Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାହିଁକି ପରମାଣୁ ବଙ୍କର ପ୍ରସ୍ତୁତ କରୁଛି ଏ ଦେଶ?

ନୂଆଦିଲ୍ଲୀ: ୟୁରୋପରେ ବଢିଲା ଋଷ ଭୟ । ପ୍ରାୟ ସବୁ ନାଟୋ ଦେଶ ଏବେ ଯୁଦ୍ଧ ପାଇଁ ପୂର୍ବପ୍ରସ୍ତୁତି ଜୋରଦାର କରିଛନ୍ତି । ୟୁକ୍ରେନ ଜିତିବା ପରେ ନାଟୋ ଦେଶଗୁଡିକ ଉପରେ ଋଷ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି। ଆଉ ଯଦି ସତରେ ଋଷ ଆକ୍ରମଣ କରେ ତେବେ ସହଯୋଗ ପାଇଁ ଆମେରିକା ହାତ ବଢାଇବନି…

ଘିବଲି ଆର୍ଟ; ଏକ ଟ୍ରେଣ୍ଡ ନା ଟ୍ରାପ୍…

ନୂଆଦିଲ୍ଲୀ: ଯୁବପିଢିଙ୍କୁ ବାୟା କରୁଛି ଘିବଲି ଷ୍ଟାଇଲ। ଏହି ଟ୍ରେଣ୍ଡକୁ ଫଲୋ କରି ବହୁ ସଂଖ୍ୟାରେ ଯୁବପିଢ଼ି ନିଜର ଆନିମେସନ ଫଟୋ ତିଆରି କରି ଖୁସି ହେଉଛନ୍ତି। ଆପଣଙ୍କର ଯେକୌଣସି ଫଟୋ ଉଠାନ୍ତୁ, ଏହାକୁ ଯେକୌଣସି AI Ghibli Style କ୍ରିଏଟର୍ ଟୁଲ୍‌ରେ ରଖନ୍ତୁ। ବାସ୍ କିଛି ସେକେଣ୍ଡରେ…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: ସାର୍ବଜନୀନ ହେବ ବିଚାରପତିଙ୍କ ସମ୍ପତ୍ତି

ନୂଆଦିଲ୍ଲୀ: ସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି। ସୁପ୍ରିମକୋର୍ଟର ବିଚାରପତିମାନେ ଏପ୍ରିଲ ୩ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିବା ସମୟରେ ସର୍ବୋଚ୍ଚ ନ୍ୟାୟାଳୟର ୱେବସାଇଟରେ ସେମାନଙ୍କର ସମ୍ପତ୍ତି ସାର୍ବଜନୀନ ଭାବରେ ଘୋଷଣା କରିବାକୁ ରାଜି ହୋଇଛନ୍ତି।…

୨୬ପ୍ରତିଶତ ପାଲଟା ଶୁଳ୍କ…ଭାରତକୁ ଏତେ କ୍ଷତି

ନୂଆଦିଲ୍ଲୀ: ଭାରତ ଉପରେ ୨୬ପ୍ରତିଶତ ପାଲଟା ଶୁଳ୍କ ଲଗାଇଲା ଆମେରିକା । ହ୍ବାଇଟ୍ ହାଉସରେ ମେକ୍ ଆମେରିକା ଓ୍ବେଲଦି ଏଗେନ୍ କାର୍ଯ୍ୟକ୍ରମରେ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲଗାଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏହାକୁ ସେ ଡିସକାଉଣ୍ଟେଡ୍ ପାରସ୍ପରିକ ଟିକସ କହିଛନ୍ତି ।…

ଏହି ରାଜ୍ୟରେ ବନ୍ଦ ହୋଇଯିବ ଓଲା, ଉବେର ଓ ରାପିଡୋ…

ବେଙ୍ଗାଲୁରୁ: ବୁଧବାର କର୍ଣ୍ଣାଟକ ହାଇକୋର୍ଟ ଆପ୍-ଆଧାରିତ ରାଇଡ୍-ହେଲିଂ ସେବାଗୁଡ଼ିକୁ ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଥାପି, ସେମାନଙ୍କୁ ସେମାନଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଛଅ ସପ୍ତାହ ସମୟ ଦିଆଯାଇଛି । ପ୍ଲାଟଫର୍ମ ଅଧିକାରୀମାନେ…

