଯେଉଁଥିରେ ଏହି ବିଲ୍ ସମ୍ବିଧାନର…

ଏହିପରି ଜାଣନ୍ତୁ ସୂତା କପଡା ଅସଲି କି ନକଲି..

ନୂଆଦିଲ୍ଲୀ: ବର୍ତ୍ତମାନ ବଜାରରେ ଏତେ ପ୍ରକାରର ପୋଷାକ ଉପଲବ୍ଧ ଯେ ଅସଲି ଏବଂ ନକଲି ମଧ୍ୟରେ ପାର୍ଥକ୍ୟ କରିବା ବହୁତ କଷ୍ଟକର ହୋଇଗଲାଣି । ବିଶେଷକରି ଯେତେବେଳେ ସୂତା ବା କଟନ ପୋଷାକ କଥା ଆସେ, ଅନେକ ଲୋକ ଠକାମିର ଶିକାର ହୁଅନ୍ତି । କପା ଏକ ଆରାମଦାୟକ, ଝାଳ ଶୋଷକ ଏବଂ ଚର୍ମ ଅନୁକୂଳ କପଡ଼ା…

ଦକ୍ଷିଣ ଭାରତକୁ ମୋଦିଙ୍କ ବଡ ଭେଟି: ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସମୁଦ୍ର ସେତୁ ପାଇଲା ନୂଆ ରୂପ

ରାମେଶ୍ବରମ୍: ଦକ୍ଷିଣ ଭାରତକୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାମନବମୀ ଅବସରରେ ତାମିଲନାଡୁର ରାମେଶ୍ୱରମରେ ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସମୁଦ୍ର ସେତୁର ଉଦଘାଟନ କରିଚନ୍ତି ପ୍ରଧାନମନ୍ତ୍ରୀ । ଯାହାର ନାମ ପମ୍ବନ୍ ସେତୁ । ୫୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ…

ଶ୍ରୀ ରାମଲଲାଙ୍କ ଅଲୌକିକ ‘ସୂର୍ଯ୍ୟ ତିଳକ’ ଦେଖିଲେ ଦେଶବାସୀ

ଅଯୋଧ୍ୟା: ଆଜି ପବିତ୍ର ରାମ ନବମୀ ଅବସରରେ ସାରା ବିଶ୍ୱବାସୀ ଦର୍ଶନ କରିଛନ୍ତି ପ୍ରଭୁ ଶ୍ରୀ ରାମଲଲାଙ୍କ ଦିବ୍ୟ ‘ସୂର୍ଯ୍ୟ ତିଳକ’ । ଏହି ସମୟରେ ସୂର୍ଯ୍ୟଙ୍କ ଅଭିଷେକ ପାଇ ଝଲସି ଉଠିଥିଲେ ବାଲକ ରାମଲଲା । ସାରା ଅଯୋଧ୍ୟା ନଗରୀର ଖୁସି କହିଲେ ନସରେ । ଶ୍ରୀରାମଙ୍କ ଲଲାଟରେ ସୂର୍ଯ୍ୟଙ୍କ କିରଣର…

କିଛି ମାସ ପରେ ସାଜିଥାନ୍ତେ କନିଆ: ହେଲେ କାଳ ହେଲା ରୋଲର କୋଷ୍ଟର ରାଇଡ୍

ନୂଆଦିଲ୍ଲୀ: ଆଉ ମାସ କେଇଟା, କିଛି ମାସ ପରେ ହାତରେ ମେହେନ୍ଦି ଲଗେଇ, ବାଡୁଆ ପାଣିରେ ଗାଧୋଇ ନବବଧୂ ସାଜିଥାନ୍ତେ । ହେଲେ କାଳ ହେଲା ରୋଲର କୋଷ୍ଟର ରାଇଡ୍ ମଜା ନେବା । ଆମ୍ୟୁଜମେଣ୍ଟ ପାର୍କରେ ରୋଲର କୋଷ୍ଟରର ମଜା ନେଉଥିବା ବେଳେ, ଦୁର୍ଘଟଣା ଘଟି ଚାଲିଯାଇଛି ୨୪ ବର୍ଷୀୟ ମହିଳାଙ୍କ…