Latest Odisha News

BREAKING NEWS

Browsing Category

ଫିଚର

JSSC CGL ପରୀକ୍ଷା ରଦ୍ଦ; ୧୬ ଦିନିଆ ଅନଶନ ଭାଙ୍ଗିଲେ ଛାତ୍ର ନେତା ଦେବେନ୍ଦ୍ର…

ରାଞ୍ଚି: ପରୀକ୍ଷା ବାତିଲ ନେଇ ସରକାର ସୂଚନା ଦେବା ପରେ ଛାତ୍ର ନେତା ଦେବେନ୍ଦ୍ର ନାଥ ମାହାତୋ ୧୬ ଦିନିଆ ଅନଶନ ଭାଙ୍ଗିଛନ୍ତି। ସେ ରାଞ୍ଚିର ସଦର ହସ୍ପିଟାଲରେ ଅନଶନରେ ଥିଲେ। ମାହାତୋ ଜୁସ୍ ପିଇ ତାଙ୍କର ଅନଶନ ଭାଙ୍ଗିଥିବା କୁହାଯାଉଛି। ଝାଡ଼ଖଣ୍ଡ ସରକାର JSSC-CGL ପରୀକ୍ଷା ଏବଂ TSR…

ରାସ୍ତାକଡ଼କୁ ଓଲଟିଲା ବସ୍, ୨୦ ଆହତ

ଭୁବନେଶ୍ୱର: ନୟାଗଡ ଜିଲ୍ଲାରେ ଏକ ବସ୍ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିବା ଫଳରେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପାଣ୍ଡୁସର ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ଯାତ୍ରୀବାହୀ ବସ୍ 'ଚକାଡୋଳା' ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଦାରିଙ୍ଗବାଡିରୁ…

ପ୍ରବଳ ବର୍ଷା ସମ୍ଭାବନା; ଆଜି ଏସବୁ ଜିଲ୍ଲାରେ ସ୍କୁଲ୍‌ ଓ ଅଙ୍ଗନବାଡ଼ି ଛୁଟି

ଭୁବନେଶ୍ୱର: ପ୍ରବଳ ବର୍ଷା ପୂର୍ବାନୁମାନ ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ସୁନ୍ଦରଗଡ ଜିଲ୍ଲାରେ ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରବଳ ବର୍ଷା ପୂର୍ବାନୁମାନ ଏବଂ ବନ୍ୟା ପରିସ୍ଥିତି…

ଆପଣ ଜାଣନ୍ତି କି? ମହାକାଶରେ କାନ୍ଦି ପାରନ୍ତି ନାହିଁ ମହାକାଶଚାରୀ..

ନୂଆଦିଲ୍ଲୀ: ଧରାପୃଷ୍ଠ ବା ପୃଥିବୀରେ କାନ୍ଦିବା ମଣିଷର ସବୁଠାରୁ ସରଳ କାର୍ଯ୍ୟ ମଧ୍ୟରୁ ଗୋଟିଏ ପରି ମନେହୁଏ। କାନ୍ଦିବା ମଣିଷର ସବୁଠାରୁ ସ୍ବାଭାବିକ ଭାବନା। ଆଖିରୁ ଲୁହ ଯେତେବେଳେ ବାହାରେ ମାଧ୍ୟାକର୍ଷଣ ଯୋଗୁଁ ଲୁହ ଆମ ଗାଲ ଦେଇ ତଳକୁ ଝରିଯାଏ। କିନ୍ତୁ ଏଠାରେ ଚିନ୍ତା କରନ୍ତୁ ମହାକାଶରେ…

ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍‌

ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ପାଞ୍ଚଟି ସ୍ଲୁଇସ୍ ଗେଟ୍ ସୋମବାର ଦିନ ଖୋଲାଯାଇଛି। ଏଥିସହିତ ବର୍ତ୍ତମାନ ଡ୍ୟାମର ମୋଟ ୭ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଯେଉଁଥିରେ ବାମ ପାର୍ଶ୍ୱରେ ପାଞ୍ଚଟି ଏବଂ ଡାହାଣ ପାର୍ଶ୍ୱରେ ଦୁଇଟି ଗେଟ୍ ଖୋଲା ରହିଛି। ପୂର୍ବରୁ ଦୁଇଟି ଗେଟ୍…