ଦିଦିଙ୍କୁ ସୁପ୍ରିମକୋର୍ଟ ଝଟକା: ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା । ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତିରେ ଅନିୟମିତତା ଦର୍ଶାଇ କୋଲକାତା ହାଇକୋର୍ଟ ଏହାକୁ ରଦ୍ଦ କରିଥିବା…

ରାଜ୍ୟସଭାରେ ଉପସ୍ଥାପିତ ହେଲା ସଂଶୋଧିତ ୱାକଫ୍ ବିଲ୍

ନୂଆଦିଲ୍ଲୀ: ରାଜ୍ୟସଭାରେ ଉପସ୍ଥାପିତ ହେଲା ସଂଶୋଧିତ ୱାକଫ୍ ବିଲ୍ । ଗତକାଲି ଲୋକସଭାରେ ପାରିତ ହେବା ପରେ ଆଜି ରାଜ୍ୟସଭାରେ ଆଗତ ହୋଇଛି ସଂଶୋଧିତ ୱାକଫ୍ ବିଲ୍ । ଦୀର୍ଘ ଘଣ୍ଚାର ମାରଥନ ବିତର୍କ ଓ ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ଵେ ମଧ୍ୟ ଲୋକସଭାରେ ପାରିତ ହୋଇଛି ଐତିହାସିକ ୱାକଫ ସଂଶୋଧନ…

ଟ୍ରେନରେ କେତେ ଓଜନର ଜିନିଷ ମାଗଣାରେ ନେଇପାରିବେ? ଜାଣନ୍ତୁ ଭାରତୀୟ ରେଳର ନିୟମ

ନୂଆଦିଲ୍ଲୀ: ଅଧିକାଂଶ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଟ୍ରେନ୍ ଯୋଗେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ଶସ୍ତା ହେବା ସହିତ, ଏହା ଆରାମଦାୟକ ମଧ୍ୟ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି ଏବଂ ସେମାନଙ୍କ ସହିତ ବହୁତ ଭାରୀ ଜିନିଷପତ୍ର ମଧ୍ୟ ନେଇଥାନ୍ତି ।…

‘ମେ ଝୁକୁଁଗା ନେହି’: ବିଜେପିର ଓ୍ବାକଫ୍ ଜମି ଆରୋପ ଉପରେ ଭଡକିଲେ ଖଡଗେ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଓ୍ବାକଫ୍ ଜମି ନେଇ ବିଜେପିର ଲଗାଇଥିବା ଆରୋପ ଉପରେ ଭଡକିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ସାଂସଦ ଅନୁରାଗ ଠାକୁରଙ୍କ, କଂଗ୍ରେସ ୱାକଫ ଜମି ଦଖଲ କରିଥିବା ଅଭିଯୋଗକୁ ଖଣ୍ଡନ କରି, ସେ କେବେ ବି ଏଭଳି ଆରୋପରେ ପଛଘୁୟ୍ଚା ଦେବେ ନାହିଁ ବୋଲି…

ଲୋକସଭା ପରେ ଆଜି ଓ୍ବାକଫ୍ ବିଲ ନେଇ ରାଜ୍ୟସଭା ସମର: ପାର୍ କରିପାରିବ ତ ଏନଡିଏ?

ନୂଆଦିଲ୍ଲୀ: ବିରୋଧୀଙ୍କ ବିରୋଧ, ଯୁକ୍ତିତର୍କ, ପ୍ରାୟ ୧୨ ଘଣ୍ଟାର ସମର ପରେ ଲୋକସଭାରେ ରାତି ଅଧରେ ପାରିତ ହୋଇଛି ୱାକଫ (ସଂଶୋଧନ) ବିଲ୍ । ଲୋକସଭା ବାଧା ଅତିକ୍ରମ କରିବା ପରେ, ଆଜି ରାଜ୍ୟସଭାରେ ବିଲ୍ ଉପସ୍ଥାପନ ହେବାକୁ ଯାଉଛି । ଗତକାଲି ୧୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା…