Latest Odisha News

BREAKING NEWS

Browsing Category

ଫିଚର

ଡେଭିଡ ଧାୱନ-ବରୁଣ କମ୍ବିନେଶନର ଆଗାମୀ ଫିଲ୍ମକୁ ପ୍ରଡ୍ୟୁସ କରିବେ ରମେଶ ତୌରାନୀ

ମୁମ୍ବାଇ: ହୀରୋ, ଜୁଡୱା ୨ ଓ କୁଲୀ ନମ୍ବର ୧ ର ସଫଳତା ପରେ ବାପା ଡେଭିଡ ଧାୱନ ଓ ପୁତ୍ର ବରୁଣ ଧାୱନଙ୍କ ଯୋଡି ପୁନର୍ବାର ଏକତ୍ର ଫିଲ୍ମ କରିବାକୁ ଯାଉଥିବା ଖବର ପ୍ରକାଶ ପାଇଥିଲା । ପରେ ଏହି ଖବରର ବିଶ୍ୱସନୀୟତା ନେଇ ପ୍ରଶ୍ନ ଉଠିଥିଲା । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଡେଭିଡ ଓ…

କଳା ଟଙ୍କା ଜବତ ଘଟଣାରେ ବିଜେପି ଉପରେ ଦୋଷ ଲଦିଲା ବିଜେଡି: କହିଲା, ରାଜ୍ୟ କଂଗ୍ରେସକୁ ବଞ୍ଚାଇବା ପାଇଁ ଡିଲ୍‍…

ଭୁବନେଶ୍ୱର: ଦୁଇ ଦିନ ତଳେ ଆମେ କହିଥିଲୁ, ଆୟକର ବିଭାଗର ଚଢାଉରୁ ବିପୁଳ ଟଙ୍କା ମିଳିବା ମାମଲାରେ ଓଡିଶା ବିଜେପି, କଂଗ୍ରେସକୁ ଢାଲ ସାଜି ସୁରକ୍ଷା ଦେଉଛି । ପ୍ରାଣପଣେ ବଞ୍ଚାଇବାକୁ ଉଦ୍ୟମ କରୁଛି । ଯାହା ଆଜି ପ୍ରମାଣିତ ହୋଇଛି । ଲାଗୁଛି, ଓଡିଶା କଂଗ୍ରେସର ପ୍ରବକ୍ତା ହୋଇ, ଏଠି ଓଡିଶା…

ନିର୍ବାଚନ ଆୟୋଗଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଚାଲିଛି ପ୍ରସ୍ତୁତି। ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପନିର୍ବାଚନ କମିଶନର ଧର୍ମେନ୍ଦ୍ର ଶର୍ମା ଓ ନୀତେଶ କୁମାର…

ସାମୀ ଅର୍ଜୁନ ପୁରସ୍କାର, ସାଇରାଜ-ଚିରାଗ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପେସ ବୋଲର ମହମ୍ମଦ ସାମୀଙ୍କ ନାମ ଅର୍ଜୁନ ପୁରସ୍କାର ତାଲିକାରେ ସାମିଲ କରିବା ପାଇଁ କ୍ରୀଡା ମନ୍ତ୍ରଣାଳୟକୁ ସ୍ୱତନ୍ତ୍ର ଭାବେ ଅନୁରୋଧ କରିଛି । ଅପରପକ୍ଷରେ ଷ୍ଟାର ବ୍ୟାଡମିଂଟନ ଯୋଡି ସାତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀଙ୍କ ନାମ…

ଜମି ପଟ୍ଟା ନୁହେଁ ଗରିବ ଲୋକଙ୍କୁ ପ୍ରତାରଣାର କାଗଜ ବାଣ୍ଟୁଛନ୍ତି ସରକାର-କଂଗ୍ରେସ

ଭୁବନେଶ୍ୱର: ଜାଗା ମିସନ୍‌ରେ ଜମି ପାଇବା ପାଇଁ ଯିଏ ପାରୁଛି ସିଏ ସରକାରୀ ଜାଗା ଜବରଦଖଲ କରୁଛି । ତାହା ପୁଣି ସ୍ଥାନୀୟ ଗୁଣ୍ଡା ଓ ସରକାରୀ ବାବୁଙ୍କ ସହଯୋଗରେ।  ଏହି ଜାଗାକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରା ଚାଲିଛି।  ଧରାପଡ଼ିବା ବେଳେ କେବଳ ଯିଏ ଟଙ୍କା ଦେଇ ସରକାରୀ ଜମି କିଣୁଛି ସେ ହିଁ…

ପୋଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହେଲେ ‘ଡୋନାଲ୍ଡ ଟସ୍କ’ 

