Latest Odisha News

BREAKING NEWS

Browsing Category

ଫିଚର

ଜାନୁଆରୀ ଶେଷ ସପ୍ତାହରେ ଉଦଘାଟନ ହେବ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ, ସମୀକ୍ଷା କଲେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ

ଭୁବନେଶ୍ବର: ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ୨୦୨୪ ଜାନୁଆରୀ ଶେଷ ସପ୍ତାହରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପୂର୍ବରୁ ସତ୍ୟବାଦୀ ଗସ୍ତ କରିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଏଥିସହ ଚାଲିଥିବା କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି।…

ଟି୨୦ ବିଶ୍ୱକପ: ଇଂଲଣ୍ଡ ଟିମ ସହିତ ଯୋଡି ହେଲେ ପୋଲାର୍ଡ

ଲଣ୍ଡନ: ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡ ଟିମ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ରବିବାର ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ କିରନ ପୋଲାର୍ଡଙ୍କୁ ଇଂଲଣ୍ଡର ଆସିଷ୍ଟାଂଟ କୋଚ ଭାବେ ନିଯୁକ୍ତ କରାଯାଇଛି । ୱେଷ୍ଟଇଣ୍ଡିଜରେ ଏହି ବିଶ୍ୱକପ ଖେଳାଯିବାକୁ ଥିବାରୁ ୩୬ ବର୍ଷୀୟ ପୋଲାର୍ଡଙ୍କ…

ପୁଣି ଛଟେଇ କରିବ ଗୁଗଲ୍‌: ୩୦,୦୦୦ କର୍ମଚାରୀଙ୍କ ଚାକିରି ସଙ୍କଟରେ 

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଟପ୍ ସର୍ଚ୍ଚ ଇଞ୍ଜିନ ଗୁଗଲର କର୍ମଚାରୀଙ୍କ ଚାକିରିକୁ ନେଇ ଆସିଛି ଏକ ବଡ଼ ଖବର । ଚଳିତବର୍ଷ ଗୁଗଲରୁ ୧୨ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯାଇଥିବା ବେଳେ ପୁଣି ଥରେ ହଜାର ହଜାର କର୍ମଚାରୀଙ୍କ ଚାକିରି ପ୍ରତି ସଙ୍କଟ ଦେଖାଦେଇଛି । ୩୦ ହଜାର କର୍ମଚାରୀ…

ଗତ ୫ବର୍ଷରେ ଦେଶରେ ୧୩ଲକ୍ଷ ତିନି ତଲାକ ମାମଲା ପଞ୍ଜିକୃତ

ନୂଆଦିଲ୍ଲୀ: ଦେଶରେ ତିନ ତଲାକ ବେଆଇନ ଘୋଷଣା ହେବା ପରେ ବି ଏହି ମାମଲା କମ ହେବାର ନାଁ ଧରୁନି । ୫ବର୍ଷ ତଳୁ ତିନି ତଲାକକୁ ବେଆଇନ ଘୋଷଣା କରାଯାଇଛି । ତଥାପି ତିନି ତଲାକ ମାମଲା ଏଯାଏ ବନ୍ଦ ହୋଇନାହିଁ। ଆଇନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଚଳିତ ବର୍ଷ ୧,୫୭,୭୨୫ ମୁସଲିମ ମହିଳା ତିନି…

ଏକତ୍ର ଅଭିନୟ କରିପାରନ୍ତି ସଲମାନ-ସନୀ

ମୁମ୍ବାଇ: ଗଦର ୨ର ସଫଳତା ପରେ ସନୀ ଦେଓଲଙ୍କ ନିକଟରେ ଫିଲ୍ମର ଲମ୍ବା ଲାଇନ ଲାଗିଛି । ରିପୋର୍ଟ ମୁତାବକ ସନୀ ଓ ସଲମାନ ଖାଁ ଏକ ପ୍ରୋଜେକ୍ଟରେ ଏକତ୍ର କାମ କରିବା ପାଇଁ ରାଜି ହୋଇଛନ୍ତି । ଗୋଆରେ ଉଭୟ ଏକତ୍ର ଏ ନେଇ ୨ରୁ ୩ଘଂଟା ସମୟ କାଟିଥିଲେ । ସଲମାନ ଓ ସନୀଙ୍କ ପରିବାର ମଧ୍ୟରେ ଭଲ…

