Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗାଲାଣ୍ଟ୍ରି ଆଓ୍ବାର୍ଡ: ଗଣତନ୍ତ୍ର ଦିବସରେ ୯୪୨ ଜଣଙ୍କୁ ପୁରସ୍କାର, ଓଡିଶାର ୨ ପୋଲିସ କର୍ମୀଙ୍କୁ ରାଷ୍ଟ୍ରପତି ପଦକ

ନୂଆଦିଲ୍ଲୀ: ଆସନ୍ତାକାଲି ୭୬ ତମ ଗଣତନ୍ତ୍ର ଦିବସ ପାଳନ କରିବ ଦେଶ । ଏହି ଅବସରରେ ଜାତୀୟ ସାହସିକତା ଏବଂ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କାର ଘୋଷଣା କରାଯାଇଛି । ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ ପୋଲିସକର୍ମୀ, ଅଗ୍ନିଶମ ସେବା, ହୋମଗାର୍ଡ, ନାଗିରକ ସୁରକ୍ଷା ଏବଂ…

ପୁଣି ସୁରକ୍ଷାକର୍ମୀଙ୍କୁ ସଫଳତା, ୧୪ ହାର୍ଡକୋର ମାଓବାଦୀ ଗିରଫ

ବିଜାପୁର: ପୁଣି ସୁରକ୍ଷାକର୍ମୀଙ୍କୁ ମିଳିଛି ଏକ ବଡ଼ ସଫଳତା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ୧୪ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରାଯାଇଛି। ଡିଆରଜି ଏବଂ କୋବ୍ରା ଯବାନଙ୍କ ମିଳିତ ଅପରେସନ ବେଳେ ମିଳିଛି ସଫଳତା। ଗିରଫ ମାଓବାଦୀଙ୍କ ମଧ୍ୟରୁ ୮ଜଣଙ୍କ ନାଁରେ ରହିଛି ୩୬…

ବିଶ୍ବର ସୁଉଚ୍ଚ ରେଳ ବ୍ରିଜରେ ଗଡିଲା ବନ୍ଦେ ଭାରତ

ଶ୍ରୀନଗର: ବିଶ୍ବର ସୁଉଚ୍ଚ ବ୍ରିଜରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ । ବିଶ୍ବର ସୁଉଚ୍ଚ ଚେନାବ ବ୍ରିଜରେ ଉପରେ ପରୀକ୍ଷାମୂଳକ ଭାବେ ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ଗଡିଛି । କଟରା-ଶ୍ରୀନଗର ଭିତରେ ପ୍ରଥମ କେବୁଲ୍ ଷ୍ଟେ ବ୍ରିଜ ଦେଇ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍‌ ରନ୍ କରିଛି ।…

ଭାରତ ଆସିବ ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ଅଭିଯୁକ୍ତ ତହବୁର

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ଅଭିଯୁକ୍ତକୁ ଅଣାଯିବ ଭାରତ । ଅନ୍ୟତମ ଅଭିଯୁକ୍ତ ତହବୁର ରାଣାକୁ ପ୍ରତ୍ୟର୍ପଣ କରିବ ଆମେରିକା । ଏନେଇ ଆମେରିକାର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ତହବୁର ପକ୍ଷରୁ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେବା ସହ ଭାରତ ପ୍ରତ୍ୟର୍ପଣ ପାଇଁ…

ଭାଙ୍ଗୁଛି ମାଓଗଡ; ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୯ ମାଓବାଦୀ

ନାରାୟଣପୁର: ସରକାରଙ୍କ ମାଓ ଦମନ ଅଭିଯାନ ଆରମ୍ଭ ହେବାପରେ ସଂଗଠନରେ ଅଧିକାଂଶ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଯାହାଫଳରେ ନିଜ ଜୀବନ ବଞ୍ଚାଇବାକୁ ଯାଇ ମୁଖ୍ୟସ୍ରୋତରେ ସାମିଲ ହେବାରେ ଲାଗିଛନ୍ତି ଅଧିକାଂଶ ମାଓବାଦୀ । ଏନେଇ ଆଜି ପୁଣି ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସୂଚନା…

ଦିଲ୍ଲୀ ଭୋଟର କିପରି ବାଛନ୍ତି ନିଜ ପସନ୍ଦର ନେତା ?

