Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ… 

ପ୍ରୟାଗରାଜ: ଦିଲ୍ଲୀର ଜଣେ ୪୮ ବର୍ଷୀୟ ବ୍ୟକ୍ତି ସାଙ୍ଗରେ ପତ୍ନୀଙ୍କୁ ଧରି ଗଙ୍ଗା ସ୍ନାନ ପାଇଁ ମହାକୁମ୍ଭ ଯାଇଥିଲେ। କିନ୍ତୁ ପରେ ଘରକୁ ଏକାକୀ ଫେରିବା ସହ ପତ୍ନୀ କୁମ୍ଭ ମେଳାରେ ହଜିଯାଇଥିବା ପରିବାର ଲୋକଙ୍କୁ କହିଥିଲେ। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମହାକୁମ୍ଭ ସ୍ନାନର ଅନେକ…

ସଙ୍ଗମ ସ୍ଥଳରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ

ପ୍ରୟାଗରାଜ: ମହାକୁମ୍ଭରେ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପରିବାରଙ୍କ ସଙ୍ଗେ ପ୍ରୟାଗରାଜ ଯାଇଥିବା ବେଳେ, ପବିତ୍ର ମହାକୁମ୍ଭ ଅବସରରେ ସଙ୍ଗମ ଜଳରେ ମହାସ୍ନାନ କରିଛନ୍ତି । ମହାସ୍ନାନର ଶେଷ ସପ୍ତାହ । ଆଉ ଦୁଇ ତିନି ଦିନ ପରେ ଖାଁ…

ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା…ଗ୍ୟାସ୍, ଡାଇବେଟିକ୍ ଏବଂ କୋଲଷ୍ଟ୍ରଲ୍ ଭଳି ୮୪ଟି ମେଡିସିନ୍

ନୂଆଦିଲ୍ଲୀ: ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍ । ଆଉ ସବୁଠୁ ରୋଚକ କଥା ହେଉଛି, ଆମେ ଦୈନନ୍ଦୀନ ଜୀବନରେ ବ୍ୟବହାର କରୁଥିବା ଆଣ୍ଟିବାଇଓଟିକ୍ସ, ଗ୍ୟାସ୍ ମେଡିସିନ୍, ଥାଇରଏଡ୍, କୋଲଷ୍ଟ୍ରଲ୍ ଭଲି ଔଷଧ ମଧ୍ୟ ଏହି ତାଲିକାରେ ସାମିଲ ରହିଛି । ଯାହାକୁ ନେଇ ଏବେ ହାଇ ଆଲର୍ଟ…

ଜେଲ ଭିତରେ ରହି ମହାକୁମ୍ଭ ମହାସ୍ନାନରେ ସାମିଲ ହେଲେ କଏଦୀ

ଲକ୍ଷ୍ନୌ: ଜଲରେ ଭିତରେ ମହାକୁମ୍ଭ ସ୍ନାନ କରି ପାପ ଧୋଇଲେ କଏଦୀ । ଖୁସିରେ ନାଚିଲେ । ଉତ୍ତର ପ୍ରଦେଶରେ ଥିବା ସମସ୍ତ ଜେଲରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଜେଲ ଭିତରେ ଥାଇ ମହାକୁମ୍ଭ ମହାସ୍ନାନରେ ବୁଡ ପକାଇଛନ୍ତି ପ୍ରାୟ ୯୦ ହଜାର କଏଦୀ । ଉତ୍ତରପ୍ରଦେଶରେ ଥିବା ୭୫ଟି…

ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ ନେତ୍ରୀ ଆତିଶୀ ମରଲେନ ହେବେ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା । ରବିବାର ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ହେବା ପାଇଁ ଦଳୀୟ ବିଧାୟକମାନେ ଆତିଶୀଙ୍କ ନାଁ ମନୋନୀତ କରିଥିଲେ । ଆଉ ଏହାପରେ ଆତିଶୀ ବନିଛନ୍ତି ଗୃହରେ ପ୍ରଥମ ମହିଳା…

