Latest Odisha News

BREAKING NEWS

Browsing Category

ଫିଚର

ପୁଣି ବିଜେଡି ସମର୍ଥନରେ ଅଶ୍ୱିନୀ ବୈଷ୍ଣବ ଦ୍ବିତୀୟ ଥର ପାଇଁ ଯିବେ କି ରାଜ୍ୟସଭା?

ଭୁବନେଶ୍ୱର: ପୁଣି ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯିବେ କି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ? ଓଡ଼ିଶାରୁ ଖାଲି ହେବାକୁ ଯାଉଥିବା ତିନି ରାଜ୍ୟସଭା ଆସନରୁ ବିଜେଡ଼ିର ୨ ପ୍ରାର୍ଥୀ ଆଜି ନାମାଙ୍କନ ଭରି ସାରିଛନ୍ତି । ଏହା ପରେ ତୃତୀୟ ପ୍ରାର୍ଥୀ କିଏ ହେବେ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି…

ଇଚ୍ଛାମୃତ୍ୟୁ ନେଲେ ନେଦରଲାଣ୍ଡର ପୂର୍ବ ପ୍ରଧାନମନ୍ତ୍ରୀ ଡ୍ରାଇସ ଭେନ ଆଗେଟ ଓ ପତ୍ନୀ ୟୁଜିନ

ନୂଆଦିଲ୍ଲୀ: ଆଉ ଦିନକ ପରେ ପ୍ରେମର ଦିବସ । ଏହା ପୂର୍ବରୁ ନେଦରଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଡ୍ରାଇସ ଭେନ ଆଗେଟ ଓ ପତ୍ନୀ ୟୁଜୀନ ନିଜ ପ୍ରେମକୁ ଚିରନ୍ତନ ସତ୍ୟରେ ପରିଣତ କରିବା ପାଇଁ ଇଚ୍ଛା ମୃତ୍ୟୁବରଣ କରିଛନ୍ତି । ଉଭୟଙ୍କ ବୟସ ୯୩ ଏବଂ ସେମାନେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । କେହି…

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ କି ଭଳି ରହିବ ରାଜକୋଟ ପିଚ

ରାଜକୋଟ: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ଫେବୃୟାରୀ ୧୫ରେ ରାଜକୋଟରେ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସମାନ ସ୍ଥିତିରେ ରହିଛି । ରାଜକୋଟ ମ୍ୟାଚରେ ବିଜୟ ଉଭୟ ଟିମ ପାଇଁ ଜରୁରୀ ହୋଇ ପଡିଛି । ଏଠାକାର ପିଚ ଧୀମା ରହିବ ବୋଲି ଅନୁମାନ କରାଯାଉଛି । ଅନ୍ୟ ଅର୍ଥରେ ଏହା…

‘ପିଏମ ସୂର୍ଯ୍ୟ ଘର’ ଯୋଜନା ଲଞ୍ଚ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:'ପିଏମ ସୂର୍ଯ୍ୟ ଘର' ଯୋଜନା ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ମଙ୍ଗଳବାର ସେ ଏହି ଯୋଜନାକୁ ନେଇ ଘୋଷଣା କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି ୭୫ ହଜାର କୋଟି ନିବେଶ ଦ୍ବାରା ଏକ କୋଟି ଘର ଉପରେ ରୁଫ୍‌ଟପ୍‌ ସୋଲାର…

ବିଜେପିରେ ମିଶିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ, କହିଲେ ଆଜି ମୋର ନୂଆ ରାଜନୈତିକ କ୍ୟାରିୟର…

ମୁମ୍ବାଇ: କାଲି ଛାଡିଥିଲେ ହାତ, ଆଜି ଧରିଲେ ପଦ୍ମ। ମହାରାଷ୍ଟ୍ର ରାଜନୀତିରେ କଂଗ୍ରେସକୁ ଲାଗିଛି ବଡ଼ ଧକ୍କା। ସେବି ନିର୍ବାଚନ ଠିକ୍ ପୂର୍ବରୁ। ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି। କଂଗ୍ରେସ…

ମୁଖ୍ୟମନ୍ତ୍ରୀଙ୍କ ନାଁ ନ ନେଇ ରାଜ୍ୟ ସରକାରଙ୍କୁ ଶିବରାଜଙ୍କ ଟାର୍ଗେଟ

ଭୁବନେଶ୍ୱର:ବିଜେଡିି ସରକାର ଉପରେ ଗର୍ଜିଲେ ଶିବରାଜ। କହିଲେ ଓଡିଶାରେ ଆଉଟସୋର୍ସିଂ ସରକାର। ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂ ଚୌହାନ୍ । ବେଲଗାମ୍ ଅଧିକାରୀ ସାରା ଓଡିଶାକୁ ଭ୍ରଷ୍ଟାଚାରରେ ବୁଡାଇଛନ୍ତି।…

ଜାତୀୟ ସ୍କଚ ଆୱାର୍ଡ଼ ୨୦୨୩: ବି ଏସ୍ କେ ୱାଇକୁ ସ୍ଵର୍ଣ୍ଣ ପଦକ

ଭୁବନେଶ୍ୱର: ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାତୀୟ ସ୍କଚ ଆୱାର୍ଡ଼ – ୨୦୨୩ ର ସ୍ଵର୍ଣ୍ଣ ପଦ ହାସଲ କରିଛି । ଏଥିପାଇଁ ସ୍କଚ ଆୱାର୍ଡ଼ କର୍ତ୍ତୁପକ୍ଷଙ୍କ ଦ୍ଵାରା ନୂଆ ଦିଲ୍ଲୀ ସ୍ଥିତ ସମ୍ଭିଧାନ କ୍ଲବ ହଲରେ ଅନୁଷ୍ଠିତ ଉତ୍ସବରେ…

ଏଟିଏମ୍‌ ଭ୍ୟାନ୍‌ରୁ ଦେଢ କୋଟି ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ: ଜବତ ହେଲା ୬୪ ଲକ୍ଷ, ୭ ଗିରଫ

କଟକ: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆରେ ଏକ ଏଟିଏମ ଭ୍ୟାନରୁ ଦେଢ଼ କୋଟିରୁ ଅଧିକ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ । ଲୁଟ୍‌ କରିଥିବା ଗ୍ୟାଙ୍ଗକୁ ଧରିଛି କଟକ ଗ୍ରାମାଞ୍ଚଳ ପୋଲିସ । ସେମାନଙ୍କ ନିକଟରୁ ୬୪ ଲକ୍ଷ ୪୫ ହଜାର ଟଙ୍କା ଜବତ ହୋଇଛି । ଖବର ଅନୁଯାୟୀ, ୨୦୨୩…

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଦେବାଶିଷ ଏବଂ ଶୁଭାଶିଷ

ଭୁବନେଶ୍ବର: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ । କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀ ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ଦୁଇ ନେତା ନାମାଙ୍କନ ଭରିଛନ୍ତି । ଏହି ସମୟରେ ଅର୍ଥ ମନ୍ତ୍ରୀ…

ପୁରୀ ଜିଲ୍ଲା ବିଜେଡି ସଭାପତି ପଦ ସମ୍ଭାଳିବେ ଦିବାକର ପାତ୍ର

ପୁରୀ: ଆଜିଠୁ ପୁରୀ ଜିଲ୍ଲା ବିଜେଡି ସଭାପତି ପଦ ସମ୍ଭାଳିବେ ପୁରୀ ସଦର ବ୍ଳକ୍ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଦିବାକର ପାତ୍ର । ଦିବାକର ପାତ୍ରଙ୍କୁ ପୁରୀ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ପୁରୀ…