Latest Odisha News

BREAKING NEWS

Browsing Category

ଫିଚର

ପୁର ପଲ୍ଲୀରେ ରଜ ମଉଜ, କାହିଁକି ପାଳନ ହୁଏ ରଜ ଜାଣନ୍ତୁ……

ଭୁବନେଶ୍ବର: ଆଜି ରଜ ପାଳୁଛି ଓଡିଶା । ସାରା ରାଜ୍ୟରେ ପହିଲି ରଜ ମଉଜ । ଓଡିଶାର ଝିଅ ବୋହୂମାନେ ସୂର୍ଯ୍ୟ ଉଇଁବା ଆଗରୁ ଗୋଧୋଇ ପାଧୋଇ ରଜ ପାଳନ କରୁଛନ୍ତି । ରଜ ପାନ, ରଜ ଦୋଳି, ସୁନ୍ଦର ସୁନ୍ଦର ଝିଅଙ୍କ ସଜବାଜବରେ ଚଳଚଞ୍ଚଳ ଓଡିଶାର ପ୍ରତିଟି ଘର । ଘରେ ଘରେ ପିଠା ପଣା, ଦୋଳି ଖେଳ,…

ଦିଲ୍ଲୀର ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ ଆମ ଆଦମୀ ପାର୍ଟି

ନୂଆଦିଲ୍ଲୀ: କଂଗ୍ରେସ ସହିତ ମେଂଟ କରି ଆମ ଆଦମୀ ପାର୍ଟି ଲୋକସଭାରେ ନିର୍ବାଚନରେ ଲଢ଼ିଥିଲେ । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଉଭୟଙ୍କ ରାସ୍ତା ଅଲଗା ହୋଇଛି । ଆପର ବରିଷ୍ଟ ନେତା ଗୋପାଳ ରାୟ କହିଛନ୍ତି ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ଏକାକୀ ଲଢ଼ିବ । ସୂଚନାଯୋଗ୍ୟ, ଆପର…

କର୍ମଜୀବୀ ଲୋକ କିପରି ନେବେ ହୃଦୟର ଯତ୍ନ

ବିଶ୍ୱରେ ହୃଦରୋଗ ସମସ୍ୟା ପାଇବାରେ ଲାଗିଛି। ଖରାପ ଜୀବନଶୈଳୀ, ଖାଦ୍ୟ ଅଭ୍ୟାସ ଏବଂ ଚାପ ରୋଗକୁ ବଢ଼ାଉଛି। କୋଭିଡ୍ କାରଣରୁ ମଧ୍ୟ ହୃଦଘାତ ହେବାର ସମ୍ଭାବନା ଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଏସବୁ ମଧ୍ୟରେ ହୃଦରୋଗର ସବୁଠୁ ବଡ଼ କାରଣ ହେଉଛି ଚାପ। ଆଉ କର୍ମଜୀବୀ ଲୋକମାନେ ବିଶେଷ କରି ଚାପର…

ବିଜୟୀନି ଆସମା

ଶେଖ୍ ଅହମ୍ମଦ, ରାସ୍ତା କଡ଼ରେ ଠିଆ ହୋଇ ଲେମ୍ବୁ ପାଣିର ଠେଲା ଲଗାଏ। ତା’ ନିଜର ଭିଟାମାଟି ଛାଡି କାହିଁ କେଉଁ କାଳରୁ ଆସି ଏଇ ମୁମ୍ବାଇର ଆଜାଦନଗର ରେ ଆଶ୍ରୟ ନେଇଛି ସେ। ମହାନଗରୀ ମୁମ୍ବାଇ, ଇଏ ସମସ୍ତଙ୍କ ସ୍ୱପ୍ନର ମହାନଗର , ଏଠି କାହାର ପେଟ ଅପୋଷା ରହେନା । ସେଇଥିପାଇଁ କିଏ…

ବୁମେରାଂ ହେଲା ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଅଫିସରଙ୍କ ପାଇଁ ସତର୍କ ଘଣ୍ଟି ?

