Latest Odisha News

BREAKING NEWS

Browsing Category

ଫିଚର

ପ୍ରକାଶ ପାଇଲା +୨ କର୍ଟ ଅଫ୍ ମାର୍କ

କଟକ: ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ । ଏଥିରେ ମନୋନୀତ ଛାତ୍ରଛାତ୍ରୀମାନେ ୨୨ ତାରିଖରୁ ୨୭ ତାରିଖ ମଧ୍ୟରେ ନାମ ଲେଖାଇବେ। ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ମୋଟ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାଁ…

ଲାଇନଚ୍ୟୁତ ହେଲା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ

ଗୋଣ୍ଡା: ଉତ୍ତରପ୍ରଦେଶର ଝିଲାହି ରେଳ ଷ୍ଟେସନ ନିକଟରେ ଗୁରୁବାର ଦିବ୍ରୁଗଡ ଏକ୍ସପ୍ରେସର ଏକାଧିକ କୋଚ୍ ଲାଇନଚ୍ୟୁତ ହୋଇ ପଡିଛି। ଫଳରେ ଏଯାବତ ଦୁଇ ଜଣଙ୍କର ମୃତ୍ୟୁ ନେଇ ଜଣାପଡିଥିବା ବେଳେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଗୋଣ୍ଡା ଓ…

ଇନଷ୍ଟାଗ୍ରାମରେ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଲେ ଦୁବାଇ ରାଜକୁମାରୀ 

ଦୁବାଇ: ଦୁବାଇ ରାଜକୁମାରୀ ଶେଖ ମହରା ମହମ୍ମଦ ରଶିଦ ଅଲ୍ ମାକତୁମ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସ୍ୱାମୀ ଶେଖ ମନ୍ ବିନ୍ ମହମ୍ମଦ ବିନ୍ ରଶିଦ ବିନ୍ ମନ୍ ଅଲ୍ ମାକତୁମଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଦୁଇ ମାସ ତଳେ ସେମାନଙ୍କର ଏକ ସନ୍ତାନ ଜନ୍ମ ହୋଇଥିଲା। ପୋଷ୍ଟରେ ଲେଖିଛନ୍ତି ଯେ, ପ୍ରିୟ…

ବିଶ୍ୱର ପ୍ରଥମ ସହର ଯେଉଁଠି ଆମିଷ ଖାଦ୍ୟ ବେଆଇନ୍ 

ଭାବନଗର: ଗୁଜରାଟର ଏକ ଛୋଟ ସହର ପଲିତାନା । ଭାବନଗର ଜିଲ୍ଲାରେ ଥିବା ପଲିତାନା ସହର ଏବେ ଇତିହାସ ସୃଷ୍ଟି କରିଛି । ବିଶ୍ୱର ପ୍ରଥମ ସହର ହୋଇଛି ପଲିତାନା, ଯେଉଁଠି ଆମିଷ ଖାଦ୍ୟକୁ ବେଆଇନ୍ ଘୋଷଣା କରାଯାଇଛି । ଏକ ଐତିହାସିକ ନିଷ୍ପତ୍ତି ଦ୍ୱାରା ପଲିତାନାରେ ମାଂସ ପାଇଁ ପଶୁପକ୍ଷୀ ହତ୍ୟା,…

ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ମହାପ୍ରଭୁ

ପୁରୀ: ରଥ ଉପରେ ତିନି ଠାକୁର। ପାଦରୁ ମସ୍ତକ ମହଣ ମହଣ ସ୍ବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ରଥ ଉପରୁ ଦେଇଛନ୍ତି ଦର୍ଶନ। ତିନିରଥରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରମଣୀୟ ସୁନ‌ାବେଶ ଅନୁଷ୍ଠିତ ହୋଇଛି। ସିଂହଦ୍ବାର ସମ୍ମୁଖରେ…

ଚନ୍ଦ୍ରପୃଷ୍ଠରେ ବିଶାଳ ଗୁମ୍ଫା 

ନୂଆଦିଲ୍ଲୀ: ପୃଥିବୀର ସୁନ୍ଦର ଉପଗ୍ରହ ଚନ୍ଦ୍ରକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଏବେ ଚନ୍ଦ୍ରପୃୃଷ୍ଠରେ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଏକ ବିଶାଳ ଭୂମିଗତ ଗୁମ୍ଫା । ୫୫ ବର୍ଷ ପୂର୍ବେ ଚନ୍ଦ୍ରମାର ଯେଉଁ ସ୍ଥାନରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଓ ବଜ୍ ଆଲଡ୍ରିନ ଐତିହାସିକ ମୁନ୍ ୱାକ୍…

ରାତି ୧୧ଟା ଯାଏଁ କରିପାରିବେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ

ପୁରୀ: ବାହୁଡ଼ା ଯାତ୍ରା ସାରି ଫେରିବା ପରେ ସିଂହଦ୍ୱାରରେ ରଥ ଉପରୁ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସମୟ ବଢ଼ିବ ନାହିଁ। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାତି…

କଂଗ୍ରେସରୁ ଇସ୍ତଫା ଦେଲେ ପଞ୍ଚାନନ ଦାଶ 

ଭୁବନେଶ୍ୱର: ଭାରତୀୟ ପରିସଂଖ୍ୟାନ ସେବା (ଆଇଏସଏସ) ଅଧିକାରୀ ପଞ୍ଚାନନ ଦାଶ ମଙ୍ଗଳବାର ଦିନ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଆଇସିସି ଏବଂ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରୁ ଇସ୍ତଫା ଦେଇଛନ୍ତି। ଅମଲାତନ୍ତ୍ର ଭାବେ କାର୍ଯ୍ୟ କରୁଥିବା…

ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର: ଦୁଇଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଧରିଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍। ଜାତୀୟ ରାଜପଥ ୧୬ରେ ଗଞ୍ଜେଇ ଚାଲାଣକାରୀ-ପୋଲିସ ଗୋଡ଼ାଗୋଡ଼ି । ଭୁବନେଶ୍ୱରର ପୋଲିସ କମିଶନର- କଟକ ସଞ୍ଜୀବ ପଣ୍ଡା ସୂଚନା…

ଏଣିକି ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଏବଂ ବିଗ୍ ବାସ୍କେଟରେ ମିଳିବ ମଦ

ନୂଆଦିଲ୍ଲୀ: ବର୍ତ୍ତମାନ ଆପଣଙ୍କୁ ମଦ କିଣିବା ପାଇଁ ମଦ ଦୋକାନକୁ ଯିବାକୁ ପଡିବ ନାହିଁ। ଆପଣ ଘରେ ବସି ପାଇପାରିବେ ମଦ। ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଏବଂ ବିଗ୍ ବାସ୍କେଟ୍ ଭଳି ପ୍ଲାଟଫର୍ମ ମଦ ହୋମ ଡେଲିଭରି କରିବେ। ବର୍ତ୍ତମାନ ଆପଣ ଘରେ ବସି କିଛି…