Latest Odisha News

BREAKING NEWS

Browsing Category

ଫିଚର

ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ

ଭୁବନେଶ୍ୱର: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ୩ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଅପହୃତ ଓଡ଼ିଆ ଯୁବକ ଜଣକ ଗଞ୍ଜାମ ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ। ପୁଅକୁ ଫେରାଇ ଆଣିବା ପାଇଁ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି…

ଆଜି ବାହୁଡ଼ା ଯାତ୍ରା; ଅପରାହ୍ନ ୪ଟାରୁ ରଥଟଣା

ପୁରୀ: ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା । ନବଦିନାତ୍ମକ ଯାତ୍ରା ସାରି ଆଜି ବଡ଼ଦେଉଳ ଅଭିମୁଖେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି । ପୁଣି ଥରେ ରଥ ଚଢ଼ି ବାହୁଡ଼ିବେ ଶ୍ରୀଜିଉ । ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅପେକ୍ଷାରତ ଅଛନ୍ତି ତାଳଧ୍ୱଜ, ଦେବଦଳନ ଓ…

ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ଦେବାଶିଷ ସିଂହଙ୍କୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବରେ ନିଯୁକ୍ତି ଦେଇଛନ୍ତି। ବୁଧବାର ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଏହି ସମ୍ପର୍କରେ ଏକ ସରକାରୀ ବିଜ୍ଞପ୍ତି ଜାରି…

ବାହୁଡା଼ ଯାତ୍ରା ଓ ସୁନାବେଶ ପାଇଁ ଟ୍ରାଫିକ୍ ନିୟମାବଳୀ ଜାରି କଲା ପୁରୀ ପୋଲିସ

ପୁରୀ: ଜୁଲାଇ ୫ ଓ ୬ରେ ପୁରୀରେ ବାହୁଡା ଯାତ୍ରା ଏବଂ ସୁନାବେଶ ସମୟରେ ସୁଗମ ଯାନବାହାନ ଚଳାଚଳ ଏବଂ ଉତ୍ତମ ଭିଡ଼ ପରିଚାଳନା ପାଇଁ ଜିଲ୍ଲା ପୋଲିସ ଗୁରୁବାର ଏକ ଟ୍ରାଫିକ ପରାମର୍ଶ ଜାରି କରିଛି। ତଦନୁଯାୟୀ, ବ୍ରହ୍ମଗିରି, ଭୁବନେଶ୍ୱର ଏବଂ କୋଣାର୍କରୁ ପୁରୀକୁ ଆସୁଥିବା ଚାରି ଚକିଆ, ଦୁଇ…

ଚିଟଫଣ୍ଡ ଜମାକାରୀଙ୍କୁ ଖୁବଶୀଘ୍ର ମିଳିବ ଟଙ୍କା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ସରକାର ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟାକୁ ସୁଗମ କରିଛନ୍ତି। ଏହି ପଦକ୍ଷେପ ପରେ ଚିଟଫଣ୍ଡ ଯୋଜନା ଦ୍ୱାରା ପ୍ରଭାବିତ ହଜାର ହଜାର କ୍ଷୁଦ୍ର ନିବେଶକଙ୍କୁ ଆଶ୍ୱସ୍ତି ଦେଇଛି। ରାଜ୍ୟ ସରକାର ଗତ ବର୍ଷ…

୨ ଅନୁସୂଚିତ ଜାତିର ବ୍ୟକ୍ତିଙ୍କୁ ଅତ୍ୟାଚାର ଘଟଣା; ନିଜ ଆଡୁ ମାମଲା ରୁଜୁ କଲା ଏନଏଚଆରସି

ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲାରେ ଅନୁସୂଚିତ ଜାତିର ଦୁଇଜଣ ବ୍ୟକ୍ତିଙ୍କ ଉପରେ ହୋଇଥିବା ଅମାନବୀୟ ଅତ୍ୟାଚାର ସମ୍ପର୍କିତ ଖବରକୁ ଭିତ୍ତିକରି ଜାତୀୟ ମାନବାଧିକାର କମିଶନ (ଏନ୍‍ଏଚ୍‍ଆର୍‍ସି) ନିଜଆଡ଼ୁ ମାମଲା ରୁଜୁ କରିଛି। ଏହି ଘଟଣାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ…

ସରକାରଙ୍କ କଥା ରଖିଲା ଓଆରଏସ୍‌ ସଂଘ, କେବଳ ରଥ ଓ ବନ୍ୟା ଡ୍ୟୁଟିରେ ଯୋଗଦେବେ

ଭୁବନେଶ୍ୱର: ଓଏଏସ୍‌ ସଂଘର ନିଷ୍ପତ୍ତିକୁ ସମର୍ଥନ ଜଣାଇ ଛୁଟିରେ ଥିବା ଓଆରଏସ୍‌ ସଂଘ ଆନ୍ଦୋଳନରୁ ଓହ୍ଲାଇଛି।ରାଜସ୍ବ ମନ୍ତ୍ରୀଙ୍କ ଅନୁରୋଧ ଅନୁସାରେ ରଥ, ବନ୍ୟା ଡ୍ୟୁଟିରେ ଯୋଗଦାନ ନେଇ ସମ୍ମତି ଦେଇଛି ସଂଘ। ବୈଠକ ପରେ ନିଷ୍ପତ୍ତି ନେଇ ଅବଗତ କରାଇଛି ସଂଘ। ଯଦିଓ ସେମାନେ ରଥ, ବନ୍ୟା…

ପୁରୀ ଦଳାଚକଟା ଘଟଣା; ଯାଞ୍ଚରେ ଅନୁ ଗର୍ଗଙ୍କୁ ସହାୟତା କରିବେ ୪ ଓଏଏସ

ଭୁବନେଶ୍ୱର: ପୁରୀର ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ହୋଇଥିବା ଦଳାଚକଟା ଘଟଣାର ବିସ୍ତୃତ ତଦନ୍ତ ପାଇଁ ଉନ୍ନୟନ କମିଶନର-କମ୍-ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗଙ୍କୁ ସହାୟତା କରିବେ ଓଏଏସ ଅଧିକାରୀ। ଏଥିପାଇଁ ବୁଧବାର ଓଡ଼ିଶା ସରକାର ଚାରି ଜଣ ଓଏଏସ ଅଧିକାରୀଙ୍କ ଏକ କମିଟି ଗଠନ…

ଜୁଲାଇ ୭ ଯାଏଁ ରାଜ୍ୟରେ ଅତିରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଏହାର ପଡ଼ୋଶୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ଏବଂ ସକ୍ରିୟ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ ଜୁଲାଇ ୭ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ସୂଚନା…

BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ଆଉ ୨ ଗିରଫ

ଭୁବନେଶ୍ୱର: କମିଶନରେଟ୍ ପୋଲିସ ମଙ୍ଗଳବାର ଦିନ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ସେମାନେ ହେଲେ ଝାରପଡ଼ାର ସଞ୍ଜୀବ ମିଶ୍ର…