Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଠପ୍ ହେଲା OpenAI ସର୍ଭିସ, ନାକେଦମ ହେଲେ ୟୁଜର

ନୂଆଦିଲ୍ଲୀ: ଡାଉନ ହେଲା ଚାଟ ଜିପିଟି । ଗୁରୁବାର କିଛି ଘଣ୍ଟା ପାଇଁ ଚାଟ ଜିପିଟି ସର୍ଭର ଡାଉନ ହେବାରୁ ଏହାର ଉପଭୋକ୍ତାମାନେ ନାକେଦମ ହୋଇଛନ୍ତି। ସର୍ଭର ସ୍ଲୋ ହେବାର କାରଣ ଖୋଜୁଛି ଓପନ ଏଆଇ । ଚାଟ ଜିପିଟିର ମୋବାଇଲ ଆପ୍ଲିକେସନ ଠିକ କାମ କରୁଥିବା ବେଳେ, ଏହି ସମସ୍ଯା ମୁଖ୍ୟତଃ ଓପନ ଏଆଇ…

ପୁଣି ବିମାନବନ୍ଦରକୁ ବୋମାରେ ଉଡାଇଦେବାକୁ ମିଳିଲା ଧମକ

ଚେନ୍ନାଇ: ପୁଣି କିଛି ଦିନ ବ୍ୟବଧାନରେ ବିମାନ ବନ୍ଦରକୁ ବୋମାରେ ଉଡାଇଦେବାକୁ ମିଳିଛି ଧମକ । ତାମିଲନାଡୁର ତୁତିକୋରିନ ବିମାନବନ୍ଦରକୁ ବୋମା ଧମକ ମିଳିଛି । ଏହି ଧମକ ପରେ, ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢାଇ ଦିଆଯାଇଛି । ଏକ ଇ-ମେଲ୍ ମାଧ୍ୟମରେ ବିସ୍ଫୋରଣ ଧମକ…

ଇରାକରେ ୯ ବର୍ଷୀୟ ଝିଅଙ୍କ ବିବାହକୁ ମଞ୍ଜୁରୀ

ବାଗଦାଦ: ଇରାକର ସଂସଦ ମଙ୍ଗଳବାର ଦିନ ବାଲ୍ୟବିବାହ ଭଳି ଏକ ବୀବାଦୀୟ ସଂଶୋଧିତ ବିଲକୁ ମଞ୍ଜୁରି ଦେଇଛନ୍ତି। ତେବେ ବହୁ ଦଶନ୍ଧି ଧରି ଚାଲିଥିବା ଏହି ଆଇନରେ ସଂଶୋଧନ ପରେ ବର୍ତ୍ତମାନ ୯ ବର୍ଷ ବୟସର ଝିଅମାନଙ୍କୁ ବିବାହ ମଞ୍ଜୁରି ମିଳିଛି। ଇରାକୀ ସଂସଦର ୱେବସାଇଟ୍ ଅନୁଯାୟୀ, ଏହା…

କୋଟାରେ ବଢୁଛି ନିଟ୍ ଛାତ୍ରମୃତ୍ୟୁ; ବ୍ୟବସ୍ଥାରେ ସୁଧାର ଆଣନ୍ତୁ ସରକାର-ପ୍ରିୟଙ୍କା

କୋଟା: ରାଜସ୍ଥାନ କୋଟାରେ ନିଟ୍  ଛାତ୍ରଙ୍କ ଆତ୍ମହତ୍ୟା ବନ୍ଦ ହେବାର ନା ନେଉନି। ଦିନକୁ ଦିନ ବଢିବାରେ ଲାଗିଛି ଆତ୍ମହତ୍ୟା ସଂଖ୍ୟା । ଗତ ବୁଧବାର ଗୁଜୁରାଟର ଜଣେ ନିଟ୍  ଛାତ୍ର ଓ ଅସାମର ଜଣେ ଜେଇ ଛାତ୍ର ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗୋଟିଏ ଦିନରେ ଦୁଇ ଜଣ ଛାତ୍ରଙ୍କ…