ଭୁବନେଶ୍ୱର: ନିର୍ବାଚନ ବେଳ ଶେଷ ଥର ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସୁଛନ୍ତି । ଶେଷ ପର୍ଯାୟରେ ସମସ୍ତ ବଳ ଲଗାଇ କିଭଳି ଅଧିକ ଆସନ ଓଡିଶାରେ ବିଜେପି ଜିତିବ ସେ ଲକ୍ଷ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାପୂର୍ବରୁ ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀଙ୍କ…

ଝାନ୍ସୀଙ୍କ ସଫଳତାର କାହାଣୀ

ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଦୃଢ଼ ଇଚ୍ଛା ଶକ୍ତି ଆଗରେ ବାଧା ବିଘ୍ନ ସବୁ ହାର ମାନନ୍ତି ଓ ସଫଳତାର ବାଟ ସହଜ ହୋଇଯାଏ । ଏଇ ଉକ୍ତି ପରି ଝାନ୍ସୀଙ୍କ ଦୃଢ଼ ଇଚ୍ଛା ଆଗରେ ସବୁ ବିଫଳତା ହାର ମାନିଲା । ତାଙ୍କ ପ୍ରୟାସ ତାଙ୍କୁ କେବଳ ସଫଳତାର ସ୍ୱାଦ ଚଖେଇଲା ନାହିଁ ବରଂ ଅନ୍ୟମାନଙ୍କ ପାଇଁ…

ଟ୍ରାଇବାଲ ୟୁଥ୍ ମାଇକ୍ରୋ ଏଣ୍ଟରପ୍ରେନରସିପ୍ : କ୍ଷୁଦ୍ର ବ୍ୟବସାୟିକ ଚିନ୍ତାଧାରାକୁ ପ୍ରଷ୍ଫୁଟିତ କରିବାର ଏକ ସଫଳ…

ଭୁବନେଶ୍ବର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅଧୀନରେ ଟ୍ରାଇବାଲ ୟୁଥ୍ ମାଇକ୍ରୋ ଏଣ୍ଟରପ୍ରେନରସିପ୍ ବା ଟିୱାଇଏମଇ ଆଦିବାସୀ ଯୁବକ ମାନଙ୍କୁ କ୍ଷୁଦ୍ର ଉଦ୍ୟୋଗ, ପାରମ୍ପରିକ ଜୀବିକା ଯାପନ…

ପ୍ରାଚୀନ କାଳରୁ ହିଁ ‘ମାଆ’ଙ୍କ ସମ୍ମାନର୍ଥେ ପର୍ବ

ଭୁବନେଶ୍ବର: “ମାଆ” ଅମୂଲ୍ୟ ସେ ଶବ୍ଦ । ସୃଷ୍ଟିର ସେ ଅନନ୍ୟ ସମ୍ପଦ । ମାଆ ଥରେ ଡାକି ଦେଲେ ମନରେ ଆନ୍ଦୋଳିତ ହେଉଥିବା ଅସୁମାରୀ ପ୍ରଶ୍ନର  ଯେପରି ଉତ୍ତର ମିଳିଯାଏ । କୁହାଯାଏ ଭଗବାନ ସମସ୍ତଙ୍କୁ ସମାନ ଖୁସି ଦେଇପାରନ୍ତିନି ବୋଲି ସେ ସମସ୍ତଙ୍କୁ ମାଆ ଦେଇଛନ୍ତି । ଯେ ତାର ପଣତ କାନି…

କିଶୋରୀଙ୍କ ସୁରକ୍ଷା ଚିନ୍ତା : ଛାତ୍ରୀମାନେ ପାଇଲେ ଭଲ ଓ ଖରାପ ସ୍ପର୍ଶ ବିଷୟରେ ଶିକ୍ଷା

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ କିଶୋରୀମାନଙ୍କୁ ଭଲ ଓ ଖରାପ ସ୍ପର୍ଶ ବିଷୟରେ ଏକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଓଡ଼ିଶାର ୧,୭୩୬ଟି ଅନୁସୁଚିତ ଜନଜାତି ଓ ଜାତି ଆବାସିକ ବିଦ୍ୟାଳୟର ପ୍ରାୟ ୫,୮୦୦ ଛାତ୍ରାବାସର ୫…

ମାନସିକ ଚାପରେ ଯୁବପୀଢ଼ି ! ଜାଣନ୍ତୁ ସମାଧାନର ବାଟ

ବର୍ତ୍ତମାନ ପରିସ୍ଥିରେ ଚାପ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା। ଏହା ଏବେ ଅନେକ ରୋଗର ମୁଖ୍ୟ କାରଣ ପାଲଟିଛି। ବିଶେଷ ଭାବରେ ୧୮ ରୁ ୪୫ ବର୍ଷ ବୟସର ଯୁବପୀଢ଼ି ଅଧିକ ଭାବରେ ଏହି ସମସ୍ୟାର ଶିକାର ହେଉଛନ୍ତି। ତେବେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଏହାର ଭିନ୍ନତା ରହିଛି ।…