Latest Odisha News

BREAKING NEWS

Browsing Category

ଫିଚର

Trade Deal With EU: ୟୁରୋପୀୟ କାର ଉପରୁ ୪୦% ଶୁଳ୍କ ହ୍ରାସ କରିପାରେ ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ଏକ ପ୍ରମୁଖ ବାଣିଜ୍ୟକ ଚୁକ୍ତି ହେବାକୁ ଯାଉଛି। ଏହାରି ମଧ୍ୟରେ ଜଣାପଡିଛି ଯେ ୟୁରୋପୀୟ ସଂଘରୁ ଆମଦାନି ହେଉଥିବା କାର ଉପରୁ ଶୁଳ୍କ ହ୍ରାସ କରିବାକୁ ଯୋଜନା କରୁଛି ଭାରତ। ବର୍ତ୍ତମାନ ଏହି ଶୁଳ୍କ ୧୧୦ ପ୍ରତିଶତ ରହିଥିବା ବେଳେ ଏହାକୁ…

ଗଣତନ୍ତ୍ର ଦିବସ; କର୍ତ୍ତବ୍ୟ ପଥରେ ଜଲୱା ଦେଖାଇଲା ଓଡ଼ିଶାର ପ୍ରଜ୍ଞାପନ ମେଢ

ଭୁବନେଶ୍ଵର: ୭୭ତମ ସାଧାରଣତନ୍ତ୍ର ଦିବସ ୨୦୨୬ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଭାରତର ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ। ସ୍ଵଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ସାଂପ୍ରତିକ ଭାରତକୁ ସମୃଦ୍ଧ ଓ ଆତ୍ମନିର୍ଭର ଭାରତରେ ପରିଣତ କରିବା ଦୃଷ୍ଟିକୋଣକୁ ନେଇ ଚଳିତ…

ଓଡିଶାରୁ ୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାର ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର। ସଖୀ ନାଟ ଲୋକ ନାଟ୍ୟ କଳାକାର ସୀମାଞ୍ଚଳ ପାତ୍ର, ବିଶିଷ୍ଟ ଶିକ୍ଷାବିତ୍ ତଥା ଲୋକକଥାବାଦୀ ମହେନ୍ଦ୍ର କୁମାର ମିଶ୍ର ଏବଂ ସାନ୍ତାଳୀ ଲେଖକ ଚରଣ ହେମ୍ବ୍ରମ, ଶରତ ପାତ୍ରଙ୍କୁ ୨୦୨୬ ପାଇଁ ପଦ୍ମଶ୍ରୀ ପ୍ରଦାନ…

T20 World Cup: ଭାରତରେ ଟି୨୦ ବିଶ୍ୱକପ୍ ଖେଳିବନି ବାଂଲାଦେଶ…

ନୂଆଦିଲ୍ଲୀ: ଚଳିତ ବର୍ଷ ଟି୨୦ ବିଶ୍ୱକପ୍ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବାକୁ ଯାଉଛି। ଏହି ବିଶ୍ୱକପ୍ କୁ ନେଇ ବର୍ତ୍ତମାନ ବାଂଲାଦେଶ ଏବଂ ଆଇସିସି ମଧ୍ୟରେ ବିବାଦ ଜାରି ରହିଛି। ଏହାରି ମଧ୍ୟରେ ଆଗାମୀ ବିଶ୍ୱକପରେ ବାଂଲାଦେଶ ଟିମ୍ ବିଶ୍ୱକପରେ ଅଂଶଗ୍ରହଣ କରିବ ନାହିଁ ବୋଲି…

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ…

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ମୁହଁ ଖୋଲିଛନ୍ତି। ସେ ବିଧାୟକଙ୍କ ନିଲମ୍ବନକୁ ସମର୍ଥନ କରି କହିଛନ୍ତି ଯେ ବିଜେଡି ତାଙ୍କୁ ପାଟକୁରା…

