Latest Odisha News

BREAKING NEWS

Browsing Category

ଫିଚର

ରାଉରକେଲାରେ ଝାଡାବାନ୍ତି ରୋକିବାକୁ ତତ୍ପର ୱାଟକୋ, ଚାଲିଛି ପାଇପ ମରାମତି

ରାଉରକେଲା: ସହରରେ ଝାଡ଼ାବାନ୍ତି ବ୍ୟାପିବା ପରେ ଏହାକୁ ରୋକିବାକୁ ୱାଟର କର୍ପୋରେସନ୍ ଅଫ୍ ଓଡ଼ିଶା ୱାଟକୋ ତତ୍ପର ହୋଇ ପଡ଼ିଛି । ରାଉରକେଲାର ୬୦ରୁ ଅଧିକ ସ୍ଥାନରେ ପାଣି ପାଇପ ଲିକେଜର ମରାମତି କରାଯାଇଛି। ସହରର ସମସ୍ତ ପାଣିଟାଙ୍କି ସଫା କରାଯାଉଛି। ଏଥିସହ ଚିହ୍ନିତ ହଟସ୍ପଟ୍ ଅଞ୍ଚଳରେ ଜଳର…

ପ୍ରଚାରରେ ଭିନ୍ନକ୍ଷମଙ୍କ ପ୍ରତି ଅପମାନଜନକ ଭାଷା ପ୍ରୟୋଗ କଲେ ୫ବର୍ଷ ଜେଲ: ECI

ନୂଆଦିଲ୍ଲୀ: ଆଗକୁ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହା ପୂର୍ବରୁ ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ନିର୍ବାଚନ ପ୍ରଚାରରେ ଭିନ୍ନକ୍ଷମଙ୍କ ପାଇଁ ଅପମାନଜନକ ଭାଷା ବ୍ୟବହାର ନକରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଅପମାନଜନକ ଭାଷା ପ୍ରୟୋଗ କଲେ…

ଭାରତୀୟ ଛାତ୍ରୀଙ୍କୁ ଖୋଜିବା ପାଇଁ ୧୦ହଜାର ଡଲାର ପୁରସ୍କାର ଘୋଷଣା କଲା ଏଫବିଆଇ

ୱାଶିଂଟନ: ଭାରତୀୟ ଛାତ୍ରୀଙ୍କୁ ଖୋଜିବା ପାଇଁ ପୁରସ୍କାର ରାଶି ଘୋଷଣା କଲା ଏଫବିଆଇ । ଦୀର୍ଘ ୪ ବର୍ଷ ହେଲା ଆମେରିକାର ନ୍ୟୁଜର୍ସିରୁ ନିଖୋଜ ଥିବା ୨୯ ବର୍ଷୀୟ ମାୟୁଶି ଭଗତଙ୍କୁ ଖୋଜିଆଣିଲେ ଦିଆଯିବ ପୁରସ୍କାର ରାଶି । ମାୟୁଶିଙ୍କୁ ଖୋଜି ଖୋଜି ନିରାଶ ହୋଇଗଲାଣି ଏଫବିଆଇ । ବର୍ତ୍ତମାନ ତାଙ୍କ…

ବେଲପାହାଡ ରେଞ୍ଜ ପିକୋଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ

ଝାରସୁଗୁଡା: ଲଖନପୁର ବ୍ଲକ ବେଲପାହାଡ ଫରେଷ୍ଟ ରେଞ୍ଜ ଅଧୀନ ପିକୋଲ ଜଙ୍ଗଲରେ ଦେଖାଦେଇଛି କଲରାପତରିଆ ବାଘ । ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ ଏହି କଲରାପତରିଆ ବାଘର ଫୋଟୋ କଏଦ ହୋଇଛି । ଗତ ୧୪ ତାରିଖ ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାର ଫୁଟେଜରୁ ବାଘ ଥିବା ସ୍ପଷ୍ଟ ହୋଇଛି ।…

 ବିଜେଡିର କାଉଣ୍ଟର: ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ମିଥ୍ୟା ପ୍ରଚାର ଚଳାଇଛି ରାଜ୍ୟ ବିଜେପି