ଘରର ଛାତ ଭୁଶୁଡ଼ି ୨ ଭଉଣୀ ମୃତ, ୪ ଆହତ 

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଦାଦରିରେ ଘର ଛାତ ଭୁଶୁଡ଼ି ୨ ଭଉଣୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଦୁଇ ଭଉଣୀଙ୍କ ବୟସ ୩ ଓ ୫ ବର୍ଷ। ସୂଚନା ଅନୁଯାୟୀ, ଲାଲ ସିଂ ନାମକ ଜଣେ ବ୍ୟକ୍ତି ଘରଛାତ ମରାମତି…

ଧୋନୀଙ୍କ ଆଇପିଏଲରୁ ଅବସର ସମ୍ପର୍କରେ ରହସ୍ୟ ଉଜାଗର କଲେ ଚେନ୍ନାଇ ସିଇଓ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣ ପରେ ମହେନ୍ଦ୍ର ସିଂ ଧୋନୀ ଅବସର ନେବେ କି ନାହିଁ ସେ ସମ୍ପର୍କରେ ଚେନ୍ନାଇ ସୁପର କିଙ୍ଗସ ସିଇଓ କାଶୀ ବିଶ୍ୱନାଥନ ଖୁଲାସା କରିଛନ୍ତି । ସେ ପ୍ରଥମେ ଧୋନୀଙ୍କ ଫିଟନେସ ନେଇ କହିଥିଲେ । ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ଓ ୧୦ ଦିନ…

ମହିଳା କ୍ରିକେଟ ଟେଷ୍ଟ: ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ କଲା ଟିମ ଇଣ୍ଡିଆ

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ ଟିମ ୱାଙ୍ଖେଡ ଷ୍ଟାଡିୟମରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆ ବିରୋଧରେ ଭାରତର ଏହା ପ୍ରଥମ ଟେଷ୍ଟ ବିଜୟ । ରବିବାର ଅନ୍ତିମ ଦିବସରେ ଅଷ୍ଟ୍ରେଲିଆ ଟିମ ଦ୍ୱିତୀୟ ଇନିଂସରେ ୧୬୧ ରନରେ ଅଲଆଉଟ ହୋଇଯାଇଥିଲା…

ତୃତୀୟ ଥର ମୋଦୀ ସରକାର ପାଇଁ ଓଡ଼ିଶାର ପ୍ରତି ବୁଥରେ ୫୦ ପ୍ରତିଶତ ମତଦାନ ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଏକ ଦଶନ୍ଧି ମଧ୍ୟରେ ଦେଶର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସ୍ଥିର ସରକାରକୁ ଶ୍ରେୟ ଦେଇଛନ୍ତି। ଏହି ପ୍ରଗତି ଜାରି ରଖିବା ପାଇଁ ମୋଦୀ ସରକାର କ୍ଷମତାରେ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ଗତ ୧୦…

୫୫ ନମ୍ବର ଜାତୀୟ ରାଜପଥ ଦେଶର ସବୁଠୁ ବିପଜ୍ଜନକ ରାସ୍ତା କହିଲା ବିଜେଡି, ଦୋଷ ଲଦିଲା ବିଜେପି

ଭୁବନେଶ୍ୱର: ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ପ୍ରକଳ୍ପର ମନ୍ଥର ଅଗ୍ରଗତିକୁ ନେଇ ବିଜେଡି ଓ ବିଜେପି ରବିବାର ପରସ୍ପରକୁ  ଦୋଷାରୋପ କରିଛନ୍ତି। ବିଜେଡି ନେତା ଗୌତମ ବୁଦ୍ଧ ଦାସ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ୫୫ ନମ୍ବର ଜାତୀୟ ରାଜପଥକୁ ଓଡ଼ିଶାର ଲାଇଫ୍ ଲାଇନ୍ ଭାବେ…