ନୂଆଦିଲ୍ଲୀ: ପୋଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହେଲେ ଡୋନାଲ୍ଡ ଟସ୍କ । 'ସିଭିକ୍ ପ୍ଲାଟଫର୍ମ' ନେତା ଟସ୍କ ସଂସଦରେ ବହୁମତ ହାସଲ କରି ପୁଣି ଥରେ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହା ସହ ଲ ଆଣ୍ଡ ଜଷ୍ଟିସ୍ ପାର୍ଟିର ଦୀର୍ଘ ୮ ବର୍ଷର ଶାସନର ଅନ୍ତ ଘଟିଛି। ପୋଲାଣ୍ଡରେ ୟୁରୋପୀୟ ସଂଘ…

ଏଣିକି ‘ଲକ୍ଷ୍ମୀ ବସ’ରେ କ୍ୟାସଲେସ୍ ଯାତ୍ରା: ଆରମ୍ଭ ହେଲା ୟୁପିଆଇ କ୍ୟୁଆର କୋଡ୍ ବ୍ୟବସ୍ଥା

ଭୁବନେଶ୍ୱର:  ‘ଲକ୍ଷ୍ମୀ ବସ’ରେ ଯାତ୍ରା ହେବ କ୍ୟାସଲେସ୍  । ଅର୍ଥାତ ଆପଣ ଚାହିଁଲେ କ୍ୟାସ ନ ଦେଇ  ୟୁପିଆଇ କ୍ୟୁଆର କୋଡରେ ବସ ଭଡା ଦେଇ ପାରିବେ । ଲକ୍ଷ୍ମୀ ବସରେ  କ୍ୟାସଲେସ ଏବଂ  ସୁବିଧାଜନକ ପରିବହନ ପାଇଁ  ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆଜି ୟୁପିଆଇ କ୍ୟୁଆର କୋଡର ଶୁଭାରମ୍ଭ…

ରେଳ ଷ୍ଟେସନରେ ଓଭରହେଡ୍‌ ପାଣିଟାଙ୍କି ଖସି ୩ ଯାତ୍ରୀ ମୃତ 

କୋଲକାତା: ରେଲୱେ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ ଯାତ୍ରୀ । ସେହି ସମୟରେ ଓଭରହେଡ୍‌ ପାଣି ଟାଙ୍କି ଖସି ଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆଜି ମଧ୍ୟାହ୍ନରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଲୱେ ଷ୍ଟେସନରେ ଏହି ବଡ଼ ଧରଣର ଅଘଟଣ ଘଟିଛି ।…

ଓଡିଶାରେ ଦେଶର ସବୁଠାରୁ ଅଧିକ କଳା ଟଙ୍କା ଜବତ ହେଲା କିନ୍ତୁ ମୁଖ୍ୟମନ୍ତ୍ରୀ ଚୁପ କାହିଁକି -ବିଜେପି

ଭୁବନେଶ୍ୱର: ବୌଦ୍ଧ ଡିଷ୍ଟିଲାରି ସହ ରାଜ୍ୟ ସରକାରଙ୍କ ଘନିଷ୍ଟ ସର୍ମ୍ପକର କାରଣ କଣ ? ମୁଖ୍ୟମନ୍ତ୍ରୀ କାହିଁକି ୨୦୧୯ ମସିହାରେ ବୌଦ୍ଧ ଡିଷ୍ଟିଲାରିର ମଦ କାରଖାନା ଉଦଘାଟନ ଉତ୍ସବରେ ନିଜେ ଉପସ୍ଥିତ ଥିଲେ ? ମଦ ମାଫିଆମାନଙ୍କୁ “ମେକ ଇନ ଓଡିଶା” ଭଳି ସରକାରୀ କାର୍ଯ୍ୟକ୍ରମରେ ଅଯାଚିତ ସହାୟତା…

ଗାଜାରେ ଟନେଲ ଭିତରକୁ ସମୂଦ୍ର ପାଣି ଛାଡିବା ଆରମ୍ଭ କଲା ଆଇଡିଏଫ

ୱାଶିଂଟନ: ଗାଜାର ଭୂମି ତଳେ ଲୁଚି ରହିଥିବା ହମାସ ଆତଙ୍କବାଦୀଙ୍କୁ ବାହାରକୁ ବାହାର କରିବା ପାଇଁ ଇସ୍ରାଏଲ ଡିଫେନ୍ସ ଫୋର୍ସ ପୂର୍ବରୁ ଘୋଷଣା କରିଥିବା ରଣନୀତି ଆପଣାଇଛି । ଏବେ ଗାଜାର ଟନେଲ ଗୁଡିକରେ ଆଇଡିଏଫ ସମୂଦ୍ର ପାଣି ଛାଡିବା ଆରମ୍ଭ କରିଛି । ଇସ୍ରାଏଲ ଫୋର୍ସ ଏବେ ବି ଶତି ପ୍ରତିଶତ…