ନୂଆଦିଲ୍ଲୀ: ଦିଲ୍ଲୀରେ ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ଦଳମାନଙ୍କର ପ୍ରଚାର ସେତେ ଅଧିକ ଦେଖିବାକୁ ମିଳୁଛି। ବିଭିନ୍ନ ପ୍ରତିଶ୍ରୁତି ସହ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ନେତା। ଆପଣ ଜାଣନ୍ତି କି ଦିଲ୍ଲୀ ମତଦାତା କିଭଳି ସ୍ଥିର କରନ୍ତି ନିଜ ପସନ୍ଦର ନେତା ? ୨୦୨୦ ବିଧାନସଭା…

ରିପୋର୍ଟକୁ କିପରି ମଞ୍ଜୁରୀ ଦେଇଥାଏ JPC, କ’ଣ ରହିଛି ନିୟମ ?

ନୂଆଦିଲ୍ଲୀ: ଦେଶର ଦୁଇ ବଡ ପ୍ରସଙ୍ଗରେ ଜେପିସିର ଲଗାତାର ବୈଠକ ଚାଲିଛି। ଗୋଟିଏ ୱାନ ନେସନ ୱାନ ଇଲେକ୍ସନ ଓ ଅନ୍ୟଟି ୱାକଫ ବିଲ ସଂଶୋଧନ। ୱାନ ନେସନ ୱାନ ଇଲେକ୍ସନ ଉପରେ ଆଲୋଚନା ପାଇଁ ଗଠିତ ୩୯ ସଦସ୍ୟ ବିଶିଷ୍ଟ ଜେପିସିର ଅଧକ୍ଷ ରହିଛନ୍ତି ଭର୍ତ୍ତୃହରି ମହତାବ। ଅନ୍ୟପଟେ ୱାକଫ ବିଲ ସଂଶୋଧନ…

ଅଘୋରୀ ବାବାଙ୍କ ଭବିଷ୍ୟବାଣୀ…ଶୁଣି ଉଡିଯିବ ହୋସ୍

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭ ମେଳାରେ 95ବର୍ଷୀୟ ଅଘୋରୀ ବାବା କାଳପୁରୁଷଙ୍କ ଭବିଷ୍ୟବାଣୀକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ବାବାଙ୍କ ମୁହଁରେ ଲାଲ ରଙ୍ଗ ଓ ଭସ୍ମ। କୁହାଯାଏ, ବାବା କୁଆଡେ ହିମାଳୟରେ ବର୍ଷ ବର୍ଷ ଧରି ଧ୍ୟାନ କରିଛନ୍ତି। ତେବେ ଏଥର କୁମ୍ଭମେଳାରେ ବାବାଙ୍କ ଭବିଷ୍ୟବାଣୀ…

କାହିଁକି ଏତେ ବଦଳିଗଲା କଂଗ୍ରେସ? ପରିବର୍ତ୍ତନ ନା ଅସ୍ତିତ୍ବର ଲଢେଇ !

ନୂଆଦିଲ୍ଲୀ: ଦିନେ ଥିଲେ ସାଥୀ ଏବେ ଶତ୍ରୁ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଉପରେ ଲଗାତର ହମଲା କରୁଛି କଂଗ୍ରେସ। ବିଶେଷ କରି ରାହୁଲ ଗାନ୍ଧୀଙ୍କ ସିଲମପୁର ରାଲି ପରେ ଏହି ଆକ୍ରମଣର ପରିମାଣ ବଢିଯାଇଛି। କୁହାଯାଉଛି, ଏହା କଂଗ୍ରେସର ଯୋଜନାବଦ୍ଧ ରଣନୀତି। କାରଣ ଭବିଷ୍ୟତରେ…

କାମ ଦେବ କି ଟ୍ରମ୍ପଙ୍କ ଧମକ, ୧୦୦ ଦିନରେ ବନ୍ଦ ହେବ ରୁଷ-ୟୁକ୍ରେନ ଯୁଦ୍ଧ ?

ୱାଶିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଶାସିତ ଛୋଟ ଦେଶମାନଙ୍କରେ ଚିନର ବିସ୍ତାର ଉପରେ ରୋକ ଲଗାଇବାକୁ ଚାହୁଁଛି। ରୁଷ ଉପରେ ୟୁକ୍ରେନର ଯୁଦ୍ଧକୁ ବନ୍ଦ କରିବାକୁ ଚାହୁଁଛି। ଏହା ସହିତ ଦୁନିଆରେ ଆମେରିକାକୁ ସର୍ବଶ୍ରେଷ୍ଠ ରାଷ୍ଟ୍ର କରିବାକୁ ମଧ୍ୟ ଚାହୁଁଛି । ଏପରିକି କାନାଡାରୁ…