କ’ଣ ଏହି ଲାଇଟ ପଲ୍ୟୁସନ୍ ? ବିଶ୍ବ ପାଇଁ ପାଲଟିଛି ବଡ ବିପଦ

ନୂଆଦିଲ୍ଲୀ : ବିଷାକ୍ତ ହେଉଛି ବିଶ୍ବ। ମାଟି, ପାଣି, ବାୟୁ, ଶବ୍ଦ ପରେ ଏବେ ଭୟାନକ ହେଉଛି ଲାଇଟ ପଲ୍ୟୁସନ୍। ଏହି ଲାଇଟ ପଲ୍ୟୁସନ୍ ବିଶ୍ବର ସବୁଠୁ ବଡ ଟେଲିସ୍କୋପ ପାଇଁ ଅଡୁଆ ସୃଷ୍ଟି କରିଛି। ଏନେଇ ଚେତାବନୀ ଦେଇଛନ୍ତି ମହାକାଶ ବିଜ୍ଞାନୀ। ହାଇଡ୍ରୋଜେନ ଏନର୍ଜି ପ୍ରୋଜେକ୍ଟରୁ ବାହାରୁଥିବା…

ନକ୍ସଲଙ୍କ ବଡ ଯୋଜନା ପଣ୍ଡ କଲେ ସୁରକ୍ଷାବାହିନୀ

ବିଜାପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ବଡ ଯୋଜନା ପଣ୍ଡ କଲେ ସୁରକ୍ଷାବାହିନୀ । ଯବାନଙ୍କ ପାଇଁ ଖଞ୍ଜାଯାଇଥିବା ପ୍ରାୟ ୫୦ କିଲୋଗ୍ରାମର ଆଇଡି ଜବତ ହୋଇଛି । ଏନେଇ ଗୁରୁବାର ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି । ପୋଲିସ ଅଧିକାରୀ କହିଛନ୍ତି ଯେ, ଆଜି…

ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ମିଳିଲା ମାନ୍ୟତା

ବ୍ୟାଙ୍କକ: ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ଗୁରୁବାର ଆଇନଗତ ମାନ୍ୟତା ମିଳିଛି। ଯାହା ଫଳରେ ଶହ ଶହ ସମଲିଙ୍ଗୀ, ବାଇସେକ୍ସୁଆଲ୍, ଟ୍ରାନ୍ସଜେଣ୍ଡର ଏବଂ କ୍ୱିଅର୍ (LGBTQ+) ବର୍ତ୍ତମାନ ନିଜ ଇଚ୍ଛାରେ ମନ ପସନ୍ଦର ସାଥୀଙ୍କୁ ବିବାହ କରିପାରିବେ। ଏହାସହିତ ବିବାହ ସମାନତା ଆଇନକୁ ଅନୁମୋଦନ…

ଓଲା-ଉବେରକୁ ନୋଟିସ ପାଠାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର କ୍ୟାବ୍ ସେବା ପ୍ରଦାନକାରୀ ଓଲା ଏବଂ ଉବେରକୁ ଏକ ନୋଟିସ ପଠାଇ ଜବାବ ମାଗିଛନ୍ତି କେନ୍ଦ୍ର ପକ୍ଷରୁ ପଚାରାଯାଇଛି ଯେ, ବିଭିନ୍ନ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ଭିନ୍ନ ଭଡ଼ା କାହିଁକି ଦେଖାଯାଉଛି? ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ 'ଏକ୍ସ' ରେ…

କେଜ୍ରିଓ୍ବାଲ ଖେଳିଲେ ‘ମଧ୍ୟବିତ୍ତ’ କାର୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ କାହାର ହେବେ ମଧ୍ୟବିତ୍ତ? ଭୋଟବ୍ୟାଙ୍କ ହାତେଇବାକୁ ଆମ ଆଦମୀ ପାର୍ଟି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ମଧ୍ୟବିତ୍ତଙ୍କ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରକୁ ଘେରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । କେନ୍ଦ୍ର ସରକାର ମଧ୍ୟବିତ୍ତଙ୍କୁ…

ବିହାର ଭୋଟ୍ ଆଗରୁ ନୀତିଶଙ୍କ ପ୍ରେସର ପଲିଟିକ୍ସ !

ନୂଆଦିଲ୍ଲୀ: ମଣିପୁର ରାଜନୈତିକ ଘଟଣାକ୍ରମକୁ ନେଇ ଦିଲ୍ଲୀରୁ ପାଟନା ହଲଚଲ୍ । ନୀତିଶଙ୍କ ଜେଡିୟୁର ମଣିପୁର ରାଜ୍ୟ ସଭାପତି ବୀରେନ ସିଂ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ । ମଣିପୁର ବିଧାନସଭାରେ ଜେଡିୟୁର ଜଣେ ବିଧାୟକ ରହିଛନ୍ତି । ତେବେ ସେ…