Latest Odisha News

BREAKING NEWS

Browsing Category

ଫିଚର

ନିବେଶକଙ୍କ ୧୪୦ କୋଟି ଟଙ୍କା ନେଇ ଦମ୍ପତି ଫେରାର

ଭୁବନେଶ୍ୱର: ନକଲି ଏଜେନ୍ସି ଚଳାଇ ଜଣେ ଦମ୍ପତି ୮୦୦ରୁ ଅଧିକ ନିବେଶକଙ୍କୁ ୧୪୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ସୁଶାନ୍ତ ନାଗ ଓ ଲକ୍ଷ୍ମୀପ୍ରିୟା ନାଗ ନାମକ ଏହି ଦମ୍ପତି ଫେରାର ଥିବା ବେଳେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏହି ମାମଲାର ତଦନ୍ତ…

ତାପମାତ୍ରା ବଢ଼ୁଥିବାରୁ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା

ଭୁବନେଶ୍ୱର: ଗତ ଦୁଇ ଦିନ ମଧ୍ୟରେ ରାଜ୍ୟର ୧୫ଟି ସ୍ଥାନରେ ପାରଦ ୩୫ ଡିଗ୍ରୀ ଉପରେ ପହଞ୍ଚିବା ପରେ ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପାଇଁ ନିଜ ନିଜ ଜିଲ୍ଲାର ବିଭିନ୍ନ…

ମାଟ୍ରିକ ପରୀକ୍ଷାରେ କପି ଧରାପକାଇଲା ଏଆଇ କ୍ୟାମେରା

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ଦ୍ବାରା ପରିଚାଳିତ ବାର୍ଷିକ ମାଟ୍ରିକ ପରୀକ୍ଷାର ଦ୍ବିତୀୟ ଦିନରେ କପି ଓ ଅବ୍ୟବସ୍ଥା ଦେଖାଦେଇଛି। ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ଲଗାଯାଇଥିବା ଏଆଇ ଚାଳିତ ସିସିଟିଭି କ୍ୟାମେରାରେ ରାଜ୍ୟର ପ୍ରାୟ ୬୦୦ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ…

ହ୍ୟୁମାନ ସାଗରଙ୍କ ମ୍ୟାନେଜର ଗୀତିକାର ପ୍ରମୋଦଙ୍କୁ ଆକ୍ରମଣ କରିଥିବା ଅଭିଯୋଗ

କଟକ: ଗୀତିକାର ପ୍ରମୋଦ ପରିଡ଼ାଙ୍କୁ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜର ସାଗର ବେହେରା ଓ ତାଙ୍କ ସହଯୋଗୀ ମାଡ଼ ମାରିଥିବା ଅଭିଯୋଗ ହେବା ପରେ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ବିବାଦ ସୃଷ୍ଟି ହୋଇଛି। ବାଦାମବାଡ଼ି ଅଞ୍ଚଳରେ ଥିବା ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଦୁହେଁ ତାଙ୍କୁ ଆକ୍ରମଣ…

ବିହାରରେ ଅଛନ୍ତି ବୟସର ଶତକ ପାର କରିଥିବା ୨୧ ହଜାରରୁ ଉର୍ଦ୍ଧ୍ୱ ଭୋଟର

ପାଟନା: ବିହାରରେ ୧୦୦ରୁ ଅଧିକ ବୟସ ପାର କରିଥିବା ୨୧ ହଜାରରୁ ଉର୍ଦ୍ଧ୍ୱ ଭୋଟର ରହିଛନ୍ତି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ନିର୍ବାଚନ କମିଶନରଙ୍କ ଏକ ରିପୋର୍ଟରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ବିହାରରେ ୭.୬୪ କୋଟି ନାଗରିକ ରହିଛନ୍ତି । ଏମାନଙ୍କ ମଧ୍ୟରେ ୨ କୋଟିରୁ ଅଧିକ…

୬ ବଲରେ ୬ ଛକା ମାରି ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲେ ବାମସୀ

ନୂଆଦିଲ୍ଲୀ: ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଆନ୍ଧ୍ରପ୍ରଦେଶର ବ୍ୟାଟ୍ସମ୍ୟାନ ବାମସୀ କ୍ରିଷ୍ଣା ଗୋଟିଏ ଓଭରରେ ୬ଟି ଛକା ମାରି କୀର୍ତିମାନ ସ୍ଥାପନ କରିଛନ୍ତ । ଏଥିସହ ସେ ରବି ଶାସ୍ତ୍ରୀ, ଯୁବରାଜ ସିଂ ଓ ରିତୁରାଜ ଗାଏକ୍ୱାଡଙ୍କ ସହ ଏହି ସ୍ୱତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି…

