Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟ୍ରେନରେ ଅଗ୍ନିକାଣ୍ଡ ନେଇ ଚା’ ବିକାଳି କରିଥିଲେ ଗୁଜବ, ନିଜେ ଚେନ୍ ଟାଣିଥିଲେ

ମୁମ୍ବାଇ: ମହାରାଷ୍ଟ୍ରର ଜଳଗାଁଓ ନିକଟରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଜଣେ ଚା' ବିକାଳି ପୁଷ୍ପକ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ନେଇ ଗୁଜବ ପ୍ରଚାର କରିଥିଲେ। ଯାହା ଫଳରେ ଟ୍ରେନରେ ଆତଙ୍କ ଖେଳିଯାଇଥିଲା ଏବଂ ଯାତ୍ରୀମାନେ ଚେନ୍ ଟାଣି ଟ୍ରେନରୁ…

କର୍ତ୍ତବ୍ୟ ପଥରେ ଗଡିବ ‘ନନ୍ଦିଘୋଷ’: ବଖାଣିବ ଭାରତୀୟ ସେନାର ବଳ

ନୂଆଦିଲ୍ଲୀ: ଆଉ ଦିନ କେଇଟା । ରାଜା ରାସ୍ତାରେ, ଭାରତର ପ୍ରତିଟି କୋଣରେ ଗର୍ବର ସହ ଉଡିବ ତ୍ରିରଙ୍ଗା । ଆଉ ଏହି ୭୬ତମ ସାଧାରଣତନ୍ତ୍ର ଦିବସ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ପରେଡ ମାଧ୍ୟମରେ ପୁଣି ସାରା ଦେଶକୁ ନିଜର କୌଶଳ ଦେଖାଇବେ ଭାରତୀୟ ସେନା । ତେବେ ଏଥର ପରେଡରେ…

ନେତାଜୀଙ୍କ ଅବଶେଷ ଭାରତ ଫେରାଇ ଆଣିବାକୁ ଅପିଲ୍ କଲେ ଝିଅ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ଥି ଜାପାନର ଟୋକିଓରୁ ଫେରାଇ ଆଣିବାକୁ ଝିଅ ଅନିତା ବୋଷ ଫାଫ୍ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଦଶନ୍ଧି ଧରି ଜାପାନର ରେଙ୍କୋଜି ମନ୍ଦିରରେ ତାଙ୍କର ଅବଶେଷ ରଖାଯାଇଛି। ନେତାଜୀଙ୍କ ୧୨୮ତମ ଜନ୍ମବାର୍ଷିକୀର ପୂର୍ବ ସନ୍ଧ୍ୟାରେ ସେ…

ଚର୍ଚ୍ଚାରେ କଲେକ୍ଟର ଭବ୍ୟା ମିତ୍ତଲ, ଯାହାଙ୍କ ନାଁ ଶୁଣିଲେ ଥରହର ହୁଅନ୍ତି ସରକାରୀ ଅଫିସର

ଭୋପାଲ: ଚେହେରାରୁ ଯେମିତି ଶାନ୍ତ ଦୁର୍ନତିଗ୍ରସ୍ତ ଲୋକଙ୍କ ପାଇଁ ସେ ସେତିକି ଶକ୍ତ । ସାମାନ୍ୟ ଭୁଲକୁ ବି ସେ କରନ୍ତିନାହିଁ ବରଦାସ୍ତ । କେବଳ ୟାଙ୍କର ନାଁ ହିଁ ଯଥେଷ୍ଟ । ନାଁ ଶୁଣିଲା ମାତ୍ରେ ହିଁ ଥରହର ହୁଏ ସରକାରୀ ଅଫିସ୍ ବିଭାଗ। ଆଜ୍ଞା ହଁ । ଆମେ କହୁଛୁ ଜଣେ ସରକାରୀ କିରାଣୀଙ୍କୁ…

ସୈଫଙ୍କୁ ଛୁରାମାଡ ଘଟଣା: ଆକ୍ରମଣ ନା ଅଭିନୟ..?, ପ୍ରଶ୍ନ କଲେ ବିଜେପି ମନ୍ତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣାକୁ ନେଇ ଏବେ ତେଜିଛି ମହାରାଷ୍ଟ୍ର ରାଜନୀତି । ବିରୋଧୀଙ୍କୁ କଡା ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ । ସୈଫଙ୍କ ଛୁରାମାଡ ଘଟଣାକୁ ଅଭିନୟର ଆଖ୍ୟା ଦେଇଛନ୍ତି, ବିଜେପି ନେତା ତଥା ମହାରାଷ୍ଟ୍ର ସରକାରରେ…

