Latest Odisha News

BREAKING NEWS

Browsing Category

ଫିଚର

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବୁଧବାର ଦିନ ପ୍ରାୟ ୨ ଘଣ୍ଟା ଧରି ପ୍ରବଳ ବର୍ଷା ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହିତ ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ଭୟଙ୍କର ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। ପାଣି ଜମି ରହିଥିବା…

Breast cancer awareness: ଯୁବାବସ୍ଥାରେ କାହିଁକି ହେଉଛି ସ୍ତନ କର୍କଟ, କ’ଣ କସମେଟିକ୍ ଉତ୍ପାଦ ଏହାର କାରଣ?

ନୂଆଦିଲ୍ଲୀ: ସମୟ ବଦଳୁଛି ଏବଂ ତା ସାଙ୍ଗକୁ ଅଭ୍ୟାସ ମଧ୍ୟ ବଦଳୁଛି। କିନ୍ତୁ ଆମ ମାନସିକତା ବଦଳୁନି। ଏହା ଆମ ସ୍ୱାସ୍ଥ୍ୟକୁ ବିପଦରେ ପକାଉଛି। ଆଜି ଘରେ ଘରେ ଲୋକମାନେ ରୋଗରେ ପୀଡ଼ିତ । ତା’ ମଧ୍ୟରେ କ୍ୟାନସର ସବୁଠୁ ଭୟଙ୍କର। କୁହାଯାଏ, “ସ୍ୱାସ୍ଥ୍ୟ ହେଉଛି ସମ୍ପଦ,” କିନ୍ତୁ ଜଙ୍କ୍ ଫୁଡ୍ ଓ…

କଟକରେ କର୍ଫ୍ୟୁ କୋହଳ, ସ୍ଵାଭାବିକ ହେଉଛି ସ୍ଥିତି

କଟକ: କଟକରେ ୩୬ ଘଣ୍ଟିଆ କର୍ଫ୍ୟୁ ମଙ୍ଗଳବାର ସକାଳ ୧୦ଟାରେ ଶେଷ ହେବା ପରେ ସ୍ଵାଭାବିକ ହେଉଛି ଜନଜୀବନ। ରବିବାର ସହରରେ ହିଂସା ପାଇଁ ହ୍ୱାଟ୍ସଆପ୍, ଫେସବୁକ୍ ଏବଂ ଏକ୍ସ ଭଳି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମର ଅପବ୍ୟବହାର ଯୋଗୁଁ ତଥା ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରସାରିତ ହେଉଥିବା…

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ; ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳି

ଭୁବନେଶ୍ୱର: ଚଳିତ ବର୍ଷର କାର୍ତ୍ତିକ ବ୍ରତ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ବ୍ରତ ପାଳନ ପାଇଁ ହବିଷ୍ୟାଳିମାନେ ପୁରୀରେ ଆସି ପହଞ୍ଚିଛନ୍ତି। ତେବେ ୧ ମାସ ଧରି ଚାଲିବାକୁ ଥିବା ଏହି ବ୍ରତ ନଭେମ୍ବର ୫ରେ ସମାପ୍ତ ହେବ। ପୁରୀ ର ୫ ଟି ହବିଷ୍ୟାଳୀ କେନ୍ଦ୍ର ରେ ୨୫ଶହ ହବିଷ୍ୟାଳୀଙ୍କ ପାଇଁ…

ଇସ୍ରାଏଲ ଓ ଗାଜା ଯୁଦ୍ଧକୁ ପୂରିଲା ୨ ବର୍ଷ, ଜାଣନ୍ତୁ କେତେ ଯୁଦ୍ଧ ଲଢ଼ିଲାନି…

ନୂଆଦିଲ୍ଲୀ: ଅକ୍ଟୋବର ୭, ୨୦୨୩ ମଧ୍ୟପ୍ରାଚ୍ୟ ଇତିହାସର ଏକ କଳା ଅଧ୍ୟାୟ। ଠିକ୍ ଦୁଇ ବର୍ଷ ପୂର୍ବେ ଏହି ଦିନ ପାଲେଷ୍ଟାଇନୀ ସଂଗଠନ ହମାସ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା। ବହୁ ସଂଖ୍ୟକ ନିରୀହ ନାଗରିକଙ୍କୁ ହତ୍ୟା କରାଯାଇଥିଲା ଏବଂ ଅନେକଙ୍କୁ ବନ୍ଧକ କରାଯାଇଥିଲା। ହମାସର ଏହି…

