Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶିବ ଭକ୍ତଙ୍କ ପାଇଁ ଖୁସି ଖବର, ଏଣିକି କରିପାରିବେ କୈଳାଶ ଯାତ୍ରା, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସୀମା ବିବାଦ ଉପରେ ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଅନେକ ବୈଠକ ପରେ ଏବେ ସକରାତ୍ମକ ପ୍ରଭାବ ପଡୁଛି । ବିବାଦୀୟ ସ୍ଥାନରୁ ଉଭୟ ଦେଶର ସୈନବାହିନୀ ହଟିବା ପରେ ଏବେ ଉଭୟ ଦେଶ ଶିବ ଭକ୍ତଙ୍କ ପାଇଁ କୈଳାଶ ମାନସରୋବର ଯାତ୍ରା…

ଜିଓ, ଏୟାରଟେଲଠୁ ବି ବହୁତ କମ୍ ଦାମରେ ୯୦ ଦିନର ଅସୀମିତ କଲ୍ ସୁବିଧା ଏବେ ବିଏସଏନଏଲରେ

ନୂଆଦିଲ୍ଲୀ: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଏବେ ପୁଣି ଚର୍ଚ୍ଚାରେ । ସାରା ଦେଶରେ ମୋବାଇଲ୍ ବ୍ୟବହାରକାରୀଙ୍କ ଦୀର୍ଘ ଦିନର ଚାହିଦା ପୂରଣ କରିବାକୁ ଯାଇ ଜିଓ, ଏୟାରଟେଲ୍ ଏବଂ ଭିଆଇକୁ ପଛରେ ପକାଇ କମ୍ପାନୀ ଏକ ନୂତନ ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି।…

ଜବ୍ ସହିତ ପସନ୍ଦର କ୍ୟାରିୟର, ଜାଣନ୍ତୁ ଟ୍ରିକ

ଅଧିକ ରୋଜଗାର କରିବା ଆଉ ନିଜ ପସନ୍ଦର କ୍ୟାରିୟର କରିବା, ଦୁଇଟା ଭିନ୍ନ କଥା। ସେଥିପାଇଁ ତ ଅନେକ ସମୟରେ ଚାକିରି କରିବା ପରେ ବି ପାଠପଢ଼ା ସରି ନ ଥାଏ। ଗୋଟିଏ ପଟେ କର୍ମକ୍ଷେତ୍ରର ଦାୟିତ୍ୱ ଅନ୍ୟପଟେ ପାଠପଢ଼ା ପାଇଁ ସମୟ ବାହାର କରିବା କୌଣସି ଚ୍ୟାଲେଞ୍ଜ ଠାରୁ କମ୍‌ ନୁହେଁ… ଭଲ…

କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବେ ଭାରତ ଓ ଚୀନ

ନୂଆଦିଲ୍ଲୀ: କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବେ ଭାରତ ଓ ଚୀନ। ଭାରତୀୟ ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ ୨୦୨୦ ମସିହାରୁ ବନ୍ଦ ଥିବା କୈଳାସ ମାନସରୋବର ଯାତ୍ରାକୁ ଭାରତ ଏବଂ ଚୀନ୍ ପୁନଃ ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ଭାରତ ଏବଂ ଚୀନ୍ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ…

ମହାକୁମ୍ଭରେ ଦିଲ୍ଲୀର ପୁଅକୁ ବାହାହେଲେ ଗ୍ରୀସର ଝିଅ, ସନ୍ଥ କଲେ କନ୍ୟା ଦାନ

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଛି ହିନ୍ଦୁ ଧର୍ମର ଦିବ୍ୟ ଓ ଭବ୍ୟ ମେଳା ମହାକୁମ୍ଭ । ଗତ ୧୬ ଦିନରେ, ୧୩ କୋଟି ଲୋକ ପବିତ୍ର ବୁଡ଼ ପକାଇଛନ୍ତି । ହେଲେ ଏହା ଭିତରେ ସମସ୍ତ ପ୍ରକାରର ଧାର୍ମିକ ରୀତିନୀତି ମଧ୍ୟରେ ଏକ ବିବାହ ମଧ୍ୟ ସମ୍ପନ୍ନ ହୋଇଯାଇଛି । ଯେଉଁଠାରେ ଗ୍ରୀସର ଜଣେ ଝିଅ ଜଣେ…

