Latest Odisha News

BREAKING NEWS

Browsing Category

ଫିଚର

ଇନକମ ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ ହେବ ନାହିଁ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ସେ ବ୍ୟକ୍ତି ବିଶେଷ ଏବଂ କର୍ପୋରେଟ୍ ମାନଙ୍କ ପାଇଁ ପ୍ରଚଳିତ ଟିକସ ହାର ଏବଂ ସ୍ଲାବରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି। ମନ୍ତ୍ରୀ…

ମୋଦୀ ସରକାର ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମା ରେଖାରୁ ବାହାରକୁ ଆଣିଛନ୍ତି: ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଭାରତ ରେ ପରିଣତ କରିବା ଲକ୍ଷ୍ୟ ଉପରେ ଆମେ କାର୍ଯ୍ୟ କରୁଛୁ। ପୂର୍ବରୁ ସାମାଜିକ ନ୍ୟାୟ ଏକ ରାଜନୈତିକ କୌଶଳ ଥିଲା, କିନ୍ତୁ ଆମେ ଏହାକୁ ଗମ୍ଭୀରତାର…

୧୦ ବର୍ଷରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ଆମ ସରକାର କୃଷକଙ୍କ କଲ୍ୟାଣ ପ୍ରତି ଧ୍ୟାନ ଦେଇଛି। ପିଏମ କିଷାନ ଯୋଜନାରେ ୧୧.୮ କୋଟି କୃଷକଙ୍କୁ ଲାଭ ଦିଆଯାଇଛି । ୪ କୋଟି କୃଷକ ୧.୮ ପିଏମ୍ ସ୍ୱନିଧି ଯୋଜନା ୭୮ ଲକ୍ଷ ଭେଣ୍ଡରଙ୍କୁ…

ପ୍ରଥମ ପରାଜୟ ପରେ ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ କେମିତି ଲଢ଼ିବ ଭାରତ? ଫର୍ମରେ ନାହାନ୍ତି ପ୍ରମୁଖ ବ୍ୟାଟର

ବିଶାଖାପାଟଣା: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବ୍ରୁଆରି ୨ ତାରିଖରେ ବିଶାଖାପାଟଣାରେ ଖେଳାଯିବ। ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତୀୟ ଦଳ ସିରିଜ୍ ରେ ୧-୦ରେ ପଛୁଆ ରହିଛି। ଏବେ ଦ୍ବିତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆରୁ ଆହତ ପାଇଁ ବାଦ…

ଅନ୍ତରୀଣ ବଜେଟରେ ଗରିବ, ମହିଳା, ଯୁବ ବର୍ଗ ଓ କୃଷକଙ୍କ ଉପରେ ଫୋକସ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କ୍ରମାଗତ ଷଷ୍ଠ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର କହିଛନ୍ତି ଯେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ବିକାଶ ପାଇଁ ଏକ ଆଭିମୁଖ୍ୟ ସହିତ କାମ କରିଛନ୍ତି ଯାହା ଯାହ ସର୍ବାଙ୍ଗୀନ ଏବଂ ସର୍ବବ୍ୟାପୀ ରହିଛି। ଗରିବ,…

ଖାଉଟିଙ୍କ ଉପରେ ପୁଣି ଦରବୃଦ୍ଧି ଅତ୍ୟାଚାର, ଆକାଶ ଛୁଆଁ ରସୁଣ ଦର

ଭୁବନେଶ୍ୱର: ଖାଉଟିଙ୍କ ଉପରେ ମହଙ୍ଗା ମାଡ । ଆକାଶ ଛୁଆଁ ହୋଇଛି ରସୁଣ ଦର । ଫଳରେ ରୋଷେଇଶାଳର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବ୍ୟବହୃତ ହେଉଥିବା ରସୁଣ ରେ ହାତ ମାରି ହେଉନି । ବର୍ତ୍ତମାନ ଏହାର କିଲୋଗ୍ରାମ ପିଛା ଦର ୫ ଶହ ଟଙ୍କା ରହିଛି । ୧୦୦ ଗ୍ରାମ ରସୁଣ ଆଣିବାକୁ ହେଲେ ଏବେ ୫୦ ଟଙ୍କା…

ହେମନ୍ତ ସୋରେନଙ୍କ ଗିରଫ ପରେ ଝାଡଖଣ୍ଡରେ ବନ୍ଦ ପାଳନ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିବା ପରେ ଝାଡ଼ଖଣ୍ଡରେ ଆଜି ରାଜ୍ୟବ୍ୟାପୀ ବନ୍ଦ ପାଳନ କରାଯାଉଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର ସଭାପତି ସୋରେନ୍ ବୁଧବାର ସନ୍ଧ୍ୟାରେ ନିଜ ପଦରୁ…

ଶିକ୍ଷା କ୍ଷେତ୍ରରେ ସଫଳତା ପାଇଁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ଉଦ୍ଦେଶ୍ୟରେ ଆୟୋଜିତ ୫-ଟି କାର୍ଯ୍ୟକ୍ରମ ଅଧୀନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା କ୍ଷେତ୍ରର ବିଭିନ୍ନ ଅଂଶୀଦାରଙ୍କୁ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ ଓ ଅନୁଷ୍ଠାନିକ…

ଡିଜିପି ଦୌଡ଼ ଭିତରେ ସ୍ୱେଚ୍ଛାକୃତ ଅବସର ନେଲେ ବରିଷ୍ଠ ଆଇପିଏସ୍ ଅଫିସର ବି ରାଧିକା

ଭୁବନେଶ୍ୱର: ଓଡ଼ିଶାରେ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ପଦପାଇଁ ପ୍ରମୁଖ ଦାବିଦାର ଥିବା ବରିଷ୍ଠ ଆଇପିଏସ୍ ଅଫିସର ବି ରାଧିକା ସ୍ବେଚ୍ଛାକୃତ ଭାବେ ଚାକିରିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାର ତାଙ୍କ ଅନୁରୋଧକୁ ଗ୍ରହଣ କରି ବୁଧବାର ଏକ ବିଜ୍ଞପ୍ତି ଜାରି କରି ୨୦୨୪…

ଡିଭାଇଡରରେ ପିଟି ହୋଇ ଓଲଟିପଡିଲା ବସ୍, ୨୧ ଯାତ୍ରୀ ଆହତ

କଟକ: କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ରାସ୍ତାରେ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨୧ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ଯାତ୍ରୀଙ୍କ ମଧ୍ୟରେ ମହିଳା ଓ…