Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

କିଟ୍ ଛାତ୍ରୀଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର

ଭୁବନେଶ୍ୱର: କିଟ୍ ଛାତ୍ରୀ ପ୍ରକୃତି ଲାମସାଲ୍‌ଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ପରିବାର ଲୋକଙ୍କ ଉପସ୍ଥିତିରେ ଶବବ୍ୟବଚ୍ଛେଦ ହୋଇଥିଲା। ଏମ୍‌ସରେ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବିଳମ୍ବିତ ରାତିରେ ହସ୍ତାନ୍ତର ପରେ ନେପାଳ ନେଇଗଲେ ପରିବାର ଲୋକେ।…

ଏପରି ଏକ ମନ୍ଦିର ଯେଉଁଠି ଭଗବାନ ଶିବଙ୍କ ସ୍ଥାନରେ ପୂଜା ଯାଏ ବରଗଛ…

ଚେନ୍ନାଇ: ତାମିଲନାଡୁ ରାଜ୍ୟର ତଞ୍ଜାବୁର ଜିଲ୍ଲାରେ ଏକ ମନ୍ଦିର ଅଛି, ଯାହା ବର୍ଷସାରା ବନ୍ଦ ରହିଥାଏ ଏବଂ କାର୍ତ୍ତିକ ମାସରେ କେବଳ ସୋମବାରରେ ଖୋଲିଥାଏ । ଏହି ମନ୍ଦିର ହେଉଛି ବୋଡୁ ଅବୁଦୈୟାର ମନ୍ଦିର ଯାହା ଏହାର ଅନନ୍ୟ ପରମ୍ପରା ଏବଂ ରହସ୍ୟମୟ ବିଶ୍ୱାସ ପାଇଁ ପ୍ରସିଦ୍ଧ । ମନ୍ଦିରରେ…

ମାସାଚୁସେଟ୍ସର ଗଭର୍ଣ୍ଣରଙ୍କ ଦ୍ୱାରା ସମ୍ମାନିତ ହେଲେ ନୀତା ଅମ୍ବାନୀ

ଡେସ୍କ: ଜଣେ ଦୂରଦର୍ଶୀ ନେତ୍ରୀ, ସମାଜସେବୀ ଏବଂ ପ୍ରକୃତ ବିଶ୍ୱ ପରିବର୍ତ୍ତନକାରୀ ଭାବରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଆମେରିକାର ମାସାଚୁସେଟ୍ସର ଗଭର୍ଣ୍ଣର ମୌରା ହେଲି ସମ୍ମାନଜନକ ଗଭର୍ଣ୍ଣର ପ୍ରଶଂସାପତ୍ରରେ ସମ୍ମାନିତ କରିଛନ୍ତି । ଏହି…

ରୁଷିଆ-ୟୁକ୍ରେନ ଯୁଦ୍ଧରେ ବଡ଼ ଟର୍ଣ୍ଣିଂ ପଏଣ୍ଟ ? ସାଉଦି ମାଟିରେ ଟ୍ରମ୍ପଙ୍କ ବଡ଼ ଗେମ୍‌ପ୍ଲାନ୍‌

ନୂଆଦିଲ୍ଲୀ : ରୁଷିଆ-ୟୁକ୍ରେନ ଯୁଦ୍ଧର ହେବ କି ଅନ୍ତ ? ସାଉଦି ଆରବରୁ ଆସିବ କି ଖୁସି ଖବର ? ଆମେରିକା-ସାଉଦିର ପ୍ରୟାସ ହେବ କି ସଫଳ ? ସାଉଦି ଆରବର ରିଆଦରେ ଥିବା ଦିରିୟାହ ପ୍ୟାଲେସର ଚାଲିଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ଉପରେ ଏବେ ସାରା ବିଶ୍ବର ନଜର । ଏହି ବୈଠକର ଅଧ୍ୟକ୍ଷତା କରୁଛନ୍ତି,…

ମୋ ବାପା, ମମିକୁ ମାରିଦେଲେ; ୪ ବର୍ଷର ଝିଅ ଚିତ୍ର ମାଧ୍ୟମରେ ବଖାଣିଲା କରୁଣ କାହାଣୀ… 

ଝାନ୍ସୀ: ଝାନ୍ସୀର ଜଣେ ମେଡିକାଲ ରିପ୍ରେଜେଣ୍ଟେଟିଭ (ଏମ୍ଆର)ଙ୍କ ପତ୍ନୀଙ୍କର ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଛି। ମାମୁଁ ପୁଅ ଭାଇର ବାହାଘରରେ ଯୋଗଦେଇ ଫେରିବା ପରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ସୂଚନା ପାଇବା ପରେ ମୃତ ମହିଳାଙ୍କ ବାପା ମା ହସ୍ପିଟାଲରେ ପହଞ୍ଚିଥିଲେ। ତେବେ ୪…

କ’ଣ ଏହି ବଦୀମା ଆଇନ?