ପିକଚର୍ ଅଭି ବାକି ହେ ଦୋସ୍ତ; ଭାରତ ପାଇଁ ଭାବବିହ୍ୱଳ ଚିଠି ଲେଖିଲେ ଆମେରିକୀୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଭାରତରେ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟିଙ୍କ କାର୍ଯ୍ୟକାଳ ଅବଧି ଶେଷ ହେଉଛି। ଭାରତ ପ୍ରତି ତାଙ୍କର ସବୁବେଳେ ଏକ ଆସକ୍ତି ରହିଆସିଛି। ଏହି କାରଣରୁ ଦେଶ ଛାଡିବା ପୂର୍ବରୁ ସେ ଭିଡିଓ ମାଧ୍ୟମରେ ତାଙ୍କର ଅଭିଜ୍ଞତା ଏବଂ ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକୁ ବଖାଣିଛନ୍ତି। ଏହି…

‘ଶାରିରୀକ ସମ୍ପର୍କରେ ମହିଳାଙ୍କ ଅନୁମତି ପରେ ବି ରେକର୍ଡ କରାଯାଇପାରିବନି ଅନ୍ତରଙ୍ଗ ଭିଡିଓ’

ନୂଆଦିଲ୍ଲୀ: ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ଏକ ମାମଲାର ଶୁଣାଣି ସମୟରେ, ହାଇକୋର୍ଟ କହିଛନ୍ତି ଯେ ଯଦିଓ ମହିଳା ଶାରୀରିକ ସମ୍ପର୍କ ପାଇଁ ଅନୁମତି ଦେଉଛନ୍ତି, କିନ୍ତୁ ପୁରୁଷ ତାଙ୍କର ଏବଂ ସେହି ମୁହୂର୍ତ୍ତର…

କିଛି ଦିନର ବିରତି ପରେ ପୁଣି ଜଳିଲା ଲସ୍ ଆଞ୍ଜେଲସ୍

ନୂଆଦିଲ୍ଲୀ: ସପ୍ତାହେ ନ ଯାଉଣୁ ପୁଣି ଜଳିଲା ଲସ୍ ଆଞ୍ଜେଲସ । ଗତକାଲି ଲସ୍ ଆଞ୍ଜେଲସର ଉତ୍ତରରେ ଥିବା ଆଉ ଏକ ଜଙ୍ଗଲରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ପ୍ରବଳ ପବନ କାରଣରୁ ଦେଖୁ ଦେଖୁ ନିଆଁ ୮,୦୦୦ ଏକର ଅଞ୍ଚଳକୁ ବ୍ୟାପିଯାଇଛି । ସେପଟେ ଜଙ୍ଗଲ ନିଆଁରେ ୧୯,୦୦୦ ରୁ ଅଧିକ ଲୋକ ଫସି…

ପୂର୍ବତନ ସେନା କର୍ମଚାରୀଙ୍କ ବୀଭତ୍ସ କାଣ୍ଡ: ସ୍ତ୍ରୀକୁ ମାରି କୁକର୍‌ରେ ରାନ୍ଧିଲା ସଇତାନ ସ୍ବାମୀ

ହାଇଦ୍ରାବାଦ: ସ୍ତ୍ରୀକୁ ମାରି କୁକର୍‌ରେ ରାନ୍ଧିଲା ସଇତାନ ସ୍ବାମୀ। ମୀରପେଟ୍‌ ଥାନା ଅଞ୍ଚଳରେ ପୂର୍ବତନ ସେନା କର୍ମଚାରୀ ଘଟାଇଛନ୍ତି ଏହି ବୀଭତ୍ସ କାଣ୍ଡ। ବଚସାରୁ ସ୍ତ୍ରୀକୁ ମାରି ଖଣ୍ଡଖଣ୍ଡ କରି କୁକର୍‌ରେ ରାନ୍ଧିଲା। ଶରୀରର ଅବଶିଷ୍ଟ ଅଂଶକୁ ଚନ୍ଦନ ହ୍ରଦରେ ଫିଙ୍ଗିଥିଲା। ଜାନୁଆରୀ ୧୮ରୁ…