ମଡେଲ ତାନିଆ ସିଂ ଆତ୍ମହତ୍ୟା ମାମଲା: କ୍ରିକେଟର ଅଭିଷେକଙ୍କୁ ସମନ

ସୁରଟ: ମଡେଲ ତାନିଆ ସିଂ ଆତ୍ମହତ୍ୟାର ତଦନ୍ତ ପୋଲିସ ଜୋରସୋରରେ କରୁଛି । ଇତି ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିବା ଅଲରାଉଣ୍ଡର ଅଭିଷେକ ଶର୍ମାଙ୍କୁ ପୋଲିସ ସମନ ଜାରୀ କରିଛି । ତାନିଆଙ୍କୁ ଶେଷ କଲ ଅଭିଷେକ କରିଥିଲେ । ରବିବାର ବିଳମ୍ବିତ ରାତ୍ରରେ…

ପୂର୍ବରୁ ନାଭଲେନୀଙ୍କ ମୃତ୍ୟୁ ହୋଇ ସାରିଥିଲା !

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡମିର ପୁତିନଙ୍କ ସବୁଠାରୁ ବଡ ବିରୋଧୀ ଆଲେକ୍ସି ନାଭଲେନୀଙ୍କ ରହସ୍ୟମୟ ଢ଼ଙ୍ଗରେ ଜେଲରେ ମୃତ୍ୟୁ ଘଟିଛି । ଏବେ ରୁଷ ଉପରେ କଡା ନଜର ରଖିଥିବା ୱେବସାଇଟ ନୋଭାୟା ୟୁରୋପରେ ଏକ ଚାଂଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଫେବୃୟାରୀ ୧୬ରେ ନାଭଲେନୀଙ୍କ ମୃତ୍ୟୁ ଘଟିଥିବା…

ଟି୨୦: ଭାରତକୁ ବିଶ୍ୱକପ ଜିତାଇଥିବା ରାଜପୁତ ହେଲେ ୟୁଏଇ କୋଚ

ନୂଆଦିଲ୍ଲୀ: ଭାରତର ପୂର୍ବ କ୍ରିକେଟର ଲାଲଚାନ୍ଦ ରାଜପୁତଙ୍କୁ ୟୁଏଇ ମୂଖ୍ୟ କୋଚ ଭାବେ ନିଯୁକ୍ତ କରିଛି । ସେ ମୁଦାସର ନଜରଙ୍କ ସ୍ଥାନରେ ଏହି ଦାୟିତ୍ୱ ତୁଲାଇବେ । ଟି୨୦ ବିଶ୍ୱକପକୁ ଆଖି ଆଗରେ ରଖି ୟୁଏଇ ବୋର୍ଡ ଏହି ନିଷ୍ପତି ନେଇଛି । ସୂଚନାଯୋଗ୍ୟ, ରାଜପୁତଙ୍କ ପ୍ରଶିକ୍ଷଣରେ ଭାରତ ୨୦୦୭…

ଟି୨୦ କ୍ରିକେଟରେ ଦ୍ରୁତ ୧୦ ହଜାର ରନ ସଂଗ୍ରହ କରିବାରେ ରେକର୍ଡ କଲେ ବାବର

ଲାହୋର: ପାକିସ୍ତାନ ସୁପର ଲିଗରେ ବାବର ଆଜମଙ୍କ ବିସ୍ଫୋରକ ବ୍ୟାଟିଂ ଜାରୀ ରହିଛି । ପେଶୱାର ଜାଲମୀର ଅଧିନାୟକ ବାବର ଏଥିସହ ଟି୨୦ କ୍ରିକେଟରେ ଇତିହାସ ରଚିଛନ୍ତି । ସେ ଏହି ଫର୍ମାଟରେ ଦ୍ରୁତ ୧୦ ହଜାର ରନ କରିବାରେ ରେକର୍ଡ କରିଛନ୍ତି । ସେ ବିରାଟ କୋହଲି ଓ କ୍ରିସ ଗେଲଙ୍କୁ ମଧ୍ୟ ପଛରେ ପକାଇ…