ଝିଅଙ୍କୁ ମିଳିବ ମାଗଣା ସ୍କୁଟି, ଜାଣନ୍ତୁ କେମିତି

ଲକ୍ଷ୍ନୌ: ଦେଶରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ, ସରକାର ବିଶେଷକରି ମହିଳା ଏବଂ ବାଳିକାମାନଙ୍କ ପାଇଁ ଯୋଜନା ଆଣିଛନ୍ତି। ଦେଶର କୋଟି କୋଟି ମହିଳା ଏହି ସରକାରୀ ଯୋଜନାଗୁଡ଼ିକରୁ ଲାଭ ପାଇଥାନ୍ତି। କେନ୍ଦ୍ର ସରକାରଙ୍କ ବ୍ୟତୀତ ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ମଧ୍ୟ…

ସରୁଛି ସଙ୍ଗମ ମହାସ୍ନାନ: ଶେଷ ସପ୍ତାହରେ ୨୫ କି.ମି ଯାଏଁ ଲମ୍ବିଛି ଭିଡ଼

ପ୍ରୟାଗରାଜ: ମହାସ୍ନାନର ଶେଷ ସପ୍ତାହ । ଆଉ ଦୁଇ ତିନି ଦିନ ପରେ ଖାଁ ଖାଁ ହେବାକୁ ଯାଉଛି ସଙ୍ଗମ ସ୍ଥଳ । ୧୪୪ ବର୍ଷ ପରର ଏ ପବିତ୍ର ମୂହୂର୍ତ୍ତ ହାରୁ ଖସିଯାଉଥିବାରୁ, ଏବେ ଆସ୍ତାର ବୁଡ ପାଇଁ, ସଙ୍ଗମ ସ୍ଥଳରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ୨୬ ତାରିଖରେ ମହାକୁମ୍ଭ ସରୁଛି , ତା ଉପରେ…

ବନ୍ଧକ ମୁକ୍ତି କରୁନି ହମାସ, ଅଡିଲାଣି ଇସ୍ରାଏଲ….ବଢୁଛି ପୁଣି ଯୁଦ୍ଧ ଆଶଙ୍କା

ନୂଆଦିଲ୍ଲୀ: ବର୍ଷ ବର୍ଷ  ଚାଲିଥିବା ଇସ୍ରାଏଲ ଏବଂ ହମାସ ଯୁଦ୍ଧରେ ଏବେ ଅସ୍ତ୍ରବିରତି ପଡିଛି । ହେଲେ ଦୁଇ ଦେଶର ହାବଭାବ ଦେଖି ଲାଗୁଛି, ଆଉ ବେଶୀ ଦିନ ଏହି ଅସ୍ତ୍ରବିରତି ଜାରି ରହି ପାରିବ ନାହିଁ । କାରଣ ଚୁକ୍ତିନାମା ଅନୁସାରେ, ହମାସ କାଳେ ସର୍ତ୍ତରୁ ଉର୍ଦ୍ଧ୍ବକୁ ଯାଇ ବନ୍ଧକ ହସ୍ତାନ୍ତର…

ଭାରତକୁ ବିଜ୍ଞାନ ଓ ମହାକାଶ ଛଡ଼ା ଏଆଇରେ ମଧ୍ୟ ସଫଳତା ମିଳିଛି: ମୋଦୀ

ନୂଆଦିଲ୍ଲୀ: ୧୧୯ ତମ ମନ କୀ ବାତ୍‌ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭାରତକୁ ବିଜ୍ଞାନ ଓ ମହାକାଶ ଛଡ଼ା ଏଆଇରେ ମଧ୍ୟ ସଫଳତା ମିଳିଛି । ପ୍ୟାରିସ୍‌ରେ ଏଆଇକୁ ନେଇ ଭାରତକୁ ଅନେକ ପ୍ରଶଂସା ମିଳୁଛି ବୋଲି ଦେଶବାସୀଙ୍କୁ ନିଜ ସମ୍ବୋଧନରେ କହିଛନ୍ତି ମୋଦୀ । ଏଥିସହ…

ମୋଟାପଣରୁ କିପରି ପାଇବେ ମୁକ୍ତି?: ମୋଦି ଦେଲେ ଟିପ୍ସ

ନୂଆଦିଲ୍ଲୀ: ଆଜି ୧୧୯ ତମ ‘ମନ କି ବାତ୍’ ଏପିସୋଡରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ର କିପରି ଏଆଇ କ୍ଷେତ୍ରରେ ଉପଲବ୍ଧି ହାସଲ କରିଛି, ସେନେଇ ଦେଶବାସୀଙ୍କୁ ଅବଗତ କରାଇଥିଲେ ।…