ବାଂଲାଦେଶକୁ ଆଇସିସିର ୨୪ ଘଣ୍ଟିଆ ଡେଡ୍‌ଲାଇନ୍‌

ନୂଆଦିଲ୍ଲୀ: ବାଂଲାଦେଶକୁ ଆଇସିସିର ୨୪ ଘଣ୍ଟିଆ ଡେଡ୍‌ଲାଇନ୍‌। ଆସନ୍ତା T-20 ବିଶ୍ବକପ୍‌ରେ ଭାଗ ନେବା ନେଇ ଡେଡ୍‌ଲାଇନ୍‌ ଦେଇଛି କ୍ରିକେଟ ପରିଷଦ। ଭାରତରୁ ମ୍ୟାଚ୍‌ ସ୍ଥାନାନ୍ତର ନେଇ ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏପରିକି ୨୪ ଘଣ୍ଟାରେ ନ ଜଣାଇଲେ ବାଂଲାଦେଶ ସ୍ଥାନରେ…

IPLରେ AI ଏଣ୍ଟ୍ରି; ଜେମିନି ସହ ହାତ ମିଶାଇଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ନୂଆ ପ୍ରାୟୋଜକ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)। ଆଇପିଏଲ ୨୦୨୬ ପୂର୍ବରୁ ବିସିସିଆଇ Google ର AI ପ୍ଲାଟଫର୍ମ, Gemini ସହିତ ଏକ ବଡ଼ ଚୁକ୍ତି ସ୍ୱାକ୍ଷର କରିଛି। ଆଗାମୀ ତିନି ବର୍ଷ ପାଇଁ ପ୍ରାୟୋଜକ ଭାବେ…

ଖଣ୍ଡଗିରି ମେଳାକୁ ନେଇ ବିଏମସିର ଗାଇଡଲାଇନ ଜାରି…

ଭୁବନେଶ୍ୱର: ଖଣ୍ଡଗିରି ମେଳାକୁ ନଜରରେ ରଖି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ତରଫରୁ ମଙ୍ଗଳବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଚଳିତ ବର୍ଷ ମହୋତ୍ସବ ସମୟରେ ଶୃଙ୍ଖଳା ଏବଂ ସାଂସ୍କୃତିକ ପବିତ୍ରତା ବଜାୟ ରଖିବା ନେଇ ବିଏମସି ସୂଚନା ଦେଇଛି। ବିଏମସିର ବରିଷ୍ଠ…

ରାସ୍ତାରୁ ହଟିବ ଡିଜେଲ୍‌ ଚାଳିତ ଆମ ବସ୍‌: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ 'ଆମ ବସ୍' ସେବା ଅଧୀନରେ ଡିଜେଲ ଚାଳିତ ବସ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯିବ। ଏଥିସହିତ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବୈଦ୍ୟୁତିକ ଯାନ (ଇଭି) ସହିତ ବଦଳାଇବା ପାଇଁ ଯୋଜନା ଚାଲିଥିବା ନେଇ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ…

Bird Census: ଆସିଲା ରିପୋର୍ଟ; ଗତବର୍ଷ ଠାରୁ ହୀରକୁଦକୁ ଆସିଛନ୍ତି ୪୪ ହଜାର ଅଧିକ ପକ୍ଷୀ

ସମ୍ବଲପୁର: ଜାନୁଆରୀ ୧୮ରେ ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ଶେଷ ହୋଇଥିବା ବାର୍ଷିକ ପକ୍ଷୀ ଗଣନାରେ ପ୍ରବାସୀ ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବା ଜଣାପଡ଼ିଛି। ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ୧୨୮ ପ୍ରଜାତିର ମୋଟ ୪.୨୧ ଲକ୍ଷ ପକ୍ଷୀଙ୍କ ଆଗମନ ରେକର୍ଡ କରିଛି। ଯାହା ପୂର୍ବ ବର୍ଷ ୧୨୨…