ନୂଆଦିଲ୍ଲୀ: କଡା ଆଇନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ ୟୁଏଇ। ୟୁଏଇରେ ଶିଶୁମାନଙ୍କ ସୁରକ୍ଷାକୁ ନେଇ ଅନେକ କଡା ଆଇନ ରହିଛି। ଏହି ଆଇନ ଅନୁସାରେ ଉତ୍ତର ପ୍ରଦେଶର ଶାହଜାଦୀଙ୍କୁ ଦୁବାଇରେ ଫାଶୀ ସଜା ଘୋଷଣା ହୋଇଛି। ସେ ବର୍ତ୍ତମାନ ଜେଲରେ ଅଛନ୍ତି। ଏହି କଠୋର ଆଇନର ନାଁ ହେଉଛି ବଦୀମା ଲ ।…

ହନି ଟ୍ରାପର ଆଉ ଶିକାର ହେବେନି ଯବାନ, ପ୍ରସ୍ତୁତ ହେଲା ଏହି ଆପ୍..

ନୂଆଦିଲ୍ଲୀ: ପାକିସ୍ତାନୀମାନେ ଅନେକ ସମୟରେ ଭାରତୀୟ ସୈନ୍ୟମାନଙ୍କୁ ହନି ଟ୍ରାପରେ ଫସାଇ ସେମାନଙ୍କଠାରୁ ଗୁପ୍ତ ସୂଚନା ବାହାର କରିବାକୁ ଚେଷ୍ଟା କରୁଥିବା ମାମଲା ସାମ୍ନାକୁ ଆସିଛି । ଏବେ କିନ୍ତୁ ଭାରତୀୟ ସେନା ଏପରି ଏକ ସଫ୍ଟୱେର୍ ଡିଜାଇନ୍ କରିଛି ଯାହା ଦ୍ୱାରା ଶତ୍ରୁ କେବେବି ଭାରତର…

‘ମୃତ୍ୟକୁମ୍ଭରେ ପରିଣତ ହୋଇଛି ମହାକୁମ୍ଭ’

କୋଲକତା: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ, ମହାକୁମ୍ଭ ମୃତ୍ୟୁ କୁମ୍ଭରେ ପରିଣତ ହୋଇଛି । ଏହି କାର୍ଯ୍ୟକ୍ରମ ପାଇଁ ଠିକ୍ ଭାବରେ ଆୟୋଯୋଜନ କରାଯାଇନାହିଁ ।…

ସତ୍ୟେନ୍ଦ୍ର ଜୈନଙ୍କ ବଢିଲା ଅଡୁଆ; ମାମଲା ରୁଜୁ ପାଇଁ ଅନୁମତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଏକ ବଡ଼ ଝଟକା ଲାଗିଛି । ଏବେ ତାଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ଘଟଣାରେ ମାମଲା ରୁଜୁ କରାଯିବ । ଏ ସମ୍ପର୍କରେ, ରାଷ୍ଟ୍ରପତି କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ମାମଲା ଚଳାଇବା ପାଇଁ ଅନୁମତି ଦେଇଛନ୍ତି…

କୋଳରେ ବର୍ଷକର ଶିଶୁକୁ ଧରି ଭିଡ଼ ନିୟନ୍ତ୍ରଣ କଲେ ଆରପିଏଫ ଅଧିକାରୀ

ନୂଆଦିଲ୍ଲୀ: ୧୫ ଫେବୃଆରୀ ଶନିବାର। ନୂଆଦିଲ୍ଲୀ ରେଳ ଷ୍ଟେସନରେ ଲୋକଙ୍କ ଭିଡ଼ ଜମିଥିଲା। ସିଡ଼ିରୁ ପ୍ଲାଟଫର୍ମ ପର୍ଯ୍ୟନ୍ତ ଭିଡ଼ ଭିତରେ କୋଳାହଳ ରହିଥିଲା। ଟ୍ରେନ ଆସିବା ଆନାଉନ୍ସମେଣ୍ଟ ପରେ ପ୍ଲାଟଫର୍ମକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଥିଲା। ସମସ୍ତେ ଟ୍ରେନ୍ ଧରିବା ପାଇଁ ଦୌଡ଼ିବାକୁ…