Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟିମ୍ ଇଣ୍ଡିଆ ଜର୍ସିରେ ରହିବ ଆୟୋଜକ ପାକିସ୍ତାନ ନାଁ

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଟିମ୍ ଇଣ୍ଡିଆ ଜର୍ସିରେ ପାକିସ୍ତାନ ନାଁ ରହିବ କି ନାହିଁ ସେନେଇ ଦ୍ବନ୍ଦ୍ବ ଲାଗି ରହିଥିଲା। ଯାହାକୁ ନେଇ ସ୍ପଷ୍ଟୀକରଣ ଦେଇଛି ବିସିସିଆଇ। ବିସିସିଆଇ ସୂଚନା ଅନୁଯାୟୀ, ଆଇସିସିର ନିୟମ ଅନୁସାରେ ପ୍ରସ୍ତୁତ…

୪୮ ଘଣ୍ଟା ମଧ୍ୟରେ ଏଆଇ ପ୍ରସ୍ତୁତ କରିପାରିବ କ୍ୟାନସର ଭ୍ୟାକ୍ସିନ

ନୂଆଦିଲ୍ଲୀ: କ୍ୟାନସର ଭ୍ୟାକ୍ସିନ ନେଇ ଏକ ବଡ଼ ଦାବି କରିଛନ୍ତି ଓରାକେଲର ସିଇଓ ଲାରି ଏଲିସନ। କର୍କଟ ରୋଗ ଚିହ୍ନଟ ଠାରୁ ଆରମ୍ଭ କରି ଟୀକାକରଣ ପର୍ଯ୍ୟନ୍ତ ସବୁକିଛି ଖୁବଶୀଘ୍ର କରାଯାଇପାରିବ ବୋଲି ସେ ଦାବି କରିଛନ୍ତି। ଏପରିକି 'କୃତ୍ରିମ ବୁଦ୍ଧିମତ୍ତା' (ଏଆଇ) ସାହାଯ୍ୟରେ କର୍କଟ ରୋଗ…

ଜିତାଇବେ ହରାଇବେ ସ୍ବିଙ୍ଗ ଭୋଟର

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗଲକୁ ନେଇ ମୁହାଁମୁହିଁ ଆପ୍, ବିଜେପି ଓ କଂଗ୍ରେସ । ଦିଲ୍ଲୀ ଲଢେଇରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇପାରନ୍ତି ସ୍ବିଙ୍ଗ ଭୋଟର । ଗତ ୧୦ବର୍ଷ ଧରି ଦିଲ୍ଲୀ ଭୋଟର ଲୋକସଭାରେ ବିଜେପିକୁ ଭୋଟ୍ ଦେଇଛନ୍ତି ତ ବିଧାନସଭା ପାଇଁ ଆମ ଆଦମୀ ପାର୍ଟିକୁ ବାଛିଛନ୍ତି । ଦିଲ୍ଲୀ…

ମହାକାଶରୁ କିପରି ଦିଶୁଛି ମହାକୁମ୍ଭର ଭବ୍ୟ ଦୃଶ୍ୟ? ଇସ୍ରୋ ଜାରି କଲା ଫଟୋ

ପ୍ରୟାଗରାଜ: ସଙ୍ଗମ ନଗରୀରେ ଅନୁଷ୍ଠିତ ମହାକୁମ୍ଭରେ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଗଙ୍ଗାରେ ବୁଡ଼ ପକାଉଥିବା ନଜର ଆସିଛନ୍ତି । ୪୫ ଦିନ ବ୍ୟାପୀ ମହାକୁମ୍ଭରେ ୪୦ କୋଟିରୁ ଅଧିକ ଲୋକ ସ୍ନାନ କରିବା ନେଇ ଆକଳନ ହୋଇଛି । ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ମହାକୁମ୍ଭ ପ୍ରସ୍ତୁତି ଠାରୁ ଗଙ୍ଗା…

ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍: ରହସ୍ୟମୟ ରୋଗରେ ଗଲାଣି ୧୭ ଜଣଙ୍କ ଜୀବନ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଦିନକୁ ଦିନ ବ୍ୟାପିଚାଲିଛି ରହସ୍ୟମୟ ରୋଗ। ଏହି ରୋଗରେ ଏପର୍ଯ୍ୟନ୍ତ ଗଲାଣି ୧୭ ଜଣଙ୍କର ଜୀବନ। ଜମ୍ମୁ-କାଶ୍ମୀର ରାଜୌରୀର ବଧାଲ ଗାଁରେ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି, ଜିଲ୍ଲା ମାଜିଷ୍ଟ୍ରେଟ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛନ୍ତି।…