ପ୍ରବଳ ବର୍ଷା ଆଶଙ୍କା; ଓଡ଼ିଶାର ୫ ଜିଲ୍ଲାରେ ଆଜି ସ୍କୁଲ ବନ୍ଦ

ଭୁବନେଶ୍ୱର: ପ୍ରବଳ ବର୍ଷା ପୂର୍ବାନୁମାନକୁ ଦୃଷ୍ଟିରେ ରଖି କେନ୍ଦୁଝର, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଞ୍ଜର ଜିଲ୍ଲା ପ୍ରଶାସନ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସ୍କୁଲ, କଲେଜ ଏବଂ ଅଙ୍ଗନୱାଡି କେନ୍ଦ୍ର ସାମିଲ ରହିଛି। ରିପୋର୍ଟ…

ମସ୍କୋ ଉପରେ ୟୁକ୍ରେନର ବଡ଼ ଧରଣର ଡ୍ରୋନ୍ ଆକ୍ରମଣ

ନୂଆଦିଲ୍ଲୀ: ରୁଷ ୟୁକ୍ରେନ ଯୁଦ୍ଧ ଏବେ ଅତ୍ୟନ୍ତ ଭୟାନକ ମୋଡ଼ ନେଇଛି। ୟୁକ୍ରେନ ସେନା ରୁଷର ରାଜଧାନୀ ମସ୍କୋକୁ ଲକ୍ଷ୍ୟ କରି ବଡ ଡ୍ରୋନ୍ ଆକ୍ରମଣ କରିଛି। ସୂଚନା ଅନୁଯାୟୀ, ରାତିସାରା ମସ୍କୋ ଆକାଶମାର୍ଗରେ ପ୍ରାୟ ୨୦୧ଟି ୟୁକ୍ରେନୀୟ ଡ୍ରୋନକୁ ରୁଷିଆର ଏୟାର ଡିଫେନ୍ସ ସିଷ୍ଟମ୍ ସଫଳତାର ସହ…

ପୁରୀରେ ମହାପ୍ରଭୁଙ୍କ ଆଶିଷ ନେଲେ ନୂଆ ଅତିରିକ୍ତ ଡିଜିପି ବିନୟତୋଷ ମିଶ୍ର

ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଲେ ଓଡ଼ିଶାର ନୂଆ ଅତିରିକ୍ତ ପୋଲିସ ମୁଖ୍ୟ ବିନୟତୋଷ ମିଶ୍ର। ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ ପରେ ମହିଳା ସୁରକ୍ଷା, ସାଇବର ଅପରାଧ ଦମନ ଏବଂ ପର୍ବ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି ନୂଆ ଅତିରିକ୍ତ ପୋଲିସ…

ଆସନ୍ତାକାଲି ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ 

ପୁରୀ: ସୋମବାର ଦିନ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନିତିକାନ୍ତି ପାଇଁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ଚାରି ଘଣ୍ଟା ପାଇଁ ସାର୍ବଜନୀନ ଦର୍ଶନ ବନ୍ଦ ରହିବ। ଆସନ୍ତାକାଲି ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ରବିବାର ଏନେଇ ସୂଚନା ଦେଇଛି।…

ଓଡ଼ିଶା DGP ଭାବେ ଅତିରିକ୍ତ ଦାୟିତ୍ବ ନେଲେ ବିନୟତୋଷ ମିଶ୍ର

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ରବିବାର ଦିନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଏବଂ ପୋଲିସ ବାହିନୀର ମୁଖ୍ୟ ଭାବରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୱାଇ ବି ଖୁରାନିଆଙ୍କ ସ୍ଥାନ ନେଇଛନ୍ତି। ସେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଁ ରାଜ୍ୟ ସରକାରଙ୍କୁ…