ଭୁବନେଶ୍ୱର: ଓଡିଶାର ଶିଳ୍ପ ବିକାଶରେ ଅସହିଷ୍ଣୁ ହୋଇପଡିଛି ବିଜେପି ।  ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ମିଥ୍ୟା ପ୍ରଚାର ଚଳାଇଛି ରାଜ୍ୟ ବିଜେପି । ଓଡିଶାକୁ ଦେଶ ବିଦେଶରେ ବଦନାମ ପାଇଁ ଷଡଯନ୍ତ୍ର କରୁଛି ଏହି ଦଳ । ଏମିତି କହି ବିଜେପି ଉପରେ ଜୋରଦାର ବର୍ଷିଛି ବିଜେଡି । ଏଥିସହିତ ଦଳ ତାର ଶାସନ…

ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି: ୪୭ ବର୍ଷରେ ଷଷ୍ଠ ଥର ନିମନ୍ତ୍ରଣ ପଠାଇଲା ଭାରତ

ନୂଆଦିଲ୍ଲୀ: ୨୦୨୪ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ। ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ପଠାଇଲା ଭାରତ । କାର୍ଯ୍ୟ ବ୍ୟସ୍ତତା ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆସିବାକୁ ମନା କରିବା ପରେ ଗଣତନ୍ତ୍ର ଦିବସ…

ପୋଲିସ ଉପସ୍ଥିତିରେ ବିଜେଡିର ଗୁଣ୍ଡାରାଜ୍  ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଉଦାହରଣ-ବିଜେପି

ଭୁବନେଶ୍ୱର: ବିଜୁ ଜନତା ଦଳ ଦ୍ୱାରା ପାଳିତ ଗୁଣ୍ଡାମାନେ ରାଜନୈତିକ କ୍ଷମତା ଉପଭୋଗ କରୁଛନ୍ତି ।  ଶାସନ ଓ ପ୍ରଶାସନ, ଆଇନକୁ ଫୁ କରି  ଜୋର ଜବରଦସ୍ତି ରାଜନୈତିକ ବିରୋଧୀଙ୍କୁ ଦମନ କରିବାକୁ ଅପଚେଷ୍ଟା କରୁଛନ୍ତି । ପୋଲିସ ଉପସ୍ଥିତିରେ ବିଜେଡିର ଗୁଣ୍ଡାରାଜ୍  ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର…

ସଂସଦୀୟ ଗଣତନ୍ତ୍ରକୁ ହତ୍ୟା : ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କଲା ଇଣ୍ଡିଆ…

ପୁରୀ :  ସଂସଦର ୧୪୨ ଜଣ ସାଂସଦଙ୍କୁ ନିଲମ୍ବନ ଘଟଣା  । ଆଜି ପୁରୀ ରେ କଂଗ୍ରେସ, ଆପ ଏବଂ ସିପିଆଇଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି  ।  ଭାରତୀୟ ଗଣତନ୍ତ୍ର ଉପରେ ବିଜେପି ସରକାରର ଏଭଳି  ଆକ୍ରମଣ କୁ  ସମଗ୍ର ବିଶ୍ଵରେ ସବୁ ସ୍ତରରେ ନିନ୍ଦା କରାଯାଇଛି । ଗଣତାନ୍ତ୍ରିକ ନୀତିକୁ…

ବିଭିନ୍ନ ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ସଂଘ

ପୁରୀ :  ବିଭିନ୍ନ ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ସଂଘ  । ବାର୍ଷିକ ଦରମା ବୃଦ୍ଧି  କରାଯିବା ସହ  ଯଦି କୌଣସି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସାଧାରଣ ଲୋକଙ୍ଲୋକର ଆକ୍ରମଣର ଶିକାର ହେଉଛନ୍ତି ତେବେ  ଦଣ୍ଡବିଧାନ ସହ ଦୋଷୀମାନଙ୍କ ପ୍ରତି…

କମୁଛି ପାରଦ , ବଢୁଛି ଶୀତ : ୧୦ଡିଗ୍ରୀ ତଳେ ୧୬ ସହର, ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ  ।  ପ୍ରବଳ ଜାଡ଼ରେ ଥରୁଛନ୍ତି ଓଡିଶାବାସୀ  । ଶୀତରୁ ରକ୍ଷା ପାଇବା ପାଇଁ କିଏ  ଚା ଖଟିରେ ଭିଡ ଜମାଉଛି ତ ଆଉ କିଏ ନିଆଁ ପୋଇଁ ହେଉଛି  । ଏହାରି ମଧ୍ୟରେ ଆଜି ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି  । ୧୬ ସହରର ତାପମାତ୍ରା…