ଦିଲ୍ଲୀରେ ଏହି ୪ ଦିନ ଲାଗି ବିକ୍ରୀ ହେବନି ମଦ

ନୂଆଦିଲ୍ଲୀ: ଦିଲ୍ଲୀରେ ଚାରି ଦିନ ପାଇଁ ମଦ ଦୋକାନ ବନ୍ଦ ରହିବ। ଏହି ଚାରି ଦିନକୁ ଡ୍ରାଏ ଡେ' ଭାବେ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ଲବରେ ମଦ ମିଳିବ ନାହିଁ। ଦିଲ୍ଲୀ ସରକାର ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତଦନୁସାରେ ଆପଣଙ୍କ ପାଖରେ…

ଟେନସନରେ ବନ ବିଭାଗ; କୋଡିଏ ଦିନରେ ୮ ବାଘଙ୍କ ଗଲାଣି ଜୀବନ

ମହାରାଷ୍ଟ୍ର: ଚଳିତ ବର୍ଷ ଜାନୁଆରୀ ମାସର ପ୍ରଥମ ୨୦ ଦିନରେ ଭାରତରେ ୧୪ଟି ବାଘର ମୃତ୍ୟୁ ଘଟିଛି । ଚିନ୍ତାର ବିଷୟ ହେଲା, କେବଳ ମହାରାଷ୍ଟ୍ରରେ ସର୍ବାଧିକ ଆଠଟି ବାଘର ମୃତ୍ୟୁ ହୋଇଛି । ଏବେ ମହାରାଷ୍ଟ୍ରରେ ବାଘ ମୃତ୍ୟୁସଂଖ୍ୟା ବୃଦ୍ଧିକୁ ନେଇ ବନବିଭାଗର ଚିନ୍ତା ବଢି ଯାଇଛି ।…

୩୪ ବର୍ଷ ପରେ ଆତ୍ମସମର୍ପଣ କଲେ ଜେଲ୍ରୁ ଖସିଯାଇଥିବା କଏଦି

ଥିରୁବନ୍ତପୁରମ୍: କେରଳର କନ୍ନୁର ଜିଲ୍ଲାରୁ ଏକ ରୋଚକମୟ ଖବର ସାମ୍ନାକୁ ଆସିଛି। ୩୪ ବର୍ଷ ପୂର୍ବେ ଜେଲ୍ରୁ ଫେରାର ହୋଇଯାଇଥିବା ଜଣେ କଏଦି ଏବେ ନିଜେ ଆସି ଆତ୍ମସମର୍ପଣ କରିଛି । ଏହି କାହାଣୀ ହେଉଛି ଭାସ୍କରନ୍ ନାମକ ଜଣେ କଏଦୀଙ୍କର, ଯିଏକି ୩୪ ବର୍ଷ ପୂର୍ବେ ପାରୋଲରେ ଜେଲରୁ ବାହାରିଥିଲେ…

ମହାକୁମ୍ଭରେ ଧନୀ ସାଧୁ; ଚର୍ଚ୍ଚାରେ ବାବାଙ୍କ ରୋଲ୍ସ ରଏସ, ରେଞ୍ଜ ରୋଭର୍… 

ପ୍ରୟାଗରାଜ: ପ୍ରୟାଗରାଜରେ ୨୦୨୫ ମହାକୁମ୍ଭକୁ ନେଇ ସବୁଠି ଚର୍ଚ୍ଚା। ସାଧୁସନ୍ଥଙ୍କ ବିବାଦୀୟ ବୟାନ ହେଉ କି ନିଆରା କାର୍ଯ୍ୟଶୈଳୀ। ଆଉ ଏବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ସାଧୁଙ୍କ ମହଙ୍ଗା ତଥା ବିଳାସପୂର୍ଣ୍ଣ କାର। ସୂଚନା ଅନୁଯାୟୀ, ଏହି ଗାଡି଼ ମଧ୍ଯରେ ୧୯୬୫ ମସିହାର କ୍ଲାସିକ୍…

ଘାଟିରେ ଓଲଟିଲା ଫଳ ବୋଝେଇ ଟ୍ରକ: ୧୦ ମୃତ, ୧୫ ଆହତ

ବେଙ୍ଗାଲୁରୁ: କର୍ଣ୍ଣାଟକ ଉତ୍ତର କନ୍ନଡ ଜିଲ୍ଲା ଆରାବେଲ ଘାଟିରେ ଭୟଙ୍କର ଦୁର୍ଘଟଣା। ଗାଡିକୁ ସାଇଡ ଦେଇ ଓଲଟିଲା ଫଳ ବୋଝେଇ ଟ୍ରକ। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ୟାଲାପୁରା ତାଲୁକ ହସ୍ପିଟାଲରେ ଭର୍ତ୍ତି…