ସର୍ବକାଳୀନ ରେକର୍ଡ଼ ଛୁଇଁଲା ସୁନା ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: କିଛି ଦିନ ହେବ ସୁନା ଦରରେ ତୀବ୍ର ବୃଦ୍ଧି ହେବାରେ ଲାଗିଛି। ବର୍ତ୍ତମାନ ଦିଲ୍ଲୀର ସୁନା ବଜାରରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୯,୭୦୦ ଟଙ୍କା ବୃଦ୍ଧି ପାଇ ଏହା  ୧୩୦,୩୦୦ ଟଙ୍କାରେ ପହଞ୍ଚିଛି। ତେବେ ପ୍ରବଳ ସ୍ପଟ୍ ଚାହିଦା ମଧ୍ୟରେ, ସୋମବାର ଦିନ ନୂତନ କାରବାର…

ନୂଆପଡାବାସୀଙ୍କୁ ୧୧୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ନୂଆପଡା ଜିଲ୍ଲାରେ ୧୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏନେଇ ସେ 'ଏକ୍ସ'ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। "ଆଜି ମୁଁ ନୂଆପଡ଼ା ଜିଲ୍ଲା ପାଇଁ ମୋଟ୍ ୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲି।…

କଟକରେ କର୍ଫ୍ୟୁ; ଜାଣନ୍ତୁ କ’ଣ ଖୋଲା ଓ କ’ଣ ବନ୍ଦ

କଟକ: କଟକ ସହରରେ ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ମା ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିଲା ହିଂସାକାଣ୍ଡ। ଏବେ ସ୍ଥିତିକୁ ଦୃଷ୍ଟିରେ ରଖି ରବିବାର ରାତିରୁ କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। କର୍ଫ୍ୟୁ ଜାରି କରାଯାଇଥିବା ଅଞ୍ଚଳଗୁଡ଼ିକ ହେଲା…

କଟକରେ ହିଂସାକାଣ୍ଡ; ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

ଭୁବନେଶ୍ୱର: କଟକରେ ଦୁର୍ଗା ମାଙ୍କ ମୂର୍ତ୍ତି ବିସର୍ଜନ ସମୟରେ ହୋଇଥିବା ହିଂସାକାଣ୍ଡ ପରେ ଓଡ଼ିଶା ସରକାର ରବିବାର ଦିନ ସହରର କିଛି ଅଞ୍ଚଳରେ ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ସାଇଟକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କଟକ ମ୍ୟୁନିସିପାଲ୍ କର୍ପୋରେସନ୍…

ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗି ମାନଙ୍କର ହେବ ପୁନରୁଦ୍ଧାର: ମୁଖ୍ୟମନ୍ତ୍ରୀ  

ଭୁବନେଶ୍ୱର: ପ୍ରତ୍ୟେକ ଓଡ଼ିଆ ଘରେ ଭାଗବତ ଏବଂ ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗି ମାନଙ୍କର ପୁନରୁଦ୍ଧାର ଓ ପ୍ରତିଷ୍ଠା ହେବ। ଧର୍ମ ଜାଗରଣ ସମିତି, ଓଡ଼ିଶା ପକ୍ଷରୁ ଆଜି ଭୁବନେଶ୍ବର-କଟକ ରୋଡ ସ୍ଥିତ ତେରାପନ୍ଥ ଭବନ ଠାରେ ଆୟୋଜିତ ଶ୍ରୀମଦ୍ ଭାଗବତ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…