ମହାକୁମ୍ଭର ସଙ୍ଗମରେ ବୁଡ଼ ପକାଇଲେ ଅମିତ ଶାହ

ପ୍ରୟାଗରାଜ: ମହାକୁମ୍ଭର ସଙ୍ଗମରେ ଗୃହମନ୍ତ୍ରୀ ଅମିତ ଶାହ ସୋମବାର ବୁଡ଼ ପକାଇଛନ୍ତି। ଏହି ଅବସରରେ ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ଯୋଗୀ, ସ୍ୱାମୀ ରାମଦେବ ଏବଂ ଅନ୍ୟାନ୍ୟ ସାଧୁ ସନ୍ଥମାନେ ଉପସ୍ଥିତ ଥିଲେ। ଅମିତ ଶାହ, ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ରାମଦେବ ବାବାଙ୍କ ସ୍ନାନ କରିବାର…

କଲମ୍ବିଆ ଉପରେ ୨୫% ଟାରିଫ୍ ଲଗାଇବେ କି ଟ୍ରମ୍ପ… 

ୱାଶିଂଟନ: କଲମ୍ବିଆ ସରକାର ପ୍ରବାସୀଙ୍କୁ ନେଇ ଯାଉଥିବା ଦୁଇଟି ଆମେରିକୀୟ ସାମରିକ ବିମାନକୁ ଦେଶରେ ଅବତରଣ କରିବାକୁ ମନା କରିଦେଇଥିଲେ। ଯାହାକୁ ନେଇ ଆକ୍ସନ ମୋଡରେ ଟ୍ରମ୍ପ। କଲମ୍ବିଆ ଉପରେ ଖପ୍ପା ଥିବା ଟ୍ରମ୍ପ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଥିଲେ। ଏପରିକି ୨୫ ପ୍ରତିଶତ ଜରୁରୀକାଳୀନ…

ମହାକୁମ୍ଭ ପାଇଁ ପ୍ରୟାଗରାଜକୁ ୬୦୦ଗୁଣା ବଢିଲା ବିମାନ ଭଡ଼ା

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ମେଳା ପାଇଁ ବିମାନ ଭଡ଼ା ପ୍ରାୟ ୬୦୦ ପ୍ରତିଶତ ବୃଦ୍ଧି ପାଇଛି। ଜାନୁଆରୀ ୨୯ରେ ହେବାକୁ ଥିବା ମୌନୀ ଅମାବାସ୍ୟା ଅବସରରେ ପବିତ୍ର ସ୍ନାନ ହେବାର କାର୍ଯ୍ୟକ୍ରମ ରହିଛି। ଏପର୍ଯ୍ୟନ୍ତ କୋଟି କୋଟି ଶ୍ରଦ୍ଧାଳୁ କୁମ୍ଭରେ ବୁଡ଼…

ଜିବିଏସ ନେଲା ଜଣଙ୍କ ଜୀବନ, ଶହେରୁ ଅଧିକ ସଂକ୍ରମିତ

ପୁନେ: ପୁନେରେ ବ୍ୟାପୁଛି ଗୁଇଲେନ-ବାରେ ସିଣ୍ଡ୍ରୋମ (ଜିବିଏସ) । ବର୍ତ୍ତମାନ ଜଣଙ୍କର ଜୀବନ ଯାଇଥିବାବେଳେ ଏଥିରେ ଶହେରୁ ଅଧିକ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ଜଣ ଭେଣ୍ଟିଲେଟରରେ ଥିବା ବେଳେ ଅନ୍ୟ ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏହି ମାରାତ୍ମକ ରୋଗ…

ରାଜନୀତିକୁ ଆସିବେ କି ନୀତିଶଙ୍କ ପୁଅ ନିଶାନ୍ତ କୁମାର?

ନୂଆଦିଲ୍ଲୀ: ରାଜନୀତିରେ ଏଣ୍ଟ୍ରି କରିବେ କି ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର? ପରଦା ପଛରେ ରହୁଥିବା ନିଶାନ୍ତ ଗତ ଜାନୁଆରୀ ୮ତାରିଖରେ ବାପା ନୀତିଶଙ୍କ ସହ ବଖତିଆରପୁର ଯାଇଥିଲେ । ସେଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ଭବ ହେଲେ ତାଙ୍କ ବାପା ନୀତିଶ କୁମାରଙ୍କ ଭୋଟ୍ ଦେଇ ପୁଣି…