Latest Odisha News

BREAKING NEWS

Browsing Category

ଫିଚର

ନୀତୀଶଙ୍କୁ ବଞ୍ଚାଇ ଦେଲେ ଶାହ

ପାଟନା:ବୁଡ଼ି ଯାଉଥିଲେ ନୀତୀଶ, ବଂଚାଇଦେଲେ ଶାହ। ଗତ କିଛି ସପ୍ତାହ ଅତ୍ୟନ୍ତ ରୋମାଞ୍ଚକର ରହିଛିବିହାର ରାଜନୀତିରେ। ୨୦୦୪ ପରଠାରୁ ବିହାରରେ ପ୍ରାୟ ଦୁଇ ଦଶନ୍ଧି ଧରି ଶାସନ ଚାଲିଥିବା ପରେ ପୁଣିଥରେ ସରକାର ଗଢିବା ପାଇଁ ବିପକ୍ଷରେ ପରିବର୍ତ୍ତନ ପରମ୍ପରା ଜାରି ରହିଛି। ଏହି ପରମ୍ପରା ମଧ୍ୟରେ…

ରଣଜୀ ଟ୍ରଫି: ୪ ବଲରେ ୪ ୱିକେଟ ହାସଲ କଲେ କୁଲୱନ୍ତ ଖେଜରୋଲିୟା

ଭୋପାଳ: ରଣଜୀ ଟ୍ରଫି କ୍ରିକେଟରେ ମଧ୍ୟପ୍ରଦେଶର ବାମହାତୀ ପେସ ବୋଲର କୁଲୱନ୍ତ ଖେଜରୋଲିୟା ୪ଟି ବଲରେ ୪ଟି ୱିକେଟ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରଣଜୀ ଟ୍ରଫିରେ ସେ ତୃତୀୟ ବୋଲର ଭାବେ ଏହି ସଫଳତା ହାସଲ କରିଛନ୍ତି । ସେ ମ୍ୟାଚରେ ୩୪ ରନ ଦେଇ ୫ଟି ୱିକେଟ ନେଇଥିଲେ । ତାଙ୍କ…

ରଣଜୀ ଟ୍ରଫିରେ ସାମିଲ ନ ହେବା ନେଇ ସିନିୟର ଖେଳାଳିଙ୍କୁ ବିସିସିଆଇର ଚେତାବନୀ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ସିନିୟର ଖେଳାଳି ରଣଜୀ ଟ୍ରଫିରେ ସାମିଲ ହେଉ ନ ଥିବା ନେଇ ଚେତାବନୀ ଦିଆଯାଇଛି । ବରୋଦାର କୃଣାଳ ପାଣ୍ଡ୍ୟା ଓ ରାଜସ୍ଥାନର ଦୀପକ ଚହରଙ୍କ ପରି ଖେଳାଳି ରଣଜୀରୁ ଦୂରେଇ ରହି ଆଇପିଏଲ ପାଇଁ ପ୍ରସ୍ତୁତି କରୁଥିବା ଜଣା ପଡିଥିଲା । ଏ ନେଇ…

ଭଦ୍ରକରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଆସ୍ଥା ଟ୍ରେନ୍‌, ଅଯୋଧ୍ୟା ଗଲେ ୧୨୫୧ ଜଣ ରାମ ଭକ୍ତ

ଭଦ୍ରକ: ଆଜି ଭଦ୍ରକରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଟ୍ରେନ୍‌ । ରାମଲଲାଙ୍କ ଦର୍ଶନ ପାଇଁ ଗଡ଼ିଲା ଏହି ସ୍ପେଶାଲ ଟ୍ରେନ୍‌ । ଭଦ୍ରକ ଓ କେନ୍ଦୁଝର ଜିଲ୍ଲା ୧୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅଯୋଧ୍ୟାକୁ ଯାତ୍ରା କରିଛନ୍ତି ୧୨୫୧ ଜଣ ରାମ ଭକ୍ତ । ଭଦ୍ରକ ଷ୍ଟେସନରୁ ସିଧାସଳଖ ଏହି ଟ୍ରେନ…

‘ବିଧାନସଭାରୁ ସଂସଦକୁ ଯିବା ମୋ ପାଇଁ ପ୍ରମୋସନ’

