Latest Odisha News

BREAKING NEWS

Browsing Category

ଫିଚର

ମୁସଲିମ ଲିଗ୍‌ ଜମ୍ମୁ-କଶ୍ମୀରକୁ ବ୍ୟାନ୍ କଲେ କେନ୍ଦ୍ର ସରକାର 

ନୂଆଦିଲ୍ଲୀ: ମୁସଲିମ ଲିଗ ଜମ୍ମୁ କଶ୍ମୀର-ମସରତ ଆଲମ ଗ୍ରୁପ୍‌ (MLJK-MA) ମେଣ୍ଟ ଉପରେ ବ୍ୟାନ ଲଗାଇଛନ୍ତି କେନ୍ଦ୍ର ସରକାର। UAPA ଅଧୀନରେ ଏହାକୁ ବେଆଇନ ସଙ୍ଗଠନ ଭାବରେ ଘୋଷଣା କରାଯାଇଛି। କେନ୍ଦ୍ର ସରକାର ଦେଶ ବିରୋଧୀ କାର୍ଯ୍ୟକଳାପ ବିରୋଧରେ କଡା ନିଷ୍ପତ୍ତି ନେଇଛନ୍ତି।ସଙ୍ଗଠନ ଏବଂ ଏହାର…

ଓଲଟିଲା ପର୍ଯ୍ୟଟକଙ୍କ ବସ୍ , ୨ ଗୁରୁତର, ୨୫ ଜଣ ଆହତ

କନ୍ଧମାଳ: ଓଲଟିଲା ପର୍ଯ୍ୟଟକଙ୍କ ବସ୍ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବାବେଳେ, ୨୫ ଜଣ ଆହତ ହୋଇଥିବା ଜଣାପଡିଛି । ପଶ୍ଚିମବଙ୍ଗ ରୁ ପର୍ଯ୍ୟଟକ ଙ୍କୁ ନେଇ ପ୍ରଥମେ ଦାରିଙ୍ଗବାଡି ବୁଲିସାରିବା ପରେ ଗୋପାଳପୁର ଅଭିମୁଖେ ଯାଉଥିବା ଏକ ବସ୍ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ରାହ୍ମଣୀଗାଁ ଥାନା…

ଗଞ୍ଜାମରେ ମୁଣ୍ଡ ଟେକିଲା କୋରୋନା, ୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ପୁଣି ଡରାଇଲାଣି କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତ ଚିହ୍ନଟ ପରେ,…

ଦୀର୍ଘ ଏକ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ମୟୂରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ମାସେ ପରେ ଆଜି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ବିଭିନ୍ନ ସମସ୍ୟାକୁ ନେଇ ଦୀର୍ଘ ଏକ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଜିଲ୍ଲା ପ୍ରଶାସନ ଏବଂ ବନବିଭାଗର ପ୍ରତିଶୃତି ପରେ ରାସ୍ତାରୁ ହଟିଲେ ଆନ୍ଦୋଳନକାରୀ…

ଆଶିକ ୩ରେ ଆନିମଲ ଫେମ ତୃପ୍ତିଙ୍କ ଏଂଟ୍ରି

ମୁମ୍ବାଇ: ଆନିମଲ ଫିଲ୍ମ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା ତୃପ୍ତି ଡିମୋରୀଙ୍କ ହାତରେ ଏକ ବଡ ଫିଲ୍ମ ଲାଗିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଆଶିକ ୩ରେ କାର୍ତିକ ଆର୍ଯ୍ୟନଙ୍କ ସହ ତୃପ୍ତି ଅଭିନୟ କରିବେ । ଏହି ରୋମାଂଟିକ ଡ୍ରାମା ଫିଲ୍ମକୁ ତୃପ୍ତି ସାଇନ ମଧ୍ୟ କରିଛନ୍ତି ।…

ୟୁ ଟ୍ୟୁବରେ ୨ କୋଟି ସବସ୍କ୍ରାଇବର ଥିବା ବିଶ୍ୱର ପ୍ରଥମ ନେତା ହେଲେ ମୋଦି, ଚଳିତ ମାସରେ ମିଳିଲା ୨୨ କୋଟି ଭିଉଜ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢି ବଢି ଚାଲିଛି । ସାରା ବିଶ୍ୱର ପ୍ରଥମ ନେତା ହେଉଛନ୍ତି ମୋଦି ଯାହାଙ୍କ ୟୁ ଟ୍ୟୁବ ଚାନେଲ((PM Modi YouTube Channel))ର ସବସ୍କ୍ରଇବର ୨ କୋଟିରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ୟୁଟ୍ୟୁବ…

କେଏଲ ରାହୁଲଙ୍କ ଅପରାଜିତ ଅର୍ଦ୍ଧଶତକ: ଭାରତ ୨୦୮/୮

ସେଂଚୁରିଆନ: କେଏଲ ରାହୁଲଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୮ ୱିକେଟ ବିନିମୟରେ ୨୦୮ ରନ ସଂଗ୍ରହ କରିଛି । ବର୍ଷା ଯୋଗୁ ୫୯ ଓଭର ଖେଳାଯିବା ସମ୍ଭବପର ହୋଇଥିଲା । ବାକି ୪ ଦିନ ୯୮ ଓଭର ଖେଳାଯିବ । ଟସ ଜିତି…

ଖେଳ ରତ୍ନ, ଅର୍ଜୁନ ପୁରସ୍କାର ଫେରାଇବେ ଭିନେଶ

ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲର ଭିନେଶ ଫୋଗଟ ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାର ସମ୍ମାନ ଫେରାଇବେ । ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ମୁଁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାର ଫେରାଉଛି । ଏହି ଅବସ୍ଥାରେ ମୋତେ ପଂହଚାଇଥିବାରୁ କ୍ଷମତାଶାଳୀଙ୍କୁ…

ଭାରତୀୟ ନୌସେନା ଯୁଦ୍ଧ ବିମାନର ଫାଟିଲା ଟାୟାର

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଏକ ଯୁଦ୍ଧ ବିମାନର ଟାୟାର ଫାଟିଯାଇଛି । ଗୋଆର ଡାବ୍ରୋଲିମ ବିମାନ ବନ୍ଦରରେ ଏହା ଉଡାନ ଭରିବା ପୂର୍ବରୁ ଟ୍ୟାକ୍ସିୱେରେ ମିଗ-୨୯ର ଚକ ଫାଟି ଯାଇଥିଲା । ଏଥିରେ କେହି ଆହତ ହୋଇ ନାହାନ୍ତି । ଏୟାରପୋର୍ଟ ଅଧିକାରୀ ସଙ୍ଗେ ସଙ୍ଗେ ଫସି ରହିଥିବା ବିମାନ ଯୋଗୁ ରନୱେକୁ…