Latest Odisha News

BREAKING NEWS

Browsing Category

ଫିଚର

୧୩ ସାଂସଦଙ୍କ ନିଲମ୍ବନକୁ ପୁନର୍ବିଚାର କରିବା ପାଇଁ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ସଂସଦରେ ସୁରକ୍ଷା ଭଙ୍ଗ ଘଟଣାକୁ ନେଇ ଗୁରୁବାର ଗୃହରେ ହଙ୍ଗାମା କରିଥିବା ୧୩ ଜଣ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରିବା ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି। ଅଧୀର ଚୌଧୁରୀ ତାଙ୍କ…

ପୁଷ ଗଲା ପରେ ମାଘରେ କହିବି କେଉଁ ଦଳରେ ଦେବି ଯୋଗ: ପ୍ରଦୀପ ପାଣିଗ୍ରାହୀ

ଗୋପାଳପୁର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଚାଲିଥିବା ବେଳେ ରବିବାର ଦିନ ତାଙ୍କ ସଦ୍ୟତମ ବୟାନ ଓଡ଼ିଶାରେ ରାଜନୈତିକ ଉଷ୍ମତାକୁ ଆହୁରି ବଢ଼ାଇ ଦେଇଛି। ଦଳରୁ ବହିଷ୍କାର ହେବା ପରଠାରୁ ଶାସକ ବିଜେଡି ନେତୃତ୍ୱକୁ କଡ଼ା…

ନୂଆପଡ଼ାରେ ନିଷିଦ୍ଧ ୧୨୦ ବୋତଲ କଫ ସିରପ ଜବତ, ଜଣେ ଗିରଫ

ନୂଆପଡା: କୋମନା ଠାରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୨୦ ବୋତଲ ନିଷିଦ୍ଧ କଫ ସିରପ ଜବତ କରିବା ସହ ତାଙ୍କୁ ଗିରଫ କରିଛି ନୂଆପଡା ପୋଲିସ। କୋମନା ପୁଲିସ ସୀମାରେ ଥିବା ରେଙ୍ଗା ଗ୍ରାମର ଦେବେନ୍ଦ୍ର ତାଣ୍ଡିଙ୍କୁ ପଚରାଉଚରା ବେଳେ ବୋତଲର ଉତ୍ସ ସନ୍ତୋଷଜନକ ଭାବେ ବୁଝାଇ ପାରି ନ ଥିଲେ। ତାଣ୍ଡି ନିକଟରୁ…

ବଦଳିବ ବାରବାଟୀ କ୍ରିକେଟ ଷ୍ଟାଡିୟମର ଚେହେରା

କଟକ: ବାରବାଟୀ ଷ୍ଟାଡିୟମକୁ ଅନ୍ତର୍ଜାତୀୟ ମାନର କରିବା ସହ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଯୋଜନା କରୁଛି। ରବିବାର ଅନୁଷ୍ଠିତ ସାଧାରଣ ପରିଷଦ ବୈଠକ ପରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି। ନବୀକରଣ ନେଇ ଏକ ବିସ୍ତୃତ…

ବିଶ୍ୱ ମଞ୍ଚରେ ଚାରି ଓଡ଼ିଆ ଯୁବକ ଜଳବାୟୁ ପ୍ରସଙ୍ଗରେ ରଖିଲେ ମତାମତ

ଭୁବନେଶ୍ୱର: ନିକଟରେ ୟୁଏଇର ଦୁବାଇଠାରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ (କୋପ୍ ୨୮) ଯୋଗ ଦେଇ ଓଡ଼ିଶାର ୪ ଜଣ ଯୁବ ଜଳବାୟୁ କର୍ମୀ ବିଶ୍ୱ ମଞ୍ଚରେ ନିଜର ସ୍ୱର ଉତ୍ତୋଳନ କରିଥିଲେ। ୟୁଥ୍ ଫର୍ ଓ୍ୱାଟର ମିଶନ ପକ୍ଷରୁ ଅଭିଶେକ ମଣି, ଅନ୍ୱେଷା ଦତ୍ତ, ଅଶ୍ୱିନୀ କୁମାର…

ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ଖାରଜ କଲା କମ୍ପାନୀ

ମୁମ୍ବାଇ: ଜେଏସଡବ୍ଲ୍ୟୁ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଜଣେ ୩୦ ବର୍ଷୀୟା ମହିଳା ଆଣିଥିବା ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମହିଳା ଜଣକ ୨୦୨୩ ଫେବ୍ରୁଆରି ୧୬ରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି) ଥାନାରେ ଆନୁଷ୍ଠାନିକ ଅଭିଯୋଗ…

୨୧ରେ ନିର୍ବାଚନ ପାଇଁ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ, ଆରମ୍ଭ ହେବ ଭାରତ ଯୋଡ ଯାତ୍ରା ପାର୍ଟ ଟୁ?

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ଆସନ୍ତା ୨୧ ତାରିଖରେ କଂଗ୍ରେସ ଦଳର କାର୍ଯ୍ୟକାରିଣୀ ବୈଠକ ସ୍ଥିର ହୋଇଛି। ଇଣ୍ଡିଆ ମେଣ୍ଟର ବୈଠକ ବସିବାର ଦୁଇ ଦିନ ପରେ ହେବାକୁ ଥିବା ଏହି ବୈଠକରେ ବିଜେପିକୁ ମୁକାବିଲା କରିବା ପାଇଁ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ସହ ଦଳର…

ଦୁବାଇରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ୪ ଓଡ଼ିଆ

ଭୁବନେଶ୍ୱର: ମିଳିତ ଜାତିସଂଘ ପକ୍ଷରୁ ଦୁବାଇରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ-ସିଓପି ୨୮ରେ ଓଡ଼ିଶାର ଚାରି ଜଣ ଯୁବକ ଯୁବତୀ ସାମିଲ ହୋଇଛନ୍ତି। ଏମାନେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଯୋଗଦେଇଥିବା ୪ ଓଡ଼ିଆ ହେଲେ ଜଳବାୟୁ କର୍ମୀ ଅଭିଷେକ ମଣି, ଅନ୍ୱେଷା ଦତ୍ତ, ଅଶ୍ୱିନୀ କୁମାର…

ସଂସଦରେ ସୁରକ୍ଷା ଭଙ୍ଗ: ରାହୁଲଙ୍କ ଜାତୀୟ ପ୍ରସଙ୍ଗ ବୁଝିବା ଉପରେ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଭଙ୍ଗକୁ ନେଇ କେନ୍ଦ୍ର ଏବଂ ବିରୋଧୀଙ୍କ ମଧ୍ୟରେ ଚାଲିଥିବା ବାକଯୁଦ୍ଧ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବେକାରୀ ଏବଂ ମୁଦ୍ରାସ୍ଫୀତିକୁ ଦାୟୀ କରି ସମାଲୋଚନା କରିଛନ୍ତି। କଂଗ୍ରେସ ନେତା କେତେବେଳେ କ'ଣ…

ଦିଲ୍ଲୀରେ ଓଡ଼ିଶା ପାଇଁ ପ୍ରସ୍ତୁତ ହେବ ରଣନୀତି, ଶୀର୍ଷ ନେତାଙ୍କୁ ଭେଟିବେ ବିଜେପି ନେତା

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳଗୁଡ଼ିକ ସେତିକି ପ୍ରସ୍ତୁତିକୁ ଜୋରଦାର କରିବା ସହ ନିର୍ବାଚନୀ ସଫଳତା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ସ୍ୱରୂପ ଭାରତୀୟ ଜନତା ପାର୍ଟିର ଓଡ଼ିଶାର ସମସ୍ତ ୨୨ ଜଣ…