Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ବିଧାନସଭାରେ ରେଖା ସରକାରଙ୍କ ପ୍ରଥମ ଅଧିବେଶନ: ଫୋକସରେ ମହିଳାଙ୍କୁ ୨୫୦୦

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ଦିଲ୍ଲୀ ଶାସକ ବିଜେପି ବନିଥିବା ବେଳେ ପ୍ରଥମ ଅଧିବେଶନରେ ମହିଳାଙ୍କୁ ୨୫୦୦ ପ୍ରତିଶ୍ରୁତି ଏବଂ ୧୪ ଟି ବିଚାରାଧୀନ ନିୟନ୍ତ୍ରକ ଏବଂ ସିଏଜି ରିପୋର୍ଟ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ତେବେ…

ଅଯୋଧ୍ୟା ଯାଇ ରାମଲାଲାଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଅଯୋଧ୍ୟା: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସପରିବାର ରାମମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ରାମଲାଲାଙ୍କ ଦର୍ଶନ କରିଛନ୍ତି। ଆଳତି କରିବା ସହ ଭବ୍ୟ ଦର୍ଶନ କରି ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲି ମହାକୁମ୍ଭରେ ବୁଡ଼ ପକାଇଥିଲେ…

ଅଟୋ-ଟ୍ରକ ମଧ୍ୟରେ ଧକ୍କା:ଚାଲିଗଲା ୭ଜଣଙ୍କ ଜୀବନ

ବିହାର: ପାଟନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ଅଟୋ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୭ ଜଣଙ୍କର ଜୀବନ ଚାଲିଯାଇଛି। ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ…

ଆଜି ଆସିବ ପିଏମ କିଷାନ ଟଙ୍କା, କିପରି କରିବେ ଯାଞ୍ଚ

ଭୁବନେଶ୍ଵର: ଆଜି ଆସିବ ପିଏମ କିଷାନର ୧୯ ତମ କିସ୍ତି । ଡିବିଟି ଜରିଆରେ ୯ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ବିହାରରୁ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପ୍ରଧାନମନ୍ତ୍ରୀ ମୋଦି । ଏହି କିସ୍ତି ପାଇଁ ୨୦ ହଜାର କୋଟିରୁ…

ଆଡଭୋକେଟ୍ସ ବିଲ୍- ୨୦୨୫କୁ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ବିରୋଧ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ, ଆଇନଜୀବୀ ମାନଙ୍କ ପାଇଁ ପ୍ରଣୀତ ୧୯୬୧ ମସିହା ଆଇନରେ ବ୍ୟାପକ ପରିବର୍ତ୍ତନ ଆଣୁଛନ୍ତି। ଯାହାକୁ ରାଜ୍ୟର ଆଇନଜୀବୀମାନଙ୍କ ସର୍ବୋଚ୍ଚ ଓ ସର୍ବପୁରାତନ ଅନୁଷ୍ଠାନ, ନିଖିଳ ଓଡ଼ିଶା ଆଇନଜୀବୀ ସଂଘ ନିନ୍ଦା କରିଛି। ଆଜି ଭୁବନେଶ୍ୱର…

କଂଗ୍ରେସ ଅଣଦେଖା କଲେ ମୋ ପାଖରେ ବିକଳ୍ପ ଅଛି: ଶଶି ଥରୁର

ନୂଆଦିଲ୍ଲୀ: କଂଗ୍ରେସ ଏବଂ ଶଶି ଥରୁରଙ୍କ ମଧ୍ୟରେ ଫାଟ ଥିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିବାପରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କେରଳର ଏଲଡିଏଫ ସରକାରଙ୍କ ପ୍ରଶଂସା କରିବାପରଠାରୁ କଂଗ୍ରେସ ଶଶିଙ୍କ ଉପରେ କ୍ଷୁବ୍ଧ ଥିବା ଜଣାପଡିଛି।…

କ’ଣ କରୁଛନ୍ତି ମୋନାଲିସା?

ଭୋପାଳ: ଷ୍ଟାରଡମର ମଜା ନେଉଛନ୍ତି ମୋନାଲିସା । ମଧ୍ୟପ୍ରଦେଶରୁ ମୁମ୍ବାଇ ଯାତ୍ରକୁ ଉପଭୋଗ କରୁଛନ୍ତି, ଆକ୍ଟିଙ୍ଗ୍ ଶିଖୁଛନ୍ତି, ଆଉ ପାଠ ବି ପଢୁଛନ୍ତି । ଜଣେ ସଫଳ ଅଭିନେତ୍ରୀ ହେବା ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି ମହାକୁମ୍ଭ ଭାଇରାଲ ଗାର୍ଲ ମୋନାଲିସା । ମୁହଁରେ ମେକଅପ ଏବଂ…

ମହାକୁମ୍ଭ ଉପରେ ବିରୋଧୀଙ୍କ ଟିପ୍ପଣୀ ନେଇ ବର୍ଷିଲେ ମୋଦି: କହିଲେ, ‘ଦାସ ମାନସିକତା’

ଭୋପାଳ: ମହାକୁମ୍ଭକୁ ନେଇ ଲଗାତାର ବିରୋଧୀଙ୍କ ବିଭିନ୍ନ ଟିକ୍କାଟିପ୍ପଣୀ ପରେ, ଏବେ ଏହାକୁ ନେଇ ବିରୋଧୀ ନେତାଙ୍କ ଉପରେ ବର୍ଷିଛନ୍ତି ମୋଦି । ବିରୋଧୀମାନେ ଏପରି କହି ଧାର୍ମିକ ପରମ୍ପରାର ଉପହାସ ଏବଂ ସମାଜକୁ ବିଭାଜିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି…

ଲିଜ୍ଜତ ପାମ୍ପଡ: ୮୦ ଟଙ୍କାରୁ ୧୬୦୦ କୋଟି ପଛର ସେହି କାହାଣୀ

ଭୁବନେଶ୍ଵର: କଳାଧଳା ଟି.ଭି ଅମଳରେ ପିଲାଦିନେ ଦେଖିଥିବା ଲିଜ୍ଜତ ପାମ୍ପଡ଼ର ବିଜ୍ଞାପନ ନିଶ୍ଚୟ ମନେଥିବ । କୁଡୁମୁଡିଆ ପାମ୍ପଡ଼ ଧରି ଖାଉଥିବା ବଡ଼ ଠେକୁଆ ଓ ସେ ବିଜ୍ଞାପନର ଖୁରମ ଖୁରମ ଜିଙ୍ଗଲସ୍ ଏତେ ଶୀଘ୍ର ଭୁଲିହେବନି । ଆଜି ବି ସେ ଠେକୁଆର ଛବି ଲିଜ୍ଜତ ପାମ୍ପଡ଼ର ପ୍ୟାକେଟ୍ ଉପରେ ବସି…

ଭାରତକୁ ହରାଇ ନପାରିଲେ ନାମ ବଦଳାଇଦେବି: ଶାହବାଜ ସରିଫ

କରାଚି: ଭାରତକୁ ହରାଇ ନପାରିଲେ ନାମ ବଦଳାଇଦେବି।ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ନିକଟରେ ଏକ ସଭାରେ ଚକିତ କଲା ଭଳି ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପାକିସ୍ତାନ ଭାରତକୁ ପଛରେ ନପକାଇଲା ତେବେ ମୋ ନାମ ବଦଳାଇଦେବି। ଶାହବାଜ ସରିଫଙ୍କ ଏହି ବୟାନକୁ ନେଇ ସୋସିଆଲ ମିଡିଆରେ…