କଟକ: ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ଦେବାଶିଷ ସାମନ୍ତରାୟ । କହିଲେ ‘ବିଧାନସଭାରୁ ସଂସଦକୁ ଯିବା ମୋ ପାଇଁ ବହୁତ ବଡ଼ ସୁଯୋଗ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଁ ଧନ୍ୟବାଦ ଜଣାଉଛି’। ସେ ଆହୁରି କହିଛନ୍ତି, ‘ଦଳର ଆଭିମୁଖ୍ୟ ଓ ଓଡ଼ିଶାରେ ଯାହା ସମସ୍ୟା…

ବରଗଡରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ବିକ୍ରି ପାଇଁ ଡିଲ୍ ବେଳେ ଜଣଙ୍କୁ ଗିରଫ କଲା ଏସଟିଏଫ୍

ବରଗଡ: ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚୋରାଚାଲାଣକାରୀ । ଡିଲ୍ ଚାଲିଥିବା ବେଳେ ମାଡିବସିଲା ଏସଟିଏଫ । ବଜ୍ରକାପ୍ତା ଚାଲାଣକାରୀଙ୍କୁ ବରଗଡ଼ ବନବିଭାଗ ସହାୟତାରେ ଗିରଫ କଲା ଏସଟିଏଫ । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଆମ୍ବଭୋଣା-ଡୁଙ୍ଗୁରୀ ରାସ୍ତା ବୁଢିପାଲି ଛକ ନିକଟରେ ଡିଲ…

ନୂଆ-ଓ ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କ ଠାରୁ ଛାତ୍ରବୃତ୍ତି ପାଇବେ ଛାତ୍ରଛାତ୍ରୀ

ଯାଜପୁର: ନୂଆ-ଓ ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କ ଠାରୁ ଛାତ୍ରବୃତ୍ତି ପାଇବେ ପ୍ଲସ୍ ୨ ଓ ପ୍ଲସ୍ ୩ ଛାତ୍ରଛାତ୍ରୀ । ଏନେଇ ଯାଜପୁର ଏନସି କଲେଜରେ ଅନୁଷ୍ଠିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଘୋଷଣା କରିଛନ୍ତି 5T ଏବଂ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନ୍ । ପୁଅମାନେ…

ଗ୍ରେଡ୍ ପେ ବୃଦ୍ଧି ଦାବିରେ ସଚିବାଳୟ ସେବା ସଂଘର ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ବର: ଓଡ଼ିଶା ସଚିବାଳୟ ସେବା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ । ଗ୍ରେଡ ପେ ବୃଦ୍ଧି ଦାବି ନେଇ ସରକାରଙ୍କ ସହ ବାରମ୍ବାର ଆଲୋଚନା ସତ୍ତ୍ୱେ ଦାବି ପୂରଣ ହେଉନଥିବାରୁ, ସଚିବାଳୟ ସେବା କ୍ୟାଡ଼ରର କର୍ମଚାରୀମାନେ ଆଜି ଅର୍ଥାତ୍ ଫେବୃୟାରୀ ୧୩ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ…

ଗତ ୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ଵର: ସଂସଦୀୟ କ୍ଷେତ୍ର ଭୁବନେଶ୍ୱର ପାଇଁ ୫ ବର୍ଷର ରିପୋର୍ଟ କାର୍ଡ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଦ୍ଵାରା ଦିଆଯାଇଥିବା ଏହି ରିପୋର୍ଟ କାର୍ଡରେ ସଂସଦୀୟ କ୍ଷେତ୍ରରେ ହୋଇଥିବା ସମସ୍ତ ବିକାଶ କାର୍ଯ୍ୟ ସ୍ଥାନ…

ବୋମା ଖାଇ ଦନ୍ତା ମୃତ

ଭୁବନେଶ୍ୱର: ଭରତପୁର ଜଙ୍ଗଲରେ ବୋମା ବିସ୍ଫୋରଣର ଶିକାର ହୋଇଥିବା ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଏହି ହାତୀ ଖୋର୍ଦ୍ଧା ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି । ଗତକାଲି ଭରତପୁର ଜଙ୍ଗଲରେ ବନ ବିଭାଗ କର୍ମଚାରୀ ଏହି ହାତୀକୁ ଠାବ କରିବା ପରେ OUAT ଓ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ…